ସମ୍ପାଦକୀୟ

ଏଇ ଭାରତରେ

କର୍ତ୍ତବ୍ୟ ହିଁ ଭଗବାନ, ଏହା ଉପଲବ୍ଧି କରିଛନ୍ତି ତାମିଲନାଡୁର ପୋଷ୍ଟମ୍ୟାନ ଡି. ଶିବନ୍‌। ଦୀର୍ଘ ୩୫ ବର୍ଷ ହେବ କାର୍ଯ୍ୟ କରିବା ପରେ ନିକଟରେ ଅବସର ନେଇଛନ୍ତି। ତାଙ୍କୁ ଏବେ ବୟସ ୬୫। ପ୍ରତିଦିନ ପାହାଡ଼ିଆ ରାସ୍ତାରେ ଜଙ୍ଗଲ ମଧ୍ୟରେ ନଦୀ,…

ଚାପରେ ଶିକ୍ଷା ଓ ଶୈଶବ

ଦ୍ୱିତୀ ଚନ୍ଦ୍ର ସାହୁ ‘ଦାଦା! ଯାହା ସବୁ ପଢିଥିଲି, ସେ ସବୁ ଏବେ କାଟିଦେଲେ। ପ୍ରାୟ ସବୁ ୟୁନିଟ୍‌ର ପାଠ କଟିଗଲା। ମୁଣ୍ଡ ଟେନ୍‌ସନ ହୋଇଗଲା ଦାଦା!’ ନିକଟରେ ୩୦ ପ୍ରତିଶତ ପାଠ୍ୟକ୍ରମ କଟିବା ପରେ ପରିବର୍ତ୍ତିତ ପାଠ୍ୟସୂଚୀ ଦେଖି ଦ୍ୱାଦଶ…

ଚାଷ ବେଉସାରେ ଚାଷୀ ଆତ୍ମନିର୍ଭର ତ

ଇଂ. ଶକ୍ତି ପ୍ରସାଦ ଦାସ ଦିନକୁ ଦିନ ବଢୁଥିବା କୋଭିଡ୍‌ ୧୯ ମାମଲା ଓ ଏହାର ଅର୍ଥନୈତିକ ପ୍ରଭାବକୁ ପ୍ରଶମିତ କରିବା ପାଇଁ ମୋଦି ସରକାର ଅନ୍ୟାନ୍ୟ କ୍ଷେତ୍ର ସହିତ କୃଷି କ୍ଷେତ୍ରରେ ଅର୍ଥନୀତିକୁ ପୁନର୍ଜୀବିତ କରିବା ପାଇଁ ନିକଟରେ ଏକାଧିକ…

କଶ୍ମୀରରେ ଆବାସିକ ପ୍ରମାଣପତ୍ର

ଭାରତ ସରକାର ୩୭୦ ଧାରା ଉଚ୍ଛେଦ କରିବାର ୧୦ ମାସ ପରେ ଜମ୍ମୁ-କଶ୍ମୀର ପ୍ରଶାସନ ଆବାସିକ ପ୍ରମାଣପତ୍ର ଦେବା ଆରମ୍ଭ କରିଛି। ନୂତନ ନିୟମ ଅନୁସାରେ ଅଣ-ସ୍ଥାନୀୟ ବା ବାହାର ରାଜ୍ୟରୁ ଆସି ଜମ୍ମୁ-କଶ୍ମୀରରେ ସ୍ଥାୟୀଭାବେ ବସବାସ କରୁଥିବା ଲୋକ ଆବାସିକ…

ବ୍ୟର୍ଥ ପ୍ରୟାସ

ରାଜସ୍ବ ହ୍ରାସକୁ ଦୃଷ୍ଟିରେ ରଖି ଏବଂ ଆରମ୍ଭ କରାଯାଇଥିବା ଆଣ୍ଟି-କୋଭିଡ୍‌-୧୯ କାର୍ଯ୍ୟକ୍ରମଗୁଡ଼ିକ ଲାଗି ଆବଶ୍ୟକ ବ୍ୟୟଭାର ବହନ କରିବା ପାଇଁ ରାଜ୍ୟ ସରକାର ଗତ ସପ୍ତାହରେ ଅନେକ ଆର୍ଥିକ ସଂଯମମୂଳକ ପଦକ୍ଷେପ ଘୋଷଣା କରିଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ବନ ଲାଗି ଜନଜାଗରଣ ଲୋଡ଼ା

ସବ୍ୟସାଚୀ ଅମିତାଭ ବୃକ୍ଷ ବିନା ଜୀବଜଗତର ଅସ୍ତିତ୍ୱ ଅକଳ୍ପନୀୟ। ବିଶେଷଜ୍ଞକଙ୍କ ମତରେ ଜୈବମଣ୍ଡଳର ସନ୍ତୁଳନ ପାଇଁ ଭୂପୃଷ୍ଠର ଆନୁମାନିକ ଏକ ତୃତୀୟାଂଶ ଅଞ୍ଚଳ ବୃକ୍ଷଲତାରେ ଆଚ୍ଛାଦିତ ହୋଇ ରହିବା ଜରୁରୀ। ଦେଶ ସ୍ବାଧୀନ ହେଲା ବେଳକୁ ଆମ ରାଜ୍ୟରେ ସମୁଦାୟ ଭୂଭାଗର…

ଶିକ୍ଷା ଓ ଅନୁସନ୍ଧାନ- ବିଶ୍ୱ କଲ୍ୟାଣ ନିମନ୍ତେ ନାଗରିକ ସୃଷ୍ଟି ମୂଳ ଲକ୍ଷ୍ୟ

ଦୁଇ ଦଶନ୍ଧି ପୂର୍ବେ ଭୁବନେଶ୍ୱରରେ ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟର ଏକ ନମ୍ର ଅୟମାରମ୍ଭ ହୋଇଥିଲା। ଏହି ସମୟ ମଧ୍ୟରେ ସୋଆ ନାମରେ ବେଶ୍‌ ପରିଚିତ ଏହି ଡିମ୍‌ଡ ବିଶ୍ୱବିଦ୍ୟାଳୟ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ନିଜର…

ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀ ଶିକ୍ଷାକୁ ପ୍ରଭାବିତ କରିଛି। ପିଲାଏ ସ୍କୁଲ୍‌ ନ ଯାଇ ଘରେ ଅନ୍‌ଲାଇନ କ୍ଲାସ୍‌ କରୁଛନ୍ତି। କେରଳରେ ଜୁନ୍‌ ୧ରୁ ଏହି ଧାରା ଜାରି ରହିଥିବାବେଳ ଅନ୍‌ଲାଇନ ଶିକ୍ଷାରୁ ବଞ୍ଚିତ କୋଚିର ଏକ ପୋଲ ତଳେ ରହୁଥିବା କିଛି ପିଲାଙ୍କୁ…

ପ୍ରକୃତ ପ୍ରାଣୀ କଲ୍ୟାଣ

ମାନେକା ଗାନ୍ଧୀ ସବୁଠାରୁ ବାଜେ ଜିନିଷ ମଧ୍ୟରୁ ଗୋଟିଏ ହେଉଛି change.com ନାମକ ଏକ ଅନ୍ତର୍ଜାତୀୟ ଓ୍ବେବ୍‌ସାଇଟ୍‌। ଏହାର କାର୍ଯ୍ୟାଳୟ ଅନେକ ଦେଶରେ ଅଛି ଏବଂ ଏଥିରେ କୁହାଯାଉଛି ଯେ ଯାହାର କୌଣସି ଅଭିଯୋଗ ଅଛି ଏବଂ ସମାଧାନ ଚାହୁଁଛନ୍ତି, ସେ…

ସମ୍ପ୍ରତି ଯୁବସମାଜର ଦାୟିତ୍ୱ

ଇଂ. ବିଦ୍ୟାଧର ପଣ୍ଡା କରୋନା ଭୂତାଣୁରେ ଆକ୍ରାନ୍ତ ହୋଇ ବିଶ୍ୱରୁ ଲକ୍ଷ ଲକ୍ଷ ଲୋକ ଆରପାରିକୁ ଚାଲିଗଲେଣି। ଆମଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ଟପିଗଲାଣି। ମୃତ୍ୟୁ ସଂଖ୍ୟା ୨୪ ହଜାର ଛୁଇଁଲାଣି। ସେମାନଙ୍କ ଭିତରୁ ଅନେକେ ତାଙ୍କ ପରିବାର…

ଗାଁ ହିଁ ସ୍ବର୍ଗ

ପ୍ରଭଞ୍ଜନ ଦାଶ ମୋ ଗାଁ, ଯେଉଁଠି ପ୍ରଥମେ ଶୁଭିଥିଲା ମୋ ପାଟିର ପ୍ରଥମ ସ୍ବର କୁଆଁ କୁଆଁ। ମୋ ଘରର ସେହି ଅନ୍ତୁଡ଼ିଶାଳ ଓ ଷଠିଘର ଆଜି ବି ମୋ ଜନ୍ମର ଚିର ସାକ୍ଷୀ ଏବଂ ଦାଣ୍ଡର ସେହି ଏରୁଣ୍ଡି ବନ୍ଧ…

ଏଇ ଭାରତରେ

ବାଉଁଶରେ ତିଆରି ଟିଫିନ୍‌ ବକ୍ସ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ମଣିପୁରର ଜିଙ୍ଗଖାଁପଉ ତିଆରି କରୁଛନ୍ତି ଏମିତିକା ଟିିଫିନ ବକ୍ସ। ଶୁଖିଲା ଓ ରନ୍ଧା ଖାଦ୍ୟକୁ ଏଥିରେ ଗରମ କିମ୍ବା ଥଣ୍ଡା ରଖିବା ଲାଗି ବି ପୃଥକ୍‌ ବ୍ୟବସ୍ଥା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri