ଅନ୍ୟ ପନ୍ଥା ନାହିଁ
ଆକାର ପଟେଲ ମୋର ବୟସ ୫୦ ହେଲାଣି ଏବଂ ବର୍ତ୍ତମାନ ଚାଲିଥିବା ସିଏଏ, ଏନ୍ଆର୍ସି ଓ ଏନ୍ପିଆର୍ ବିରୋଧୀ ଆନ୍ଦୋଳନ ପରି ଗଣଆନ୍ଦୋଳନ ଦେଖିନାହିଁ। ଜରୁରିକାଳୀନ ପରିସ୍ଥିତି ସମୟର ଅସ୍ପଷ୍ଟ ସ୍ମୃତି ମୋର ଏବେ ବି ମନେଅଛି। ମୁମ୍ବାଇର ଭିଲେ ପାର୍ଲେ…
ମସ୍ତିଷ୍କ ଓ ହୃଦୟ
ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ଏକ ପୂର୍ଣ୍ଣ ମାନବୀୟ ଉତ୍ତରଣ ପାଇଁ ସୃଷ୍ଟିର ବଡପଣ୍ଡା ଭାବେ ବିବେଚିତ ମଣିଷମାନଙ୍କ ନିମନ୍ତେ ସ୍ରଷ୍ଟାଙ୍କର ସବୁଠୁ ବଡ଼ ବରଦାନ ମସ୍ତିଷ୍କ ଓ ହୃଦୟ। ମେଧାଶକ୍ତିର କେନ୍ଦ୍ର ମସ୍ତିଷ୍କ ଯାହାର ଯେତେ ଉନ୍ନତ ଓ ଉର୍ବର,…
ମୁଦ୍ରାନୀତି ବିଶାରଦ
ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଭାରତ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି। ଅର୍ଥନୀତିକୁ ସୁଧାରିବା ଦିଗରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବିଶେଷକରି ଉତ୍ତମ ମୁଦ୍ରାନୀତି ପରିଚାଳନା କରିବା ଏହି ଶୀର୍ଷ ବ୍ୟାଙ୍କର ପଦକ୍ଷେପ ଉପରେ ନିର୍ଭର…
ଏଇ ଭାରତରେ
ଟ୍ରାଫିକ ନିୟମ ନ ମାନିଲେ ଚାଳକଙ୍କୁ ଜରିମାନା ଦେବାକୁ ପଡେ। କିନ୍ତୁ ଏହା ବଦଳରେ ସେମାନଙ୍କୁ ରଚନା ଲେଖିବାକୁ ପଡିଛି ଭୋପାଳରେ। ସଡ଼କ ସୁରକ୍ଷା ଆଇନ ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଚାଳକଙ୍କ ଉପରେ ଲାଗୁ କରାଯାଇଥିବା ଜରିମାନାକୁ ନେଇ…
ୟୁପିରେ କମିଶନରେଟ୍
ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ସାମ୍ପ୍ରତିକ ବିକ୍ଷୋଭ ପରିପ୍ରେକ୍ଷୀରେ ତଥା ରାଜ୍ୟର ଆଇନଶୃଙ୍ଖଳାରେ ଉନ୍ନତି ଆଣିବା ଲାଗି ଉତ୍ତରପ୍ରଦେଶ ସରକାର ଅନେକଦିନରୁ ଯୋଜନା ହୋଇ ପଡ଼ିରହିଥିବା ପୋଲିସ କମିଶନର ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି…
କର୍ପୋରେଟ୍ଙ୍କ ଝୁଲାରେ ଦେଶ ସମ୍ପତ୍ତି
ଭାଲଚନ୍ଦ୍ର ଷଡ଼ଙ୍ଗୀ କେନ୍ଦ୍ରର ଏନ୍ଡିଏ ସରକାର ନିଜର ଦ୍ୱିତୀୟ ପାଳିରେ ଦେଶର ରାଷ୍ଟ୍ରାୟତ୍ତ କ୍ଷେତ୍ରରେ ଏକ ବଡ଼ ଧରଣର ଘରୋଇକରଣ ଅଭିଯାନ ଆରମ୍ଭ କରିଛନ୍ତି। ଆର୍ଥିକ ମାନ୍ଦାବସ୍ଥା ଯୋଗୁ ବଜେଟୀୟ ନିଅଣ୍ଟକୁ ଭରିବା ନାଁରେ ଗୋଟିଏ ପରେ ଗୋଟିଏ ରାଷ୍ଟ୍ରାୟତ୍ତ କମ୍ପାନୀକୁ…
ଦୁଇଟି ଉଦ୍ଭାବନର ଅନ୍ତ
ଇଂ. ମାୟାଧର ସ୍ବାଇଁ ସଭ୍ୟତାର ବିକାଶରେ ସହାୟକ ହୋଇଥିବା କେତୋଟି ପ୍ରଭାବଶାଳୀ ଉଦ୍ଭାବନ ମଧ୍ୟରୁ ଦୁଇଟିର ବ୍ୟବହାର ବନ୍ଦ ହେବାକୁ ଯାଉଛି। ଗୋଟିଏ ହେଉଛି ତାପଦୀପ୍ତ ବିଜୁଳିବତି ଓ ଅନ୍ୟଟି ହେଉଛି ଆଭ୍ୟନ୍ତରୀଣ ଦହନ ଇଞ୍ଜିନ। ଆମେରିକାର ବିଶିଷ୍ଟ ଉଦ୍ଭାବକ ଟମାସ୍…
ଏଇ ଭାରତରେ
ବେସାହାରା ଲୋକଙ୍କ ଲାଗି ଯୁବଶକ୍ତିକୁ କାର୍ଯ୍ୟରେ ଲଗାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଲକ୍ଷ୍ନୌର ଜଣେ ହୋଟେଲ ମାଲିକ ପରମ ସିଂ। ସେ ତାଙ୍କ ସାଙ୍ଗମାନଙ୍କ ସହ ମିଶି ଦୁରାରୋଗ୍ୟ ବ୍ୟାଧିରେ ପୀଡିତଙ୍କୁ ମାଗଣାରେ ଓଷଧ ଯୋଗାଉଛନ୍ତି। ପ୍ରତିମାସରେ ସେ ଅଢ଼େଇରୁ…
ଆଜିର ଅର୍ଥନୀତି/ ଆହ୍ବାନପୂର୍ଣ୍ଣ
ଚଳିତ ମାନ୍ଦାବସ୍ଥା ସୁଧୁରିବାର କୌଣସି ଲକ୍ଷଣ ଦେଖିବାକୁ ମିଳୁନି। ସାଧାରଣ ଲୋକମାନେ ବିଭିନ୍ନ ସମୟରେ ପାଉଥିବା ଆର୍ଥିକ ତଥ୍ୟ ସବୁବେଳେ ପୂର୍ବାପେକ୍ଷା ଅଧିକ ଚିନ୍ତାଜନକ ହେଉଛି। ବୁଧବାର ପ୍ରକାଶିତ ସରକାରୀ ତଥ୍ୟରୁ ଜଣାପଡ଼ିଛି ଯେ, ଡିସେମ୍ବର ୨୦୧୯ରେ ଭାରତର ରପ୍ତାନି ୧.୮…
କୃଷିର ସ୍ଥିତି ଚିନ୍ତାଜନକ
ନଟବର ଖୁଣ୍ଟିଆ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ କୃଷି ଗଣନା ପ୍ରତି ପାଞ୍ଚ ବର୍ଷରେ ଥରେ ହେଉଛି। ୨୦୧୦-୧୧ରେ କୃଷି ଗଣନା ହୋଇଥିବା ବେଳେ ୨୦୧୫-୧୬ରେ କୃଷି ଗଣନା ହୋଇ ତାହାର ରିପୋର୍ଟ ଦୁଇଟି କିସ୍ତିରେ ୨୦୧୯ ମସିହା ଜୁନ…
ଚେଇଁ ଶୋଇଥିବ ଯିଏ
ଡ. ଚିନ୍ତାମଣି ପଣ୍ଡା ସ୍ବଚ୍ଛ ଭାରତ ଅଭିଯାନ ଏକ ଗାନ୍ଧୀଯୁଗୀୟ ଚିନ୍ତାଧାରା। କିନ୍ତୁ ୨୦୧୪ ଗାନ୍ଧୀ ଜୟନ୍ତୀଠାରୁ ଏ ପର୍ଯ୍ୟନ୍ତ ୯୦ନିୟୁତ ପାଇଖାନା ନିର୍ମାଣ ପାଇଁ କେନ୍ଦ୍ର ସରକାର ସ୍ବଚ୍ଛଭାରତ ମିଶନ ନାମରେ ପ୍ରାୟ ୧.୯୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ…
ଏଇ ଭାରତରେ
ଗୁଜରାଟର ଅମରେଲି ଜିଲାନିବାସୀ ଜଣେ ମୁସଲମାନ ଓ ତାଙ୍କ ବନ୍ଧୁମାନେ ସାମ୍ପ୍ରଦାୟିକ ସଦ୍ଭାବନାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ଜଣେ ହିନ୍ଦୁ ବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ମକର ସଂକ୍ରାନ୍ତିରେ ଗୋସେବା କରିଛନ୍ତି। ଜମରେଲିର ସାବରକୁଣ୍ଡଳାରେ ବସିର ଝାଙ୍ଖରା ଓ…
Archives


