ସମ୍ପାଦକୀୟ

ଜଙ୍ଗଲ ଯାହାର, ଅଧିକାର ତାହାର

ବିଶ୍ୱ ବନ୍ୟ ଦିବସ ଉପଲକ୍ଷେ ପ୍ରଫେସର ଡ. ଅଜୟ କୁମାର ପାତ୍ର ଜୀବଜଗତରେ ବିଭିନ୍ନ ସ୍ତରରେ ବୃକ୍ଷଲତା, କୀଟପତଙ୍ଗ, ଜୀବଜନ୍ତୁ ଓ ସର୍ବୋପରି ମଣିଷ ମଧ୍ୟରେ ଏକ ମଧୁର ସମ୍ପର୍କ ଏପରି ସମତୁଲ ଭାବରେ ଜଡ଼ିତ ଯେ ଗୋଟିକର କ୍ଷୟକ୍ଷତି ଓ…

ଏଇ ଭାରତରେ

ପ୍ରାଧ୍ୟାପକ ଗଣେଶନ୍‌ ଡି. ରହୁଛନ୍ତି ଚେନ୍ନାଇରେ। ସେ ୨୦୧୭ରେ କୋଡୁଗାଲ ଟ୍ରଷ୍ଟ ପ୍ରତିଷ୍ଠା କରି ତା’ ମାଧ୍ୟମରେ ସ୍ପାରୋ ବା ଘରଚଟିଆଙ୍କ ସୁରକ୍ଷା ଲାଗି କାର୍ଯ୍ୟ କରୁଛନ୍ତି। ଟ୍ରଷ୍ଟ ଦ୍ୱାରା ତିଆରି କାଠବାକ୍ସ ଚେନ୍ନାଇରେ ଲୋକମାନଙ୍କୁ ବାଣ୍ଟି ଘରଚଟିଆଙ୍କ ବଂଶରକ୍ଷା ଲାଗି…

ଏଇ ଭାରତରେ

ଗ୍ରାମାଞ୍ଚଳ ପିଲାମାନଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କରିବା ଲାଗି ଉତ୍ତରପ୍ରଦେଶର ପ୍ରଭାତ ସକ୍‌ସେନା ୬ଟି ଜିଲାରେ ସ୍ମାର୍ଟ କ୍ଲାସ୍‌ ଚଳାଉଛନ୍ତି। ଏଥିରେ ୩୦୦୦ ଅସହାୟ ପିଲାଙ୍କୁ ସାମିଲ କରିଛନ୍ତି। ୨୦୧୫ରୁ ସେ ଏହି କାର୍ଯ୍ୟ ‘ସୃଜନ ଏକ ସୋଚ’ ଏନ୍‌ଜିଓ ମାଧ୍ୟମରେ…

ଭୋକ

ଛନ୍ଦା ମିଶ୍ର ଖୁବ୍‌ ସାନ ହୋଇଥିଲି, କିନ୍ତୁ ଆଜି ବି ଘଟଣାଟି ଲେଖିଲା ବେଳକୁ ମୋ ଆଖି ଆଗରେ ଜଳଛବି ପ୍ରାୟ ଭାସି ଯାଉଛି। ଦିନ ବାରଟା ସାଢ଼େବାରଟା ସମୟ ହେବ, ଭିକାରି ଜଣେ ଗେଟ୍‌ ଖଡ଼ଖଡ଼ କରି ଚିତ୍କାର କରୁଥାନ୍ତି…

ମୂଲ୍ୟବୋଧ ଶିକ୍ଷା ଆବଶ୍ୟକ

ଡ. ମନୋରଞ୍ଜନ ପ୍ରଧାନ ସାଧୁତା, ସଚ୍ଚୋଟତା ତଥା ସଦାଚାର ମନୁଷ୍ୟର ସର୍ବଶ୍ରେଷ୍ଠ ମୂଲ୍ୟବୋଧ; ଯାହା ପାଇଁ ସେ ନିଜକୁ ଜୀବଶ୍ରେଷ୍ଠ ବୋଲି ଗର୍ବ କରେ। କିନ୍ତୁ ଆଜିର ଭୋଗବାଦୀ ଦୁନିଆରେ ଏସବୁ ମାନବୀୟ ଗୁଣର ଅଧିକାରୀ ହେବା ମଣିଷ ପାଇଁ କାଠିକର…

ଶାସନରେ ସମସ୍ୟା

ୟୁଟି କ୍ୟାଡରରେ ଜମ୍ମୁ-କଶ୍ମୀର କ୍ୟାଡର୍‌ର ମିଶ୍ରଣ ଘଟିଛି। ଏହି କ୍ୟାଡର ମିଶ୍ରଣ କେନ୍ଦ୍ରଶାସିତ ଅଞ୍ଚଳରେ ଆଇଏଏସ୍‌ ଅଧିତ୍କାରୀମାନଙ୍କର ଘୋର ଅଭାବ ଭଳି ସମସ୍ୟାକୁ ସମାଧାନ କରିବା ଉଦ୍ଦେଶ୍ୟରେ କରାଯାଇଛି। ପୂର୍ବରୁ ଜମ୍ମୁ-କଶ୍ମୀର କ୍ୟାଡରର ଆଇଏଏସ୍‌ ଅଧକାରୀଙ୍କ ନିର୍ଦ୍ଧାରିତ ସଂଖ୍ୟା ଥିଲା ୧୩୭…

ଏଇ ଭାରତରେ

ଜମ୍ମୁ-କଶ୍ମୀରର ସାହସିନୀ ମହିଳା ଆଲିଆ ମୀର। ସେ ଶିକ୍ଷକତା ଛାଡ଼ି ପ୍ରାଣୀ ସୁରକ୍ଷାରେ ଲାଗିଛନ୍ତି। ରହନ୍ତି ଶ୍ରୀନଗରରେ। ଗଣିତରେ ସ୍ନାତକୋତ୍ତର ଡିଗ୍ରୀ ଓ ବି.ଏଡ୍‌. ଶେଷ କରିବା ପରେ ଗଣିତ ଶିକ୍ଷୟିତ୍ରୀ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ଜଣେ ପ୍ରାଣୀ…

ପିତୃପୁରୁଷଗଣ ଅନୁଶରଣ୍ୟ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ପୂର୍ବ ପ୍ରବନ୍ଧ (୧୭ା୩ା୨୦)ରେ ଆମେ ଆର୍ଯ୍ୟ ‘ପଞ୍ଚବର୍ହିଃ’ର ଦ୍ୱିତୀୟ ଶ୍ଳୋକଟି ଆଲୋଚନା କରିଛୁ। ପଞ୍ଚବର୍ହିଃର ତୃତୀୟ ଶ୍ଳୋକଟି ହେଲା- ‘ତଦ୍‌ବର୍ତ୍ମାନୁବର୍ତ୍ତିନଃ ପିତରଃ ଶରଣମ୍‌’। ଅର୍ଥାତ୍‌ ସେମାନଙ୍କ (ପ୍ରବୁଦ୍ଧ ଋଷିମାନଙ୍କ)ର ପନ୍ଥା ଅନୁସରଣକାରୀ ପିତୃଗଣଙ୍କର ଶରଣ ନେଉଅଛି। ଋଷି ଏବଂ…

ବ୍ୟସ୍ତ ଜୀବନ ଓ ନିଦ୍ରା ସମସ୍ୟା

ଈପ୍ସିତା ମହାନ୍ତି ନିଦ୍ରା ହେଉଛି ପ୍ରକୃତିର ଏକ ଅନୁପମ ବରଦାନ। ନିଦରେ ଶୋଇବାକୁ ଅବା ନିଦ୍ରାରେ ଯିବାକୁ କିଏବା ନ ଚାହେଁ! ନିଦ୍ରା ଆଜି ଏକ ବିଳାସପ୍ରିୟ ଭୂମିକାରେ ଅବତୀର୍ଣ୍ଣ। ଆଜିର ଦୁନିଆରେ ଦୈନିକ ସମ୍ପୂର୍ଣ୍ଣ ୮ରୁ ୯ଘଣ୍ଟା ନିରବଚ୍ଛିନ୍ନ ଭାବେ…

ଧାନକିଣାରେ ରାଜନୀତ

ଆମ ରାଜ୍ୟରେ ଧାନକିଣା ପ୍ରକ୍ରିୟା ସବୁବେଳେ ଏକ ସମସ୍ୟା ହୋଇ ରହିଆସିଛି। ପ୍ରତିବର୍ଷ ଏହି ପ୍ରକ୍ରିୟା ସଞ୍ଚାଳନ କରିବାରେ ଦେଖାଯାଉଥିତ୍ବା ଅସଙ୍ଗତି ବା ଅବ୍ୟବସ୍ଥା ଯୋଗୁ ସରକାର କଡ଼ା ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟର ୧୨,୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଧାନ…

କୁକୁରଛୁଆଙ୍କ ସୁରକ୍ଷା ଲୋଡ଼ା

ମାନେକା ଗାନ୍ଧୀ ୧୯୮୭ରେ ରାସ୍ତାରେ ବୁଲୁଥିବା ଗୋଟିଏ ମା’କୁକୁରର ମାସକର ଛୁଆମାନଙ୍କୁ ମୁଁ ଖାଇବାକୁ ଦେଉଥିଲି। ସେମାନେ ଭୟଙ୍କର ଭାବେ ମରିବା ଆରମ୍ଭ କରିଦେଲେ। ସେମାନଙ୍କ ମଳରେ ପଡୁଥିବା ରକ୍ତର ନମୁନା ପରୀକ୍ଷା କରିବା ପରେ ତାହା ପରଜୀବୀ କୃମି ବୋଲି…

ସମାଜ ସେବା ଓ ଭଗବତ ପ୍ରେମ

ସୁମନ୍ତ କୁମାର ଭୂୟାଁ ଗୋଟିଏ ଗାଁରେ ଏକ ଭବ୍ୟ ଶିବ ମନ୍ଦିର ଥିଲା। ସେ ମନ୍ଦିରରେ ଯେଉଁ ପୂଜକ ଥିଲେ ତାଙ୍କର ନିତିଦିନିଆ ଅଭ୍ୟାସ ଅନୁଭୂତି ଯୋଗୁ ସେ ଗୋଟିଏ ହାତରେ ଆରତି କରିପାରୁଥିବା ବେଳେ ଅନ୍ୟ ହାତରେ ଘଣ୍ଟି ବଜାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri