ସମ୍ପାଦକୀୟ

ଦିଶାଙ୍କ ପରେ

କେରଳର ଏକ ଦୈନିକ ଖବରକାଗଜର ଦିଲ୍ଲୀ ଖବରଦାତା ସିଦ୍ଦିକ୍‌ କାପାନ୍‌ଙ୍କୁ ୧୫ ଫେବୃୟାରୀରେ ସୁପ୍ରିମକୋର୍ଟ ଅସୁସ୍ଥ ହୋଇପଡ଼ିଥିବା ତାଙ୍କ ୯୦ ବର୍ଷୀୟା ମା’ଙ୍କୁ ଦେଖା କରିବା ଲାଗି ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। କୌଣସି ଗଣମାଧ୍ୟମ ବା ସୋସିଆଲ୍‌ ମିଡିଆରେ କାପାନ୍‌…

ତେଲ ବ୍ୟସ୍ତ କରୁଛି

ଭାରତର କେତେକ ପ୍ରାନ୍ତରରେ ପେଟ୍ରୋଲ ଓ ଡିଜେଲ ଦର ଶତକ ଛୁଇଁଥିବା ବେଳେ ଓଡ଼ିଶା ସେହି ଦିଗରେ ମୁହଁାଇଛି। ଏହି ସମୟରେ ଏଲ୍‌ପିଜି ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇ ୧୪.୨ କିଲୋ ବିଶିଷ୍ଟ ରନ୍ଧନ ସିଲିଣ୍ଡର ୮୦୦ ଟଙ୍କା ହେବାକୁ…

ଗ୍ରାମ ଦେବୀ

ଆଉ କିଛି ମାସ ପରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଭାଜପା ଓ ତୃଣମୂଳ କଂଗ୍ରେସ ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଲାଗି ରହିଛି। ନିକଟରେ ଭାଜପା ରାଜ୍ୟ ସଭାପତି ଦିଲୀପ ଘୋଷଙ୍କ ଏକ ମନ୍ତବ୍ୟ ଧର୍ମୀୟ ରାଜନୀତିର କୁତ୍ସିତ…

ଶିକ୍ଷା, ଶିକ୍ଷାର୍ଥୀ ଓ ମାତାପିତା

ଡ. ମନୋରଞ୍ଜନ ପ୍ରଧାନ ଗୋଟିଏ ପରମ ବୈଭବଶାଳୀ ରାଷ୍ଟ୍ରର ଆଧାର ହେଉଛି ତା’ର ସମର୍ଥ, ସଶକ୍ତ, ସଂସ୍କାରଯୁକ୍ତ ଓ ଶୃଙ୍ଖଳିତ ଭବିଷ୍ୟତ ପିଢ଼ି। ଦେଶର ଭାବୀ ନାଗରିକଗଣ ଯେପରି ସଦାଚାରୀ, ସ୍ବାଭିମାନୀ, ଶୃଙ୍ଖଳିତ, କର୍ତ୍ତବ୍ୟନିଷ୍ଠ ଓ ସକଳ ସଦ୍‌ଗୁଣ ଅଧିକାରୀ ହୋଇ…

ପୃଥିବୀ ହେବ ଉତ୍ତପ୍ତ ଘର

ଅନ୍ତର୍ଯ୍ୟାମୀ ପଟ୍ଟନାୟକ ଉତ୍ତରାଖଣ୍ଡରେ ହିମଶୈଳ ଅଚାନକ ଫାଟି ବନ୍ୟା ଦୁର୍ବିପାକ ଆଣିବା ଘଟଣା ପାଣିପାଗ ବିଶେଷଜ୍ଞ ଓ ଭୌଗୋଳିକ ବିଜ୍ଞାନୀମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି। ତାପମାତ୍ରା ଶୂନ ଡିଗ୍ରୀ ତଳକୁ ଖସିବା ସହ ଗ୍ରୀଷ୍ମକାଳ ଆସିବାକୁ ଆହୁରି କିଛିଦିନ ବାକି ଥିବାବେଳେ ଶୀତ…

ଏଇ ଭାରତରେ

ସମୁଦ୍ର ପତ୍ତନଠାରୁ ୧୪,୦୦୦ ଫୁଟ ଉଚ୍ଚରେ ଚାଷରେ ସଫଳତା ପାଇବା କିଛି କମ୍‌ କଥାନୁହେଁ। ଏଭଳି ସଫଳ ଚାଷୀ ଜଣକ ହେଉଛନ୍ତି ଲଦାଖର ଉର୍ଗେନ ଫନ୍‌ଷ୍ଟୋଗ। ବୟସ ୪୮। ଲେହଠାରୁ ୭୦ କି.ମି. ଦୂର ଜିୟା ଗାଁରେ ତାଙ୍କ ଘର। ୧୨…

ପିଲାଙ୍କୁ ଉପେକ୍ଷା

ଆକାର ପଟେଲ ଚଳିତ ମାସ ପ୍ରାରମ୍ଭରେ ଉପସ୍ଥାପିତ ବଜେଟକୁ ଦୁଇଟି ବିଷୟ ପାଇଁ ପ୍ରଶଂସା କରାଗଲା। ପ୍ରଥମତଃ କୁହାଗଲା ବ୍ୟୟବରାଦ ପୁଞ୍ଜି ଖର୍ଚ୍ଚ ଠିକ୍‌ ବାଟରେ ହୋଇଛି, ଯାହା ଦୀର୍ଘମିଆଦୀ ଭିତ୍ତିରେ ଲାଭଦେବ। ଦ୍ୱିତୀୟରେ କୁହାଗଲା ଯେ, ଏହା ସମ୍ପୂର୍ଣ୍ଣ ସ୍ବଚ୍ଛ।…

ପ୍ରେମ: ଏକ ସତ୍ୟଶୀଳ ଉପଲବ୍ଧି

ଡ.ପ୍ରଫୁଲ୍ଲ କୁମାର ସାହୁ ମାନବୀୟ ବିଚାରବୋଧରୁ ବିକଶିତ ସାମାଜିକ ଜୀବନଧାରାକୁ କୁହାଯାଏ ସଂସ୍କୃତି। ଧର୍ମକର୍ମ, ପର୍ବପର୍ବାଣି, ଖାଦ୍ୟପେୟ, ବେଶପୋଷାକ ଆଦି ତା’ର ଅଙ୍ଗୀଭୂତ ବିଷୟ। ପ୍ରତ୍ୟେକ ଦେଶର ପରିବେଶ ଓ ପରିସ୍ଥିତି ଅନୁଯାୟୀ ପ୍ରତିଷ୍ଠା ଲଭେ ସେଠାକାର ସାମାଜିକ ଚଳଣି। ତେଣୁ…

ପିଢ଼ି ପରିବର୍ତ୍ତନକାରୀ

ଉଚ୍ଚାଭିଳାଷ ବ୍ୟକ୍ତିକୁ ବଡ଼ ହେବା ପାଇଁ ପ୍ରେରଣା ଦେଇଥାଏ। ଯୁବପିଢ଼ି ହିଁ ପରିବର୍ତ୍ତନର ରୂପକାର ପାଲଟିଥାଆନ୍ତି। ଏକବିଂଶ ଶତାବ୍ଦୀରେ ଅଭିଜ୍ଞ ତଥା ବରିଷ୍ଠ ବ୍ୟକ୍ତିମାନେ ଯେଉଁ କ୍ଷେତ୍ରରେ ଯୁବବର୍ଗଙ୍କୁ ସୁଯୋଗ ଦେଉଛନ୍ତି ସେମାନେ ଉତ୍କର୍ଷ ଲାଭ କରୁଥିବା ଦେଖିବାକୁ ମିଳୁଛି। ଏବେ…

ଏଇ ଭାରତରେ

କୋଭିଡ୍‌ ମହାମାରୀରେ କୋଟି କୋଟି ଲୋକ ଚାକିରି ହରାଇଛନ୍ତିି। ଦିନ ମଜୁରିଆମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ କେରଳର ଦିନମଜୁରିଆ ସଗୀର ଉପହାର ତାଙ୍କ ସାହସ ହରାଇନାହାନ୍ତି, ବରଂ ନିଜ ଘରେ କୁଣ୍ଡରେ ମାଛଚାଷ କରି ୩୦୦…

ବିଫଳ ଉଚ୍ଚଶିକ୍ଷା

ଡ. ସୁବାସ ଚନ୍ଦ୍ର ପାତ୍ର ଏକ ବ୍ୟବସ୍ଥା ହିସାବରେ ଓଡ଼ିଶାରେ ଉଚ୍ଚଶିକ୍ଷା ସମ୍ପୂର୍ଣ୍ଣ ବିଫଳ ହୋଇଛି। ଜ୍ଞାନାର୍ଜନ ପାଇଁ ଉଚ୍ଚଶିକ୍ଷାନୁଷ୍ଠାନ ଏକ ଭରସାଯୋଗ୍ୟ, ନିର୍ଭରଯୋଗ୍ୟ ଅନୁଷ୍ଠାନ ଭାବରେ ଆଉ ବିବେଚିତ ହେଉନାହାନ୍ତି। ଖାଲି ପ୍ରମାଣପତ୍ର ସଂଗ୍ରହ ଓ ଅନ୍ୟାନ୍ୟ କେତେ ଆନୁଷ୍ଠାନିକ…

ନିଃସଙ୍ଗ ପୃଥିବୀ

ଦ୍ୱିତୀ ଚନ୍ଦ୍ର ସାହୁ ଫୋନ୍ ରିଂରୁ ଜାଣିହେଲା କିଏ ଫୋନ୍‌ କରିଛି। ବ୍ୟସ୍ତତା ଭିତରେ ସ୍କ୍ରିନ୍‌ରେ କଲ୍‌କୁ ନ ପରଖି ଉଠାଇଲି କଲ୍‌। ସେପଟୁ ବନ୍ଧୁ ଶିବାଶିଷ। ପଶ୍ଚିମ ଓଡ଼ିଶାରେ ଶିକ୍ଷକତା କରନ୍ତି। ସୁନ୍ଦର ଗପ ଲେଖନ୍ତି। ଚିନ୍ତାଶୀଳ ବ୍ୟକ୍ତିତ୍ୱ। ସମଚିନ୍ତାଧାରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri