ଏଇ ଭାରତରେ
ନୂଆବସ୍ତ୍ର ପିନ୍ଧି, ମିଠେଇ ଖାଇ ବାଣ ଫୁଟାଇ ଦୀପାବଳି ପାଳନ କରାଯିବାର ପରମ୍ପରା ରହିଛି। କିନ୍ତୁ ଏଥର ଗ୍ରୀନ୍ ଦୀପାବଳି ପାଳନ କରିବାର ସୁଯୋଗ ଦେଇଛି ଗ୍ରାମାର୍ଟ ପ୍ରୋଜେକ୍ଟ। ଏହା ମାଧ୍ୟମରେ ମଧ୍ୟପ୍ରଦେଶ ସୌସାର ତହସିଲ ଅନ୍ତର୍ଗତ ପରଦସିଂ ଗାଁ ମହିଳାମାନେ…
ବାସ୍ତବତାଠାରୁ ଦୂରରେ
ଆକାର ପଟେଲ ବିଜ୍ନେସ ନ୍ୟୁଜ୍ପେପର ଇକୋନୋମିକ ଟାଇମ୍ସକୁ ପ୍ରଧାନମନ୍ତ୍ରୀ ଏକ ବିଚିତ୍ର ସାକ୍ଷାତ୍କାର ଦେଇଛନ୍ତି। ଏହାର ଦୃଷ୍ଟିକୋଣ ଆମତ୍ବିଶ୍ୱାସରେ ଭରା,ସୁନ୍ଦରଭାବେ ଉପସ୍ଥାପନ କରାଯାଇଛି, କିନ୍ତୁ ଏହା ବାସ୍ତବତାଠାରୁ ଦୂରରେ ରହିଛି। ସେ କୋଭିଡ୍ ମହାମାରୀ ପରିଚାଳନା ଠିକ୍ ବାଟରେ କରିଥିବା ଏଥିରେ…
ସାହିତ୍ୟ ବେପାରୀଙ୍କ କଥା
ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ ପ୍ରଥମରୁ କହି ରଖିବା ଉଚିତ ହେବ ଯେ, ଏ କଥା ସାହିତ୍ୟକୁ ପୁଞ୍ଜି କରି ବେପାର କରୁଥିବା ପୁସ୍ତକ ପ୍ରକାଶକଙ୍କ କଥା ନୁହେଁ। ପାଣ୍ଡୁଲିପି ବୋଲି କୁହାଯାଉଥିବା ସ୍ରଷ୍ଟାଙ୍କ ସାରସ୍ବତ ସୃଷ୍ଟିକୁ ପୁସ୍ତକରେ ରୂପାନ୍ତରିତ…
ଦ୍ୱୀପର ଅଧୀଶ୍ୱର
ବିଶ୍ୱର କୌଣସି ପ୍ରାନ୍ତରେ ଭାରତୀୟ ବଂଶୋଦ୍ଭବ ନିଜ ନାମ ଉଜ୍ଜ୍ୱଳ କଲେ ତାହାର ଅନେକ ଶ୍ରେୟ ଭାରତ ମାଟିକୁ ଆସିଥାଏ। ଏବେ ଦ୍ୱୀପପୁଞ୍ଜର ଦେଶ ସିଚେଲ୍ସର ରାଷ୍ଟ୍ରପତି ହୋଇଛନ୍ତି ଓ୍ବାଭେଲ ରାମକଲଓ୍ବାନ୍। ଭାରତ ମହାସାଗର ଭିତରେ ଥିବା ଏହି ଦ୍ୱୀପପୁଞ୍ଜର ଅଧୀଶ୍ୱର…
ଏଇ ଭାରତରେ
ମଧ୍ୟପ୍ରଦେଶର ଖପରଖେଦା ଗାଁର ମହିଳା ଚାଷୀ ଲକ୍ଷ୍ମୀ ପରଟେ ନିଜେ ଚାଷ କରିବା ସହ ୬ଟି ଗାଁର ଚାଷୀମାନଙ୍କୁ ଜୈବିକ ପଦ୍ଧତିରେ ଚାଷ କରିବାକୁ ପ୍ରୋତ୍ସାହିତ କରିପାରିଛନ୍ତି। ଲକ୍ଷ୍ମୀ ୨୦୧୬ର ଶେଷ ଭାଗରେ ଚାଷ ଆରମ୍ଭ କରିଥିଲେ। ସେ କେବଳ ଟମାଟୋ…
ଭୋକ ଓ ଭୂତାଣୁ
ଡ. କିଶୋର ମହାନ୍ତି ଭୋକ ଓ ଭୂତାଣୁ ସମାନ୍ତରାଳ ଭାବରେ ଗତି କରି ଚାଲିଛନ୍ତି। ଯଦିଓ ଭୋକ ସର୍ବକାଳୀନ କିନ୍ତୁ ଭୂତାଣୁର ସ୍ଥିତି ସାମୟିକ। ଏହା ସତ୍ୟ ଯେ ଭୂତାଣୁ ଅପେକ୍ଷା ଭୋକ ଆହୁରି ଭୟଙ୍କର। ବିଶ୍ୱରେ ଭୋକ ଆଉ ଭୂତାଣୁ…
ଭୟାନକ ଷ୍ଟାଗ୍ଫ୍ଲେସନ
ଡ. ସନ୍ତୋଷ କୁମାର ମହାପାତ୍ର କରୋନା ସଂକ୍ରମଣର ପ୍ରଭାବ ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିଦେଲାଣି ା ବର୍ତ୍ତମାନ ବାଂଲାଦେଶର ମୁଣ୍ଡପିଛା ଜିଡିପିଠାରୁ ଭାରତର ମୁଣ୍ଡପିଛା ଜିଡିପି କମ୍ ହେବାକୁ ଯାଉଛି ବୋଲି ଆଲୋଚନା ହେଉଛି ା କିନ୍ତୁ ଚିନ୍ତାର ବିଷୟ ଯେ, ଭାରତୀୟ…
ଏଇ ଭାରତରେ
ମଣିପୁରର ଜଣେ ବ୍ୟକ୍ତି ହର୍ବାଲ ଚା’ ଚାଷ କରି ୨୦୦୦ ଗରିବ ଲୋକଙ୍କୁ ନିଯୁକ୍ତି ଦେଇ ସେମାନଙ୍କ ଜୀବନ ଧାରାରେ ପରିବର୍ତ୍ତନ ଆଣିପାରିଛନ୍ତି। ଇମ୍ଫାଲ୍ରେ ରହୁଥିବା ୪୪ ବର୍ଷୀୟ ରାଜେଶ କିଶାମ ଏଭଳି କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।…
ବାବୁ ଓ ବଜେଟ
କୋଭିଡ୍-୧୯ ମହାମାରୀରେ ସାଂଘାତିକ ଭାବେ କ୍ଷତି ହୋଇଥିବା ଆର୍ଥିକ ଅଭିବୃଦ୍ଧିକୁ ଆଗକୁ ବଢାଇବା ଲାଗି ବଜେଟ୍ ୨୦୨୧-୨୨ର ଅବଗଣନା ଆରମ୍ଭ ହୋଇଯାଇଛି। ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଭାସ ଦେବା ପରେ ତୃତୀୟ ଆର୍ଥିକ ପ୍ୟାକେଜ ଆସିବ ବୋଲି ଜୋରଧରିଛିି। ଅର୍ଥ…
କୃଷି ଭିତ୍ତିଭୂମି ନିର୍ମାଣ କର
ଖାଦ୍ୟସାମଗ୍ରୀର ଆକାଶଛୁଆଁ ଦର ସାଧାରଣଲୋକଙ୍କୁ ହତାଶ କରିଚାଲିଛି। ଅଧିକାଂଶ ପରିବା ଦର ଏମିତି ବୃଦ୍ଧି ପାଇଛି ଯେ ତାହାକୁ ଗରିବ ଲୋକେ କିଣିବା ଅସମ୍ଭବ ହୋଇଯାଇଛି। ପିଆଜ ଓ ଆଳୁ ରୋଷେଇ ଘରେ କମ୍ ଦେଖିବାକୁ ମିଳୁଛି। କେବଳ ଉଚ୍ଚ-ମଧ୍ୟବିତ୍ତ ଏବଂ…
ସୀମା ସଂଘର୍ଷ
ଇଂ. ମାୟାଧର ସ୍ବାଇଁ ଭାରତ ଓ ଚାଇନା ହେଉଛି ପୃଥିବୀର ଦୁଇଟି ପ୍ରାଚୀନ ସଭ୍ୟତା। ଏହି ଦୁଇଦେଶରେ ଅନେକ ଜ୍ଞାନବିଜ୍ଞାନ ବିକାଶିତ ହୋଇ ସମଗ୍ର ପୃଥିବୀକୁ ପ୍ରସାରିତ ହୋଇଛି। ମାତ୍ର ଦୁଇ ଦେଶର ସଂସ୍କୃତି, ଆଚାର ବ୍ୟବହାର ପୃଥକ୍। ଅବଶ୍ୟ ପୂର୍ବରୁ…
ସାଇବର ଅପରାଧର କାୟା ବିସ୍ତାର
ନଗେନ୍ଦ୍ର ନାଥ ପଟ୍ଟନାୟକ ପ୍ରଯୁକ୍ତିଗତ ଜ୍ଞାନକୌଶଳ ତଥା ବୈଷୟିକ କ୍ଷେତ୍ରରେ ଏତେ ଭୌତିକ ବିକାଶ ଘଟିଛି ଯେ ଆଜିକାଲିର ଦୁନିଆକୁ ଆମେ କମ୍ପ୍ୟୁଟର ଯୁଗ ବୋଲି ଅଭିହିତ କରୁଛେ। ତେବେ ଆଉ ପାଦେ ଆଗେଇ ଯାଇ ପୁଣି ଦୁଇଟି ଶବ୍ଦ ଯୋଡିଦେଇ…
Archives


