ସମ୍ପାଦକୀୟ

ଆଜିର ଅର୍ଥନୀତି/ ନିଅଣ୍ଟିଆ ବୃଷ୍ଟି

ମୌସୁମୀ ଏ ବର୍ଷ ଓଡ଼ିଶା ପ୍ରତି ବେଶି ସଦୟ ହୋଇନାହିଁ। ବର୍ତ୍ତମାନ ସୁଦ୍ଧା ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇଥିବା ବେଳେ ବିଭିନ୍ନ ଜିଲାରେ ବୃଷ୍ଟିପାତର ଆବଣ୍ଟନ ହାର ମଧ୍ୟ ସୁଷମ ନୁହେଁ। ଜୁଲାଇ ମାସରେ ଓଡ଼ିଶାରେ ମୋଟ ୯ ପ୍ରତିଶତ କମ୍‌…

ପାଞ୍ଚ ଟ୍ରିଲିୟନ ଡଲାରର ସ୍ବପ୍ନ

ଡ. ସନ୍ତୋଷ କୁମାର ମହାପାତ୍ର ଯିଏ ଶାସନ କରୁ ବା ସରକାର ଗଠନ କରୁ ଜନସାଧାରଣ ତଥା ଦେଶର ବିଭିନ୍ନ ସମସ୍ୟା ସମାଧାନ କରିବା ସହଜ ନୁହେଁ। କିନ୍ତୁ ଏକ ଜନମଙ୍ଗଳ ସରକାର ସେଥିପାଇଁ ଚେଷ୍ଟା କରିବା ଉଚିତ। ମାତ୍ର ବର୍ତ୍ତମାନ…

ରାମ-କାଳୀ ଲଢ଼େଇ

ଡ. କୁଳାଙ୍ଗାର ତା’ର ଠାକୁର-ଠାକୁରାଣୀ ଓ ମାଙ୍କଡ଼ଙ୍କୁ ଭାରି ଭୟ। ଭୟର କାରଣ କାଳେ କ’ଣ ସବୁ ଛଡ଼େଇ ନେବେ। ଏ ଡରଟା ତା’ ଭିତରେ ପିଲାବେଳୁ ଅଛି। କାରଣ ସିଏ କାନ ଉଠିଲା ଦିନୁ ଶୁଣି ଆସିଛି କି ଠାକୁର-ଠାକୁରାଣୀଏ…

ଏଇ ଭାରତରେ

ସରକାରୀ ଚାକିରିରୁ ଅବସର ଗ୍ରହଣ ଦିନ କେଉଁ କର୍ମଚାରୀଙ୍କୁ ଖୁସି ଲାଗେ ତ, କାହାର ମନ ବିଷାଦରେ ଭରିଯାଏ। ଖୁସି ଲାଗେ ଏଇଥିପାଇଁ, କିଛିବର୍ଷ ରୁଟିନବନ୍ଧା କର୍ତ୍ତବ୍ୟରତ ଜୀବନଯାପନ ଭିତରୁ ଖସିଆସି ଖୁସି ମନେଇବାର ଅବସର ମିଳିଯାଏ। ଦୁଃଖ ଲାଗେ ଏଇଥିପାଇଁ,…

ଚତୁର କୁଆ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ କିଛିଦିନ ତଳେ ବଡ଼ିଭୋରରୁ ମୁଁ ପ୍ରାତଃଭ୍ରମଣରେ ବାହାରିବା ବେଳେ ମୋ ଗେଟ୍‌ ଉପରେ ବସିଥିବା ଏକ କୁଆ ମୋତେ ଚାହିଁ ରାବିବାକୁ ଲାଗିଲା। ସେ ଖୁବ୍‌ ବ୍ୟସ୍ତ ଥିବା ପରି ମନେହେଲା ଏବଂ ମୁଁ ସେଠି…

ନିମିଷକେ ବଦଳୁଛି ଜ୍ଞାନର ପୃଥିବୀ

ଡ. ସୁବାସ ଚନ୍ଦ୍ର ପାତ୍ର ସମୟ ବ୍ୟବଧାନର ଗାଣିତିକତା ବୋଧହୁଏ ପାରିପାର୍ଶ୍ୱିକ ଅବସ୍ଥା ଉପରେ ନିର୍ଭର କରେ, ଯେଉଁଥିପାଇଁ ୫୦ ବର୍ଷର ବ୍ୟବଧାନ ୫/୧୦ବର୍ଷ ପରି ଲାଗୁଥିଲା ବେଳେ, ୫/୧୦ ବର୍ଷର ବ୍ୟବଧାନ ୫୦ ବର୍ଷ ପରି ଲାଗେ। ୧୯୦୫ ମସିହାରେ…

ଭଗବାନ ବେଶି ସଜାଗ

ଶ୍ରୀ ସନ୍ନ୍ୟାସୀ ସ୍ବାମୀ ସଚ୍ଚିଦାନନ୍ଦ ରାଜପୁତନାରେ ଦିନେ ଭିକ୍ଷା କଲାବେଳେ ଜଣକ ଘରେ ଛୋଟ ଝିଅଟିଏ ନିଜେ ଭିଣିଥିବା ମେଞ୍ଚାଏ ତୁଳା ଆଣି ବାବାଙ୍କୁ ଦେଲା। ବାବା କହିଲେ- ମୋର ତୁଳା କ’ଣ ହେବ? ପଟେ ଦିପଟ ରୁଟି ହୋଇଗଲେ ଆଜି…

ଏଇ ଭାରତରେ

ଭାରତରେ ଏମିତି କିଛି ପରମ୍ପରା ରହିଛି ଯାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ଦେବୀଙ୍କ ଉପରେ ବିଶ୍ୱାସ ରଖି ପତିଙ୍କ ମଙ୍ଗଳ ଲାଗି ମହିଳାମାନେ ସେମାନଙ୍କ ସାମାଜିକ ସ୍ବୀକୃତିକୁ ଯେ ବନ୍ଧା ରଖୁଛନ୍ତି ତାହା ଘଟୁଛି ଆମ ଦେଶରେ। ପତିଙ୍କ ମଙ୍ଗଳ ଲାଗି…

ହେଲା ତଲାକ୍‌

ସମ୍ପଦକୀୟ/ତଥାଗତ ସତପଥୀ ଖୁସିର କଥା ଯେ, ଭାଜପା ସରକାରର ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା ଚାହୁଁଥିଲେ ତାହା କରାଇପାରିଲେ। ୩୦ ଜୁଲାଇ ୨୦୧୯ରେ ରାଜ୍ୟ ସଭାରେ ତିନି ତଲାକ୍‌ ବିଲ୍‌ ଗୃହୀତ ହେବା ପରେ ଏହା ଖୁବ୍‌ଶୀଘ୍ର ରାଷ୍ଟ୍ରପତିଙ୍କ…

ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ୫୦ ଦିନ

କିରେନ୍‌ ରିଜିଜୁ ଗତ ସପ୍ତାହରେ ମୋଦି ସରକାର ୨.୦ କାର୍ଯ୍ୟାଳୟରେ ୫୦ ଦିନ ପୂରଣ କରିଛନ୍ତି। ଏବେ ଆମ ରିପୋର୍ଟ କାର୍ଡ ପ୍ରଦାନ କରିବା ଏବଂ ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାର ସମୟ ଉପନୀତ ହୋଇଛି। କେହି କେହି ଯୁକ୍ତି କରିପାରନ୍ତି…

ଦି’ରଙ୍ଗିଆ ରସଗୋଲା

ଅରବିନ୍ଦ ଦାସ ଟିଭିରେ ହେଡ୍‌ଲାଇନ ଖବର ଦେଖି ଗୋପାଳବାବୁ ସ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଡ଼ ପାଟିରେ କହିଉଠିଲେ, ଶୁଣୁଛ? ଆମ ଓଡ଼ିଶା ରସଗୋଲା ଜିଆଇ ଟ୍ୟାଗ୍‌ ପାଇଗଲା। ମୋର ଜଣେ ବନ୍ଧୁ ଏଥିପାଇଁ ବହୁତ ପରିଶ୍ରମ କରିଥିଲେ। ପାଖକୁ ଆସି ଇନ୍ଦୁରେଖା କହିଲେ,…

ଏଇ ଭାରତରେ

କଶ୍ମୀରର ମହମ୍ମଦ ଅଲି ଭଟ୍ଟ ୨୩ ବର୍ଷ ପରେ ନିର୍ଦ୍ଦୋଷରେ ହୋଇ ଜେଲ୍‌ରୁ ମୁକୁଳିବା ପରେ ପରିବାରରେ କୌଣସି ସଦସ୍ୟ ନ ଥିଲେ ତାଙ୍କୁ ସ୍ବାଗତ କରିବାକୁ। ଏମିତି ଏକ ଖବର ଏବେ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି। ଯେତେବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri