ସମ୍ପାଦକୀୟ

ଆମେ ପଛେଇଗଲୁ

ଆକାର ପଟେଲ ଯୁଦ୍ଧରେ ଫିଲ୍ଡ ମାର୍ଶାଲ ବର୍ନାଡ ମଣ୍ଟେଗୋମେରୀଙ୍କ ନାମ ବେଶ୍‌ ଜଣାଶୁଣା, କିନ୍ତୁ ସେ କେବେ ବି ଅଧିକ ଯୁଦ୍ଧ ଜିତି ନାହାନ୍ତି। ବାସ୍ତବରେ ତାଙ୍କର ସବୁଠୁ ଶ୍ରେଷ୍ଠ ଲଢ଼େଇ ‘ଅପରେଶନ ମାର୍କେଟ ଗାର୍ଡେନ’(ଯାହା ଉପରେ ‘ଏ ବ୍ରିଜ ଠୁ…

ଗ୍ରୀନ୍‌ ଓସ୍କାର ବିଜେତା

ଦୁନିଆରେ ବିଭିନ୍ନ ପ୍ରକାର ଦ୍ୱନ୍ଦ୍ୱ ଦେଖାଦେଉଛି। ରାଷ୍ଟ୍ର, ସମାଜ ଏବଂ ଗୋଷ୍ଠୀ ମଧ୍ୟରେ ଉପୁଜୁଥିବା ବିବାଦରେ ସାଧାରଣତଃ ତୃତୀୟ ପକ୍ଷର ହସ୍ତକ୍ଷେପ ରହିଥାଏ। କିନ୍ତୁ ବର୍ତ୍ତମାନ ସମୟରେ ଅନ୍ୟ ଏକ ଦ୍ୱନ୍ଦ୍ୱକୁ ଅଣଦେଖା କରାଯାଉଛି, ଯାହା ମଣିଷ ଓ ପରିବେଶ ମଧ୍ୟରେ…

ଶତାବ୍ଦୀର ସଙ୍କଟ

ଡ. ପ୍ରଫୁଲ୍ଲ କୁମାର ସାହୁ ଦେଶରେ ଏବେ ତାଣ୍ଡବ ରଚୁଛି ମହାମାରୀ କରୋନା। ଜୀବନ ଅସ୍ତବ୍ୟସ୍ତ। ଜୀବିକା ବିପର୍ଯ୍ୟସ୍ତ। କରୋନାର ଏ ଦ୍ବିତୀୟ ଲହର ମାରିବାରେ ଯେତିକି ମାହି, ସଞ୍ଚରିବାରେ ସେତିକି ବିଚକ୍ଷଣ। ପବନ ବେଗରେ ମାଡ଼ିଚାଲିଛି ସଂକ୍ରମଣ। ପ୍ରତିଦିନ ପୋକମାଛି…

ଏଇ ଭାରତରେ

ବ୍ରେଷ୍ଟଫିଡିଂ ବା ସ୍ତନ୍ୟପାନକୁ ନେଇ ରହିଥିବା ସାମାଜିକ ଓ ଧାର୍ମିକ କଟକଣା ବିରୋଧରେ ଲଢ଼େଇ କରୁଛନ୍ତି କେରଳର ଡ. ଏମ୍‌.ଐଶ୍ୱର୍ଯ୍ୟା। ସେ କୋଏମ୍ବାଟୁର ପାରେଣ୍ଟି ନେଟ୍‌ଓ୍ବର୍କ (ସିପିଏନ୍‌) ମାଧ୍ୟମରେ ସ୍ତନ୍ୟପାନ କରାଇବାର ପଦ୍ଧତି, ଶିଶୁ ଜନ୍ମ ପରେ ମା’ର ମାନସିକ ବିଷାଦ…

ଏଇ ଭାରତରେ

ବାଇକ୍‌ ଚଢ଼ୁଛି ଗୁଆଗଛ। ଆଶ୍ଚର୍ଯ୍ୟ ଲାଗୁଥିତ୍ଲେ ବି ଏହା ସତ। ଏମିତିକା ବାଇକ୍‌ ନିର୍ମାଣ କରିଛନ୍ତି କର୍ନାଟକର କୃଷକ ଗଣପତି ଭଟ୍ଟ। ମାଙ୍ଗାଲୁରର କୋମେଲ ଗଁାର ଚାଷୀ ଗଣପତି ତାଙ୍କ ବନ୍ଧୁ ଶର୍‌ଭିନ ମାବିନଙ୍କ ସହଯୋଗରେ ଏହି ବାଇକ୍‌ ନିର୍ମାଣ କରିଛନ୍ତି।…

ଶୁଭଲଗ୍ନର ପର୍ବ ଅକ୍ଷୟତୃତୀୟା

ନଗେନ୍ଦ୍ର ନାଥ ପଟ୍ଟନାୟକ ଅକ୍ଷୟତୃତୀୟା ମହାପର୍ବ କେବଳ ସନାତନ ଧର୍ମ ପରମ୍ପରାରେ ନୁହେଁ ଜୈନ ପରମ୍ପରାରେ ମଧ୍ୟ ବିଶେଷ ମହତ୍ତ୍ୱ ବହନ କରେ। ଉଭୟ ଲୌକିକ ଓ ଅଲୌକିକ ଦୁଇଟି ଦୃଷ୍ଟିରୁ ଏହା ବେଶ୍‌ ମହତ୍ତ୍ୱପୂର୍ଣ୍ଣ। ଏହା ଏକ ସାର୍ବଜନୀନ ଲୋକପର୍ବ,…

ଏହି କ’ଣ ଅଚ୍ଛେ ଦିନ୍‌

ଡ. ସନ୍ତୋଷ କୁମାର ମହାପାତ୍ର ଜୀବନ ସର୍ବଦା ଅନିଶ୍ଚିତ, କିନ୍ତୁ କରୋନା ମହାମାରୀ ଆହୁରି ଜୀବନକୁ ଅନିଶ୍ଚିତ କରିଦେଇଛି। ଜୀବନ ମୃତ୍ୟୁ ମଧ୍ୟରେ ଯେଉଁ ସୂତାଖିଅ ପାର୍ଥକ୍ୟ ଥିଲା ତାହା ଆହୁରି ହ୍ରାସ ପାଇଛି। ଆଜି ଧନୀ ହେଉ ବା ଗରିବ,…

ବ୍ୟବସ୍ଥା ଭୁଶୁଡ଼ିପଡ଼ିଛି

କରୋନା ଭୂତାଣୁ ମହାମାରୀର ଦ୍ୱିତୀୟ ଲହର ଦେଶର ରାଜଧାନୀ ଦିଲ୍ଲୀ ସମେତ ଅନ୍ୟ ବୃହତ୍‌ ସହରଗୁଡ଼ିକରେ ବିଧ୍ୱଂସକ ସାଜିଛି। ଏହା ଦେଶର ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ପରାସ୍ତ କରିଦେଇଛି। ଏବେ ଭାରତରେ ସବୁଠୁ ଅଧିତ୍କ ସଂଖ୍ୟକ ନୂଆ ମାମଲା ସାମ୍ନାକୁ ଆସିଛି ଓ…

ଏଇ ଭାରତରେ

ଶିକ୍ଷକ ଓ ପିଲାମାନେ ଚାଷ କରି ସ୍କୁଲର ଭିତ୍ତିଭୂମି ମଜଭୁତ କରିବା କଥା ଶୁଣିଥିଲେ, କିନ୍ତୁ ସ୍କୁଲରେ ବର୍ଷାଜଳ ସଂରକ୍ଷଣ କରି ଏହାର ବହୁବିଧ ଉପଯୋଗ କରାଯିବା କଥା କେବେ ଜାଣିଥିତ୍ଲେ କି। ଏମିତି କାର୍ଯ୍ୟ କରାଯାଉଛି ଗୁଜରାଟର ମରୁଡ଼ି ପ୍ରବଣ…

ବାଛିନେବ କଞ୍ଚା ରଖିବ ପାଚିଲା

ପଞ୍ଚସଖା ଯୁଗର କବି ଯଶୋବନ୍ତ ଦାସଙ୍କ ଲଖିତ ଟୀକା ଗୋବିନ୍ଦଚନ୍ଦ୍ରର ଗୀତ ପଦେ କେନ୍ଦରାର କରୁଣ ସୁରରେ ଯୋଗୀମାନଙ୍କ ମୁହଁରୁ ଶୁଣିଲେ ହୃଦୟଟା ବେଦନା ବିଦ୍ଧ ହୋଇଯାଏ। ଗୀତଟି ସମସ୍ତଙ୍କର ଅବଗତ ଥିବ- ”ସେହି କାଳଯମ ବଡ଼ ଦାରୁଣରେ ନ ଜାଣଇ…

ନୀତି ମଡେଲକୁ ସାବଧାନ

ଡାନି ରୋଡ୍ରିକ ନବଉଦାରବାଦ ଶେଷ ହୋଇଯାଇଛି କିମ୍ବା ସମ୍ଭବତଃ ଏହା ଅଧିକ ସକ୍ରିୟ ରହିଛି। ତେବେ ସାମ୍ପ୍ରତିକ ସମୟରେ ବିଶେଷଜ୍ଞମାନେ ଏହାର ଉଭୟ ଦିଗରୁ ମଧ୍ୟ ଆଲୋଚନା କରୁଛନ୍ତି। କିନ୍ତୁ ଉଭୟ ଦିଗରେ ଆର୍ଥିକ ନୀତିରେ କିଛି ନୂଆ କରାଯାଉଛି ବୋଲି…

ପଞ୍ଚ ଶକ୍ତିର ଆଧାର: ଇଦ୍‌

ଡ. ସତ୍ୟନାରାୟଣ ମିଶ୍ର ମୁସଲମାନ ଧର୍ମର ବ୍ୟକ୍ତିମାନେ ପଞ୍ଚ ଶକ୍ତିର ଆଧାରରେ ସମର୍ପିତ ହୋଇଥାନ୍ତି; ଯାହା ଇସ୍‌ଲାମ ଓ ମହମ୍ମଦଙ୍କ ଦ୍ୱାରା ଶୃଙ୍ଖଳାର ପରିଧି ମଧ୍ୟରେ ନିମର୍ଜିତ ହୋଇଥାଏ। ସେଗୁଡ଼ିକ ହେଲା ଶହାଦା, ସଲାତ ବା ନମାଜ, ଜକାତ, ସୋମ ବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri