ସମ୍ପାଦକୀୟ

ସମୃଦ୍ଧିର ପର୍ବ ନୂଆଁଖାଇ

ଇଂ. ମହାପାତ୍ର ଅନୁରାଗ ସାହୁ ଶାସ୍ତ୍ର କହେ ଅନ୍ନ ହିଁ ବ୍ରହ୍ମ। ସେହି ବ୍ରହ୍ମକୁ ପରଂବ୍ରହ୍ମଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବାର ଅନ୍ୟ ନାମ ଅନ୍ନଯଜ୍ଞ ଏବଂ ଉତ୍ପାଦିତ ପ୍ରଥମ ଶସ୍ୟ ଦ୍ବାରା ସଂପାଦିତ ଏହି ଅନ୍ନଯଜ୍ଞକୁ କୁହାଯାଏ ନବାନ୍ନ ଭକ୍ଷଣ। ମାନବ…

ଏଇ ଭାରତରେ

କୃଷିରେ ଆଧୁନିକ ଜ୍ଞାନକୌଶଳ ଯେତିକି ବିକଶିତ ହେବାରେ ଲାଗିଛି ଗ୍ରାମୀଣ କ୍ଷେତ୍ରରେ ଲୋକମାନେ ମଧ୍ୟ ସେମାନଙ୍କ ବ୍ୟବହାରିକ ଜ୍ଞାନ ଉପଯୋଗ କରି ଏ କ୍ଷେତ୍ରରେ ସଫଳତା ପାଇପାରୁଛନ୍ତି। ନିଜର ବୁଦ୍ଧି ଖଟାଇ ଜୈବିକ ଖତ, କୀଟନାଶକ ତଥା ହାତ ତିଆରି ଯନ୍ତ୍ର…

ଅସ୍ଥାନା ଭରସା

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ( ସିବିଆଇ)ରୁ ପୂର୍ବତନ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବହୁଚର୍ଚ୍ଚିତ ବିଦାୟ ଘଟଣାର ଦୁଇ ବର୍ଷ ପରେ ତାଙ୍କୁ ସୀମା ସୁରକ୍ଷା ବଳ( ବିଏସ୍‌ଏଫ୍‌)ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। କୌତୂହଳର କଥା ସେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(…

ଏଇ ଭାରତରେ

ମଣିଷ କର୍ମ ବଳରେ ସ୍ବତନ୍ତ୍ର ପରିଚୟ ପାଏ, ଯାହା ପାଇଛନ୍ତି ବେଙ୍ଗାଲୁରୁର ଜଣେ ଟ୍ରାନ୍ସ ଓମେନ ପୂର୍ଣ୍ଣିମା ସୁକୁମାର। ଆରାବଣୀ ଆର୍ଟ ପ୍ରୋଜେକ୍ଟର ପ୍ରତିଷ୍ଠାତା ପୂର୍ଣ୍ଣିମା ବହୁ ଟ୍ରାନ୍ସ ଓମେନଙ୍କୁ ଆର୍ଟ କାର୍ଯ୍ୟରେ ଲଗାଇଛନ୍ତି। ୨୦୧୬ରେ ପୂର୍ଣ୍ଣିମା ଏହି ଆର୍ଟ ପ୍ରୋଜେକ୍ଟ…

ପ୍ରାଚୀନ ବିଶ୍ୱରେ ସଙ୍ଗରୋଧ

ଇଂ. ମାୟାଧର ସ୍ବାଇଁ ଚାଇନାରୁ ଆରମ୍ଭ ହୋଇ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ରୋଗ ପୃଥିବୀର ପ୍ରାୟ ସମସ୍ତ ଦେଶକୁ ବ୍ୟାପିଗଲାଣି। ଏଥିରେ ଆକ୍ରାନ୍ତ ହୋଇ ଲକ୍ଷାଧିକ ଲୋକଙ୍କ ଜୀବନ ଗଲାଣି। ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଏହାକୁ ମହାମାରୀ ଆଖ୍ୟା ଦେଇଛି।…

ଭାଷା ସାହିତ୍ୟ ଓ ପାଠ୍ୟଖସଡ଼ା

ଡ. ପ୍ରଫୁଲ୍ଲ କୁମାର ସାହୁ ପ୍ରତ୍ୟେକ ବ୍ୟକ୍ତିର ଜାତୀୟତା ପରିଚୟ ହେଉଛି ତା’ର ମାତୃଭାଷା। ମାତୃଭାଷାର ବ୍ୟବହାର ଉପରେ ନିିର୍ଭର କରେ ତା’ର ପରିଚୟ ଓ ପ୍ରତିଷ୍ଠା। ବିଶେଷକରି ସାହିତ୍ୟର ବିକାଶ ଉପରେ ନିର୍ଭର କରେ ଭାଷାର ସମୃଦ୍ଧି। ସାହିତ୍ୟର ବିକାଶ…

ଗଳାବାଟ ବନ୍ଦ କର

ସାମଗ୍ରୀ ସେବା ଟିକସ( ଜିଏସ୍‌ଟି) ବ୍ୟବସ୍ଥା ମୁଖ୍ୟତଃ ଏହାର ସଂରଚନା ଓ କାର୍ଯ୍ୟ କରିବାର ଧାରା ଅଧିକାରୀମାନଙ୍କୁ ସମସ୍ୟାରେ ପକାଉଛି। ଏହି ବ୍ୟବସ୍ଥାରେ ଥିବା ଗଳାବାଟ ଦେଇ ଠକମାନେ ଠକୁଛନ୍ତି। କେବଳ ଆମ ରାଜ୍ୟରେ ହଜାର ହଜାର କୋଟି ଟଙ୍କାର ଜିଏସ୍‌ଟି…

ବିଲୁପ୍ତି ପଥେ ପ୍ରାଣୀ

ମାନେକା ଗାନ୍ଧୀ ମୋତେ ସାହାଯ୍ୟ କର। ମୋତେ ପ୍ରତାରିତ କରାଯାଉଛି। ମାଂସ ଶିଳ୍ପ, କୀଟନାଶକ ପ୍ରଦୂଷଣକାରୀ ଓ ଶିକାରୀମାନଙ୍କ ସହ କଳକାରଖାନାଗୁଡ଼ିକ ମିଳିତ ଭାବେ ଏକ ଧ୍ୱଂସର ବୂ୍ୟହ ରଚନା କରିଛନ୍ତି। ଏମାନେ ବହୁ ଚମକତ୍ାରୀ ଜୀବଙ୍କୁ ବିଲୁପ୍ତ କରିଦେଉଛନ୍ତି, ଯାହାଙ୍କୁ…

ଅକୁହା ବ୍ୟଥା

ଡ. ବୈଜୟନ୍ତୀ ମିଶ୍ର ମାସ୍କ ପିନ୍ଧି ବ୍ୟାଗଟିଏ ଧରି ଚାଲିଚାଲି ଘରୁ ବାହାରିଗଲେ ଅନନ୍ତବାବୁ। ଯାହା ହେଉ ବି ହେଉ, ଆଜି ପରିବା ହାଟକୁ ଯିବାକୁ ପଡ଼ିବ। ଘର ପାଖ ଦୋକାନରେ ଯଦିଓ ପରିବାପତ୍ର ମିଳୁଛି, ତଥାପି ହାଟରୁ ଆଣିଲେ ଶସ୍ତା…

ପ୍ରତିଭାମୟୀଙ୍କ ସନ୍ଧାନେ

ଡ. ବାସନ୍ତୀ ମହାନ୍ତି ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଛାତ୍ରମାନଙ୍କ ଅପେକ୍ଷା ଛାତ୍ରୀମାନେ ବୋର୍ଡ ପରୀକ୍ଷାରେ ବେଶି କୃତିତ୍ୱ ଅର୍ଜନ କରିଛନ୍ତି। ସ୍କୁଲ କଲେଜରେ ଅନୁପାତ ଦୃଷ୍ଟିରୁ ଛାତ୍ରୀ ଓ ଛାତ୍ରଙ୍କ ସଂଖ୍ୟା ପ୍ରାୟତଃ ସମାନ ରହିଛି। କିନ୍ତୁ ପାଠପଢ଼ାକୁ ଝିଅମାନେ…

ଏଇ ଭାରତରେ

ଭାରତରେ ପକ୍ଷୀମାନେ ଫସଲ ନଷ୍ଟ କରୁଥିବାରୁ ସେମାନଙ୍କୁ ତଡିବା ଲାଗି ବିଭିନ୍ନ ପ୍ରକାର ଉପାୟ କରାଯାଉଥିବାବେଳେ ତାମିଲନାଡୁର ଜଣେ କୃଷକ ସେମାନଙ୍କ ଲାଗି ଫସଲ କରୁଛନ୍ତି। କୋଏମ୍ବାଟୁର ଜିଲା ଥୋଣ୍ଡାମୁଥୁର ଗାଁର କୃଷକ ମୁଥୁ ମୁରୁଗାନ ପକ୍ଷୀମାନଙ୍କ ପାଇଁ ମକା ଓ…

ଏଇ ଭାରତରେ

କରୋନା ସମୟରେ ସମାଜରେ କିଛି ନୂଆ କାର୍ଯ୍ୟ ଆରମ୍ଭ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ଯୋଗେଶ ରାଓ୍ବତ ଅନ୍ୟତମ। ସେ ପରିବେଶ ସଂରକ୍ଷଣ ଲାଗି ଏକ ଗଛ ବ୍ୟାଙ୍କ ଖୋଲିଛନ୍ତି। ଆପଣ ଯଦି ପରିବେଶପ୍ରେମୀ ଓ ଶସ୍ତାରେ ଗଛ ନେଇ ତାହାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri