ଏଇ ଭାରତରେ

କୋଭିଡ୍‌ ମହାମାରୀରେ ଜୀବନ ସଙ୍କଟରେ ପଡିଯାଇଛି। ବିଶେଷକରି ପିଲାମାନେ ପାଠପଢାରେ ସମସ୍ୟାର ସମ୍ମୁୁଖୀନ ହୋଇଛନ୍ତି। ଅନ୍‌ଲାଇନ୍‌ରେ ପଢୁଥିଲେ ବି କେବେ ସେମାନେ ସ୍କୁଲକୁ ଯିବେ ତାହା କହିହେଉନି। ହେଲେ ଅନ୍‌ଲାଇନ ଶିକ୍ଷାରୁୁ ଗାଁର ଗରିବ ପିଲାମାନେ ବଞ୍ଚିତ ହେଉଛନ୍ତି। ସେମାନଙ୍କ ପାଖରେ ସ୍ମାର୍ଟଫୋନ ନାହିଁ। ଅପରପକ୍ଷରେ ନେଟ୍‌ଓ୍ବର୍କ ବି ବହୁ ସ୍ଥାନରେ ଉପଲବ୍ଧ ହେଉନାହିଁ । ଏଭଳି ପରିସ୍ଥିତିକୁ ଠିକ୍‌ ଭାବେ ଉପଲବ୍ଧି କରିଛନ୍ତି ଜମ୍ମୁକଶ୍ମୀରର ରଶ୍ମି ଶର୍ମା । ଜମ୍ମୁ ନିକଟବର୍ତ୍ତୀ ଫଡି ଗାଁର ଏହି ନବବିବାହିତ ମହିଳା ଜଣକ ଘର ଘର ବୁଲି ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ରଶ୍ମି ଜମ୍ମୁ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ଜମ୍ମୁରେ ସେ ଏକ କୋଚିଂ କ୍ଲାସ୍‌ ଚଳାଉଥିଲେ। ବିବାହ ପରେ କରୋନା ମହାମାରୀ ସଂକ୍ରମଣ ବଢିବା ଯୋଗୁ ସେ ଜମ୍ମୁରୁ ତାଙ୍କ ସ୍ବାମୀଙ୍କ ସହ ଗାଁକୁ ଫେରି ଆସିଥିତ୍ତ୍ଲେ। ଗାଁରେ ଅତ୍ୟନ୍ତ ପଛୁଆ ହୋଇଥିବାରୁ ସେଠାରେ ପିଲାମାନେ ଅନ୍‌ଲାଇନଶିକ୍ଷାରୁ ବଞ୍ଚିତ ହେଉଥିବା ଦେଖି ସେମାନଙ୍କୁ ପଢାଇବା ଆରମ୍ଭ କରିଛନ୍ତି। ଘରଘର ବୁଲି ସବୁ ପିଲାଙ୍କୁ ମାଗଣାରେ ପଢାଉଛନ୍ତି। ଗାଁର ମହିଳାମାନେ ପାଠ ପଢି ନ ଥିବାରୁ ସରକାରଙ୍କ ବିଭିନ୍ନ ଯୋଜାନ ସମ୍ପର୍କରେ ଜାଣିପାରୁନାହାନ୍ତି। ଏଣୁ ରଶ୍ମି ସେମାନଙ୍କୁ ବି ପଢାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଣିଷ କର୍ମ ବଳରେ ସ୍ବତନ୍ତ୍ର ପରିଚୟ ପାଏ, ଯାହା ପାଇଛନ୍ତି ବେଙ୍ଗାଲୁରୁର ଜଣେ ଟ୍ରାନ୍ସ ଓମେନ ପୂର୍ଣ୍ଣିମା ସୁକୁମାର। ଆରାବଣୀ ଆର୍ଟ ପ୍ରୋଜେକ୍ଟର ପ୍ରତିଷ୍ଠାତା ପୂର୍ଣ୍ଣିମା...

କୁକୁରଙ୍କ ଯତ୍ନ

ମାନେକା ଗାନ୍ଧୀ କିଛି ସପ୍ତାହ ପୂର୍ବରୁ କେବଳ ‘ପିପୁଲ ଫର୍‌ ଆନିମଲସ୍‌’(ପିଏଫ୍‌ଏ) ସଂସ୍ଥାର ମୁଖ୍ୟମାନଙ୍କୁ ନେଇ ଏକ ହ୍ବାଟ୍ସଆପ୍‌ ଗ୍ରୁପ କରିଥିଲି। ସେମାନଙ୍କ ମଧ୍ୟରୁ ପ୍ରାୟ...

ଏଇ ଭାରତରେ

ଲକ୍‌ଡାଉନ୍‌ ସମୟରେ ରିକ୍ସା ଚାଳକମାନେ ସେମାନଙ୍କ ଦୈନନ୍ଦିନ ରୋଜଗାର ହରାଇ ବସିଥିବାବେଳେ ମହାରାଷ୍ଟ୍ରର ଜଣେ ଅଟୋଚାଳକଙ୍କ ବଦାନ୍ୟତା ଏବେ ସାମ୍‌ନାକୁ ଆସିଛି। ନଭି ମୁମ୍ବାଇର ଆୟାଜ...

ଏଇ ଭାରତରେ

ପରିବେଶକୁ ପ୍ରଦୂଷଣମୁକ୍ତ କରିବା ଲାଗି ଆଠ ମାସରେ ୭୦ ଟନ୍‌ ବର୍ଜ୍ୟବସ୍ତୁ ସଂଗ୍ରହ କରିବା କିଛି କମ୍‌ କଥା ନୁହେଁ। ଏମିତି କାର୍ଯ୍ୟରେ ଲାଗିଛନ୍ତି ପୁଣେର...

କଡ଼କଡ଼ିଆ ଜଙ୍କଫୁଡ୍‌ ଓ ଚିଲିକା ପକ୍ଷୀ

ଶୁଭନାରାୟଣ ଶତପଥୀ   ଚିଲିକା ହେଉଛି ସର୍ବବୃହତ ମୁକ୍ତ ପକ୍ଷୀ ଚିଡ଼ିଆଖାନା। ଆଉ ପକ୍ଷୀ ଦର୍ଶନାଭିଳାଷୀଙ୍କ ସ୍ବର୍ଗ।  ଚିଲିକାର ଅବସ୍ଥିତି ଓଡ଼ିଶାରେ ହୋଇଥିବାରୁ ଏହା ଆମ...

ସମ୍ପାଦକୀୟ/ଅବିଶ୍ୱସନୀୟ ଦୃଷ୍ଟାନ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଏକ ହିନ୍ଦୀ ଟେଲିଭିଜନ ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ କହିଛନ୍ତି, ୧୯୮୭-୮୮ରେ ସେ ଡିଜିଟାଲ କ୍ୟାମେରା ବ୍ୟବହାର କରୁଥିଲେ। ଏପରି କି...

ମୋଦିଙ୍କ ୮ମ ବଜେଟ

ଆକାର ପଟେଲ ଉପସ୍ଥାପନ ହେବାକୁ ଯାଉଛି ମୋଦି ସରକାରଙ୍କ ୮ମ ବଜେଟ। ଚଳିତ ଆଥିର୍କବର୍ଷ ଅର୍ଥାତ୍‌ ଏପ୍ରିଲ ୨୦୨୧ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ସାମଗ୍ରୀ ଓ...

ଏଇ ଭାରତରେ

ଜଣେ କି ଦୁଇ ଜଣ ନୁହନ୍ତି, ଏକାଥରକେ ୩୦୦ ବରିଷ୍ଠ ନାଗରିକଙ୍କର ସେ ପୁଅ। ଏହି ପୁଅ ଜଣକ ଆଉ କେହି ନୁହନ୍ତି, ସେ ହେଉଛନ୍ତି...

Play 250+ Trending Games
Archives

Model This Week

Why Dharitri