ସମ୍ପାଦକୀୟ

ବିରୋଧକୁ ସମର୍ଥନ

ଭାରତର ସୁପ୍ରିମକୋର୍ଟ ୧୭ ଫେବୃୟାରୀରେ ଏକ ମତ ଦେଇ କହିଛନ୍ତି ଯେ, ପ୍ରତିବାଦ କରିବା ନାଗରିକର ଏକ ମୌଳିକ ଅଧିକାର। କିନ୍ତୁ ପ୍ରତିବାଦକାରୀମାନେ ସର୍ବସାଧାରଣ ସ୍ଥାନକୁ ବନ୍ଦ କରି ଜନସାଧାରଣଙ୍କୁ ହଇରାଣ କରିବା ଉଚିତ ନୁହେଁ। ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ…

ନୌକା ସୁରକ୍ଷା

ସୁରେଶ ଚନ୍ଦ୍ର ମିଶ୍ର ଏହି ବର୍ଷ ଫେବୃୟାରୀ ଦୁଇ ତାରିଖ ଦିନ ୨୫ ଜଣ ଯାତ୍ରୀ ନେଇ ଯାଉଥିବା ଗୋଟିଏ କାଠ ଡଙ୍ଗା କାଳିଜାଈ ନିକଟରେ ଚିଲିକାରେ ବୁଡ଼ିଗଲା, ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଗଲା ଏବଂ ଦୁଇଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ…

ପ୍ରବୃତ୍ତି ଓ ନିବୃତ୍ତି

ବୈକୁଣ୍ଠନାଥ ମିଶ୍ର ଜୀବନର ଏକ ମହାସତ୍ୟ ହେଉଛି ଯେ ଆମେ କୌଣସି କୁପ୍ରବୃତ୍ତିକୁ ଯଦି ପରିହାର କରିବାକୁ ଇଚ୍ଛା କରିବା ଓ ସେଥିପାଇଁ ଆମ ଇଚ୍ଛାଶକ୍ତି ଯଦି ଐକାନ୍ତିକ ହୋଇଥାଏ ତେବେ ତାକୁ ସମ୍ପୂର୍ଣ୍ଣ ତ୍ୟାଗ କରିବା ଅସମ୍ଭବ ନୁହେଁ। ଅନ୍ୟଥା…

ନାଗରିକ ହେବ କିଏ

ପ୍ରଦୀପ୍ତ ନାୟକ ଭାରତବର୍ଷର ନାଗରିକ କିଏ? ଏ ପ୍ରଶ୍ନ ଏବେ ଉଙ୍କି ମାରୁଛି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ। ଆସନ୍ତା ଏପ୍ରିଲ ପହିଲାରୁ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌.ପି.ଆର୍‌.) କରାଯିବ। ସରକାରୀ ଅଧିକାରୀମାନେ ଲୋକମାନଙ୍କର ସମସ୍ତ ବିବରଣୀ ସମେତ ପିତାମାତାଙ୍କ ଜନ୍ମ ତାରିଖ…

ଏଇ ଭାରତରେ

ଗୁଜରାଟରେ ମଦ କାରବାର ସମ୍ପୂର୍ଣ୍ଣ ନିଷେଦ୍ଧ କରାଯାଇଛି। ଏହା ସତ୍ତ୍ୱେ ମଦ୍ୟପମାନେ କେଉଁଠୁ କେମିତି ଆଣି ପିଇଦେଉଛନ୍ତି। ତେବେ ଏମିତିକା ମଦ୍ୟପଙ୍କ ନିଶାଭ୍ୟାସ ଛଡାଇବା ଲାଗି ଗୁଜରାଟର ଏକ ଗାଁ ଆପଣାଇଛି ଅଜବ ଉପାୟ। ଅହମଦାବାଦ ଜିଲା ଅନ୍ତର୍ଗତ ସାଣନ୍ଦ ନିକଟବର୍ତ୍ତୀ…

ପ୍ରଶଂସାର ମୂଲ୍ୟ

ଅର୍ଥନୈତିକ ଉନ୍ନତି ଆଧାରରେ ବିକଶିତ, ବିକାଶଶୀଳ ଓ ଅବିକଶିତ ରାଷ୍ଟ୍ରଗୁଡ଼ିକର ବର୍ଗୀକରଣ କରାଯାଇଛି। କୌଣସି ଦେଶର ସମୁଦାୟ ଘରୋଇ ଉତ୍ପାଦ (ଜିଡିପି), ମୁଣ୍ଡପିଛା ଆୟ, ଶିଳ୍ପ ଅଭିବୃଦ୍ଧିର ସ୍ତର, ବଜାର ସ୍ଥିତି ଏବଂ ଲୋକଙ୍କ ଜୀବନଧାରଣ ମାନକୁ ମାନଦଣ୍ଡ ଭାବେ ନିଆଯାଇ…

ବିଦ୍ୟାଳୟ ଶିକ୍ଷାରେ ଗୁଣାତ୍ମକ ମାନ : ଏକ ସମୀକ୍ଷା

ଡ. ଗୋବିନ୍ଦ ବେହେରା ଗତ କିଛିମାସ ତଳେ ନୀତି ଆୟୋଗ ପକ୍ଷରୁ ବିଦ୍ୟାଳୟ ଶିକ୍ଷାର ମାନ ପରିମାପର ସୂଚକ ଛାତ୍ର-ଶିକ୍ଷକ, ଉପସ୍ଥାନ, ପ୍ରଶାସନିକ ସୁବିଧା, ତାଲିମ, ଉତ୍ତରଦାୟିତ୍ୱ ଓ ସ୍ବଚ୍ଛତାଗୁଡ଼ିକୁ ଆଧାର କରି ବିଚାର କରାଯାଇଛି। ଶିକ୍ଷା, ଫଳାଫଳ, ଶିକ୍ଷାନୁଷ୍ଠାନରେ ପ୍ରବେଶ…

ତଥାପି ମୋ ଦୁଃଖ ସରୁ ନାହିଁ

ରାଜୀବ କର୍ମୀ ଏସବୁ ଯୋଜନା ମୋ ପାଇଁ, ତଥାପି ମୋ ଦୁଃଖ ସରୁ ନାହିଁ। ଏହା ଏକ ସଚେତନଧର୍ମୀ ସ୍ଲୋଗାନ୍‌। କୋଡ଼ିଏ ବର୍ଷ ତଳେ ଗ୍ରାମାଞ୍ଚଳ ଲୋକଙ୍କୁ ନିଜ ହକ୍‌ ବିଷୟରେ ସଚେତନ କରିବା ପାଇଁ ଆମେ ବ୍ୟବହାର କରୁଥିଲୁ। ଏବେ…

ଏଇ ଭାରତରେ

ଭୋକିଲା ପିଲାର ପେଟକଥା ବୁଝିପାରୁଛନ୍ତି କୋଲକାତାର ମୈତ୍ରୀ ବାନାର୍ଜୀ। ସେ ଚାକିରି ଛାଡି ଅବହେଳିତ ପିଲାମାନଙ୍କ ମୁହଁରେ ହସ ଫୁଟାଉଛନ୍ତି। ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲା ଦକ୍ଷିଣେଶ୍ୱରର ମୈତ୍ରୀ ବିବାହ କରିବା ପରେ କୋଲକାତା ଆସି ଚାକିରି କରିଥିଲେ। ୪…

ବିଫଳ ଯୋଜନା

ଆକାର ପଟେଲ ସେପ୍ଟେମ୍ବର ୨୦୧୪ରେ ‘ମେକ୍‌ ଇନ୍‌ ଇଣ୍ଡିଆ’ର ଶୁଭାରମ୍ଭ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଓ୍ବେବ୍‌ସାଇଟ୍‌ (pmindia.gov.in)ରେ ଲେଖାଯାଇଛି ଯେ, ଭାରତକୁ ଏକ ଗ୍ଲୋବାଲ ମାନୁଫାକ୍ଚରିଂ ହବ୍‌ରେ ପରିଣତ କରିବା ପାଇଁ ଆମ ନିର୍ମାଣ ଶିଳ୍ପକୁ କିପରି ଆଗେଇ ନିଆଯାଇପାରିବ ତାହା ଉପରେ…

ଭଲ ସମୟ କେବେ ଆସିବ

ଚିତ୍ର-ଚରିତ୍ର/ ନିରଞ୍ଜନ ପାଢ଼ୀ ”ମୋ ସରକାର, ଫାଇଭ୍‌ ଟି, ଲୋକମାନେ ଆମ ମାଲିକ“ ଆଦି କେତେ କ’ଣ ଶ୍ରୁତିମଧୁର ସ୍ଲୋଗାନ! ତଥାପି ତ କାହିଁ ଲୋକଙ୍କ ଦୁଃଖର ଶେଷ ନାହିଁ। ଲାଞ୍ଚ ମିଛ ସେମିତି ଚାଲିଛି। ଦୁର୍ନୀତି ଦୁରାଚାର ବଢ଼ିଚାଲିଛି। ଏ…

ବ୍ରିଟେନ ଅର୍ଥମନ୍ତ୍ରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଅଲଗା ହେବା (ବ୍ରେକ୍‌ଜିଟ୍‌) ପ୍ରସଙ୍ଗ ଅଦ୍ୟାବଧି ସେଠାରେ ସର୍ବାଧିକ ଚର୍ଚ୍ଚିତ ଘଟଣା ରହିଆସିଛି। ଏଭଳି ସ୍ଥଳେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିଛନ୍ତି। ଜନ୍‌ସନ୍‌ଙ୍କ ମୁଖ୍ୟ ଉପଦେଷ୍ଟା ଡୋମିନିକ୍‌ କୁମିଙ୍ଗ୍‌ସଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri