ଭୂମିପୂଜନ
ଭାରତରେ କୋଭିଡ୍-୧୯ ସଂକ୍ରମଣ ବଢ଼ିବାରେ ଲାଗିଛି। ଗୋଟିଏ ଗୋଟିଏ ଦିନରେ ୫୦ ହଜାର ଲୋକ ଆକ୍ରାନ୍ତ ହେବା ଦେଶବାସୀଙ୍କୁ ଚିନ୍ତାରେ ପକାଇଛି। ଲକ୍ଡାଉନ୍ ଓ ଶଟ୍ଡାଉନ୍ ଯୋଗୁ ଅର୍ଥନୈତିକ କାର୍ଯ୍ୟକଳାପ ବନ୍ଦ ରହିଥିବାରୁ ଅର୍ଥନୀତି ଘୋର ପ୍ରଭାବିତ ହୋଇଛି। ଅସଂଖ୍ୟ ବ୍ୟବସାୟିକ…
ଯୁବପିଢ଼ି ଓ ଜାମ୍ବବାନ
ପବିତ୍ରମୋହନ ପଟ୍ଟନାୟକ, ଡ. ଅମିୟ କୁମାର ମହାପାତ୍ର ରାଷ୍ଟ୍ର ନିର୍ମାଣରେ ଯୁବପିଢ଼ିର ଏକ ନିର୍ଣ୍ଣାୟକ ଭୂମିକା ରହିଛି। ଯୁବପିଢ଼ି ଦେଶର ପୁଞ୍ଜି ଓ ଦେଶର ଗାୈରବ। ତାଙ୍କର ବହୁମୁଖୀ ପ୍ରତିଭା ତଥା ସକାରାତ୍ମକ ବିଚାରଧାରା ଦେଶର ମାନ ଓ ଭବିଷ୍ୟତ ନିର୍ଣ୍ଣୟ…
ଅଳିଆଗଦାରେ ଖାଦ୍ୟ ଆଇନ
ଅନ୍ତର୍ଯ୍ୟାମୀ ପଟ୍ଟନାୟକ ଶାସ୍ତ୍ରରେ ଅଛି- ‘ଅନ୍ନଂ ବ୍ରହ୍ମ’ ଅର୍ଥାତ୍ ଖାଦ୍ୟ ହିଁ ଭଗବାନ। ଆମେ ଅନେକ କ୍ଷେତ୍ରରେ ଦେଖୁ ଲୋକମାନେ ଖାଦ୍ୟ ନଷ୍ଟ କରିଥାନ୍ତି। ଭାରତ ପରି ଏକ ବିକାଶଶୀଳ ରାଷ୍ଟ୍ରରେ ଲକ୍ଷ ଲକ୍ଷ ଲୋକ ଭୋକିଲା ରହୁଥିବା ବେଳେ ଖାଦ୍ୟ…
ଏଇ ଭାରତରେ
ପନ୍ଦର ବର୍ଷ ବୟସରେ ସମସ୍ତଙ୍କୁ ପରିବେଶ ସୁରକ୍ଷାର ମନ୍ତ୍ର ଦେଉଛନ୍ତି ମହାରାଷ୍ଟ୍ରର ବରଦ କୁବଲ। ସେ ଆହତ ପକ୍ଷୀଙ୍କୁ ଉଦ୍ଧାର କରି ସେମାନଙ୍କ ଚିକିତ୍ସା କରିବା ସହ ସମୁଦ୍ର କୂଳରେ ଗଛ ଲଗାଉଛନ୍ତି। ମହାରାଷ୍ଟ୍ର ସିନ୍ଧୁ ଦୁର୍ଗ ଜିଲା ଅଚରା ଗାଁରେ…
ଖାଲି ରାଜସ୍ଥାନ
ରାଜସ୍ଥାନ ବିଧାନସଭାରେ ଦେଖାଦେଇଥିବା ରାଜନୈତିକ ସଙ୍କଟର ସାମ୍ବିଧାନିକ ସମାଧାନ ଦିଗ ଖୋଜାଚାଲିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ୩୧ ଜୁଲାଇରେ ବିଧାନସଭା ଅଧିବେଶନ ଡାକିବା ପାଇଁ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସେହି ଦିଗରେ ଅଗ୍ରଗତି ଘଟୁ ନାହିଁ। କୋଭିଡ୍-୧୯…
ସଂସଦୀୟ ଗଣତନ୍ତ୍ର ଓ ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳ
ଶକ୍ତି ପ୍ରସାଦ ଦାସ ଧୀନତାର ୭୩ ବର୍ଷ ମଧ୍ୟରେ ଭାରତ ୧୭ଟି ଲୋକ ସଭା ନିର୍ବାଚନ ସହିତ ସମାନ ସଂଖ୍ୟକ ସରକାର ଓ ବିରୋଧୀ ଦଳ ଦେଖିଛି। ବିରୋଧୀ ଦଳଗୁଡିକ ଅନବରତ ସରକାରଙ୍କ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ଗଠନମୂଳକ ଅବଦାନ ରଖିବା…
ଅବଦୁଲ୍ କଲାମ ଓ ଓଡ଼ିଶା
ଅଲେଖ ଚନ୍ଦ୍ର ସାମଲ ମହାନ୍ ବୈଜ୍ଞାନିକ ତଥା ଭାରତ ରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କୁ କିଏ କହୁଥିଲା ଅଗ୍ନିପୁରୁଷ, କିଏ କହୁଥିଲା ପୃଥ୍ବୀର ପାର୍ଥ। ଆକାଶ ଥିଲା ତାଙ୍କ ହାତ ପାଆନ୍ତାରେ। ତାଙ୍କ ମସ୍ତିଷ୍କ ଥିଲା ବୈଜ୍ଞାନିକର, ମନ ଥିଲା…
ଏଇ ଭାରତରେ
ବିଲୁପ୍ତପ୍ରାୟ ବାଘ ଓ ଶାଗୁଣାଙ୍କୁ ରକ୍ଷା କରିଆସୁଛନ୍ତି ରାଜସ୍ଥାନର ପରିବେଶବିତ୍ ଡ. ଧର୍ମେନ୍ଦ୍ର ଖଣ୍ଡାଲ। ସେ ‘ଟାଇଗର ଓ୍ବାଚ୍’ ସଂସ୍ଥା ଗଠନ କରି ରାଜସ୍ଥାନର ରଣ୍ଥୋମ୍ବର ଟାଇଗର ରିଜର୍ଭରେ ବାଘ ଓ ଶାଗୁଣାଙ୍କ ଜୀବନ ବଞ୍ଚାଇବାରେ ଲାଗିଛନ୍ତି। ଏହି କାର୍ଯ୍ୟ ସେ…
ଭାଷଣସର୍ବସ୍ବ ସରକାର
ଆକାର ପଟେଲ ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ନୂତନ ରାମ ମନ୍ଦିର ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଆମ ପ୍ରଧାନମନ୍ତ୍ରୀଙ୍କ ସହ ଜଡିତ ଅନ୍ୟାନ୍ୟ ଉତ୍ସବ ପରି ଏହା ଏକ ମହାନ୍ ସମାରୋହ ହେବା ନିଶ୍ଚିତ। ଏହା ଅଗଷ୍ଟ ୫ରେ ହେବ, ଯାହାକି…
ଭାରତ-ଚାଇନା ସୀମାରେ ବଫର ଶବ୍ଦର ଭୁଲ୍ ବ୍ୟବହାର
ସହଦେବ ସାହୁ ପରସ୍ପର ସଂଘର୍ଷ ସମ୍ଭାବନା ଥିବା ଦୁଇଟି ବିରାଟ ଦେଶ ମଧ୍ୟବର୍ତ୍ତୀ ନିରପେକ୍ଷ ଦେଶକୁ ବଫର ଷ୍ଟେଟ୍ କୁହାଯାଏ, ଏହା ସାଧାରଣତଃ କ୍ଷୁଦ୍ରତର ଦେଶ ହୋଇଥାଏ। ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରେ ଦୁଇପକ୍ଷ ଭିତରେ ସୁଇଜରଲାଣ୍ଡ ଏକ ବଫର ରାଷ୍ଟ୍ର ଥିଲା,…
ସଂସ୍କାରବାଦୀ ରାଷ୍ଟ୍ରମୁଖ୍ୟ
ଦକ୍ଷିଣ ଆମେରିକାର ଉତ୍ତର ପୂର୍ବାଞ୍ଚଳ ଉପକୂଳରେ ଅବସ୍ଥିତ ଏକ ରାଷ୍ଟ୍ର ହେଉଛି ସୁରିନାମ୍। ପାରାମାରିବୋ ଏହାର ରାଜଧାନୀ। ସୁରିନାମ୍ର ଇତିହାସ ଦେଖିଲେ ଏହା ୧୯୭୫ ମସିହାରେ ସ୍ବାଧୀନତା ଲାଭ କରିଥିଲା। ଜାତିଆଣ ଧ୍ରୁବୀକରଣ, ସାମରିକ କ୍ଷମତାଧିକାର ଓ ଗୃହଯୁଦ୍ଧ ଏହି ଦେଶକୁ…
ଏଇ ଭାରତରେ
ଶିକ୍ଷା କେବଳ ପୋଥିଗତ ବିଦ୍ୟାରେ ସୀମିତ ନୁହେଁ। କିଛି ନୂଆ ବିଷୟରେ ଜାଣିବା ଓ ଅଭିଜ୍ଞତା ହାସଲ କରିବା ଶିକ୍ଷାର ବି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହା ଚେନ୍ନାଇର ଇ-ଜୋନ୍ କମ୍ପାନୀ କରୁଛି। ଏହା ସ୍କୁଲ ପିଲାଙ୍କ ପାଇଁ ପରିବେଶଗତ ସଚେତନତା…
Archives


