ସମ୍ପାଦକୀୟ

ଏଇ ଭାରତରେ

ବର୍ତ୍ତମାନ ସମୟରେ ଝିଅମାନେ ପୁଅଙ୍କଠାରୁ କୌଣସି କ୍ଷେତ୍ରରେ କମ୍‌ ନୁହନ୍ତି। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ହରିୟାଣାର ଭଦାନା ଗାଁର ଶିକ୍ଷକ ଜଗଦେବ ଦହିୟାଙ୍କ ଝିଅମାନେ। ଜଗଦେବଙ୍କ ଛଅଝିଅ ହେଉଛନ୍ତି ବୈଜ୍ଞାନିକ। ଏମାନଙ୍କ ମଧ୍ୟରୁ ଚାରିଜଣ ବିଦେଶରେ ରହି ବିଭିନ୍ନ କ୍ଷେତ୍ରରେ…

ଏଇ ଭାରତରେ

କୋଭିଡ୍‌ ମହାମାରୀରେ ଜୀବନ ସଙ୍କଟରେ ପଡିଯାଇଛି। ବିଶେଷକରି ପିଲାମାନେ ପାଠପଢାରେ ସମସ୍ୟାର ସମ୍ମୁୁଖୀନ ହୋଇଛନ୍ତି। ଅନ୍‌ଲାଇନ୍‌ରେ ପଢୁଥିଲେ ବି କେବେ ସେମାନେ ସ୍କୁଲକୁ ଯିବେ ତାହା କହିହେଉନି। ହେଲେ ଅନ୍‌ଲାଇନ ଶିକ୍ଷାରୁୁ ଗାଁର ଗରିବ ପିଲାମାନେ ବଞ୍ଚିତ ହେଉଛନ୍ତି। ସେମାନଙ୍କ ପାଖରେ…

ସରକାର

ଡ. ସୁବାସ ଚନ୍ଦ୍ର ପାତ୍ର   ନିକଟରେ ସୁପ୍ରିମକୋର୍ଟ ବାକ୍‌ ଓ ଅଭିବ୍ୟକ୍ତି ସ୍ବାଧୀନତା ବର୍ତ୍ତମାନ ସମୟରେ ସବୁଠୁ ବେଶି ଅପବ୍ୟବହୃତ ବୋଲି ମନ୍ତବ୍ୟ ଦେଇଛନ୍ତି। ଠିକ୍‌ ସେହିପରି ସରକାରୀ ବ୍ୟବସ୍ଥାରେ ‘ସରକାର’ ଶବ୍ଦଟି ସବୁଠୁ ବେଶି ଅପବ୍ୟବହୃତ ଏବଂ ସମୟକ୍ରମେ…

ସମ୍ଭାବ୍ୟ ଡାକ୍ତରୀ ସଙ୍କଟ

ଡ. ନିଖିଳାନନ୍ଦ ପାଣିଗ୍ରାହୀ   ଗୋଟିଏ ପ୍ରବାଦ ବହୁଳ ଭାବେ ପ୍ରଚଳିତ ଯେ, ପ୍ରତ୍ୟେକ ଜୀବ ନିଜ ଜୀବନ ବଞ୍ଚାଇ ରଖିବାକୁ ସର୍ବଦା ପ୍ରଥମ ଆବଶ୍ୟକତା ଭାବେ ବିଚାର କରନ୍ତି ଏବଂ ଏହା ବଜାୟ ରଖିବା ପାଇଁ ଯାହା କିଛି କରିବା…

ବାବୁଙ୍କ ଦ୍ୱିତୀୟ ପାଳି

ବେଳେବେଳେ ରାଜନେତାମାନେ ସେମାନଙ୍କ ପ୍ରିୟ ତଥା ଭରସାଯୋଗ୍ୟ ବାବୁଙ୍କୁୁ ଅବସର ପରେ ଛାଡ଼ିବାକୁ ଅନିଚ୍ଛୁକ ହୋଇଥାଆନ୍ତି। କୌଣସି ପ୍ରକାରେ ସେମାନଙ୍କୁ ପୁଣି ପ୍ରଶାସନକୁ ଫେରାଇ ଆଣିବାର ବାଟ ଆପଣାନ୍ତି। ୨୦୧୭ରେ ପଞ୍ଜାବରେ ଏମିତି ଘଟଣା ଘଟିଥିଲା। ସେତେବେଳର ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର…

ଶ୍ରେଣୀଶିକ୍ଷାର ବିକଳ୍ପ ନାହିଁ

ରବିନାରାୟଣ ସାମଲ ଲକ୍‌ଡାଉନ୍‌ ଆରମ୍ଭ ହେବାକ୍ଷଣି ସ୍କୁଲ-କଲେଜ ପାଠପଢ଼ା ବନ୍ଦ ରହିଲା। ବିକଳ୍ପ ସ୍ବରୂପ ସରକାର ଅନ୍‌ଲାଇନ୍‌ ପାଠପଢ଼ା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ। ହ୍ବାଟ୍ସଆପ୍‌ ଗ୍ରୁପ୍‌ ତିଆରି ହେଲା। ଛାତ୍ରୀଛାତ୍ର ଓ ଶିକ୍ଷକମାନେ ଗ୍ରୁପ୍‌ରେ ରହି ପାଠପଢ଼ା ଆରମ୍ଭ କଲେ।…

ଶାରଦୀୟ ଦୁର୍ଗୋତ୍ସବ ଓ ବଳିପ୍ରଥା

ଡ. ପ୍ରଫୁଲ୍ଲ କୁମାର ସାହୁ ଭାରତର ପ୍ରାଚୀନ ଋଷିମାନଙ୍କ ଉଦ୍ଭାବନ ସହିତ ବିଜ୍ଞାନର ସମନ୍ବୟ ହିଁ ଆଧୁନିକ କାଳର ସବୁଠାରୁ ଅଭିନବ ଓ ରହସ୍ୟପୂର୍ଣ୍ଣ ଯୁଗଳବନ୍ଦୀ। ବିଜ୍ଞାନ ଓ ଆଧ୍ୟାମତ୍ିକତା ସମନ୍ବୟରେ ସମାଜରେ ଯେଉଁ ସବୁ ସତ୍ୟ ପ୍ରତିଷ୍ଠା ଲାଭ କରିଛି,…

ଏଇ ଭାରତରେ

ଦେଶସେବା ପରେ ଏବେ ଚାଷରେ ଲାଗିଛନ୍ତି ରାଜସ୍ଥାନର ମୋତି ସିଂ। ତାଙ୍କ ଚାଷକୁ ନେଇ ଚର୍ଚ୍ଚା ହେଉଛି ଏଇଥିତ୍ପାଇଁ ଯେ, ସେ ଦେଢ଼ଫୁଟ ଲମ୍ବର ଲଙ୍କା ଫଳାଉଛନ୍ତି। ମୋତି ସେନାରେ ଚାକିରି କରିଥିତ୍ଲେ। ସେଥିରୁ ଅବସର ନେବା ପରେ ସେ ଜୈବିକ…

ପରିବା ଆତଙ୍କ

ପରିବା ଦର ଏବେ ଆକାଶଛୁଆଁ। ଏହା ଏତେ ଅଧିକ ହୋଇଛି ଯେ ଏକ ମଧ୍ୟବିତ୍ତ ପରିବାରର ଗ୍ରାହକ ତା’ର ଦୈନିକ ପରିବା ଆବଶ୍ୟକତାକୁ କମାଇବାକୁ ବାଧ୍ୟ ହୋଇଛି। ପରିବା କିଣିବାକୁ ଅଧିକାଂଶ ଲୋକ ବଜାରକୁ ଯିବାକୁ ଚାହଁୁନାହାନ୍ତି। କୋଭିଡ୍‌-୧୯ ଲକ୍‌ଡାଉନ ଯୋଗୁ…

ମାଂସାହାର ଓ ପୁରୁଷତ୍ୱ

ମାନେକା ଗାନ୍ଧୀ ମୁଁ ଆର୍ମି କ୍ୟାଣ୍ଟନମେଣ୍ଟରେ ରହୁଥିଲି ଓ ସେଇଠି ବଢ଼ିଛି। ସେତେବେଳେ ଦୈନିକ ଆମ ଡାଇନିଂ ଟେବୁଲରେ ମାଂସ ରହୁଥିଲା। ସୈନିକମାନେ ‘ରିୟଲ’ ମେନ୍‌ ବା ଅସଲି ପୁରୁଷ ହୋଇଥିବାରୁ ସେମାନେ ଏହାକୁ ଖାଉଥିଲେ ବୋଲି ସ୍ବୀକାର କରାଯାଉଥିଲା। ମୋ…

ଏଇ ଭାରତରେ

ଜଣେ ଶିକ୍ଷକ ଦାୟିତ୍ୱ ତୁଲାଇବା ସହ ଚାଷରୁ ପାଖାପାଖି ୨୦ ଲକ୍ଷ ଟଙ୍କା ରୋଜଗାର କରିବା ଘଟଣା ସାମ୍‌ନାକୁ ଆସିଛି ଉତ୍ତରପ୍ରଦେଶରେ। ବାରବାଙ୍କି ଜିଲା ଦୌଲତପୁର ପ୍ରାଥମିକ ସ୍କୁଲର ଶିକ୍ଷକ ଅମରେନ୍ଦ୍ର ପ୍ରତାପ ସିଂଙ୍କ ଏଭଳି ସଫଳତା ଅନ୍ୟମାନଙ୍କ ପାଇଁ ଉଦାହରଣ…

ଚାଷୀ ଯେଉଁ ତିମିରେକୁ ସେଇ ତିମିରେ

ହରିହର ତ୍ରିପାଠୀ ଦେଶରେ କୃଷକକୁ ସବୁଠାରୁ ସ୍ବାଭିମାନୀ ବୋଲି କୁହାଯାଏ। ସେ ସ୍ବାଧୀନ, ସେ କାହା ଉପରେ ନିର୍ଭର କରେ ନାହିଁ। ମୁଣ୍ଡଝାଳ ତୁଣ୍ଡରେ ମାରି ନିଜର ଜମିରେ ସୁନାର ଫସଲ ଫଳାଏ। ଏମିତି ଅନେକଗୁଡିଏ ପ୍ରଶଂସାରେ ସମସ୍ତେ ପୋତିପକାନ୍ତି କୃଷକକୁ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri