ଏଇ ଭାରତରେ
୯୩ ବର୍ଷ ବୟସରେ ଚାଷକାର୍ଯ୍ୟ କରିବା କଥା କେବେ ଭାବି ପାରୁଛନ୍ତି! ହେଲେ କେରଳର କୋଝିକୋଡ଼େ ନିବାସୀ ଚିଦାମ୍ବରମ୍ ନାୟାର ଏହି ପରିଣତ ବୟସରେ ଜୈବିକ ଚାଷ କରୁଛନ୍ତି। ସ୍କୁଲ ଶିକ୍ଷକରୁ ଅବସର ନେବା ପରେ ସେ ଏହି କାର୍ଯ୍ୟ ଜାରି…
ଏଇ ଭାରତରେ
ଜୀବିକା ପାଇଁ ଭାରତରେ ବହୁ ମହିଳା ଅଟୋରିକ୍ସା ଚଳାଉଛନ୍ତି କିନ୍ତୁ ମଣିପୁରର ଲାଇବି ଓଇନାମ୍ ଏମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଭିନ୍ନ। ମଣିପୁରର ପ୍ରଥମ ମହିଳା ଅଟୋଚାଳକ ହେଉଛନ୍ତି ଲାଇବି। ଜଣେ ନର୍ସ କୋଭିଡ୍-୧୯ରେ ଆକ୍ରାନ୍ତ ହେବା ପରେ ତାଙ୍କୁ ତାଙ୍କ ଘରେ…
କଡ଼କଡ଼ିଆ ଜଙ୍କଫୁଡ୍ ଓ ଚିଲିକା ପକ୍ଷୀ
ଶୁଭନାରାୟଣ ଶତପଥୀ ଚିଲିକା ହେଉଛି ସର୍ବବୃହତ ମୁକ୍ତ ପକ୍ଷୀ ଚିଡ଼ିଆଖାନା। ଆଉ ପକ୍ଷୀ ଦର୍ଶନାଭିଳାଷୀଙ୍କ ସ୍ବର୍ଗ। ଚିଲିକାର ଅବସ୍ଥିତି ଓଡ଼ିଶାରେ ହୋଇଥିବାରୁ ଏହା ଆମ ପାଇଁ ଗର୍ବ ଓ ସୁଯୋଗ। ଏହା କେବଳ ଚିଲିକାର ପରିବେଶ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ…
ଅଭିବୃଦ୍ଧି ଓ ସମୃଦ୍ଧିର ନୂତନ ଦଶନ୍ଧି
ଡ. ଚିତ୍ତରଞ୍ଜନ ମିଶ୍ର କୋଭିଡ୍-୧୯ ବିରୋଧରେ ଏକ ପ୍ରଭାବଶାଳୀ ଟିକା ଦେଶରେ ପ୍ରୟୋଗ ହେଉଅଛି। ଏହି ବୈଶ୍ୱିକ ମହାମାରୀ ଥରେ ପ୍ରତିହତ ହେଲା ପରେ ମାନବ ସଭ୍ୟତା ପୁଣି ସାୈଭାଗ୍ୟଶାଳୀ ହୋଇ ଉଠିବ। ୧୯୧୮ ଓ ୧୯୧୯ରେ ସ୍ପାନିଶ ଫ୍ଲୁ…
ମହାନତା କ୍ଷୁଣ୍ଣ
ନିଜ ପେସାରେ ବିଫଳ ହୋଇଥିବା ସିନେମା ତାରକା କଙ୍ଗନା ରାଣାଓ୍ବତ ଗତ ୧୮ ଜାନୁୟାରୀରେ ଏକ ଟୁଇଟ୍ ମାଧ୍ୟମରେ କହିଛନ୍ତି ଯେ, ‘ତାଣ୍ଡବ’ ଓ୍ବେବ୍ସିରିଜ୍ରେ କାର୍ଯ୍ୟ କରିଥିବା ସମସ୍ତଙ୍କ ମୁଣ୍ଡକାଟ ହେବା ଦରକାର। ପରବର୍ତ୍ତୀ ସମୟରେ ସେହି ଟୁଇଟ୍କୁ କଙ୍ଗନା ଲିଭାଇ…
ହ୍ବାଟ୍ସଆପରେ ସକାଳ
ଡ. କୁଳାଙ୍ଗାର ଯଦି ଆପଣଙ୍କର ସ୍ମାର୍ଟଫୋନଟିଏ ଅଛି ଆଉ ତାହା ଇଣ୍ଟରନେଟ ସଂଯୁକ୍ତ ତେବେ ଆପଣଙ୍କର ପ୍ରତିଟି ସକାଳ ଏବେ ଶୁଭ ସକାଳ। ଆପଣ ଯେତେ ଟେନ୍ସନରେ ଥାଆନ୍ତୁ, ଯେତେ ବିପଦରେ ପଡିଥାଆନ୍ତୁ ପଛକେ, ସଚେତ ଥାଆନ୍ତୁ କି ଅଚେତ, ସକାଳୁ…
ଟିକା ନିଅନ୍ତୁ ନେତା
ଭାରତରେ କୋଭିଡ୍-୧୯ ଟିକାର ଶୁଭାରମ୍ଭ ୧୬ ଜାନୁୟାରୀରେ ହେବା ପରେ ଏହାକୁ ମଣିଷ ପାଇଁ ବରଦାନ ସଦୃଶ ବୋଲି କୁହାଯାଉଛି। ନେତାମାନେ ଦେଶର ବିଭିନ୍ନ ପ୍ରାନ୍ତରେ ରହି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଟିକା କେତେ ନିରାପଦ ସେହି ବିଷୟରେ ଲୋକଙ୍କ…
ଏଇ ଭାରତରେ
ମରୁଭୂମି ମଝିରେ ୫୦ ଡିଗ୍ରୀ ସେଲ୍ସିୟସ ତାପମାତ୍ରା ସହ ଝାଞ୍ଜିରେ ପିଲାମାନେ ପଢ଼ିବେ, ଏ କଥା ଶୁଣିଲେ ବିଶ୍ୱାସ କରିହେଉନି। କିନ୍ତୁ ଏହା ସତ। ଏଭଳି ଏକ ସ୍କୁଲ୍ ନିର୍ମାଣ କରାଯାଇଛି ରାଜସ୍ଥାନର ଥର୍ ମରୁଅଞ୍ଚଳରେ। ଆମେରିକାର ଏକ ବେସରକାରୀ ସଂସ୍ଥା…
ଯନ୍ତ୍ରୀକୃତ ଅମଳର ପରିବେଶୀୟ ପ୍ରଭାବ
ଡ. ଦେବାନନ୍ଦ ବେଉରା କୋଭିଡ୍ କଟକଣା କମ୍ ହେଉ ହେଉ ମନହେଲା ଟିକେ ବାହାରେ ଯାଇ ବୁଲି ଆସିବାକୁ। ଭୁବନେଶ୍ୱର ବାହାରକୁ ବାହାରିଗଲା ପରେ ତଥା ଲକ୍ଷ୍ୟସ୍ଥଳ ନିର୍ଦ୍ଦିଷ୍ଟ ନ ଥିବାରୁ ପାଚିଲା ଧାନ କ୍ଷେତର ସୁନେଲି ଶିହରଣରେ ଆପେ ଆପେ…
ଦେଶ ନା ଅର୍ଣ୍ଣବ
ରିପବ୍ଲିକ୍ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଟେଲିଭିଜନ୍ ରେଟିଂ ପଏଣ୍ଟ (ଟିଆର୍ପି) ସ୍କାମ୍ର ତଦନ୍ତ ଚାଲିଥିବା ବେଳେ ମୁମ୍ବାଇ ପୋଲିସ ଏକ ନୂଆ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆଣିଛି। ତାହା ହେଲା ବାଲାକୋଟ୍ ଆକ୍ରମଣର ୩ ଦିନ…
ଆହାର ଓ ଆରୋହଣ
ସୁଧିରାଜ ରାଉତ “ ଅନେକଥର ଶୁଣିଛି ଯେଭଳି ଅନ୍ନ ସେଭଳି ମନ। ପ୍ରକୃତରେ ଏହା କ’ଣ ସତ୍ୟ?“ ବନ୍ଧୁଙ୍କ ପ୍ରଶ୍ନରେ ହସି କହିଲି – ପ୍ରକୃତରେ ଏ ଉକ୍ତି ବିଜ୍ଞାନର ନିୟମଟିଏ ନୁହେଁ, ଦର୍ଶନର ଦିଗବାରେଣୀ ଯନ୍ତ୍ରଟିଏ। ଭାରତୀୟ ଦର୍ଶନ କହେ…
କରୋନା ବେଳେ ସ୍ରଷ୍ଟା ମାନସ
ଡ. ନିଖିଳାନନ୍ଦ ପାଣିଗ୍ରାହୀ ୯/୧୧ ଏକ ବିଶ୍ୱବିଦିତ ଦୁର୍ଘଟଣାର ଶିରୋନାମା ବହନ କରେ। ଯୁକ୍ତରାଷ୍ଟ୍ରର ନ୍ୟୁୟର୍କସ୍ଥିତ ମାନହଟନଠାରେ ଯେଉଁ ଆକର୍ଷଣୀୟ ଓ ବ୍ୟସ୍ତତମ ଟୁଇନ୍ ଟାଓ୍ବାର ଥିଲା, ୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖ ମଙ୍ଗଳବାର ସକାଳେ ଓ୍ବାହାବୀ ଅଲକାଏଦା ଆତଙ୍କବାଦୀଙ୍କ…
Archives


