ଟିକାରେ ଫିକା
ବିମଳ ପାଣ୍ଡିଆ ଏପ୍ରିଲ ୮ ତାରିଖରେ ପ୍ରଧାନମନ୍ତ୍ରୀ କୋଭିଡ ଟିକାର ଦ୍ୱିତୀୟ ଡୋଜ ନେବା ଅବସରରେ ଏକ ଟୁଇଟ୍ କରି ଦେଶବାସୀଙ୍କୁ କହିଲେ ଯେ, ‘ଯଦି ତୁମେ ଟିକା ପାଇଁ ଯୋଗ୍ୟ ଅଟ ତେବେ ତୁରନ୍ତ ଟିକା ନେଇଯାଅ’। ତାଙ୍କ ବକ୍ତବ୍ୟରୁ…
ମାନସିକତାରେ ପରିବର୍ତ୍ତନ ଲୋଡ଼ା
ଡା. ସତ୍ୟକାମ ମହାପାତ୍ର କରୋନା ମହାମାରୀର ପ୍ରଥମ ଲହର ଆରମ୍ଭ ହେବାର କିଛି ମାସ ପରେ ଯେତେବେଳେ ପରିସ୍ଥିତି ଅନେକ ମାତ୍ରାରେ ଭଲ ହୋଇ ଆସୁଥିଲା, ସେତିକି ବେଳେ ପୁଣି ଥରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଆରମ୍ଭ ହୋଇଛି। ଗତ…
କଳାହାଣ୍ଡି ବିକାଶରେ ଶିକ୍ଷା
ଡ. ଜୟଦେବ ସାହୁ ଶିକ୍ଷା ହିଁ ପ୍ରଗତିର ଚାବିକାଠି। ଶିକ୍ଷା ମାଧ୍ୟମରେ ସମାଜରେ ନବଜାଗରଣ ଆସେ। ସମାଜର ଅନ୍ଧବିଶ୍ୱାସ, କୁସଂସ୍କାର ପ୍ରଭୃତି ଅହିତକାରୀ କୁପ୍ରଥା ଦୂର ହୁଏ। ନେଲ୍ସନ ମଣ୍ଡେଲାଙ୍କ ମତରେ ଶିକ୍ଷା ସବୁଠୁ ଶକ୍ତିଶାଳୀ ଅସ୍ତ୍ର, ଯାହାର ପ୍ରୟୋଗରେ ପୃଥିବୀରେ…
ଏଇ ଭାରତରେ
ଏଥର ଚଢ଼ିବେ ବାଉଁଶ ସାଇକେଲ। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିତ୍ବ, କିନ୍ତୁ ସତ। ଏମିତିକା ସାଇକେଲ ନିର୍ମାଣ କରିଛନ୍ତି ମହାରାଷ୍ଟ୍ରର ଏକ ଦମ୍ପତି। ଭାରତୀୟ ବାୟୁସେନାର ପୂର୍ବତନ ପାଇଲଟ ଶଶିଶଙ୍କର ପାଠକ ଏବଂ ତାଙ୍କ ସ୍ତ୍ରୀ ଦେବିକା ବାଉଁଶ ସାଇକେଲ ନିର୍ମାଣ…
ଏଇ ଭାରତରେ
ଶାଗୁଣା ବଂଶ ରକ୍ଷା କରିବା ଲାଗି ମହାରାଷ୍ଟ୍ରର ପ୍ରେମସାଗର ମିସ୍ତ୍ରୀଙ୍କ ପ୍ରୟାସ ବେଶ୍ ପ୍ରଶଂସନୀୟ। ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଶିକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ। ୧୯୯୮ରୁ ଚାକିରି ଛାଡ଼ି ସେ ଏହି କାର୍ଯ୍ୟ କରୁଛନ୍ତି। ୧୯୯୯ରେ…
ଓବାମାଙ୍କ ଗାନ୍ଧୀଖୋଜା
ବିଜୟ ନାୟକ ୨୦୧୦ ମସିହା ନଭେମ୍ବର ମାସରେ ଯୁକ୍ତରାଷ୍ଟ୍ର ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବାରାକ୍ ଓବାମା ପ୍ରଥମ ଭାରତ ଗସ୍ତରେ ଆସି ମୁମ୍ବାଇରେ ସସ୍ତ୍ରୀକ ପଦାର୍ପଣ କରିଥିଲେ। ଏସିଆ ମହାଦେଶକୁ ତାଙ୍କର ନଅଦିନିଆ ଗସ୍ତର ଏହା ଥିଲା ପ୍ରଥମପାଦ। ଏଥିପୂର୍ବରୁ…
ତୃତୀୟ ଲହର ଓ ଟିକାକରଣ
ଡ. ଶିବ ଶଙ୍କର ସାହୁ କରୋନାର ଦ୍ୱିତୀୟ ଲହର ଦେଶରେ ଭୟାନକ ମୃତ୍ୟୁର ତାଣ୍ଡବ ରଚିଚାଲିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦର୍ଶାଯାଇଛି ଯେ ୧୨ ରାଜ୍ୟରେ ଏକ ଲକ୍ଷରୁ ଅଧିକ ସକ୍ରିୟ କାରକ ଅଛି। ମେ ୬ ତାରିଖରେ ସର୍ବାଧିକ…
ଗଙ୍ଗାରେ ଶବ
ବିହାର ବକ୍ସର ଜିଲାର ଗଙ୍ଗାନଦୀ କୂଳରେ ୪୫ ମୃତଦେହ ଭାସିବାର ଗୋଟିଏ ଦିନ ପରେ ୧୧ ମେ’ରେ ଉତ୍ତରପ୍ରଦେଶ ଗାଜିପୁରଠାରେ ଆହୁରି କିଛି ଶବ ଦେଖିବାକୁ ମିଳିଛି। ଏଗୁଡ଼ିକ କରୋନା ଭୂତାଣୁରେ ଆକ୍ରାନ୍ତ ବୋଲି କୁହାଯାଉଛି। ସ୍ଥାନୀୟ ଲୋକେ ଏସବୁ ଦେଖି…
ଏଇ ଭାରତରେ
ତାମିଲନାଡୁର ଦୁରାଇ ପୃଥ୍ବୀରାଜ ଦୁର୍ଗମ ଅଞ୍ଚଳର ଗରିବମାନଙ୍କୁ ମାଗଣାରେ ଆମ୍ବୁଲାନ୍ସ ସେବା ଓ ଖାଦ୍ୟ ଯୋଗାଇ ଦେଉଛନ୍ତି। ବିରୁଦ୍ଧୁନଗର ଜିଲା ଅରୁପ୍ପୁକୋଟ୍ଟାଇ ଗାଁରେ ଦୁରାଇଙ୍କ ଘର। ଏବେ ତାଙ୍କ ପାଖରେ ଦୁଇଟି ଆମ୍ବୁଲାନ୍ସ ରହିଛି। ତାଙ୍କ ଗାଁ ନିକଟରୁ ସେ ୪୦…
ମହାମାରୀରେ ସାମାଜିକ ବାଛନ୍ଦ
ରୁଦ୍ର ପ୍ରସନ୍ନ ରଥ କରୋନା ବିଷୟରେ ଲେଖିବାକୁ ବିଶେଷ କିଛି ବାକି ନାହିଁ। ଗୋଟିଏ ପାହୁ ନ ଥିବା ରାତି ପରି ଏହି ମହାମାରୀ ଆମ ସମସ୍ତଙ୍କ ଜୀବନକୁ ବିଗତ ବର୍ଷରୁ ସଂକ୍ରମିତ କରି ରଖିଛି। ସାରା ଦୁନିଆରେ ଲକ୍ଷ ଲକ୍ଷଙ୍କ…
ପ୍ରତିପାଳନ ଯତ୍ନ ଓ ଶିଶୁ
ଶୁଭନାରାୟଣ ଶତପଥୀ ପୌରାଣିକ କଥାବସ୍ତୁରୁ ଆମେ ଜାଣୁ ଯେ, ଦ୍ୱାପର ଯୁଗରେ ଦେବକୀନନ୍ଦନ ଶ୍ରୀକୃଷ୍ଣଙ୍କୁ ପ୍ରତିପାଳିତ କରୁଥିଲେ ମାଆ ଯଶୋଦା। ମାତା କୁନ୍ତୀ ତାଙ୍କ ମାନସ ପୁତ୍ର କର୍ଣ୍ଣଙ୍କୁ ତ୍ୟାଗ କରିବା ପରେ ତାଙ୍କର ପ୍ରତିପାଳନ କରିଥିଲେ ରାଧା। ସେଥିପାଇଁ ପରବର୍ତ୍ତୀ…
ମହାକାଶ ହାବେଳି
ପୃଥିବୀରେ ଅଳିଆ ଆବର୍ଜନା ଏତେ ମାତ୍ରାରେ ବଢ଼ିଗଲାଣି ଯେ, ତାହାକୁ ସହ୍ୟ କରିବା କ୍ଷମତା ଏହି ଗ୍ରହର କମି ଆସୁଛି ବୋଲି ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କଲେଣି। ଭୂପୃଷ୍ଠ ଓ ଜଳଭାଗ ପଲିଥିଲିନ୍ରେ ଭର୍ତ୍ତି। ପର୍ଯ୍ୟାପ୍ତ ଜଙ୍ଗଲକ୍ଷୟ ଯୋଗୁ ବିଶ୍ୱତାପନ ବୃଦ୍ଧି…
Archives


