ସମ୍ପାଦକୀୟ

ଆଇନର ଶାସନ

ଆକାର ପଟେଲ ମିଳିତ ଜାତିସଂଘ ଆଇନର ଶାସନକୁ ନିମ୍ନ ପ୍ରକାରେ ସଂଜ୍ଞାବଦ୍ଧ କରିଛନ୍ତି: ଏହା ଏକ ପ୍ରକାର ଶାସନ ନୀତି, ଯେଉଁଥିରେ ରାଷ୍ଟ୍ର ସମେତ ସମସ୍ତ ସରକାରୀ ତଥା ବେସରକାରୀ ବ୍ୟକ୍ତି, ଅନୁଷ୍ଠାନ ଓ ସଂସ୍ଥା ଆଇନ ପାଖରେ ଉତ୍ତରଦାୟୀ ଏବଂ…

ଆପ୍ରବାସୀ ଚିକିତ୍ସା ବିଶେଷଜ୍ଞ

ଆମେରିକାର ଉନ୍ନତିରେ ଇମିଗ୍ରାଣ୍ଟ୍‌ସ ବା ଆପ୍ରବାସୀଙ୍କ ଭୂମିକା ସର୍ବଦା ଗୁରୁତ୍ୱ ବହନ କରିଆସିଛି। ଜୁଲାଇ ୪ ଆମେରିକାର ସ୍ବାଧୀନତା ଦିବସ ପୂର୍ବରୁ ୨୦୦୬ରୁ ପ୍ରତିବର୍ଷ କାର୍ନେଜି କର୍ପୋରେଶନ ବାଛିବାଛି ବିଶିଷ୍ଟ ଆପ୍ରବାସୀଙ୍କୁ ସମ୍ମାନିତ କରିଆସୁଥିବାର ଏକ ପରମ୍ପରା ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ…

ଚାଇନା ସହ ଭାରତର ବ୍ୟବସାୟିକ ସମୀକରଣ

ବିଚିତ୍ର ବିଶ୍ୱାଳ ଭାରତର ସୀମା ଭିତରକୁ ଚାଇନାର ଅନୁପ୍ରବେଶ ଓ ସେଥିପାଇଁ କୋଡ଼ିଏ ଜଣ ଭାରତୀୟ ଯବାନ ଶହୀଦ ହେବା ପରେ ଭାରତ ଓ ଚାଇନା ମଧ୍ୟରେ ସମ୍ପର୍କରେ ଅତ୍ୟନ୍ତ ତିକ୍ତତା ପ୍ରକାଶ ପାଇବା ପରେ କୂଟନୈତିକ ସ୍ତରରେ ଦୁଇ ପକ୍ଷର…

ଏଇ ଭାରତରେ

ଖଣି ଶ୍ରମିକରୁ ଶିକ୍ଷାର ବର୍ତ୍ତିକା ସାଜିଛନ୍ତି ଝାଡ଼ଖଣ୍ଡର ନୀରଜ ମୁର୍ମୁ। ଗିରିଡିହର ଡୁଲିୟାକରମ୍‌ ଗାଁରେ ତାଙ୍କ ଘର। ଆଦିବାସୀ ପରିବାରରେ ଜନ୍ମିତ ମୁର୍ମୁଙ୍କୁ ଏବେ ବୟସ ୨୨। ସେ ଏକ ସ୍କୁଲ୍‌ ପ୍ରତିଷ୍ଠା କରି ଅସହାୟ ପିଲାମାନଙ୍କୁ ମାଗଣାରେ ପଢ଼ାଉଛନ୍ତି। ଏମାନଙ୍କ…

ଏଇ ଭାରତରେ

ଦୃଷ୍ଟିବାଧିତମାନେ ବି ଚାଷ କରିପାରିବେ। ଏହା ସମ୍ଭବ ହୋଇପାରିଛି ଗିରୀଶ ବଡ୍ରାଗୋଣ୍ଡଙ୍କ ଦ୍ୱାରା। ଗିରୀଶଙ୍କ ଘର କର୍ନାଟକର ବିଜାପୁରରେ। ସେ ଚାଷ ମାଧ୍ୟମରେ ଦୃଷ୍ଟିବାଧିତଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ‘ବ୍ଲାଇଣ୍ଡ ଫାର୍ମିଂ ଟେକ୍‌ନୋଲୋଜି’ର ବିକାଶ କରିଛନ୍ତି। ବିଜାପୁରରେ ଗିରୀଶ କୃଷିତରଙ୍ଗ…

ପରିବାର ନିୟନ୍ତ୍ରଣରେ ମହିଳାଙ୍କ ପ୍ରାଧାନ୍ୟ ଲୋଡ଼ା

ଡା. ଶୁଭଶ୍ରୀ ମିଶ୍ର   ଆଜି ୱାଲର୍‌ଡ ପପୁଲେଶନ ଡେ’ ବା ବିଶ୍ୱ ଜନସଂଖ୍ୟା ଦିବସ। ପ୍ରତିବର୍ଷ ସମଗ୍ର ବିଶ୍ୱରେ ଜୁଲାଇ ୧୧ ତାରିଖକୁ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରାଯାଏ। ଜନସଂଖ୍ୟାର ଗୁରୁତ୍ୱ ଉପରେ ସଚେତନତା ସୃଷ୍ଟି କରାଇବା…

ସରକାରଙ୍କ ଆଭିମୁଖ୍ୟ- ଚାହିଦା ନା ସମ୍ପୂର୍ଣ୍ଣ ଚାହିଦା

ଡ. ପ୍ରୀତିଶ କୁମାର ସାହୁ ଯେଉଁ ସମୟରେ ବ୍ୟବସାୟିକ ମାନ୍ଦାବସ୍ଥା ଦେଖାଯାଏ, ଉତ୍ପାଦନ କମ୍‌ ହୁଏ, ବେରୋଜଗାରୀ ବଢ଼ିଚାଲେ ଏବଂ ଅଧିକ ସଂଖ୍ୟକ ପରିବାର ସରକାରୀ ସୁବିଧାର ପ୍ରତୀକ୍ଷାରେ ଥାଆନ୍ତି, ସେ ସମୟରେ ଅର୍ଥନୀତିରେ ସ୍ବୟଂ ପ୍ରତ୍ୟାବର୍ତ୍ତନ ହେବ ତାହା ନୁହେଁ,…

ଅପୂର୍ଣ୍ଣ ମେଡିକାଲ ଆୟୋଗ

ଡାକ୍ତରୀ ଶିକ୍ଷା, ବୃତ୍ତି ଓ ଅନୁଷ୍ଠାନର ସମସ୍ତ ଦିଗର ବିକାଶ ତଥା ନିୟନ୍ତ୍ରଣ ପାଇଁ ପୂର୍ବର ଦୁର୍ନୀତିଗ୍ରସ୍ତ ମେଡିକାଲ୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ (ଏମ୍‌ସିଆଇ)କୁ ବଦଳାଇ ଗତବର୍ଷ ଜାତୀୟ ମେଡିକାଲ ଆୟୋଗ (ଏନ୍‌ଏମ୍‌ସି) ଗଠନ କରାଯାଇଥିଲା। ତଥାପି ନୂତନ ନିୟାମକ ଗଠନ…

ସାମାଜିକ ବନ୍ଧକ

ରାଜ୍ୟର ଭୂମିହୀନ ଚାଷୀଙ୍କ ପାଇଁ ରାଜ୍ୟ ସରକାର ଏକ ଋଣ ଯୋଜନା ଆରମ୍ଭ କରିଛନ୍ତି। କାଳିଆ ବା ଜଗନ୍ନାଥଙ୍କ ବଡ଼ଭାଇ ବଳରାମଙ୍କ ନାମରେ ନାମିତ ଏହି ଯୋଜନା କାଳିଆ ପରି ଏକ ଅନୁରୂପ ଯୋଜନା ବୋଲି କୁହାଯାଉଛି। ଉପରୁ ଉପରୁ ଦେଖିଲେ…

କଳାହୀରାରେ ସୁଯୋଗ

ସାରଦା ପ୍ରସାଦ କର କଳାହୀରା ଭାବରେ ଜଣାଶୁଣା କୋଇଲା ଭୂତଳର ଏକ ମୂଲ୍ୟବାନ୍‌ ସମ୍ପତ୍ତି। ଏହାର ଉତ୍ତୋଳନ, ବିପଣନ ଓ ଶକ୍ତିକ୍ଷେତ୍ରରେ ପ୍ରୟୋଗାମତ୍କ ବିଦ୍ୟା ଏବେ ପାରମ୍ପରିକତାଠାରୁ ଊର୍ଦ୍ଧ୍ୱକୁ ଯାଇ ଆପଣେଇଛି ଯାନ୍ତ୍ରିକ କୌଶଳ। କେନ୍ଦ୍ର ସରକାରଙ୍କ ଏକକ ମାଲିକାନା ଓ…

କିଏ ଉପାସ୍ୟ-ପ୍ରକୃତି ନା ପରମାତ୍ମା

ଶ୍ରୀ ସନ୍ନ୍ୟାସୀ ଈଶ୍ୱର ମଣିଷକୁ ମାଗଣାରେ ଜଳ, ପବନ, ଅନୁପମ ନୀଳ ଆକାଶ, ବାସ କରିବା ପାଇଁ ପୃଥିବୀ, ଅନେକ ଗଛଲତା, ଚନ୍ଦ୍ର ଓ ସୂର୍ଯ୍ୟ ଆଦି ଉପହାର ସ୍ବରୂପ ପ୍ରଦାନ କରିଛନ୍ତି। ସର୍ବଶକ୍ତିମାନ ଈଶ୍ୱରଙ୍କୁ କେବଳ ଭଜନକୀର୍ତ୍ତନ କରି ଆରାଧନା…

ଏଇ ଭାରତରେ

ଖାଦ୍ୟର କୌଣସି ବାଛବିଚାର ନାହିଁ, ତାହା କେବଳ ଅନ୍ୟର ଭୋକ ମେଣ୍ଟାଇ ଖୁସି ଦେଇଥାଏ ବୋଲି କହନ୍ତି କୋଏମ୍ବାଟୁର୍‌ର ଟ୍ରାନ୍ସଓମ୍ୟାନ୍‌ ସଙ୍ଗୀତା। ଏବେ ତାଙ୍କୁ ବୟସ ୬୦। ସଙ୍ଗୀତା କ୍ୟାଟରିଂ ସର୍ଭିସ ଦୀର୍ଘ ୬ ବର୍ଷ ହେବ ଚଳାଇ ଆସୁଛନ୍ତି। ପ୍ରତିଦିନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri