ସାମ୍ପ୍ରତିକ ପରିସ୍ଥିତିରେ ଗଣମାଧ୍ୟମ
ଆକାର ପଟେଲ ମୁଖ୍ୟଧାରାର ଗଣମାଧ୍ୟମ ସାଧାରଣତଃ ସୁପ୍ରତିଷ୍ଠିତ ସମ୍ବାଦସଂସ୍ଥା ମୁଖ୍ୟତଃ ଖବରକାଗଜକୁ ହିଁ ବୁଝାଇଥାଏ। କେତେକାଂଶରେ ଏହା ଟେଲିଭିଜନକୁ ବି ବୁଝାଏ। କିଛି ଓ୍ବେବ୍ସାଇଟ କିମ୍ବା ଆପ୍ସ ଗଣମାଧ୍ୟମର ନୂଆ ଉତ୍ସ ଭାବେ ଉଭା ହୋଇଥିଲେ ବି ଏହାର ଖବରକାଗଜ ଭଳି…
ମାତୃଭାଷାର ଭିନ୍ନ ରୂପ
ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ “ଗତ କେଇଦିନ ଧରି ଓଡ଼ିଶାରେ କରୋନା ସେଞ୍ଚୁରି ମାରି ଚାଲିଛି। ଅଗଷ୍ଟ ପନ୍ଦର ବେଳକୁ କରୋନା ପାଇଁ ଯଦି ଟିକା ବାହାରିଯାଏ ତେବେ ତାହା କରୋନା ନିୟନ୍ତ୍ରଣର ଏକ ଟର୍ନିଂ ପଏଣ୍ଟ ହେବ। କାଳିଆ…
ଶିକ୍ଷାନୀତି ରୂପକାର
ନିକଟରେ ଭାରତ ସରକାରଙ୍କ ଦ୍ୱାରା ନୂତନ ଶିକ୍ଷା ନୀତି-୨୦୨୦ ଘୋଷିତ ହୋଇଛି। ପୁରୁଣା ଢାଞ୍ଚାରେ ପରିବର୍ତ୍ତନ କରାଯାଇ ଅଣାଯାଇଥିବା ନୂଆ ବ୍ୟବସ୍ଥାର ଗାଣିତିକ ଅଭିବ୍ୟକ୍ତି ୫+୩+୩+୪ ରଖାଯାଇଛି। ପ୍ରାକ୍ ବିଦ୍ୟାଳୟ ବା ଅଙ୍ଗନଓ୍ବାଡି ଶିକ୍ଷାଠାରୁ ଦ୍ୱାଦଶ ଶ୍ରେଣୀ ଯାଏ ୧୫ ବର୍ଷର…
ଏଇ ଭାରତରେ
ଜୀବନ ଧଳା କି କଳା ନୁହେଁ, ଭଲ କି ମନ୍ଦ ବି ନୁହେଁ, ଏହା କେବଳ ତୁମ ପସନ୍ଦ ଓ ତୁମ କାର୍ଯ୍ୟର ସମଷ୍ଟି । ତୁମେ ଯେମିତି ଚାହିଁବ ସେମିତି ବଞ୍ଚିବ ଓ କାମ ବି କରିପାରିବ, ଯାହା କରୁଛନ୍ତି…
ଏଇ ଭାରତରେ
ଶିକ୍ଷା ସମ୍ପର୍କିତ ୟୁଟ୍ୟୁବ୍ ଚ୍ୟାନେଲ ‘କଥଡି’ ମାଧ୍ୟମରେ ଆଦିବାସୀ ପିଲାଙ୍କୁ ଶିକ୍ଷା ଦେବାରେ ଲାଗିଛନ୍ତି ଦୀପକ ଚନ୍ଦ୍ର ଓ ମାୟା ନାଥନ୍। ଏହି ଦମ୍ପତି ଆଇଆଇଟି ମାଡ୍ରାସରୁ ଡିଗ୍ରୀ ହାସଲ କରିବା ପରେ ଗତ ଦୁଇବର୍ଷ ହେବ ବିଶ୍ୱଭାରତୀ ବିଦ୍ୟୋଦୟା ଟ୍ରଷ୍ଟ…
କରୋନା ଓ ଯୁବପିଢ଼ି
ଡା. ବାସୁଦେବ ପ୍ରଧାନ ମଣିଷ ତିନିଟି ଅବସ୍ଥା ଦେଇ ଗତି କରେ- ବାଲ୍ୟ, ଯୌବନ ଓ ଜରା। ଏଇ ତିନିଟି ଅବସ୍ଥା ମଧ୍ୟରେ ଯୌବନାବସ୍ଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ବୟସରେ ପୂର୍ଣ୍ଣରୂପେ ଶାରୀରିକ ଓ ମାନସିକ ବିକାଶ ହୋଇଥାଏ। ଏହି…
ସରକାରୀ-ବେସରକାରୀ
ପ୍ରଭାତ କୁମାର ଦାସ ସ୍ୱାଧୀନତା ପରବର୍ତ୍ତୀ ପ୍ରଥମାର୍ଦ୍ଧକୁ ଯଦି ବିଚାରକୁ ନେବା ସେତେବେଳେ ସବୁ କିଛି ସରକାରୀ ବ୍ୟବସ୍ଥା ଓ ପରିଚାଳନାରେ ଆବଦ୍ଧ ଥିଲା। ସାମ୍ୟବାଦର ଚିନ୍ତାଧାରା ମଣିଷ ମନରେ ନୂଆ ଆଗ୍ରହ ସୃଷ୍ଟି କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ…
ପିଏମ୍ଓ ବାବୁ
ସର୍ବକ୍ଷମତାଶାଳୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ)ରେ ଯେକୌଣସି ନିଯୁକ୍ତିକୁ ବହୁତ ଆଗ୍ରହ ସହିତ ଦେଖାଯାଏ। ତେଣୁ ତାମିଲନାଡୁ କ୍ୟାଡର୍ର ୧୯୯୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପି. ଅମୁଧା ଯେତେବେଳେ ତାଙ୍କର ପାଞ୍ଚବର୍ଷିଆ କେନ୍ଦ୍ରୀୟ ଡେପୁଟେଶନ୍ର ଅବଶିଷ୍ଟ ଅବଧି ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମସଚିବ…
ଜଗିବାରେ ଢିଲା ନ ରହୁ
କୋଭିଡ୍-୧୯ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ଖର୍ଚ୍ଚର ଆବଶ୍ୟକତାକୁ ପୂରଣ କରିବା ପାଇଁ ଚଳିତମାସ ଆରମ୍ଭରେ ଅନେକ ଆର୍ଥିକ ସଂଯମ ବା ବ୍ୟୟସଂକୋଚମୂଳକ ପଦକ୍ଷେପ ଘୋଷଣା କରିବା ପରେ, ଆର୍ଥିକ ଅନଟନଗ୍ରସ୍ତ ରାଜ୍ୟ ସରକାର ପୁଣି ବିଭିନ୍ନ ହେଡ୍ରେ ଚଳିତ ବର୍ଷର…
ମକଦ୍ଦମାପାହାଡ଼ ଓ ବିଳମ୍ବିତ ନ୍ୟାୟ
ପ୍ରତୀକ ଦାଶ ଦେଶର ବିଭିନ୍ନ କୋର୍ଟରେ ଏବେ ପ୍ରାୟ ୩ କୋଟି ୨୦ଲକ୍ଷ ମାମଲା ବିଚାରାଧୀନ ଭାବେ ପଡ଼ିରହିଛି। ସେଥିରୁ ପ୍ରାୟ ଅଧା (୪୬%) ହେଉଛି କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ସହ ଜଡ଼ିତ ମାମଲା। କେନ୍ଦ୍ର ଆଇନ ଓ ନ୍ୟାୟ…
ପ୍ରକୃତିଦତ୍ତ ସମ୍ପଦର ବିକଳ୍ପ ନାହିଁ
ଡ. ହରିଶରଣ ମହାରାଜ ବୃକ୍ଷ ସମଗ୍ର ଜୀବଜଗତର ଉପକାର କରିଥାଏ। ”ପରୋପକାରାୟ ବହନ୍ତି ନଦ୍ୟଃ, ପରୋପକାରାୟ ଫଳନ୍ତି ବୃକ୍ଷାଃ, ପରୋପକାରାୟ ଦୁହ୍ୟନ୍ତି ଗାବୋ ପରୋପକାରାର୍ଥମିଦଂ ଶରୀରମ୍। (ମାଣ୍ଡବ୍ୟ ସଂହିତା)। ତାଦୃଶ୍ୟ ଗୋଟିଏ ବୃକ୍ଷ ତା’ର ଜୀବଦ୍ଦଶା କାଳରେ ଔଷଧ, ଖାଦ୍ୟ, ଜଳସଂରକ୍ଷଣ,…
ଏଇ ଭାରତରେ
ଅରୁଣାଚଳପ୍ରଦେଶ ନାମଶାଇ ଜିଲାର ଚକମା ଗାଁର ଲୋକମାନେ ନିଜସ୍ବ ଉଦ୍ୟମରେ ବେରେଙ୍ଗ ନଦୀ ଉପରେ କାଠ ପୋଲ ନିର୍ମାଣ କରିଛନ୍ତି। ଏହି ଗାଁରେ ପ୍ରାୟ ୫,୨୦୦ ଚକମା ଆଦିବାସୀ ରହନ୍ତି। ବଙ୍ଗବିଭାଜନ ବେଳେ ଶରଣାର୍ଥୀ ଭାବେ ଏମାନଙ୍କୁ ଭାରତ ସରକାର ଥଇଥାନ…
Archives


