ଏଇ ଭାରତରେ

ଛତିଶଗଡ଼ର ପୁଷ୍ପା ସାହୁଙ୍କୁ ଏବେ ସଭିଏ ‘ହରିୟାଲି ଦିଦି’ ବୋଲି ସମ୍ବୋନ୍ଧନ କରୁଛନ୍ତି। ପୁଷ୍ପାଙ୍କର ଗଛ ପ୍ରତି ଭଲ ପାଇବା ଓ ତାଙ୍କ ଜୈବିକ ଚାଷ ପଦ୍ଧତିକୁ ଲକ୍ଷ୍ୟକରି ଲୋକେ ତାଙ୍କୁ ଏଭଳି ନାଁ ଦେଇଛନ୍ତିି। ରାୟପୁରରେ ରହନ୍ତି ପୁଷ୍ପା। ସେ ୨୦୧୩ରୁ ଘର ବଗିଚାରେ ଜୈବିକ ପଦ୍ଧତିରେ ଫଳ ଓ ପରିବା ଉପତ୍ାଦନ କରୁଛନ୍ତି। ୧୨ ପ୍ରକାର ଓ୍ୟଷଧୀୟ ଓ ୧୦ ପ୍ରକାର ଫଳ ଗଛ ସମେତ ୧୦୦ ପ୍ରକାରରୁ ଅଧିକ ଗଛ ତାଙ୍କ ବଗିଚାରେ ଶୋଭାପାଉଛିି। ପୁଷ୍ପା ୨୦ ପ୍ରକାର ପରିବା ଚାଷ କରୁଛନ୍ତି। ଚାଷ କରି ଦୀର୍ଘ ୮ ବର୍ଷ ହେବ ପରିବାରର ଚାହିଦା ପୂରଣ କରୁଛନ୍ତି। ୨୦୦ ଲିଟର ତେଲ ଡ୍ରମ୍‌ରେ ଛୋଟ ଗଛ ଓ ୧,୦୦୦ ଲିଟର ଡ୍ରମ୍‌ରେ ଫଳ ଗଛ ଲଗାଇଛନ୍ତି। ପରିବା ଓ ଫଳ ବାବଦ ଖର୍ଚ୍ଚ କମାଇ ସେ ମାସକୁ ୩,୦୦୦ ଟଙ୍କା ସଞ୍ଚୟ କରୁଛନ୍ତି। ବଜାରରେ ପରିବା ଫଳ ଦାମ ବୃଦ୍ଧି ହେଲେ ଏଥିରେ ତାଙ୍କ ଉପରେ କୌଣସି ପ୍ରଭାବ ପଡ଼ୁନାହିଁ। ବଜାର ଉପରେ ସେ କମ୍‌ ନିର୍ଭର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋ ବାପା କିଏ ଜାଣିଛ?

ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଚିଲିର ରାଷ୍ଟ୍ରପତି ସେବାଷ୍ଟିଆନ୍‌ ପିନେରା ବିନା ମାସ୍କରେ ଜଣେ ମହିଳାଙ୍କ ସହ ଫଟୋ ଉଠାଇବାରୁ ତାଙ୍କୁ ୩ ହଜାର ୫୦୦ ଆମେରିକୀୟ...

ସମ୍ପର୍କର ମୂଲ୍ୟ

ଡ. ବାସୁଦେବ ମିଶ୍ର ଜୀବନଟିଏ ସୃଷ୍ଟି ହେବା ଆଗରୁ ସମ୍ପର୍କଟିଏ ତା’ର ହେତୁ ହୋଇଯାଏ। ମାତାପିତାଙ୍କ ମଧ୍ୟରେ ସମ୍ପର୍କ ବିନା ସନ୍ତାନଟିଏ ସମ୍ଭବ ହୁଏନାହିଁ। ଗୁରୁଶିଷ୍ୟଙ୍କର...

ମାନସିକ ଚାପ ଓ ସଂକ୍ରମଣ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ଧୁନିକ ଜୀବନ ଶୈଳୀର ଅନ୍ୟତମ ଭୟାବହ ପରିଣାମ ହେଲା ମାନସିକ ଚାପ। ଅପରିସୀମ ଲୋଭ, କ୍ରୋଧ, ଈର୍ଷା, ହିଂସା, ଭୟ...

ବାବୁଙ୍କ ଦ୍ୱିତୀୟ ପାଳି

ବେଳେବେଳେ ରାଜନେତାମାନେ ସେମାନଙ୍କ ପ୍ରିୟ ତଥା ଭରସାଯୋଗ୍ୟ ବାବୁଙ୍କୁୁ ଅବସର ପରେ ଛାଡ଼ିବାକୁ ଅନିଚ୍ଛୁକ ହୋଇଥାଆନ୍ତି। କୌଣସି ପ୍ରକାରେ ସେମାନଙ୍କୁ ପୁଣି ପ୍ରଶାସନକୁ ଫେରାଇ ଆଣିବାର...

ଭୋଟ ବର୍ଜନ ଏକ ଭ୍ରାନ୍ତି

ସହଦେବ ସାହୁ ପରିହାର କି ପରିତ୍ୟାଗ କହିଲେ ବଡ଼ ନରମ ଲାଗେ, ମାନେ କାହାକୁ ନ ଜଣାଇ ତ୍ୟାଗ କରିବା। ଗୋଟିଏ ଇଚ୍ଛା ପ୍ରକାଶ ବା...

ଭିନ୍ନ ଉତ୍ତରଭାରତ

ଦେଶର ସର୍ବବୃହତ୍‌ ରାଜ୍ୟ ଉତ୍ତରପ୍ରଦେଶ ସମେତ ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ଇତିମଧ୍ୟରେ ପ୍ରକାଶ ପାଇସାରିଛି। ପଞ୍ଜାବରେ ଆମ୍‌...

ଫେରୁଛି ପୁରୁଣା ଦିନ

ଉପେନ୍ଦ୍ର ବିଶ୍ୱାଳ ସକାଳ ସ୍ନାନ ସାରି ସାଧୁ ଜଣକ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟାଞ୍ଜଳି ଦେଉଥାନ୍ତି ନଦୀର ଅଣ୍ଟାଏ ପାଣିରେ। ଛଞ୍ଚାଣର ପଞ୍ଝାରୁ ଆକାଶରୁ ଅକସ୍ମାତ୍‌ ଖସିଆସି ଆଞ୍ଜୁଳାରେ...

ପାଠ ଓ ପରୀକ୍ଷା

ଡ. ପ୍ରଫୁଲ୍ଲ କୁମାର ସାହୁ ମହାମାରୀ କରୋନା ଦେଶର ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରିଥିଲେ ବି ସେଥିରେ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛି ଶିକ୍ଷା ବ୍ୟବସ୍ଥା।...

Advertisement
Archives

Model This Week