ସମ୍ପାଦକୀୟ

ଫେରିବ କି ସ୍ବପ୍ନଶିଳ୍ପର ସୁଦିନ

ହରିହର ତ୍ରିପାଠୀ   ମହାମାରୀ କରୋନା ମଣିଷ ଜୀବନର ସବୁକ୍ଷେତ୍ରକୁ ପ୍ରଭାବିକ କରିଥିବା ବେଳେ ଯେଉଁ କେତୋଟି କ୍ଷେତ୍ରକୁ ସମ୍ପୂୂର୍ଣ୍ଣ ଅଚଳ କରିଦେଇଛି ସେମାନଙ୍କ ଭିତରୁ ସିନେମା ଶିଳ୍ପ ଅନ୍ୟତମ। ଗତ ଚାରିମାସ ଧରି ସାରା ଦେଶରେ ସିନେମା ହଲ ବନ୍ଦ…

ରେଳ ଘରୋଇକରଣ ଜନ ବିରୋଧୀ

କିଶୋର ଜେନା   ପୁଞ୍ଜିବାଦର ମୁଖ୍ୟ ଦର୍ଶନ ହେଉଛି ସମସ୍ତ ସରକାରୀ ଓ ରାଷ୍ଟ୍ରାୟତ୍ତ କ୍ଷେତ୍ରର ଘରୋଇକରଣ, ଯାହାର ଅର୍ଥ ବ୍ୟକ୍ତିମାଲିକାନାର ପ୍ରତିଷ୍ଠା ଏବଂ ଲାଭ କରିବା। ଆମ ଦେଶରେ ଘରୋଇକରଣର ସୂଚନାପର୍ବ ଆରମ୍ଭ ହୁଏ ୧୯୯୧ରେ ନରସିଂହ ରାଓଙ୍କ ପ୍ରଧାନମନ୍ତ୍ରିତ୍ୱ…

ଅନ୍ଧକାର ବର୍ଷ

ବର୍ଷକ ପୂର୍ବେ ୫ ଅଗଷ୍ଟ ୨୦୧୯ରେ ଜମ୍ମୁ ଓ କଶ୍ମୀରକୁ ଦିଆଯାଇ ଆସୁଥିବା ସ୍ବତନ୍ତ୍ର ସୁବିଧା ସଂକ୍ରାନ୍ତ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯାଇଥିଲା। ଏହି ସମୟ ମଧ୍ୟରେ ଜମ୍ମୁ ଓ କଶ୍ମୀର ଏବଂ ଲଦାଖ ନାମରେ ଦୁଇଟି କେନ୍ଦ୍ର ଶାସିତ…

କାହା ପାଇଁ ରାଖୀ

୩୦ ଜୁଲାଇ ୨୦୨୦। ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ଆଉ ଏକ ଅସ୍ବାଭାବିକ ଚମତ୍କାରିତା। ମଧ୍ୟପ୍ରଦେଶ ହାଇକୋର୍ଟ ଇନ୍ଦୋର ବେଞ୍ଚ୍‌ର ବିଚାରପତି ରୋହିତ ଆରିଆଙ୍କ ସମ୍ମୁଖରେ ଜାମିନ ଆବେଦନ ଥିଲା। ଜାମିନ ମାଗୁଥିବା ବ୍ୟକ୍ତି ଜଣେ ମହିଳାଙ୍କ ସହିତ ଅସଦାଚରଣ କରିଥିଲେ। ବିଚାରପତି…

ଅସୁମାରି ସ୍ବପ୍ନ

ଘାସିରାମ ପଣ୍ଡା ମିଲି ଯେତେବେଳେ ନବମ ଶ୍ରେଣୀରେ ପଢୁଥିଲେ ଘରଲୋକେ ତାଙ୍କ ବାହା ଠିକ କରି ଦେଇଥିଲେ। ମିଲିର ସ୍ବପ୍ନ କିନ୍ତୁ ଭିନ୍ନଥିଲା। ସେ ପାଖରେ ରହୁଥିବା ଜଣେ ଅଙ୍ଗନୱାଡି କର୍ମୀଙ୍କ ସହଯୋଗରେ ବାହାଘର ବନ୍ଦ ପାଇଁ ବାପା ମା’ଙ୍କୁ ବୁଝାଇବାରେ…

ଓଡ଼ିଶାରେ ଉଚ୍ଚଶିକ୍ଷା ଓ ନୂତନ ଶିକ୍ଷା ନୀତି ୨୦୨୦

ଡ. ବିରଞ୍ଚି ନାରାୟଣ ପି ପଣ୍ଡା, ଡ. ଲଲାଟେନ୍ଦୁ କେଶରୀ ଜେନା ଗଣତନ୍ତ୍ର ଏବଂ ବିବିଧତା ହେଉଛି ଦୁଇଟି ଶବ୍ଦ, ଯାହା ସମଗ୍ର ବିଶ୍ୱରେ ଭାରତକୁ ବ୍ୟାଖ୍ୟା କରେ। ଚତୁର୍ଥ ଶିଳ୍ପ ବିପ୍ଳବର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱସ୍ତରୀୟ ଶିକ୍ଷା ବ୍ୟବସ୍ଥାକୁ…

ମଦ୍ୟପ ବାପଙ୍କ ଅସାମାଜିକ ପୁଅ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ଆମ ସମାଜରେ ଏବେ ମଦ୍ୟପମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତା’ର ନିମ୍ନଗାମୀ ପ୍ରଭାବ ପରିଲକ୍ଷିତ ହେଉଛି ଆମ ପାରିବାରିକ, ସାମାଜିକ ଏବଂ ଅର୍ଥନୈତିକ ଜୀବନଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ, ମାନବ ସମ୍ବଳ ତଥା ଆୟୁଷ ଉପରେ।…

ଏଇ ଭାରତରେ

ପବିତ୍ର ରାଖୀପୂର୍ଣ୍ଣମୀରେ କିଏ କେତେ ପ୍ରକାର ରାଖୀ ବାନ୍ଧିଲେ କିନ୍ତୁ ମହାରାଷ୍ଟ୍ରର ମିନାକ୍ଷୀ ଓ୍ବାକେଙ୍କ ବାଉଁଶ ତିଆରି ରାଖୀ ଥିଲା ସମ୍ପୂର୍ଣ୍ଣ ଭିନ୍ନ, ଆକର୍ଷଣୀୟ ତଥା ପରିବେଶ ଉପଯୋଗୀ। ବାଉଁଶ କାଠିକୁ ସୂତାରେ ବାନ୍ଧି ଏହାକୁ ତିଆରି କରିଛନ୍ତି। କେବଳ ରାଖୀ…

ଇଂଲିଶ ଗୌଣ

ଭାରତୀୟ ସମ୍ବିଧାନରେ ଶିକ୍ଷାକୁ ଯୁଗ୍ମ ତାଲିକା ବା କନ୍‌କରେଣ୍ଟ୍‌ ଲିଷ୍ଟ୍‌ରେ ରଖାଯାଇଛି। କୌଣସି ବିଷୟ ଉପରେ କ୍ଳିଷ୍ଟତା ଉପୁଜିଲେ କେନ୍ଦ୍ରର ଭୂମିକା ଗୁରୁତ୍ୱ ବହନ କରିଥାଏ। ନିକଟରେ କେନ୍ଦ୍ର ସରକାର ନୂଆ ଶିକ୍ଷା ନୀତି-୨୦୨୦ ଘୋଷଣା କରିବା ପରେ ଏଥିରେ ଥିବା…

ନୂତନ ଶିକ୍ଷାନୀତି-୨୦୨୦: ଏକ ବିହଙ୍ଗାବଲୋକନ

୧୯୮୬ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସରକାର ଜାତୀୟ ଶିକ୍ଷାନୀତି ୧୯୮୬ ପ୍ରଚଳନ କରିଥିଲେ। ତା’ର ୩୪ ବର୍ଷ ପରେ ମୋଦି ସରକାର ବିଶିଷ୍ଟ ମହାକାଶ ବିଜ୍ଞାନୀ ପ୍ରଫେସର କେ. କସ୍ତୁରୀ ରଙ୍ଗନଙ୍କ ଅଧ୍ୟକ୍ଷତାରେ ଗଠିତ ସମିତିର ପ୍ରସ୍ତାବକୁ ଗ୍ରହଣ କରି…

ଲୁହ ଲହୁର ବନ୍ଧନ

ଶୁଭେନ୍ଦୁ ମହାନ୍ତି ପବିତ୍ର ରକ୍ଷାବନ୍ଧନର ପର୍ବ, ରାଖୀପୂର୍ଣ୍ଣମୀ ଆଜି। ଆଦରର ଭଉଣୀ ପାଇଁ ସମସ୍ତ ସୁରକ୍ଷାର ପ୍ରତିଶ୍ରୁତିବଦ୍ଧତା ଦେଉଥିବା ଭାଇ ପୁଣି ଥରେ ଦୋହରାଇବ ସେଇ ସର୍ତ୍ତହୀନ ଭଲ ପାଇବାର ପ୍ରତୀକ, ଭଉଣୀର ରଙ୍ଗବେରଙ୍ଗ ରାଖୀ ମାଧ୍ୟମରେ। ଅବଶ୍ୟ କରୋନା ମହାମାରୀର…

ଏଇ ଭାରତରେ

ଝାଡ଼ଖଣ୍ଡର ଦୁଇ ଗାଁ ଆରା ଓ କେରାମର ଆୟ ୪ ବର୍ଷରେ ୫ଗୁଣ ବଢ଼ାଇ ଉଦାହରଣ ସୃଷ୍ଟି କରିଛନ୍ତି ଭାରତୀୟ ବନସେବା ଅଧିକାରୀ ସିଦ୍ଧାର୍ଥ ତ୍ରିପାଠୀ। ରାଞ୍ଚି ନିକଟବର୍ତ୍ତୀ ଏହି ଦୁଇ ଆଦିବାସୀ ଗାଁରେ ମୋଟରେ ୬୦୦ ଲୋକ ରହନ୍ତି। ସିଦ୍ଧାର୍ଥ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri