ଏଇ ଭାରତରେ

ଭାରତର ଉତ୍ତରପୂର୍ବାଞ୍ଚଳରେ ଭୂସ୍ଖଳନ ଜନିତ ଧନ ଜୀବନ ହାନିକୁ ରୋକିବାକୁ ଆଇଆଇଟି(ମଣ୍ଡି)ର ଦୁଇ ଗବେଷକ ଡ. ବରୁଣ ଦତ୍ତ ଏବଂ ଡ.କେ.ଭି.ଉଦୟ ଏକ ଡିଭାଇସ୍‌ ବା ଯନ୍ତ୍ର ବିକାଶ କରିଛନ୍ତି। ଏହାର ଦାମ କମ୍‌ ଓ ଭୂସ୍ଖଳନ ହେବା ପୂର୍ବରୁ ଏହା ସଙ୍କେତ ପ୍ରଦାନ କରିପାରୁଛି। ଏବେ ସୁଦ୍ଧା ଏହି ଦୁଇ ବନ୍ଧୁଙ୍କ ଦ୍ୱାରା ନିର୍ମିତ ୧୩ ଟି ଡିଭାଇସ ହିମାଚଳପ୍ରଦେଶର ଭୂସ୍ଖଳନ ପ୍ରବଣ ଅଞ୍ଚଳରେ ଲଗାଯାଇଛି। ଆସନ୍ତା ଦୁଇ ବର୍ଷରେ ଆଉ ୨୦ଟି ଡିଭାଇସ ସ୍ଥାପନ କରାଯିବା ଲାଗି ମଣ୍ଡି ପ୍ରଶାସନ ସହ ଏକ ଚୁକ୍ତି କରାଯାଇଛି। ତେବେ ଏହାକୁ ନିର୍ମାଣ କରିବା ଲାଗି ଏମାନେ ୭ ଜଣିଆ ଟିମ୍‌ ଗଠନ କରିଛନ୍ତି। ଏଥିତ୍ରେ ଆଇଆଇଟିର ଛାତ୍ର ଓ କର୍ମଚାରୀଙ୍କୁ ସାମିଲ କରିଛନ୍ତି। ସେମାନେ ଭୂସ୍ଖଳନ ପ୍ରବଣ ଅଞ୍ଚଳରେ ଗବେଷଣା କରି ଡିଭାଇସ ଲଗାଇବାରେ ସହଯୋଗ କରୁଛନ୍ତି। ଏଥିରେ ଥିବା ସେନ୍‌ସର ପାଗର ସ୍ଥିତି, ବର୍ଷାର ତୀବ୍ରତା ଏବଂ ମାଟି ଓ ପଥରର ଗତିକୁ ନିରୂପଣ କରିପାରୁଛି ଓ ଇଣ୍ଟରନେଟ ଅଫ ଥିଙ୍ଗସ (ଆଇଓଟି) ସଂଗୃହୀତ ତଥ୍ୟକୁ ସେଣ୍ଟ୍ରାଲ ସିଷ୍ଟମକୁ ପ୍ରେରଣ କରୁଛି। ୨୦୧୮ରେ ଏହି ଦୁଇ ବନ୍ଧୁ ‘ଇଣ୍ଟିଓଟ ସର୍ଭିିସ’ ଷ୍ଟାର୍ଟଅପ୍‌ ଗଠନ କରି ପ୍ରଥମ ଡିଭାଇସ ନିର୍ମାଣ କରିବା ପରେ ତାହାକୁ ଘଡପା ହିଲ୍‌ରେ ଲାଗଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱରେ ମଙ୍କିପକ୍ସ

ଡା. ଉମେଶ ଚନ୍ଦ୍ର ପାତ୍ର ମହାମାରୀ କରୋନା ସଂକ୍ରମଣ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ସମଗ୍ର ବିଶ୍ୱରେ ଅବ୍ୟାହତ ରହିଥିବାବେଳେ ଏବେ ମଙ୍କିପକ୍ସ ଆତଙ୍କ...

ବ୍ୟକ୍ତିଗତ ଆଇନ

ଗତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ବିଚାର କରି କହିଛନ୍ତି ଯେ, ଏବକାର ସ୍ଥିତିରେ ଭାରତ ସକାଶେ ଏକକ ନାଗରିକ ସଂହିତା ବା ୟୁନିଫର୍ମ...

କେତେ ସତ କେତେ ମିଛ

ଡା. ଶୁଭଶ୍ରୀ ମିଶ୍ର କରୋନାର ତୃତୀୟ ଲହର ଓ ସମ୍ଭାବ୍ୟ ଓମିକ୍ରନ୍‌କୁ ନେଇ ସାଧାରଣରେ ଏକ ପ୍ରକାର ଭୟ ଖେଳିଯାଇଛି। ତେବେ ଏ କ୍ଷେତ୍ରରେ ସଚେତନତା...

ଅର୍ଥନୀତିରେ ବିବିଧତା ସମସ୍ୟା

ଡ୍ୟାନି ରୋର୍ଡିକ ଯୋଶେଫ ଇ.ଷ୍ଟିଗ୍‌ଲାଇଜ୍‌ ଜଣେ ପ୍ରତିଷ୍ଠିତ ଅର୍ଥନୀତିଜ୍ଞ। ତାଙ୍କ କ୍ୟାରିୟର୍‌ ଆରମ୍ଭରେ ସେ କେନିଆରେ ଅଧିକ ଦିନ ରହିଥିଲେ। ସେଠାରେ ସ୍ଥାନୀୟ ଅର୍ଥ ବ୍ୟବସ୍ଥାର...

ବିଜ୍ଞାନ ଜଗତର ଅମର ଶହୀଦ

ଡା. ଗୋପାଳ ଚନ୍ଦ୍ର ଦାଶ କରୋନା ଯୁଦ୍ଧର ପ୍ରଥମ ଶହୀଦ, ଚାଇନାର ଉହାନ ସହରର ଡାକ୍ତର ଲିଓ୍ବେନ୍ଲିୟାଙ୍ଗ। କରୋନାର ଉତ୍ପତ୍ତି ସ୍ଥଳ ଉହାନ ସହରରେ ଜଣେ...

ପଦବୀ ବିବାଦ

ମିଜୋରାମରେ ଏବେ ଏକାବେଳକେ ଦୁଇଜଣ ମୁଖ୍ୟ ସଚିବ ନିଯୁକ୍ତି ପାଇଛନ୍ତି ଓ ଏଥିପାଇଁ ସେଠାରେ ଏକ କୌତୂହଳପୂର୍ଣ୍ଣ ସ୍ଥିତି ଉପୁଜିଛି। କେନ୍ଦ୍ର ବରିଷ୍ଟ ଆଇଏଏସ୍‌ ଅଧିକାରୀ...

ଆଭ୍ୟନ୍ତରୀଣ କନ୍ଦଳର କ୍ଷତ

ଆକାର ପଟେଲ ଗତ ୨୦ ବର୍ଷ ଭିତରେ ଆଭ୍ୟନ୍ତରୀଣ କନ୍ଦଳରେ ଭାରତରେ ଯେତିକି ସୈନିକ ମରିଛନ୍ତି, ତାହା ୧୯୬୨ ଚାଇନା ଯୁଦ୍ଧରେ ଶହୀଦ ହୋଇଥିବା ସୈନିକ...

ଏଇ ଭାରତରେ

ନିଜର ଦୈନିକ ଆୟ କମ୍‌, କିନ୍ତୁ ପ୍ରତିଦିନ ୪୦୦ ଲୋକଙ୍କୁ ୫ ଟଙ୍କାରେ ମିଲ୍‌ ଯୋଗାଇ ଦେଉଛନ୍ତି। ଏହି ବ୍ୟକ୍ତି ଜଣକ ହେଉଛନ୍ତି ତାମିଲନାଡୁର ତ୍ରିଚିର...

Advertisement
Archives

Model This Week