ରେଲ୍ୱେର ଆଭ୍ୟନ୍ତରୀଣ ସଙ୍କଟ
ମହାନଗରଗୁଡିକରୁ ଘରକୁ ଫେରିଆସୁଥିବା ପ୍ରବାସୀ ଶ୍ରମିକମାନଙ୍କ ରେଳଯାତ୍ରାକୁ କେନ୍ଦ୍ରକରି ସୃଷ୍ଟି ହାଇଥିବା ବିଭ୍ରାଟ ଯୋଗୁ ଭାରତୀୟ ରେଲ୍ଓ୍ବେ ଏବେ ରୋଷର ଶିକାର ହୋଇଛି । ଟ୍ରାଫିକ ଜାମ୍ ଏଡ଼ାଇବା ଲାଗି ଟ୍ରେନରୁଟ୍ ଜାଣିଶୁଣି ପରିବର୍ତ୍ତନ କରାଯାଇଥିବାରୁ ପ୍ରବାସୀ ଶ୍ରମିକମାନଙ୍କ ଯାତ୍ରାରେ ବିଳମ୍ବ…
ଚାଲ ଫେରିଯିବା ଗାଁକୁ
ମାତ୍ର କିଛିଦିନ ହୋଇଛି, କୋଭିଡ୍-୧୯ ଯୋଗୁ ଭାରତର ସବୁ ରାଜ୍ୟକୁ ଲକ୍ଡାଉନ୍ କରିଦେବାରୁ ହଇରାଣ ହୋଇ ପ୍ରବାସୀ ଶ୍ରମିକମାନେ ନିଜ ନିଜର ଗାଁକୁ ଯିବାପାଇଁ ଅସ୍ତବ୍ୟସ୍ତ। ପାଖରେ ନା ଖାଇବାକୁ ରାଶନ ଅଛି, ନା ପଇସା ଅଛି ରାଶନ କିଣିବାକୁ। ବଡ…
ପରଲୋକରୁ ପତ୍ର
ଉପେନ୍ଦ୍ର ବିଶ୍ୱାଳ ହେଶ୍ରଦ୍ଧାସିକ୍ତ ପୁତ୍ର ପୌତ୍ର ଗଣ, ମର୍ତ୍ତ୍ୟ ଲୋକର ଦୁର୍ଦ୍ଦଶା ଦେଖି ଆମେ ଖୁବ୍ ମର୍ମାହତ। ଏପରି ଦୁର୍ଦ୍ଦିନରେ ତୁମକୁ ଟିକେ ପଥ ଦେଖାଇବାକୁ ପରଲୋକରୁ ଏ ପତ୍ରଟି ଆମର। ଯଥେଷ୍ଟ ନ ହେଲେ ବି ସାମାନ୍ୟ ହେଲେ ତ…
ଏଇ ଭାରତରେ
ନିରାଶ୍ରୟମାନଙ୍କୁ ନିଜ ପରିବାର ଭାବେ ଗ୍ରହଣ କରିନେଇଛନ୍ତି ମଧ୍ୟପ୍ରଦେଶର ସୁଧୀର ଗୋୟଲ। ତାଙ୍କୁ ବର୍ତ୍ତମାନ ବୟସ ୬୧। ନିରାଶ୍ରୟ ଶିଶୁ,ବୃଦ୍ଧ-ବୃଦ୍ଧାମାନଙ୍କ ଲାଗି ସେ ପାଲଟିଯାଇଛନ୍ତି ଆଶାର ଆଲୋକ। ସେମାନଙ୍କୁ ଆଶ୍ରୟ, ଖାଦ୍ୟ ଓ ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି। ୧୯୮୯ରେ ସେ…
ଆଜିର ଅର୍ଥନୀତି/ ମୋରାଟୋରିୟମ୍ ବୃଥା
ସଦ୍ୟତମ ଆର୍ଥିକ ପଦକ୍ଷେପ ସ୍ବରୂପ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ରେପୋ ହାରରେ ୪୦ ବେସିସ୍ ପଏଣ୍ଟ ହ୍ରାସ କରିଛି। ଭାରତ କରୋନା ଭୂତାଣୁ ବିରୋଧରେ ଯୁଦ୍ଧ ଆରମ୍ଭ କରିବା ପରେ ୭୫ ବେସିସ୍ ପଏଣ୍ଟ ହ୍ରାସ କରାଯାଇଥିବା ବେଳେ ତାହା…
ଲକ୍ଡାଉନ୍ ଓ ଆଦିବାସୀ ସମାଜ
ବିଚିତ୍ର ବିଶ୍ୱାଳ କରୋନା ଭୂତାଣୁ ଯୋଗୁ ଦୀର୍ଘ ଦୁଇମାସ ଧରି ଜାରି ରହିଥିବା ଲକ୍ଡାଉନ୍ରେ ସାରା ଦେଶ ସନ୍ତୁଳି ହୋଇଗଲାଣି। ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକମାନେ। ଛୋଟ ବେପାରୀ, ଉଠା ଦୋକାନୀ, ଗାଡ଼ି ଚାଳକ, ଛୋଟ ଛୋଟ…
ବାତ୍ୟା ବିପର୍ଯ୍ୟୟର ମୁକାବିଲା
ଅଂଶୁମାନ ଦାଶ ବାତ୍ୟା, ସାମୁଦ୍ରିକ ଝଡ଼, ଟର୍ନାଡୋ ବା ସାଇକ୍ଲୋନ୍ ରୂପରେ ମଣିଷ ଦେଖି ଆସିଛି ପ୍ରକୃତିର ଧ୍ୱଂସର ରଚନା। ଶାନ୍ତ, ନିର୍ବାକ୍ ପ୍ରକୃତିର ସମୟ ସମୟରେ ଏ କମ୍ପନ ଏ ବିଚିତ୍ରତା ମଣିଷ ମନରେ ଯୁଗଯୁଗରୁ ଅସଂଖ୍ୟ ପ୍ରଶ୍ନ ଉତ୍ପନ୍ନ…
ଏଇ ଭାରତରେ
ଅକ୍ଷୟ କୋଠାଓ୍ବାଲେ ପେସାରେ ଅଟୋ ଚାଳକ। ହେଲେ ଲକ୍ଡାଉନରେ ଦୈନିକ ୩୫୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଖାଇବାକୁ ଦେଉଛନ୍ତି। ୩୦ ବର୍ଷୀୟ ଅକ୍ଷୟ ତାଙ୍କ ବାହାଘର ଲାଗି ସଞ୍ଚିତ ଅର୍ଥକୁ ଏଥିରେ ବ୍ୟୟ କରୁଛନ୍ତି। ସେ ଅଟୋରେ ବରିଷ୍ଠ ନାଗରିକ ଓ ଗର୍ଭବତୀମାନଙ୍କୁ…
କୁକୁଡ଼ା ବି ଖୁସିରେ ଗାଆନ୍ତି
ମାନେକା ଗାନ୍ଧୀ ସମ୍ପୂର୍ଣ୍ଣ ଲକ୍ଡାଉନରେ ପ୍ରାୟ ଦୁଇମାସ ହେବ ମୁଁ ପୂରା ଏକୁଟିଆ ରହିଥିଲି। ଏହି ସମୟରେ କୁଆଟିଏ ଥିଲା ମୋର ବନ୍ଧୁ। ଏହି ବନ୍ଧୁତ୍ୱର ରହସ୍ୟ ହେଉଛି ଠିକ୍ ସମୟ ଓ ନରିନ୍ତର ପ୍ରୟାସ। ଦିନରେ ପ୍ରାଣୀମାନଙ୍କ ସମସ୍ୟା ସମାଧାନ…
ଆତ୍ମନିର୍ଭର ଭରତ
ଡ. କୁଳାଙ୍ଗାର ପ୍ରଥମରୁ କହିରଖୁଛୁ କି ଏହି ରଚନାର ଶୀର୍ଷକଟିକୁ ଯଦି ଆପଣ ଭୁଲ୍ରେ ଆତ୍ମନିର୍ଭର ଭାରତ ବୋଲି ପଢିଛନ୍ତି, ତେବେ ଆମର ଆଦୌ ଦୋଷ ନାହିଁ। କିନ୍ତୁ ଆପଣ ତୁରନ୍ତ ଆତ୍ମନିର୍ଭର ହୋଇଯାଇ ଆମକୁ ଗାଳି ଦେବେନି କି, ବଦ୍ମାସ…
ଚାଷୀ କଥା ଶୀଘ୍ର ବୁଝ
ଇଂ. ବିଦ୍ୟାଧର ପଣ୍ଡା ବଗଲା ବଗୁଲୀ ଦୁଇ ପ୍ରାଣୀ। ବଗଲା ଘର ବରଗଡ଼। ବଗୁଲୀ ବାପଘର ପଦ୍ମପୁର। ବାହାଘରକୁ କୋଡ଼ିଏ ବର୍ଷ ହେଲାଣି। ଦି’ ଚାରିବର୍ଷରେ ଥରେ ଚାଷକାମରେ ଧୋକା ଖାଆନ୍ତି। ଏ ବର୍ଷ ଧାନକେଣ୍ଡା ଭଲ ଧରିଥିଲା, କିନ୍ତୁ ଅମଳ…
ଏଇ ଭାରତରେ
ବହୁ ସମୟରେ ଅନ୍ୟମାନଙ୍କ ଦୁଃଖ ଜଣେ ବ୍ୟକ୍ତିର ହୃଦୟରେ ପରିବର୍ତ୍ତନର ସ୍ବର ଉଠାଏ, ତାକୁ ଦୁଃଖୀମାନଙ୍କ ସେବା କରିବା ଲାଗି ଶକ୍ତି ଯୋଗାଏ, ଯାହା ଘଟିଛି କେରଳର ଏନିଙ୍କ କ୍ଷେତ୍ରରେ। କୋଟ୍ଟାୟାମ୍ନିବାସୀ ଏନି ଏବେ ଅନାଥ ଓ ନିର୍ଯାତିତ ମହିଳାମାନଙ୍କ ସାହାରା…
Archives


