ଏଇ ଭାରତରେ

କୋଭିଡ୍‌ ମହାମାରୀରେ ସବୁଠୁ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସଂକ୍ରମିତ ଗର୍ଭବତୀମାନେ। ଏହି ସମୟରେ ସନ୍ତାନ ପ୍ରସବ କରିବା ମା’ ଓ ଶିଶୁଙ୍କ ସ୍ବାସ୍ଥ୍ୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ତେବେ ସନ୍ତାନ ପ୍ରସବ କରାଇବାରେ ଶ୍ରୀନଗରର ଜେଏଲ୍‌ଏନ୍‌ଏମ୍‌ ହସ୍ପିଟାଲର ସୁଗୁପ୍ତା ଆରା ନିଜର ସାହସ, ଧୈର୍ଯ୍ୟ ଓ କର୍ତ୍ତବ୍ୟନିଷ୍ଠାର ପରିଚୟ ଦେଇଛନ୍ତି। ସେ ୧୦୦ କୋଭିଡ୍‌ ସଂକ୍ରମିତ ମା’ଓ ସେମାନଙ୍କ ଶିଶୁମାନଙ୍କ ଯନତ୍ ନେଇପାରିଛନ୍ତି। ଏମିତି ହୋଇଥିଲା ଯେ, ଶିଶୁକୁ ସୁରକ୍ଷିତ ପ୍ରସବ କରାଇବା ତଥା କୋଭିଡ୍‌ମୁକ୍ତ ରଖିତ୍ତ୍ବା ଲାଗି ସେ ପିପିଇ କିଟ୍‌ ପିନ୍ଧିବାକୁ ମଧ୍ୟ ସମୟ ପାଇ ନ ଥିଲେ। ତାଙ୍କ ପରିବାର କୋଭିଡ୍‌-୧୯ରେ ସଂକ୍ରମିତ ହୋଇଥିଲେ ମଧ୍ୟ ସୁଗୁପ୍ତା ଦିନଟିଏ ଛୁଟି ନେଇନାହାନ୍ତି। ଦୁଇଟି ସନ୍ତାନର ମା’ ସୁଗୁପ୍ତା ସେମାନଙ୍କ ଯନତ୍ ନେବା ସହ କୋଭିଡ୍‌ ସଂକ୍ରମିତ ମା’ ଓ ନବଜାତକମାନଙ୍କ ସେବାରେ କେବେ ବି ଅବହେଳା କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୈଳର ବିକଳ୍ପ ସବୁଜ ଶକ୍ତି

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ   ଏବେ ତୈଳ ଦର ବଢ଼ିବଢ଼ି ଚାଲିଛି। ତୈଳ ବ୍ୟବହାର ଯୋଗୁ ବାୟୁ ପ୍ରଦୂଷିତ ହୋଇ ଆମ ହାରାହାରି ଆୟୁଷ ହ୍ରାସ...

ଏଇ ଭାରତରେ

ସମୁଦ୍ର ପତ୍ତନଠାରୁ ୧୪,୦୦୦ ଫୁଟ ଉଚ୍ଚରେ ଚାଷରେ ସଫଳତା ପାଇବା କିଛି କମ୍‌ କଥାନୁହେଁ। ଏଭଳି ସଫଳ ଚାଷୀ ଜଣକ ହେଉଛନ୍ତି ଲଦାଖର ଉର୍ଗେନ ଫନ୍‌ଷ୍ଟୋଗ।...

ଶୁଦ୍ଧତାର ସାମର୍ଥ୍ୟ

ଉପେନ୍ଦ୍ର ବିଶ୍ୱାଳ ମାତୃଜାତିର ଶୁଦ୍ଧତା, ପଣତର ପବିତ୍ରତା ପାଖରେ ସ୍ବୟଂ ସ୍ରଷ୍ଟା ମଧ୍ୟ ହାର ମାନିଥାନ୍ତି। କାରଣ ଜଣେ ସଦାଚାରୀ ନାରୀର ପ୍ରାର୍ଥନା ପରାର୍ଦ୍ଧେ ପୁରୁଷଙ୍କ...

ସୁନାବେଶେ ଉଭା ପ୍ରଭୁ କାଳିଆ ସାଆନ୍ତ

ଡ. କିଶୋର ମହାନ୍ତି ଶ୍ରୀକ୍ଷେତ୍ରରେ ବାରମାସରେ ତେରପର୍ବ ଅପୂର୍ବ ଓ ଅବର୍ଣ୍ଣନୀୟ, ଯେଉଁଥିରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ପ୍ରକାର ବର୍ଣ୍ଣିଳ ଭବ୍ୟ ରୂପ ଶ୍ରଦ୍ଧାଳୁମାନଙ୍କର ମନକୁ...

ଚେଇଁ ଶୋଇଥିବ ଯିଏ

ଡ.ନରହରି ବେହେରା କଥାରେ ଅଛି, ଚେଇଁ ଶୋଇଥିବ ଯିଏ, ତାକୁ ଉଠାଇବ କିଏ? ଏହି ଚେଇଁ ଶୋଇଥିବା ମଣିଷଙ୍କର ଚେତନା ଥାଏ, କିନ୍ତୁ ସଚେତନତା ନ...

ରାନ୍‌ସମ୍‌ୱେର ଯୁଗ

ଗୁଗଲ୍‌, ଆମାଜନ ଓ ଫେସ୍‌ବୁକ୍‌ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ (ଏମ୍‌ଏନ୍‌ସି) ସମଗ୍ର ବିଶ୍ୱରେ ବେପାର କରୁଛନ୍ତି। କିନ୍ତୁ ହାତଗଣତି ଦେଶରେ ଟିକସ ଦେଉଛନ୍ତି। ହେଲେ ଆଗକୁ...

ନୂତନ ଶିକ୍ଷାନୀତି-୨୦୨୦: ଏକ ବିହଙ୍ଗାବଲୋକନ

୧୯୮୬ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସରକାର ଜାତୀୟ ଶିକ୍ଷାନୀତି ୧୯୮୬ ପ୍ରଚଳନ କରିଥିଲେ। ତା’ର ୩୪ ବର୍ଷ ପରେ ମୋଦି ସରକାର ବିଶିଷ୍ଟ ମହାକାଶ...

ବ୍ଲା ବ୍ଲା ବ୍ଲା

ବିଶ୍ୱ ସ୍ଵାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଜଳବାୟୁ ପରିବର୍ତ୍ତନ ଓ ସ୍ଵାସ୍ଥ୍ୟ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇବା ପରେ ବିଶ୍ୱ ସମୁଦାୟର ଚିନ୍ତା ବଢ଼ିଯାଇଛି। ଜାତିସଂଘ ଜଳବାୟୁ...

Advertisement


Archives

Model This Week