କଡ଼ା ମେସେଜ
ସ୍ବଚ୍ଛତା ଏବଂ ଦୁର୍ନୀତି ମୁଳୋତ୍ପାଟନ ମୋଦି ସରକାରଙ୍କ ଏକ ବଡ ପ୍ରସଙ୍ଗ। ଏହାକୁ ଦବାଇ ଦେବା ଲାଗି ବାବୁମାନେ ଉଦ୍ୟମ କରୁଥିବା ସତ୍ତ୍ୱେ ଏହି ଲକ୍ଷ୍ୟ ହାସଲ କରିବାକୁ ସରକାର ଦୃଢ଼ତା ଜାରି ରଖିଛନ୍ତି। ଗତବର୍ଷ ଦୁର୍ନୀତି, ଯୌନ ନିର୍ଯାତନା ତଥା…
ବ୍ୟକ୍ତି ସମ୍ମାନ ବନାମ ବାକ୍ ସ୍ବାଧୀନତା
ଯୁଧିଷ୍ଠିର ମହାରଣା ଅଦାଲତ ଓ ବିଚାରପତିଙ୍କ ବିରୋଧରେ ଦୁଇଟି ଟୁଇଟ୍ କରି ଏକ ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ସୁପ୍ରିମକୋର୍ଟ ଏକ ଟଙ୍କା ପ୍ରତୀକ ଜରିମାନା ଦଣ୍ଡାଦେଶ କରିଛନ୍ତି। ଆସନ୍ତା ୧୫ ତାରିଖ…
ଗୁରୁ ହିଁ ଶ୍ରେଷ୍ଠ କଳାକାର
ଡ.ହିମାଂଶୁ ବାରିକ ଗୁରୁ ହିଁ ଶ୍ରେଷ୍ଠ କଳାକାର। ନବାକ୍ଷରୀ ଭାଗବତରେ କୁହାଯାଇଛି- ”ମୁହିଁ ବସଇ ଗୁରୁଦେହେ ମୋ ତହୁଁ ଗୁରୁ ଭିନ୍ନ ନୁହେଁ। ଗୁରୁ ଯେ ମଳୟ ପବନ କାଷ୍ଠକୁ କରନ୍ତି ଚନ୍ଦନ। ଗୁରୁ ସମାଜର ପଥ ପ୍ରଦର୍ଶକ। ସମାଜର ତମସାକୁ…
ଏଇ ଭାରତରେ
କାଠରେ ବିଭିନ୍ନ କଳାକୃତି ତିଆରି କରୁଥିବା ବ୍ୟକ୍ତି କାଠର ସାଇକେଲ ତିଆରି କରିବା କଥା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଏହି ବ୍ୟକ୍ତି ଜଣକ ହେଉଛନ୍ତି ପଞ୍ଜାବ ଜିରାକପୁର ନିବାସୀ ଧନୀରାମ ଶଗୁ । ତାଙ୍କୁ ଏବେ ବସୟ ୪୦। ଘରେ ବର୍ଜ୍ୟ…
କେନ୍ଦ୍ର ଉତ୍ତରଦାୟୀ
୨୦୧୭ରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍ଟି) ବଡ଼ ଧୁମଧାମରେ ଲାଗୁ କରାଯାଇଥିଲା। କିନ୍ତୁ ତାହା ଏବେ ଅସଫଳ ହୋଇଛି। ସ୍ବାଧୀନ ଭାରତରେ ଟିକସ କ୍ଷେତ୍ରରେ ସଂସ୍କାର ଆଣିବାରେ ଏହା ସବୁଠୁ ବଡ ପଦକ୍ଷେପ। କିନ୍ତୁ ଏହା ତା ଲକ୍ଷ୍ୟ ହାସଲ କରିବାରେ…
ପ୍ରତିଶ୍ରୁତି ରକ୍ଷାକରୁ କେନ୍ଦ୍ର
ଡ. ସନ୍ତୋଷ କୁମାର ମହାପାତ୍ର ଗତ ଅଗଷ୍ଟ ୨୭ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଦ୍ରବ୍ୟ ଓ ସେବାକର(ଜିଏସ୍ଟି) ପରିଷଦର ୪୧ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ମୁଖ୍ୟ ଆଲୋଚନା ପ୍ରସଙ୍ଗ ଥିଲା ଜିଏସ୍ଟି ଆଦାୟ ବାବଦରେ…
ବନ୍ୟପ୍ରାଣୀ ସୁରକ୍ଷା ଆଇନ ଓ ଅବାଧ ଶିକାର
ନାରାୟଣ ଚନ୍ଦ୍ର ବିଶ୍ୱାଳ ଜଙ୍ଗଲ କ୍ଷୟ ହେତୁ ବନ୍ୟପ୍ରାଣୀମାନେ ଖାଦ୍ୟ ଅନ୍ବେଷଣରେ ଏବେ ସହରମୁହଁ। ଫଳରେ ସେମାନେ ମଣିଷର ଆକ୍ରୋଶର ଶିକାର ହେଉଛନ୍ତି। ଏହାର ଫଳସ୍ବରୂପ ପୃଥିବୀପୃଷ୍ଠରେ କ୍ରମଶଃ ବନ୍ୟଜନ୍ତୁଙ୍କ ସଂଖ୍ୟା ଲୋପପାଇବାକୁ ବସିଲାଣି। କେତେକ ବନ୍ୟପ୍ରାଣୀ ଆଜି ଇତିହାସ ମଧ୍ୟ…
ଏଇ ଭାରତରେ
ନିଜ ପେଟ କଥା ଚିନ୍ତା ନ କରି ଅଭାବୀଙ୍କ ପାଇଁ ବ୍ୟସ୍ତ ମଣିଷଟିଏ ହେଉଛନ୍ତି କେରଳର ରେଜି ଥୋପିଲେଥ। ସେ ଜଣେ ଟ୍ୟାକ୍ସି ଚାଳକ। କେରଳ ଚେନଗାନ୍ନୁର୍ର ଚେରିୟାନାଡ଼ରେ ତାଙ୍କ ଘର। ଟ୍ୟାକ୍ସି ଚଳାଇ ଯାହା ରୋଜଗାର କରୁଛନ୍ତି ସେଥିରୁ ଗରିବଙ୍କ…
ଜୀବେ ଦୟା
ମାନେକା ଗାନ୍ଧୀ ଜୀବେ ଦୟା ବା ଦୟାପ୍ରଦର୍ଶନ କରିବା କୌଣସି ଅଭିରୁଚି ନୁହେଁ କି ମଣିଷ ଭଲ ମନଃସ୍ଥିତିରେ ଥିଲେ, ପେଟରେ ଭୋକ ନ ଥିଲେ କିମ୍ବା ବନ୍ଧୁମାନଙ୍କ ଗହଣରେ କିଛି ଭଲ କାମ କରିବାକୁ ବି ଦୟା କୁହାଯାଏ ନାହିଁ।…
ମାନପତ୍ରର ମାନ
ହିମାଂଶୁ ଶେଖର ଆଚାର୍ଯ୍ୟ ଈଶ୍ୱର ପ୍ରତ୍ୟେକଙ୍କ ନିକଟରେ କିଛି ନା କିଛି ପ୍ରତିଭା ଦେଇଛନ୍ତି। ସେଥିପାଇଁ କୁହାଯାଏ ଫୁଲର ବାସ୍ନାଥିଲେ ସେ ମହକିବ ଆଉ ପ୍ରତିଭାଥିଲେ ତା’ର ଉନ୍ମେଷ ଘଟିବ। ପ୍ରତିଭାର ବିକାଶ ପାଇଁ ପ୍ରୋତ୍ସାହନର ଆବଶ୍ୟକତା ରହିଛି। ଅତୀତରେ ଯୋଗ୍ୟ…
ନିଯୁକ୍ତିରେ ସୁଧାର ଓ ଜାତୀୟ ନିୟୋଜନ ସଂସ୍ଥା
ନଗେନ୍ଦ୍ର ନାଥ ପଟ୍ଟନାୟକ ବିଗତ ବର୍ଷଗୁଡ଼ିକରେ ଦେଶ ଯେତେସବୁ ସମସ୍ୟାର ସମ୍ମୁଖୀନ ହୋଇଛି ତନ୍ମଧ୍ୟରୁ ବେରୋଜଗାରୀ ଏକ ପ୍ରମୁଖ ସମସ୍ୟା । ସରକାରୀ ହେଉ କି ଘରୋଇ କ୍ଷେତ୍ର, ସବୁଠାରେ ଚାହିଦା ମୁତାବକ ଚାକିରି ଯେ ଖୁବ୍ କମ୍ । କେନ୍ଦ୍ର…
ଏଇ ଭାରତରେ
ଶକ୍ତି ସଂରକ୍ଷଣ କ୍ଷେତ୍ରରେ ତେଲଙ୍ଗାନା ଓ୍ବାରାଙ୍ଗଲ ଜିଲା ଗୋପାଳପୁରମ୍ ଗାଁର ରାଜୁ ମୁପ୍ପାରପୁଙ୍କ ଉଦ୍ୟମ ବେଶ ପ୍ରଶଂସନୀୟ। ରାଜୁଙ୍କ ବୟସ ୩୦। ସେ ଏକ ଡିଭାଇସ ବିକାଶ କରିଛନ୍ତି ଯାହାଦ୍ୱାରା ବିଦ୍ୟୁତ ଶକ୍ତି ଅପଚୟ ରୋକାଯାଇପାରୁଛି । ଇଲେକ୍ଟ୍ରି ବିଲ ମଧ୍ୟ…
Archives


