ସମ୍ପାଦକୀୟ

ନିଜକୁ ନିଜ ସହ ତୁଳନା

ପ୍ର. ଶରତ ଚନ୍ଦ୍ର ରଥ   ସେଦିନ ପ୍ରାତଃଭ୍ରମଣ ବେଳେ ରାମବାବୁ ପ୍ରଶ୍ନଟିଏ ପଚାରିଲେ ରମେଶବାବୁଙ୍କୁ। ପ୍ରଶ୍ନଟି ଏହିପରି ଯେ କାହିଁକି ଏ ଲୋଭ, କାହିଁକି ଏ କ୍ରୋଧ, ଏ ହିଂସା, ଏ ଈର୍ଷା, ଏ ମିଥ୍ୟା, ଏ ଅସହିଷ୍ଣୁତା କାହିଁକି?…

ବେଡ଼ି ଉପରେ କୋରଡ଼ା ମାଡ଼

ଭାଲଚନ୍ଦ୍ର ଷଡ଼ଙ୍ଗୀ   ନିକଟରେ ରାଜ୍ୟ ସରକାର ତାଙ୍କ କ୍ୟାବିନେଟ୍‌ ବୈଠକରେ ରାଜ୍ୟର ଶିଳ୍ପନୀତିରେ କେତେକ ପରିବର୍ତ୍ତନ କରିବା ସହିତ ଶ୍ରମିକଙ୍କ ସୁରକ୍ଷା ଏବଂ ଅଧିକାର ପାଇଁ ରହିଥିବା ବିଭିନ୍ନ ଶ୍ରମ ଆଇନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି। ରାଜ୍ୟକୁ ନୂଆ…

ଏଇ ଭାରତରେ

ଘର ଘର ବୁଲି ହେଉ କିମ୍ବା ରାସ୍ତାକଡରେ ବସି ଖବରକାଗଜ ବିକ୍ରି କରୁଥିବା ଜଣେ ଯୁବକ କ୍ୟାଟ୍‌‌(ସିଏଟି)ରେ ୯୯.୮୬ ନମ୍ବର ରଖିବା କିଛି କମ୍‌ ନୁହେଁ। ଏହି ଯୁବକ ଜଣକ ହେଉଛନ୍ତି ଶିବ କୁମାର ନଗେନ୍ଦ୍ର। ସେ ଜଣେ ଟ୍ରକ ଚାଳକଙ୍କ…

ମାନସିକ ଦୁଶ୍ଚିନ୍ତା

ଡକ୍ଟର ତ୍ରିନାଥ ପଟ୍ଟନାୟକ ଅଧିକାଂଶ ମଣିଷ ପଚାଶ ବର୍ଷ ବୟସରେ ପହଞ୍ଚତ୍ଲେ ଅଧିକ ଚିନ୍ତିତ ହୋଇଯାଆନ୍ତି। ସତେ ଯେମିତି କିଏ ତାଙ୍କର ଗତିପଥକୁ ପଛରୁ ଭିଡ଼ିଧରୁଛି। ସେମାନେ ୨୦/୨୫ ବର୍ଷ ତଳର କ୍ରିୟାଶୀଳ ଜୀବନର ତାରୁଣ୍ୟକୁ ମନେପକାନ୍ତି। ପଛକୁ ଚାହିଁ ଆଗକୁ…

ସାମାଜିକ ଗଣମାଧ୍ୟମର ଚିତ୍ର ଓ ଚରିତ୍ର

ଡ. ପ୍ରଫୁଲ୍ଲ କୁମାର ସାହୁ ମଣିଷ ମାତ୍ରେ ହିଁ ଖବର-ଭୋକୀ। ତା’ର ଏ ଭୋକକୁ ଏବେ ଅଧିକ ଉଚ୍ଚକିତ କରିଛି ସୋସିଆଲ ମିଡିଆର ହଟଚମଟ ଖେଳ। ସେଥିପାଇଁ ସକାଳୁ ଉଠିବା ମାତ୍ରେ ତା’ର ଦରକାର ହେଉଛି ଖବର। ଏହି ଖବର ଜାଣିବା…

ଚାକିରିର ଭିତିରି କଥା

ଅଲେଖ ଚନ୍ଦ୍ର ମିଶ୍ର ପୁରୁଣା କଥାଟିଏ। ରାଜଦରବାରରେ ଅନେକ ବର୍ଷ ଧରି ଚାକିରି କରୁଥିବା ଜଣେ କର୍ମଚାରୀ ଅବସର ନେଲା ଦିନ ରାଜାଙ୍କୁ ଅନୁରୋଧ କଲା, ମହାରାଜ ଏତେ ଦିନର ଅଭ୍ୟାସ ତ ହଠାତ୍‌ ଛାଡ଼ିହେବନି। ଯଦି ଆଉ କିଛିଦିନ ପାଇଁ…

ନୂତନ ବିଶ୍ୱବିଦ୍ୟାଳୟ ଆଇନ: ଏକ ସମୀକ୍ଷା

ଡ. ସୁବାସ ଚନ୍ଦ୍ର ପାତ୍ର ସେପ୍ଟେମ୍ବର ୨ତାରିଖରେ ରାଜ୍ୟ କ୍ୟାବିନେଟ ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟର ପରିଚାଳନା ପାଇଁ ଏକ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛି, ଯାହା ପ୍ରଚଳିତ ୧୯୮୯ ବିଶ୍ୱବିଦ୍ୟାଳୟ ଆକ୍ଟକୁ ବାତିଲ ପାଇଁ ଉଦ୍ଦିଷ୍ଟ। ଅଧ୍ୟାଦେଶରେ ଉଲ୍ଲିଖିତ ବିଷୟବସ୍ତୁ ଦେଖିଲେ ଏହା…

ରାସ୍ତାଘାଟରେ ଗୋରୁଗୁହାଳ

ପ୍ରଫେସର ଡା. ଗୁଣସାଗର ଦାଶ ବିଦେଶର କେଉଁଠି କେଉଁଠି ସହର ନଗର ରାଜରାସ୍ତାରେ ବଣଜଙ୍ଗଲର ପଶୁପକ୍ଷୀମାନେ ନିର୍ଭୟରେ ବିଚରଣ କରୁଥିବାର ଦେଖାଯାଉଛି। ହେଲେ ଆମ ଦେଶର ରାଜରାସ୍ତାରେ ଓ ସହରର ଗଳିକନ୍ଦିରେ ଗୋରୁ କିମ୍ବା ବୁଲା କୁକୁରମାନଙ୍କର ଅବାଧ କବ୍‌ଜା। ସେମାନଙ୍କ…

ଶିଶୁ ସ୍ବାସ୍ଥ୍ୟରେ ପୁଷ୍ଟିର ସହାୟତା

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ ପ୍ରତିବର୍ଷ ସେପ୍ଟେମ୍ବର ୧ରୁ ୭ ତାରିଖ ପର୍ଯ୍ୟନ୍ତ ଜାତୀୟ ପୁଷ୍ଟି ସପ୍ତାହ ପାଳିତ ହୋଇଥାଏ। ଚଳିତବର୍ଷର ସ୍ଲୋଗାନ ରହିଛି ‘ସାଧାରଣ ଶିଶୁ ଓ କ୍ରମବର୍ଦ୍ଧମାନ ଶିଶୁମାନଙ୍କର ଖାଦ୍ୟ ଅଭ୍ୟାସ ଉନ୍ନତତ୍ତର’। କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ସହ…

ଏଇ ଭାରତରେ

ହରିୟାଣାର ପଞ୍ଚକୁଲା ଆଣ୍ଟି ହ୍ୟୁମ୍ୟାନ୍‌ ଟ୍ରାଫିକିଂ ୟୁନିଟ୍‌ର ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର (ଏଏସ୍‌ଆଇ) ରାଜୀବ କୁମାର ୫ ବର୍ଷରେ ୫୦୦ ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି। ରାଜୀବ ୨୦୧୫ରୁ ଏହି ଦାୟିତ୍ୱ ନିର୍ବାହ କରୁଛନ୍ତି। ଦାୟିତ୍ୱ ନେବା ପରେ…

ଏହା କ’ଣ ଜାତୀୟ ସୁରକ୍ଷା ନୀତି

ଆକାର ପଟେଲ ଭାରତର କୌଣସି ଜାତୀୟ ସୁରକ୍ଷା ନୀତି ନାହିଁ। ୨୦୧୪ରେ ଭାଜପାର ଇସ୍ତାହାରରେ ଉଲ୍ଲିଖିତ ‘ ଇଣ୍ଡିଆ ଫାଷ୍ଟ ’ ଏବଂ ୨୦୧୯ରେ ଇସ୍ତାହାରରେ ପ୍ରକାଶିତ ‘ନେଶନ ଫାଷ୍ଟ’ ସ୍ଲୋଗାନରୁ ଏହା କିଛି ବୁଝାଯାଇପାରେ। କିନ୍ତୁ ବାସ୍ତବରେ ଏହି ଶବ୍ଦଗୁଡିକର…

ମହାଭାରତ: ବିଜ୍ଞାନ ଓ ବାସ୍ତବତା

ଉପେନ୍ଦ୍ର ବିଶ୍ୱାଳ ପଶ୍ଚିମବଙ୍ଗର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହସ୍ପିଟାଲରେ ଦେଖିବାକୁ ମିଳେ ଏକ ଅଭାବନୀୟ ଦୃଶ୍ୟ, ଗତ ଜୁନ ମାସରେ। ନଅବର୍ଷ କାଳ ସୁଖଦ ବୈବାହିକ ଜୀବନ ନିର୍ବାହ କରି ଆସିଥିବା ୩୦ ବର୍ଷିଆ ମଧୁରକଣ୍ଠି ଜଣେ ସୁନ୍ଦରୀ ମହିଳା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri