ସମ୍ପାଦକୀୟ

ଏଇ ଭାରତରେ

ପ୍ରଦୂଷିତ ବାୟୁକୁ ଉପଯୋଗ କରି କାର୍ବନ ଟାଇଲ ପ୍ରସ୍ତୁତ ହୋଇପାରୁଛି। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ସତ। ମୁମ୍ବାଇର ଏକ ଷ୍ଟାର୍ଟଅପ୍‌ ଦ୍ୱାରା ଏଭଳି ଟାଇଲ୍‌ ତିଆରି କରାଯାଉଛି। ପ୍ରଦୂଷିତ ବାୟୁରୁ ଟାଇଲ୍‌ ପ୍ରସ୍ତୁତ କରୁଥିବା ବୋଷ୍ଟନସ୍ଥିତ ଏୟାର- ଲିଙ୍କ୍‌…

ପ୍ରାଣୀପ୍ରେମୀଙ୍କୁ ନିର୍ଯାତନା

ମାର୍ଚ୍ଚ ୨୪ରେ ଲକ୍‌ଡାଉନ ଘୋଷଣା ହେବା ପରେ ଘରେ ରହିବା ଲାଗି କୁହାଗଲା । ଏହି ସମୟରେ କେଉଁ କାର୍ଯ୍ୟଟି ଭଲ ତାହା ଜାଣିବା ଓ କରିବା ପାଇଁ ପ୍ରତ୍ୟେକଙ୍କ ଲାଗି ଏକ ସୁଯୋଗ ଥିଲା । ବହି ପଢ଼ିବା,ଫୁଲକୁଣ୍ଡର ଯନତ୍…

ପାଖଲୋକଙ୍କ ବାହାଦୁରି

ସୁଧୀର କୁମାର ନାୟକ ବ୍ୟସ୍ତ ବହୁଳ ଜୀବନରେ କିଛି ମୁହୂର୍ତ୍ତରେ ସାଙ୍ଗମାନଙ୍କ ସହ ପାଦମିଳାଇ ଚାଲିବା ଭିତରେ କିଛି ପାରସ୍ପରିକ ଆଲୋଚନା ମଧ୍ୟ ହୋଇଥାଏ। ଏପରି ନିଜ ପରିବାରଠାରୁ ଆରମ୍ଭ କରି ଦେଶ ଦୁନିଆର ରାଜନୀତି ମଧ୍ୟ ଚର୍ଚ୍ଚା ହୁଏ। ସେଦିନ…

ଦୋଛକିରେ ଜୀବନ ଓ ଜୀବିକା

ରୁଦ୍ରପ୍ରସନ୍ନ ମିଶ୍ର କରୋନା ମହାମାରୀ ବିଗତ କିଛି ଦଶକ ଭିତରେ ମାନବ ସଭ୍ୟତା ଆଗରେ ଠିଆ ହୋଇଥିବା ସଙ୍କଟମାନଙ୍କ ମଧ୍ୟରେ ବୋଧହୁଏ ସବୁଠାରୁ ବଡ ସଙ୍କଟ। ବିଶ୍ୱବ୍ୟାପୀ ପାଖାପାଖି ତିରିଶି ଲକ୍ଷ ଲୋକ ଆକ୍ରାନ୍ତ ହୋଇଛନ୍ତି ଏହି ମହାମାରୀରେ। ଦୁଇଲକ୍ଷରୁ ଅଧିକ…

ଏଇ ଭାରତରେ

ଲକ୍‌ଡାଉନରେ ଗରିବ ଓ ଅସହାୟ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିବା ଲୋକମାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ବେଙ୍ଗାଲୁରୁର ସୁମିତି କୌର। ଏହି ସମୟରେ ପନିପରିବା ଆବଶ୍ୟକତାକୁ ଲକ୍ଷ୍ୟ କରି ସୁମିତି ଲୋକମାନଙ୍କୁ ତାହା ଯୋଗାଇ ଦେଉଛନ୍ତି। ୨୦୧୨ରୁ ଓକିଲାତି ଛାଡ଼ି…

ଆମ ଉପରେ ନିର୍ଭର

କରୋନା ଭାଇରସ୍‌ ଯୋଗୁ ଭାରତରେ ଲକ୍‌ଡାଉନ ହୋଇଛି। ଦୀର୍ଘଦିନ ଧରି ଲୋକେ ଘରେ ରହିଛନ୍ତି। କଳକାରଖାନା ଚାଲୁ ନ ଥିବା ବେଳେ ଅର୍ଥନୈତିକ କାର୍ଯ୍ୟକଳାପ ସ୍ଥାଣୁ ପାଲଟିଯାଇଛି। କାମ ନ ପାଇ ଲୋକେ ହଇରାଣ ହରକତ ହେଉଛନ୍ତି। ଅନେକ ସ୍ଥାନରେ ଖାଦ୍ୟ…

ତାଲା-ବନ୍ଦର ପୀଡ଼ା ଆହୁରି ଅଛି

ବିମଳ ପାଣ୍ଡିଆ ଅନ୍ତର୍ଜାତୀୟ ବ୍ୟାଙ୍କ ‘ବର୍କଲେ’ର ଅନୁମାନ ଅନୁସାରେ କୋଭିଡ୍‌ ମହାମାରୀକୁ ରୋକିବା ପାଇଁ ନିଆଯାଇଥିବା ‘ଲକ୍‌-ଡାଉନ’ କାରଣରୁ ଭାରତର ଜିଡିପିରେ ୮.୧%ର ମାଡ଼ ପଡ଼ିବାକୁ ଯାଉଥିବା ବେଳେ ସୋନପୁର ଜିଲାର ଗୌଡ଼ଗାଁର ତରଭୁଜ ଚାଷୀ ଅଚ୍ୟୁତ ଭୋଇ କିନ୍ତୁ ଲାଭପାଇବେ…

ପିତା-ପୁତ୍ର ସମ୍ପର୍କ

ଡ. ନିଖିଳାନନ୍ଦ ପାଣିଗ୍ରାହୀ “ବାପା ଓ ପୁଅ ମଧ୍ୟରେ ସବୁବେଳେ କଠିନ ପ୍ରତିଯୋଗିତା ଚାଲିଥାଏ; ଜଣେ କ୍ଷମତା ସକାଶେ ଲକ୍ଷ୍ୟ ରଖିଥିବା ବେଳେ ଅନ୍ୟ ଜଣକ ସ୍ବାଧୀନତା ପାଇଁ ଚେଷ୍ଟାକରେ।“ -ସାମୁଏଲ ଜନ୍‌ସନ (ସୁପରିଚିତ ନାମ-ଡକ୍ଟର ଜନ୍‌ସନ, ୧୭୦୯-୧୭୮୪)। ବ୍ରିଟିଶ ଲେଖକ…

ଏଇ ଭାରତରେ

ଭାରତରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମି ବିଭିନ୍ନ ଆହ୍ବାନର ସମ୍ମୁଖୀନ ହେଉଛି। ବିଶେଷକରି କରୋନା ବିରୁଦ୍ଧରେ ଲଢ଼େଇ କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁପ୍‌ମେଣ୍ଟ ( ପିପିଇ) କିଟ୍‌ର ଅଭାବ ରହିଛି। ଏଥିପାଇଁ…

ଭୟ କାହାକୁ

ବିଭିନ୍ନ ଜାତୀୟ ଗଣମାଧ୍ୟମ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୯ ଜଣ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନ୍‌ଫରେନ୍ସ ଜରିଆରେ ସୋମବାର, ୨୭ ଏପ୍ରିଲ୍‌ରେ ଆଲୋଚନା ହୋଇଥିଲା। ଏଥିରୁ ଶୁଣିବାକୁ ମିଳିଛି ଯେ କେତେଜଣ ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍‌ ଅବଧିକୁ ମେ’ ୩ରୁ ଆହୁରି…

ଗ୍ରାମ୍ୟ ଶିଳ୍ପାୟନ ମାଧ୍ୟମରେ ନିଯୁକ୍ତି ସୃଷ୍ଟି

ଅମରେନ୍ଦ୍ର ଦାସ କରୋନାରେ ସମଗ୍ର ବିଶ୍ୱ ବ୍ୟାପକ ଭାବରେ ପ୍ରଭାବିତ ହେଉଥିବା ସମୟରେ ଏହା ଅନେକ ନୂତନ ସମ୍ଭାବନାର ଆଶା ସଞ୍ଚାର କରିଛି। ଏହି ସୁଯୋଗକୁ ଆମ ରାଜ୍ୟ ହାତଛଡା କରିବା ଉଚିତ ନୁହେଁ। କାରୋନା ଅନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ରରେ ଅନିଶ୍ଚିତତା…

ଅମାନିଆଙ୍କୁ କଠୋର ଦଣ୍ଡ ମିଳୁ

ଡ. ମନୋରଞ୍ଜନ ପ୍ରଧାନ ମହାମାରୀ କୋଭିଡ୍‌-୧୯ ବିଶ୍ୱରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଏହା ଆଗରେ ଶକ୍ତିଶାଳୀ ଯୁକ୍ତରାଷ୍ଟ୍ର ଆମେରିକା ସମେତ ଜର୍ମାନୀ, ସ୍ପେନ୍‌, ଇଟାଲୀ, ଫ୍ରାନ୍ସ, ବ୍ରିଟେନ୍‌ ଭଳି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ବଳଶାଳୀ ଓ ବିତ୍ତଶାଳୀ ରାଷ୍ଟ୍ରମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri