ଏଇ ଭାରତରେ
ବେଳେବେଳେ ଗୋଟିଏ ଗୋଟିଏ ଘଟଣା ଜଣଙ୍କ ମାନସିକ ସ୍ତରରେ ପରିବର୍ତ୍ତନ ଆଣିଥାଏ, ଯାହା ଘଟିଛି ଗଭର୍ନମେଣ୍ଟ ରେଲଓ୍ବେ ପୋଲିସ କନଷ୍ଟେବଳ ରୋହିତଙ୍କ କ୍ଷେତ୍ରରେ। ତାଙ୍କର ପୂରା ନାମ ରୋହିତ କୁମାର ଯାଦବ। ଉତ୍ତରପ୍ରଦେଶ ଉନାଓର ଅଧିବାସୀ ରୋହିତଙ୍କୁ ବୟସ ୩୫। ଉନାଓରୁ…
ଖବର କ’ଣ
ଅଞ୍ଜନ ଚାନ୍ଦ ଆଉ ଖବର କ’ଣ? – ଏହା ଏକ ସାଧାରଣ ଏବଂ ବୋଧହୁଏ ପୃଥିବୀରେ ସବୁଠାରୁ ଅଧିକ ପଚରାଯାଉଥିବା ପ୍ରଶ୍ନ। ଉତ୍ତରରେ ପ୍ରାୟ ସମସ୍ତେ ଭଲ ବୋଲି କହିଥାନ୍ତି। ସେମାନେ ଜାଣନ୍ତି, ଖରାପ କହିଲେ ମଧ୍ୟ ଆଗରେ ଥିବା…
ତମାଖୁମୁକ୍ତ କଲେଜ କ୍ୟାମ୍ପସ୍
ଡ. ମନୋରଞ୍ଜନ ପ୍ରଧାନ ଗୋଟିଏ ଦେଶର ଭାଗ୍ୟ ଓ ଭବିଷ୍ୟତ ତା’ର ଯୁବସମାଜ ଉପରେ ବିଶେଷଭାବେ ନିର୍ଭରଶୀଳ। ତେଣୁ ଯୁବଶକ୍ତିକୁ ରାଷ୍ଟ୍ରଶକ୍ତି ବୋଲି କୁହାଯାଏ। ଭାରତ ବିଶ୍ୱର ଏକ ଯୁବରାଷ୍ଟ୍ର, ଯାହାର ପ୍ରାୟ ପଞ୍ଚଷଠି ପ୍ରତିଶତ ଜନସଂଖ୍ୟା ଯୁବକ…
ଲୋକଚରିତ୍ର ମୂଳ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୧ ଡିସେମ୍ବରରେ ଦୁର୍ନୀତି ବିରୋଧରେ ଡାକରା ଦେଇ କହିଛନ୍ତି ଯେ, ସରପଞ୍ଚଙ୍କଠାରୁ ମୁଖ୍ୟମନ୍ତ୍ରୀ ଏବଂ ତଳ ସ୍ତରର ସରକାରୀ କର୍ମଚାରୀଙ୍କଠାରୁ ମୁଖ୍ୟ ଶାସନ ସଚିବ ସମସ୍ତେ ସମ୍ପତ୍ତି ତାଲିକା ଦେବେ। ଏସବୁ ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରାଯିବ…
ବୈଶେଷିକ ଦର୍ଶନର ମୂଳତତ୍ତ୍ୱ
ଡ. ଗୋପାଳ ଚନ୍ଦ୍ର ଦାଶ ମହର୍ଷି କଣାଦ ବୈଶେଷିକ ଦର୍ଶନର ରଚୟିତା। ଏହି ଦର୍ଶନ ଦଶଗୋଟି ଅଧ୍ୟାୟରେ ବିଭକ୍ତ ଓ ପ୍ରତି ଅଧ୍ୟାୟରେ ଦୁଇଗୋଟି ଆହ୍ନିକ ଅଛି। ଏହି ଦର୍ଶନର ସୂତ୍ର ସଂଖ୍ୟା ୩୧୭। ପ୍ରଶସ୍ତ ପାଦ ଭାଷ୍ୟ ଏହି ଦର୍ଶନର…
କୃଷକଙ୍କ ଦାବି କେତେ ଯଥାର୍ଥ
ଭାଲଚନ୍ଦ୍ର ଷଡ଼ଙ୍ଗୀ ରାଜଧାନୀ ଦିଲ୍ଲୀ ଏବେ ଦେଶର କୃଷକ ଆନ୍ଦୋଳନର ଘାଟିରେ ପରିଣତ ହୋଇଯାଇଛି। ଦିଲ୍ଲୀକୁ ସଂଯୋଗ କରୁଥିବା ସମସ୍ତ ରାଜପଥକୁ ଗତ ତିନି ସପ୍ତାହରୁ ଅଧିକ ସମୟ ଧରି ପଞ୍ଜାବ, ହରିୟାଣା, ୟୁପି ଓ ରାଜସ୍ଥାନ ସମେତ ଦେଶର ବିଭିନ୍ନ…
ଏଇ ଭାରତରେ
ଶବଦାହ ନିମନ୍ତେ ସବୁ ଅଞ୍ଚଳରେ ଶ୍ମଶାନ ଥିବା କଥା ପ୍ରାୟ ସମସ୍ତେ ଜାଣିଥିବେ। କିନ୍ତୁ କୁକୁରଙ୍କ ପାଇଁ ବି ଶ୍ମଶାନ ଅଛି ଏକଥାକୁ ପ୍ରାୟତଃ କେହି ଜାଣି ନ ଥିବେ! କୁକୁରଙ୍କ ପାଇଁ ଏଭଳି ଏକ ସ୍ବତନ୍ତ୍ର ଶ୍ମଶାନ ଏବେ ତିଆରି…
ମୋ ବାପା କିଏ ଜାଣିଛ?
ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଚିଲିର ରାଷ୍ଟ୍ରପତି ସେବାଷ୍ଟିଆନ୍ ପିନେରା ବିନା ମାସ୍କରେ ଜଣେ ମହିଳାଙ୍କ ସହ ଫଟୋ ଉଠାଇବାରୁ ତାଙ୍କୁ ୩ ହଜାର ୫୦୦ ଆମେରିକୀୟ ଡଲାର ଦେବାକୁ ପଡ଼ିଛି। କୋଭିଡ୍ ଭଳି ସ୍ଥିତି ଲାଗି ରହିଥିବା ବେଳେ ମାସ୍କ ନ…
ଚଟୁ ଆଇଁଷ, ବେଣ୍ଟ ନିରାମିଷ
ଉତ୍ତର ପ୍ରଦେଶର ମୋରଦାବାଦଠାରେ ଦୁଇ ସପ୍ତାହ ତଳେ ରଶିଦ୍ ଅଲି ଓ ତାଙ୍କ ଭାଇ ସଲିମ୍ ଅଲିଙ୍କୁ ଜେଲ ଯିବାକୁ ପଡ଼ିଥିଲା। ଡିସେମ୍ବର ୫ରେ ପିଙ୍କିଙ୍କ ସହ ବିବାହ ପଞ୍ଜୀକରଣ କରିବା ଲାଗି ରଶିଦ୍ ତାଙ୍କ ଭାଇଙ୍କ ସହ ଯାଉଥିବାବେଳେ ବଜରଙ୍ଗ…
ନିଦ୍ରାହୀନତାର ନିଦାନ
ଡ. ଛାୟାକାନ୍ତ ଷଡ଼ଙ୍ଗୀ କର୍ମକ୍ଲାନ୍ତ ଜୀବନରେ କେବଳ ସୁନିଦ୍ରା ହିଁ ମଣିଷକୁ ସୁଖ ଦିଏ। ବିଶିଷ୍ଟ ନାଟ୍ୟକାର ଓ କବି ସେକ୍ସପିଅରଙ୍କ ଭାଷାରେ ନିଦ୍ରା ହେଉଛି ”Sore labour’s bath/Balm of hurt munds“ ଅର୍ଥାତ୍ କର୍ମକ୍ଲାନ୍ତ ମଣିଷର ଯନ୍ତ୍ରଣା ଉପଶମକାରୀ,…
ଓଡ଼ିଶାରେ କୃଷି ବଜାର
ଗୋକୁଳ ପଟ୍ଟନାୟକ ନୂତନ କୃଷି ଆଇନକୁ କେନ୍ଦ୍ରକରି ଦେଶରେ ବିବାଦ ତୀବ୍ର ହେଉଛି। ଏହାକୁ ନେଇ ସାରା ଦେଶରେ କୃଷକ ଆନ୍ଦୋଳନ ଦେଖାଦେଇଛି, ଯାହା ଆର୍ଥିକ ବିକାଶରେ ଏଗ୍ରିକଲ୍ଚରାଲ ମାର୍କେଟ ବା କୃଷି ବଜାରର ପ୍ରମୁଖ ଭୂମିକାକୁ ପୁଣି ଥରେ ଚର୍ଚ୍ଚାକୁ…
ଏଇ ଭାରତରେ
କୋଭିଡ୍ ମହାମାରୀ ନାଁ ଶୁଣିଲେ ଭୟ ଲାଗେ। ସେମାନଙ୍କୁ ଛୁଇଁବା ତ ଦୂରର କଥା ତାଙ୍କ ପାଖାପାଖି ଯିବାକୁ ଭୟ ଲାଗେ। କିନ୍ତୁ ରୋଗୀଙ୍କୁ ଚିକିତ୍ସା କରିବା ଲାଗି ଡାକ୍ତରମାନେ ବ୍ୟବହାର କରୁଥିବା ପିପିଇ କିଟ୍କୁ ସଂଗ୍ରହ କରି ସେଥିରୁ ଗଦି…
Archives


