ସମ୍ପାଦକୀୟ

ଏଇ ଭାରତରେ

ଝାଡ଼ଖଣ୍ଡର ଦୁର୍ଗମ ଗ୍ରାମାଞ୍ଚଳରେ ଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ର ଓ ପ୍ରାଥମିକ ସ୍କୁଲଗୁଡ଼ିକର ପରିବେଶ ତଥା ଶିକ୍ଷାରେ ଉନ୍ନତି ଆଣି ଆଇଏଏସ୍‌ ଅଧିକାରୀ ଆଦିତ୍ୟ ରଞ୍ଜନ ସଭିଙ୍କ ପାଇଁ ଆଦର୍ଶ ପାଲଟିଯାଇଛନ୍ତି। ପଶ୍ଚିମ ସିଂହଭୂମ ଜିଲା ଉନ୍ନୟନ ଅଧିକାରୀ ଭାବେ ନିଯୁକ୍ତି ପାଇବା…

ରାସାୟନିକ ରଙ୍ଗ ଓ କୁକୁଡ଼ା ଅଣ୍ଡା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ବହୁ ବର୍ଷ ଧରି ଆମେ କେତେକ ଜିନିଷକୁ ପସନ୍ଦ କରିବା ଓ ଅନ୍ୟଗୁଡିକୁ ନାପସନ୍ଦ କରିବାରେ ଅଭ୍ୟସ୍ତ ହୋଇଆସିଛୁ। ବେଳେବେଳେ ଏହି ପସନ୍ଦ ବା ନାପସନ୍ଦ କଥାଟା ଆଧୁନିକତା ଓ ଫ୍ୟାଶନ ନାମରେ ତରଙ୍ଗ ଭଳି…

କରୋନା ସଂକ୍ରମଣ ଓ ସହରାଞ୍ଚଳ ପରିଚାଳନା

ଅମିତାଭ କାନ୍ତ ଓ ରିଚା ରଶ୍ମି ନୋଭେଲ କରୋନା ଭାଇରସ୍‌ (କୋଭିଡ-୧୯) ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏବେ ଏହା ବିଶ୍ୱର ୧୦୦ରୁ ଅଧିକ ରାଷ୍ଟ୍ରକୁ ପ୍ରଭାବିତ କରିସାରିଲାଣି। ଏହି ମହାମାରୀର ମୂଳୋପତ୍ାଟନ ନିମନ୍ତେ ସହରାଞ୍ଚଳରେ ବସବାସ କରୁଥିବା…

ପରୀକ୍ଷାକବଳିତ ଶିକ୍ଷା

ଡ. ସୁବାସ ଚନ୍ଦ୍ର ପାତ୍ର ପ୍ର ଖ୍ୟାତ ଦିବଂଗତ ନାଟ୍ୟକାର ପ୍ରମୋଦ ତ୍ରିପାଠୀଙ୍କ ନାଟକ ‘ଶଁବାଳୁଆ’ରେ ଜଣେ ସ୍କୁଲ ଶିକ୍ଷକ ପ୍ରଧାନ ଶିକ୍ଷକଙ୍କୁ ପ୍ରଦାନ କରିଥିବା ଛୁଟି ଦରଖାସ୍ତରେ ଛୁଟିର କାରଣ ସ୍ବରୂପ ଲେଖିଥିଲେ- ମୋ ସ୍ତ୍ରୀକୁ ଅପହରଣ କରାଯାଇଛି। ଦରଖାସ୍ତର…

ଏଇ ଭାରତରେ

ବିନା ମାଟିରେ ଚାଷ ହେବା କଥା ଶୁଣିଛନ୍ତି କି? ଯଦି ନା, ତେବେ ଦିଲ୍ଲୀର ୟଶ୍‌ ବ୍ୟାସଙ୍କଠାରୁ ଶିଖନ୍ତୁ। ରାସାୟନିକ ସାର ତଥା କୀଟନାଶକ ବ୍ୟବହାର ନ କରି କେବଳ ପାଣିରେ ସ୍ମାର୍ଟ ବଗିଚାରେ ସେ ଚାଷ ଆରମ୍ଭ କରିଛନ୍ତି। ବ୍ୟସ୍ତଜୀବନରେ…

ଓଡ଼ିଆ ପାଇଁ ଲଜ୍ଜା

ଓଡ଼ିଆ, ସଂସ୍କୃତ, ତାମିଲ, ତେଲୁଗୁ, କନ୍ନଡ଼ ଏବଂ ମାଲାୟାଲମ୍‌ ଭାଷାକୁ ଭାରତରେ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଛି। କିନ୍ତୁ ସବୁ ଭାଷାକୁ ସମାନ ଦୃଷ୍ଟିରେ ଦେଖାଯାଉ ନାହିଁ। କେନ୍ଦ୍ର ସରକାର ଏ ଦିଗରେ ପାତରଅନ୍ତର କରୁଥିବା ବିଷୟ ଏବେ ଜଣାପଡ଼ିଛି। କଂଗ୍ରେସ ଏମ୍‌ପି…

ସାଧାରଣ ଜନତାଙ୍କ ଉପରେ ନଜରଦାରି

କୁମାରସମ୍ଭବ ଶ୍ରୀବାସ୍ତବ ଭାରତ ସରକାରଙ୍କ ବିବାଦୀୟ ସୋସିଆଲ ରେଜିଷ୍ଟ୍ରି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଦାୟିତ୍ୱରେ ଥିବା ବରିଷ୍ଠ ବ୍ୟୁରୋକ୍ରାଟ ଚେତାବନୀ ଦେଇଥିଲେ ଯେ ଏତେ ବଡ଼ ଆକାରର ଏକ କେନ୍ଦ୍ରୀକୃତ ତଥା କ୍ରସ୍‌-ଲିଙ୍କ୍‌ଡ ଡାଟାବେସ ଶହେ କୋଟିରୁ ଅଧିକ ଭାରତୀୟଙ୍କ…

ଆମ ଚଳଣିର ମହକ

ଡା. ବାସୁଦେବ ପ୍ରଧାନ କରୋନା ଏବେ ସାରା ପୃଥିବୀରେ ଏକ ପ୍ରକାର ଆତଙ୍କ ଖେଳାଇଦେଇଛି। ତା’ ପାଇଁ ସ୍କୁଲ୍‌, କଲେଜ, ପରୀକ୍ଷା ବନ୍ଦ। ବିମାନଯାତ୍ରା, ରେଳଯାତ୍ରା ବନ୍ଦ। ବିଦେଶୀମାନଙ୍କୁ ଓ ପର୍ଯ୍ୟଟକମାନଙ୍କୁ ଆସିବାକୁ ବାରଣ କରାଯାଉଛି। ବଡ଼ ବଡ଼ ମଲ୍‌ରେ ବେପାରବଣିଜ…

ଚାଙ୍ଗୀ ବନାମ ଶାଳ

ଅଜିତ କୁମାର ଦାସ ଚାଙ୍ଗୀ ଗୋଟିଏ ବିଷୁବ ମଣ୍ଡଳୀୟ ଉଦ୍ଭିଦ। ସିଙ୍ଗାପୁରରେ ଏହାକୁ ଜାତୀୟ ଐତିହ୍ୟର ମାନ୍ୟତା ଦିଆଯାଇଛି। ଶାଳଗଛ ବଂଶର ଏଇ ବୃକ୍ଷଟିର ନାମ ହୋପିଆ ସାଙ୍ଗାଲ। ସେଠାକାର ଲୋକେ ତାକୁ ଚେଙ୍ଗାଲ ପାସିର ନାମରେ ମଧ୍ୟ ଜାଣନ୍ତି। ବୃକ୍ଷଟିର…

ଏଇ ଭାରତରେ

ଝାଡ଼ଖଣ୍ଡର ଝିଅ ଶିଳ୍ପୀ ସିହ୍ନା । ଛାତ୍ର ଜୀବନରେ ସମସ୍ୟାକୁ ସାମ୍‌ନା କରି ତା’ ସମାଧାନର ବାଟ ଖୋଜୁ ଖୋଜୁ ଜଣେ ବ୍ୟବସାୟୀ ପାଲଟିଯାଇଛନ୍ତି। ମାତ୍ର ୧୧ ହଜାର ଟଙ୍କାରେ ଆରମ୍ଭ କରିଥିବା ବ୍ୟବସାୟର କାରବାର ଏବେ ୨ କୋଟି ଟଙ୍କା…

ଯେଉଁ କଥାକୁ ସେଇ କଥା

ଜମ୍ମୁ ଓ କଶ୍ମୀରକୁ ଦିଆଯାଇଥିବା ସ୍ବାୟତ୍ତତାକୁ ୫ ଅଗଷ୍ଟ ୨୦୧୯ରେ କେନ୍ଦ୍ର ସରକାର ହଟାଇ ଦେଇଥିଲେ। ପରେ ଏହି ରାଜ୍ୟକୁ ଭାଗ କରାଯାଇ ଜମ୍ମୁ ଓ କଶ୍ମୀର ଏବଂ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଢ଼ାଯାଇଥିଲା। ଏନ୍‌ଡିଏ ସରକାରଙ୍କ ଏଭଳି…

ନାଗରିକତା ବନାମ ମାନବିକତା

ବୈକୁଣ୍ଠନାଥ ମିଶ୍ର ନାଗରିକତ୍ୱ ସଂଶୋଧନ ଆଇନ ପ୍ରଣୀତ ହେବା ଦିନଠାରୁ ଅନେକ ଆଲୋଚନା, ପର୍ଯ୍ୟାଲୋଚନା, ତର୍କ, ବିତର୍କ, ସପକ୍ଷ ଓ ବିପକ୍ଷବାଦୀଙ୍କ ଆନ୍ଦୋଳନ ଭାରତର ରାଜନୈତିକ ଆକାଶକୁ ଧୂମାଚ୍ଛନ୍ନ କରି ରଖିଛି। ଏହି ଆନ୍ଦୋଳନକୁ ଦେଖି ମନେହୁଏ ଏହା ଅଧିକ ରାଜନୈତିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri