ସମ୍ପାଦକୀୟ

ଗାଈ ଖାଇଲେ ଫେରାଦି

ମନ-ମାନଚିତ୍ର/ ଡ. ନରହରି ବେହେରା ଦୁଲେଇ ନାନୀର ଗାଈ ମିଟିର ଗୁଣ ବିଷୟରେ ଆମ ଗାଁର ଯାହାକୁ ପଚାରିଦେଲେ ସେ ନିମିଷକେ ବିନା ପ୍ରସ୍ତୁତିରେ ଓଗାଳି ପକେଇବ। ମିଟିକୁ ନେଇ ଆମ ଗାଁରେ ଅନେକ ଚର୍ଚ୍ଚା। କଳା ଚିକ୍‌ ଚିକ୍‌ ଡଉଲ…

ଏଇ ଭାରତରେ

ମୁମ୍ବାଇର ସବିତା ରାଓ ନାମ୍ନୀ ଜଣେ ମହିଳା ପଲିଥିନ୍‌ମୁକ୍ତ ତଥା ସ୍ବଚ୍ଛ ପରିବେଶ ଲାଗି ଅଣ୍ଟା ଭିଡ଼ିଛନ୍ତି। ୨୦୧୩ରେ ‘କ୍ଲିନ୍‌ ପ୍ଲାନେଟ୍‌’ବ୍ରାଣ୍ଡ୍‌ ଆରମ୍ଭ କରି ପରିବେଶ ଉପଯୋଗୀ ବହୁ ଟେକ୍ସଟାଇଲ ପ୍ରଡକ୍ଟ ପ୍ରସ୍ତୁତ କରୁଛନ୍ତି। ମୁଖ୍ୟତଃ ପରିବା ଓ ତେଜରାତି ଜିନିଷ…

ଆଜିର ଅର୍ଥନୀତି/ୟେସ୍‌ ବିପର୍ଯ୍ୟୟ

ୟେସ୍‌ ବ୍ୟାଙ୍କ ହେଉଛି ଏକ ବୃହତ୍‌ ଆଧୁନିକ ଘରୋଇ ବ୍ୟାଙ୍କ। ୨୦୦୪ରେ ରାଣା କପୁରଙ୍କ ଦ୍ୱାରା ପ୍ରତିଷ୍ଠିତ ହେବା ପରଠାରୁ ଏକ ସଫଳ ଉଦ୍ୟୋଗରେ ପରିଣତ ହେବା ଲାଗି ଯାହା ଯାହା ଲକ୍ଷଣ ଦରକାର ସେସବୁ ଏଥିରେ ଦେଖିବାକୁ ମିଳୁଥିଲା। ପ୍ରାୟ…

ଋଣ ଏକ ଧାରୁଆ ଅସ୍ତ୍ର

ନଟବର ଖୁଣ୍ଟିଆ ଋଣକରି ବିକାଶକୁ ତ୍ୱରାନ୍ବିତ କରିବା ପ୍ରକ୍ରିୟା ଆଜିର ନୁହେଁ- ମଣିଷ ସଭ୍ୟତା ଆରମ୍ଭରୁ ଏହା ରହିଆସିଛି। ପ୍ରାଚୀନ ଗ୍ରୀସ୍‌ ଓ ରୋମ୍‌ ସଭ୍ୟତା କଥା କୁହନ୍ତୁ ଅବା ଭାରତୀୟ ବୈଦିକ ସଭ୍ୟତା, ଋଣପ୍ରଥା ସେସବୁ ସଭ୍ୟତାରେ ଥିଲା। କୌଟିଲ୍ୟ…

ଏପାରି-ସେପାରି

ତୁଳସୀଦାସ ମିଶ୍ର ରାଜନୀତି ଆଜ୍ଞା ଏପାରି-ସେପାରି କଥା। ଏପାରି ମାନେ ସରକାର ଏବଂ ସେପାରି ମାନେ ବିରୋଧୀ। ଆଉ ଆମ ରାଜନେତାମାନଙ୍କ ହିସାବ ବି ଅତି ସହଜ ଓ ସରଳ। ଏପାରିରେ ସରକାରରେ ଥିଲେ ଖୋଳ କର, ସେପାରିରେ ବିରୋଧୀରେ ବସିଲେ…

ଏଇ ଭାରତରେ

ଅଲ୍ଲାମା ଇକ୍‌ବାଲ୍‌ଙ୍କ ସଙ୍ଗୀତର ପ୍ରତ୍ୟେକ ପଂକ୍ତିରେ ଭରି ରହିଥିବା ରାଷ୍ଟ୍ରୀୟ ଭାବନା ସ୍ପର୍ଶ କରିଛି ଧର୍ମନଗରୀ ଅଯୋଧ୍ୟାର ଏକ ଜେଲ୍‌ରେ ବନ୍ଦୀ ଥିବା ଅଶ୍‌ରଫ ଅଲିଙ୍କୁ। ସେ ନିଜ ତୂଳୀରେ ରାମାୟଣର ଭିତ୍ତିଚିତ୍ର ଆଙ୍କି ଆଧ୍ୟାମତ୍ିକ ସଦ୍‌ଭାବର ଏକ ନିଆରା ଉଦାହରଣ…

କୁକୁଡ଼ାମାଂସ ଓ ବୀଜାଣୁ ସଂକ୍ରମଣ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ବିଭିନ୍ନ ସମୟରେ ରାସ୍ତାକଡ଼ରୁ ବେଆଇନ ଖୋଖା (ତାରଜାଲିରେ ନିର୍ମିତ ବାକ୍ସ) ଭିତରେ ବସି ତାଙ୍କ ସାଥୀଭାଇଙ୍କ ମୁଣ୍ଡକାଟ ଦୃଶ୍ୟ ଦେଖୁଥିବା କୁକୁଡାଙ୍କୁ ମୁଁ ଉଦ୍ଧାର କରେ। କିଛିବର୍ଷ ପୂର୍ବେ ଲୋକ ସଭାରେ ଗୃହୀତ ପୌର ଆଇନ…

ବାହ୍ୟ ମଳମୁକ୍ତ ଗ୍ରାମ

ବିଚିତ୍ର ବିଶ୍ୱାଳ ରାସ୍ତାରେ ଯାଉଥିବା ସମୟରେ ଦୁଇପଟେ ପଡ଼ୁଥିବା ଗାଁଗୁଡ଼ିକର ଆରମ୍ଭ ମୁଣ୍ଡରେ ‘ବାହ୍ୟ ମଳମୁକ୍ତ ଗ୍ରାମ’ ଲେଖାଥିବା ଗୋଟିଏ ସିମେଣ୍ଟ ଫଳକ ସମସ୍ତଙ୍କ ନଜରରେ ପଡ଼ୁଥିବ ନିଶ୍ଚୟ। ପ୍ରାୟ ଚାରି ଫୁଟ୍‌ ଉଚ୍ଚର ଏହି ସିମେଣ୍ଟ ଫଳକ ଅଧିକାଂଶ ଗାଁର…

ଶିକ୍ଷାରେ ଦକ୍ଷତା

ହରିଶଙ୍କର ମିଶ୍ର କିଛିଦିନ ପୂର୍ବରୁ ଏଇ ପୃଷ୍ଠାର ସମ୍ପାଦକୀୟ ନକଲି ପ୍ରମାଣପତ୍ରଧାରୀ ଠକ ଶିକ୍ଷକ ସମ୍ବନ୍ଧୀୟ ଥିଲା। ଜାଲିଆତି ଓ ଦୁର୍ନୀତି ଅନେକ ବର୍ଷରୁ ଶିକ୍ଷା ବିଭାଗକୁ କବଳିତ କରିସାରିଛି। ପୂର୍ବର ଶିକ୍ଷାଜିଲା ବା ମଣ୍ଡଳ ସ୍କୁଲ ପରିଦର୍ଶକ ଏବଂ ବର୍ତ୍ତମାନର…

ଏଇ ଭାରତରେ

ଜଣେ ମହିଳା ୨୨ ବର୍ଷ ମଧ୍ୟରେ ପ୍ରାୟ ୫ ଲକ୍ଷ ମହିଳାଙ୍କୁ ସଶକ୍ତ କରିବା କିଛି କମ୍‌ କଥା ନୁହେଁ। ଏହି ମହିଳା ଜଣକ ହେଉଛନ୍ତି ପ୍ରେମା ଗୋପାଳନ। ସେ ମହାରାଷ୍ଟ୍ର, ତାମିଲନାଡୁ, ବିହାର ଆଦି ରାଜ୍ୟରେ ପାଖାପାଖି ୨୦୦୦ ଗାଁରେ…

ଆଜି ‘ୟେସ୍‌’ କାଲି ‘ନୋ’

କିଛିବର୍ଷ ଧରି ଭାରତର ନେତୃତ୍ୱ କେବଳ ପରାମର୍ଶ ନୁହେଁ, ବିମୁଦ୍ରୀକରଣ ଭଳି ପଦକ୍ଷେପ ନେଇ ଦେଶବାସୀଙ୍କୁ ବାଧ୍ୟ କରୁଛନ୍ତି ବ୍ୟାଙ୍କ ମାଧ୍ୟମରେ ସବୁ ସାନବଡ଼ ଆର୍ଥିକ କାରବାର କରିବା ପାଇଁ। ଡିଜିଟାଲକୁ ଭଗବାନ ଭାବରେ ଦର୍ଶାଉଥିବା ବେଳେ ନଗଦ ଟଙ୍କାକୁ ସଇତାନ୍‌ର…

କୃଷି କ୍ଷେତ୍ରରେ ଜୀବିକାର ସନ୍ଧାନ

ଶକ୍ତି ପ୍ରସାଦ ଦାସ ଗତ ତିନି ଦଶନ୍ଧି ମଧ୍ୟରେ ଗ୍ରାମ୍ୟ କୃଷିବଳର ବେଶ୍‌ କିଛି ବଡ ଅଂଶ କୃଷି କ୍ଷେତ୍ର ଛାଡି ନିର୍ମାଣ ତଥା ଅନ୍ୟାନ୍ୟ କ୍ଷେତ୍ରକୁ ମୁହାଇଁଛନ୍ତି। ଏହା ଦର୍ଶାଉଛି କି କୃଷିକ୍ଷେତ୍ରରେ ଉତ୍ପାଦକତା ଓ ଆୟ ବଢୁନାହିଁ। ତଥ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri