ସମ୍ପାଦକୀୟ

ଏଇ ଭାରତରେ

ଛୋଟ ଗାଁଟିଏ, ହେଲେ ତା’ର ପକ୍ଷୀ ସୁରକ୍ଷା ଚିନ୍ତା ବେଶ୍‌ ପ୍ରେରଣାଦାୟକ। ଏମିତିକା ଗାଁ ହେଉଛି ତାମିଲନାଡୁର ପୋଥାକୁଡି। ଶିବଗଙ୍ଗା ଜିଲାର ଏହି ଗାଁକୁ ଆସିଥିବା ଗୋଟିଏ ଇଣ୍ଡିଆନ୍‌ ରବିନ ବାର୍ଡର ସୁରକ୍ଷା ପାଇଁ ୪୦ ଦିନ ହେବ ସବୁ ଷ୍ଟ୍ରିଟ୍‌…

ଲୋକସଚେତନତା ଓ ଦାୟିତ୍ୱ

ଡ. ମୌସୁମୀ ପରିଡ଼ା ସାରରେ ଅନେକ ଘଟଣା ଦୁର୍ଘଟଣା ଘଟୁଛି। ସ୍ଥିତି ବଦଳିଯାଉଛି, ହେଲେ ଲୋକମାନଙ୍କ ମାନସିକତା ବଦଳୁନି। ଏପଟେ ଗାଡ଼ିରେ କୋଭିଡଜନିତ ସତର୍କତା ଅବଲମ୍ବନ କରିବାକୁ ଚେତେଇ ଦିଆଯାଉଥିବାବେଳେ ସେପଟେ ମୁହଁକୁ ମୁହଁ ଯୋଖି ଲୋକେ ଗପିବାରେ ମାତିଲେଣି! ସଚେତନତା…

ଭାଗ ଚାଷୀର ଭାଗ୍ୟ

ସୁକାନ୍ତ କୁମାର ପାଣିଗ୍ରାହୀ   ଭାଗଚାଷୀ ଶବ୍ଦଟି ଏକ ନିର୍ଦ୍ଦିଷ୍ଟ ଚାଷୀ ଗୋଷ୍ଠୀଙ୍କ ସଂଜ୍ଞା ନିରୂପଣ କରିଥାଏ। ଆମ କୃଷି ବ୍ୟବସ୍ଥାରେ ଏମାନଙ୍କ ସ୍ଥାନ ଅତୁଳନୀୟ। କୌଣସି ଗାଡ଼ିର ସକ୍‌ଆବସରବର ଭଳି ଏମାନେ ବୋଝ ସମ୍ଭାଳି ଭାଗ୍ୟ ଆଦରି ଚାଲୁଥିବା କାରଣରୁ…

ବାବୁଙ୍କ ପତନ

କେରଳରେ ଧରାପଡ଼ିଥିବା ସୁନା ଚୋରା ଚାଲାଣ ର଼୍ୟାକେଟ୍‌ ଏକ ବଡ଼ ବିବାଦ ସୃଷ୍ଟି କରିଛି ଏବଂ ଜଣେ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କର ପ୍ରଶାସନିକ ସେବାରେ ଥିବା ଉଜ୍ଜ୍ୱଳ କ୍ୟାରିୟରର ଆକସ୍ମିକ ଅନ୍ତ ଘଟିଛି। ଘଟଣାର କେନ୍ଦ୍ରରେ ଅଛନ୍ତି ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌ଙ୍କ…

ଜିଦ୍‌ ଛାଡ଼

ଦେଶର ପ୍ରମୁଖ ମେଟ୍ରୋ ସହରଗୁଡ଼ିକରେ ଡିଜେଲ ମୂଲ୍ୟ ପେଟ୍ରୋଲଠାରୁ ଅଧିକ ହୋଇଛି। ଓଡ଼ିଶାରେ ମଧ୍ୟ ପେଟ୍ରୋଲ ଅପେକ୍ଷା ଡିଜେଲ ମହଙ୍ଗା- ଏହା ପୂର୍ବରୁ କେବେ ଦେଖାଯାଇ ନ ଥିଲା। ଗତ କିଛି ଦିନ ଭିତରେ ପେଟ୍ରୋଲ ମୂଲ୍ୟ ଊଣାଅଧିକେ ସ୍ଥିର ରହିଥିଲେ…

ଉଚ୍ଚଶିକ୍ଷାରେ ବିଭ୍ରାଟ

ଡ. ସୁବାସ ଚନ୍ଦ୍ର ପାତ୍ର ଗୋଟିଏ ବିଭାଗକୁ ବର୍ଷ ବର୍ଷ ଧରି ଅବହେଳା କଲେ ସଂକଟ ସମୟରେ ସେ ବିଭାଗକୁ କି ପ୍ରକାର ଲୋକହସା ହେବାକୁ ପଡ଼େ ତା’ର ଜ୍ୱଳନ୍ତ ଉଦାହରଣ ହେଲା ଉଚ୍ଚଶିକ୍ଷା ବିଭାଗ। ପାଖାପାଖି ୧୦ବର୍ଷ ହେଲା ଓଡ଼ିଶାର…

ମହାମାରୀରେ ମାନସିକ ସ୍ବାସ୍ଥ୍ୟ

ଡା. ସତ୍ୟକାମ ମହାପାତ୍ର କରୋନା ଭାଇରସ ଡିଜିଜ ବା କୋଭିଡ୍‌-୧୯ ମହାମାରୀ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି କରିଛି। ଏହାର ମୁକାବିଲା କରିବା ଲାଗି ଲାଗୁ କରାଯାଉଥିବା ଲକ୍‌ଡାଉନ ଓ ଶଟ୍‌ଡାଉନ ଯୋଗୁ ଆମ ମାନସିକ ସ୍ବାସ୍ଥ୍ୟ ବା ମାନସିକ…

ଏଇ ଭାରତରେ

ପରିଣତ ବୟସ ଅଟକାଇ ପାରିନି ଅରୂପ ସେନଗୁପ୍ତାଙ୍କୁ। ସେ କୋଲକାତାରେ ଦେହଜୀବୀ ଓ ସେମାନଙ୍କ ପିଲାମାନଙ୍କୁ ଥଇଥାନ କରିବାରେ ଲାଗିଛନ୍ତି। ୭୦ ବର୍ଷ ବୟସରେ ଅସୁସ୍ଥତା ସତ୍ତ୍ୱେ ସେ ‘ନତୂନ ଜୀବନ’ ବା ‘ନୂଆ ଜୀବନ’ ଏନ୍‌ଜିଓ ମାଧ୍ୟମରେ ଏହି ସେବା…

ପାରାଙ୍କୁ ଘୃଣା କାହିଁକି

ମାନେକା ଗାନ୍ଧୀ ମାସକ ପୂର୍ବେ ମୁଁ ମୁମ୍ବାଇର ଲୋକଙ୍କଠାରୁ ଏକ ଦୁଃଖଦ କଲ୍‌ ପାଇଥିଲି ଯେ, ପୌର କମିଶନର ହଠାତ୍‌ ଖରଠାରେ ରାସ୍ତାକଡ଼ରେ ପାରାମାନଙ୍କୁ ଖାଇବାକୁ ଦେବା ପାଇଁ ନିର୍ମିତ ୨୦ ବର୍ଷର ପୁରୁଣା ଫିଡିଂ ପ୍ଲାଟ୍‌ଫର୍ମ (କବୁତରଖାନା)କୁ ବନ୍ଦ କରିଦେଇଛନ୍ତି।…

ଖୁସି ହେବା ନା ଦୁଃଖ କରିବା

ଡ. ସନ୍ତୋଷ କୁମାର ମହାପାତ୍ର କରୋନାଜନିତ ଦୁର୍ଦ୍ଦିନରେ କେତୋଟି ଘଟଣା ଘଟିଯାଇଛି। ସେ ସବୁକୁ ନେଇ ଖୁସି ହେବା ନା ଦୁଃଖ କରିବା? ସମ୍ପ୍ରତି ରାଜସ୍ଥାନରେ ଘଟିଥିବା ରାଜନୈତିକ ଘଟଣା ତଥା ବିଭିନ୍ନ ରାଜ୍ୟରେ ଏକ ନିର୍ଦ୍ଦିଷ୍ଟ ଦଳ ପକ୍ଷରୁ ବିଭିନ୍ନ…

ଏଇ ଭାରତରେ

ଯଦି ଭାବୁଛନ୍ତି ମୁକ୍ତା କେବଳ ସାମୁଦ୍ରିକ ଶାମୁକାରୁ ମିଳେ ତେବେ ତାହା ଭୁଲ ବୋଲି ପ୍ରମାଣ କରିପାରିଛନ୍ତି କେରଳର କେ.ଜେ. ମାଥାଚାନ। ସେ ତାଙ୍କ ଅଗଣାରେ କୁଣ୍ଡଗୁଡ଼ିକରେ ମଧୁର ଜଳ ଶାମୁକାରୁ ମୁକ୍ତା ପାଇପାରୁଛନ୍ତି ଓ ଏଥିରୁ ଲକ୍ଷାଧିକ ଟଙ୍କା ରୋଜଗାର…

ବିରୋଧୀଙ୍କୁ ମାରିଦେବା ନୁହେଁ

ଭାରତୀୟ ଆଇନ ବ୍ୟବସ୍ଥାରେ ନିମ୍ନ ଅଦାଲତକୁ ତାଗିଦ୍‌ କରିବା ଘଟଣା କ୍ୱଚିତ ଶୁଣିବାକୁ ମିଳିଥାଏ। ସାଧାରଣତଃ ତଳ ସ୍ତରରୁ ବା ଟ୍ରାଏଲ୍‌ କୋର୍ଟରୁ ଯାହା ଉପରକୁ ଯାଇଥାଏ, ତାହାକୁ ମାଜିଷ୍ଟ୍ରେଟ୍‌ଙ୍କଠାରୁ ଜଜ୍‌ ପର୍ଯ୍ୟନ୍ତ ଗୋଟିଏ ମଣିଷ ଭାବେ କଥା କହିଥାଏ। ଏହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri