ସମ୍ପାଦକୀୟ

ଏଇ ଭାରତରେ

ସେବା କରିବାରେ ସବୁଠାରୁ ଅଧିକ ଆନନ୍ଦ ମିଳିଥାଏ, ଏ କଥା ହୁଏତ ଅନୁଭବ କରିଛନ୍ତି ସରିତା କାଶ୍ୟପ। ସେ ଚାକିରି ଛାଡି ରାସ୍ତାକଡ଼ରେ ରହୁଥିବା ପିଲା ଓ ଭିକାରିଙ୍କୁ ଖାଇବାକୁ ଦେଉଛନ୍ତି। ସରିତା ରହୁଛନ୍ତି ଦିଲ୍ଲୀର ମୀରାବାଗ୍‌ରେ। ଅଟୋମୋବାଇଲ ଇଣ୍ଡଷ୍ଟ୍ରିରେ ସେଲ୍‌ସଓ୍ବିମ୍ୟାନ…

ଭୟ ଖାଉଛି

କୋଭିଡ୍‌-୧୯ ବିଶ୍ୱ ଆତଙ୍କ ଭାବେ ଉଭା ହୋଇଛି ବୋଲି ବାରମ୍ବାର ପ୍ରଚାର କରାଯାଉଛି। ଭାରତରେ ଏହି ସଂକ୍ରମଣ ଅଦ୍ୟାବଧି ୧୦ ଜଣଙ୍କ ଜୀବନ ନେଇଛି। କିନ୍ତୁ ସୋସିଆଲ ମିଡିଆ ଓ ସରକାରୀ ଭାବେ ଯେଭଳି ଏହାକୁ ନେଇ ଉଠାପକା ଚାଲିଛି, ଜନସାଧାରଣ…

ସରକାର ବିଳମ୍ବ ନ କରନ୍ତୁ

ତତ୍ତ୍ୱ ଓ ତର୍କ/ବିମଳ ପାଣ୍ଡିଆ ଫେବୃଆରୀ ୨୦ ତାରିଖରୁ ମାର୍ଚ୍ଚ ୨୩ ଭିତରେ ଭାରତର ପ୍ରମୁଖ ଷ୍ଟକ୍‌ ଏକ୍ସଚେଞ୍ଜ ସୂଚକାଙ୍କ ‘ସେନ୍ସେକ୍ସ’ ୪୧,୩୯୯ରୁ ୨୫,୯୮୧କୁ ଖସି ସାରିଥିଲା। ମାସକ ଭିତରେ ନିବେଶକାରୀଙ୍କ ୩୭% ପୁଞ୍ଜି ଡୁବି ସାରିଥିଲା। ଆକ୍ସିସ ବ୍ୟାଙ୍କ, ରିଲାଏନ୍ସ…

ପ୍ରତିରୋଧକ ଶକ୍ତି ପରୀକ୍ଷା ଓ ଅର୍ଥନୀତି

ମାର୍କ ରୋ କରୋନା ଭୂତାଣୁଜନିତ ମହାମାରୀ ବିଶ୍ୱ ଅର୍ଥନୀତିକୁ ଅଚଳ କରିଦେବା ସହ ଷ୍ଟକ୍‌ ମାର୍କେଟରେ ପତନ ଘଟାଇଛି ଏବଂ ବେକାରୀ ବୃଦ୍ଧି କରିଛି। ଏଭଳି ସ୍ଥିତିରେ ନୀତି ନିର୍ଦ୍ଧାରକମାନେ ଆର୍ଥିକ ଅବନତିକୁ ରୋକିବା ସହ ଏହି ରୋଗକୁ କିପରି ସାମ୍‌ନା…

ଏଇ ଭାରତରେ

ଭାରତରେ କରୋନା ଭାଇରସ୍‌ ସଂକ୍ରମଣ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି। ଏଥିପାଇଁ ପ୍ରଶାସନ ପୂରା ଦମ୍‌ରେ ଏହାକୁ ପ୍ରତିରୋଧ କରିବା ପାଇଁ ଲାଗିପଡିଛି। ପ୍ରତିଷେଧକ ବ୍ୟବସ୍ଥା ଆବିଷ୍କାର କରାଯାଇ ନ ଥିବାରୁ ପ୍ରତିରୋଧ କିଭଳି କରାଯାଇପାରିବ ସେଥିଲାଗି ମଧ୍ୟପ୍ରଦେଶର…

ଅସମୟରେ ଲାଭ

କରୋନା ଭାଇରସ୍‌ ବିଶ୍ୱର ୧୯୩ ଦେଶରେ କାୟା ବିସ୍ତାର କରି ଲୋକଙ୍କ ଜୀବନକୁ ବିପନ୍ନ କରିଦେଇଛି। ଭାରତରେ ଏହା କେଉଁ ଷ୍ଟେଜ୍‌ରେ ଅଛି ତାହା ଅଦ୍ୟାବଧି ସ୍ପଷ୍ଟ ହୋଇପାରିନାହିଁ। ସରକାର କହୁଛି ଷ୍ଟେଜ୍‌ ୨ରେ ଦେଶ ଅଛି ବୋଲି, କିନ୍ତୁ ବାସ୍ତବ…

ଆମ ପାଇଁ ହରି ଭରସା

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ”ହେ ପ୍ରଭୁ! ଏ ଜନ୍ମ ତ ନିଷ୍ଫଳ ହେଲା। ପୁନର୍ଜନ୍ମ ବୋଲି ଯଦି କିଛି ଥାଏ, ତେବେ ଆସନ୍ତା ଜନ୍ମରେ ଆଉ ଯେଉଁ ଜନ୍ମ ଦେବୁ ପଛେ ମଣିଷ ଜନ୍ମ କେବେ ଦେବୁନି।“ ପ୍ରାଣୀଙ୍କ ମଧ୍ୟରେ…

ବାବୁ… ପଇସାଟିଏ ଦିଅ

ସୁଧାକର ଦାସ ଆଜି ସକାଳୁ ପରିବା ବ୍ୟାଗ ଧରି ବାହାରିଲି ବଜାରକୁ। ପୁଅ କହିଲା, ବାପା ମାସ୍କ ପିନ୍ଧି ଯାଅ। ପତ୍ନୀ କହିଲା, ହୁସିଆର୍‌! ସମସ୍ତଙ୍କଠୁ ଦୂରେଇ ଦୂରେଇ ରହିବ, ସାଙ୍ଗ ସାଥୀ କେହି ଦେଖାହେଲେ ଦୂରରୁ ନମସ୍କାର କରି ହାତ…

ଏଇ ଭାରତରେ

କରୋନା ସଂକ୍ରମଣକୁ ନେଇ ସାରା ଦେଶ ଚିନ୍ତିତ ଥିବାବେଳେ ମହାରାଷ୍ଟ୍ରରେ ଏହା ଅଧିକ ଜଟିଳ ପରିସ୍ଥିତି ସୃଷ୍ଟି କରିଛି। କିନ୍ତୁ ମୁମ୍ବାଇର ଶିଶିର ଜୋଷୀ ସଂକ୍ରମଣ ରୋକିବାକୁ ଘରେ କ୍ୱାରାଣ୍ଟାଇନ୍‌ରେ ଥିବା ଲୋକମାନଙ୍କୁ ତେଜରାତି ଜିନିଷଠାରୁ ଆରମ୍ଭ କରି ଓଷଧ ଆଦି…

କୌତୂହଳ ପାଲଟୁଛି

ତଥାଗତ ସତପଥୀ କରୋନା ଭାଇରସ୍‌କୁ ରୋକିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକ୍ରମେ ଭାରତବ୍ୟାପୀ ୨୨ ମାର୍ଚ୍ଚରେ ‘ଜନତା କର୍ଫ୍ୟୁ’ ପାଳନ କରାଯାଇଛି। ଜନସାଧାରଣ ନିଜକୁ ଘରେ ଆବଦ୍ଧ କରି ରଖିଥିଲେ। ରାସ୍ତାଘାଟ ଶୂନଶାନ୍‌ ରହିଥିଲା। ତେବେ ଅପରାହ୍ନ ୫ଟାରେ ପ୍ରଧାନମନ୍ତ୍ରୀଙ୍କ…

ମାନବ ସମାଜ ପାଇଁ ବଡ଼ ଆହ୍ବାନ

ଡ. ସନ୍ତୋଷ କୁମାର ମହାପାତ୍ର ସମ୍ପ୍ରତି ମହାମାରୀ କରୋନାକୁ ନେଇ ବିଶ୍ୱବ୍ୟାପୀ ଦେଖାଦେଇଛି ଅଭୂତପୂର୍ବ ଆତଙ୍କ ଓ ଅଚଳାବସ୍ଥା। ଯେଉଁ ମାନବ ଜାତି ନିଜକୁ ସବୁଠାରୁ ଅଧିକ ବୁଦ୍ଧିମାନ, କ୍ଷମତାଶାଳୀ ବିବେଚନା କରୁଥିଲା, ତାହା ଆଜି ନିଜକୁ ସମ୍ପୂର୍ଣ୍ଣ ଅସହାୟ ମଣୁଛି।…

ଶହୀଦ ଭଗତ୍‌ ସିଂଙ୍କ ବିଚାରର ପ୍ରାସଙ୍ଗିକତା

ଭାଲଚନ୍ଦ୍ର ଷଡ଼ଙ୍ଗୀ ୧୯୩୧ ମାର୍ଚ୍ଚ ୨୩ ତାରିଖରେ ବ୍ରିଟିଶ ଉପନିବେଶବାଦୀ ଶାସକମାନେ ଭାରତର ମହାନ୍‌ ସ୍ବାଧୀନତା ସଂଗ୍ରାମୀ ଭଗତ୍‌ ସିଂ ଓ ତାଙ୍କର ଦୁଇ ସାଥୀ ସୁଖଦେବ ଓ ରାଜଗୁରୁଙ୍କୁ ଲାହୋରର କେନ୍ଦ୍ରୀୟ କାରାଗାରରେ ଫାଶୀ ଦେଇଥିଲେ। ଦେଶର ସ୍ବାଧୀନତା ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri