ଏଇ ଭାରତରେ

ବର୍ଜ୍ୟ ଦେବେ ଓ ତା’ବଦଳରେ ପିଜା ପାଇବେ ।
ଏମିତି କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ଏହା ସତ। ଅହମଦାବାଦରେ ଦେଖିବାକୁ ମିଳିଛି ଏମିତି ଘଟଣା। ହାର୍ଦ୍ଦିକ ଶାହା ପରିବେଶ ପ୍ରଦୂଷଣ ରୋକିବା ଲାଗି ଏଭଳି ଅଭିଯାନ ଆରମ୍ଭ କରିଛନ୍ତି। ହାର୍ଦ୍ଦିକ ଜଣେ କଣ୍ଟ୍ରୋଲ ଇଞ୍ଜିନିୟର। ସେ ଗ୍ରୀନ୍‌ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ୨୦୧୭ରେ ଏହି କମ୍ପାନୀ ଆରମ୍ଭ କରିଥିଲେ। ୨୦୧୧ରେ ଜାପାନ ଯାଇଥିତ୍ବା ସମୟରେ ଏହି କାର୍ଯ୍ୟ କରିବାକୁ ସେ ପ୍ରେରଣା ପାଇଥିଲେ। ବର୍ଜ୍ୟ ମୂଲ୍ୟରେ ଲୋକଙ୍କୁ ଜିନିଷ କିଣିବା ଲାଗି ଏକ ଆପ୍‌ ବିକାଶ କରିଛନ୍ତି। ଏଥିତ୍ରେ ୫,୦୦୦ ସବ୍‌ସ୍କ୍ରାଇବର ରହିଛନ୍ତି। ଲୋକଙ୍କୁ ଜିନିଷ ଯୋଗାଇ ଦେବା ଲାଗି ଏବେ ସୁଦ୍ଧା ତାଙ୍କ ପାଖରେ ୮୦ ପ୍ରକାର ଭେଣ୍ଡର ରହିଛନ୍ତି। କେବଳ ପିଜା ନୁହେଁ, ଯେ କୌଣସି ଜିନିଷ ନେବା ପାଇଁ ବ୍ୟବସ୍ଥା କରାଯାଇଛି। ଏବେ ସୁଦ୍ଧା ହାର୍ଦ୍ଦିକଙ୍କ କମ୍ପାନୀ ୧୦୦ ଟନ୍‌ ବର୍ଜ୍ୟ ସଂଗ୍ରହ କରିସାରିଛନ୍ତି। ବର୍ଜ୍ୟ ସଂଗ୍ରହ କରିବାରେ ଓ ଲୋକଙ୍କ ପାଖରେ ତା’ମୂଲ୍ୟର ଜିନିଷ ପହଞ୍ଚାଇବାରେ ବହୁ ଲୋକ ମଧ୍ୟ ନିଯୁକ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ବଣ୍ଡା ସଂସ୍କୃତି

ଦ୍ୱିତୀ ଚନ୍ଦ୍ର ସାହୁ ଘୋଡେଇ ହୋଇଛି ମାଛକାତିଆ ଆକାଶ। ନୀଳ ଓ ଧଳାର ଅପୂର୍ବ ସମନ୍ବୟରେ ଆକାଶ ଆହୁରି ଆକର୍ଷଣୀୟ ହୋଇଉଠିଛି ଶରତର ପହିଲି ଛୁଆଁରେ।...

ବଡ଼ଲୋକଙ୍କୁ ପ୍ରଶ୍ନ ହିଁ ନାହିଁ

ଅଧ୍ୟାପକ ନିରଞ୍ଜନ ପାଢ଼ୀ   କେଉଁ କାଳରୁ ଗଡ଼ି ଗଡ଼ି ଆସୁଥିବା ‘ବଡ଼ଲୋକଙ୍କୁ ଉତ୍ତର ନାହିଁ’ ବୋଲି କଥାଟିକୁ ଟିକେ ନିରିଖେଇ ଦେଖିଲେ ଜାଣିହେବ ଯେ...

ଏଇ ଭାରତରେ

ଶିଶୁସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବାରେ ଜଗଦୀପ ଗମ୍ଭୀରଙ୍କ ପ୍ରୟାସ ବେଶ୍‌ ପ୍ରେରଣାଦାୟକ। ଇଣ୍ଡିଆନ୍‌ ସ୍କୁଲ୍‌ ଅଫ୍‌ ବିଜ୍‌ନେସରୁ ଶିକ୍ଷା ଶେଷ କରି ସେ ଚାକିରି କରିଥିଲେ।...

ଦ୍ୱିତୀୟ ଭଗବାନ୍‌ ବି ଯମ ହୋଇପାରେ

ସହଦେବ ସାହୁ     ଅକ୍ଟୋବର ୧୯ରେ ଏହି ସ୍ତମ୍ଭରେ ‘ଧବଳଟଗର ଉପରେ କଳା ଆବରଣ’ ଅଗ୍ରଲେଖରେ କଟକ ସହରରେ କେତେକ ଔଷଧ ଦୋକାନୀ ଭେଜାଲ...

ସମ୍ପାଦକୀୟ/ ମଦ ପିଇ ମରିବା

ଚଳିତ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ଓଡ଼ିଶାରେ ୨୯ ଏପ୍ରିଲରେ ଶେଷ ହୋଇଛି। ଏହି ଚୂଡ଼ାନ୍ତ ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖାଦେଇଥିଲା।...

ଏଇ ଭାରତରେ

ବେଳେବେଳେ କୃଷକମାନେ ଯାହା ଆବିଷ୍କାର କରନ୍ତି ତାହାକୁ ବୈଜ୍ଞାନିକମାନେ ବି ଗ୍ରହଣ କରିଥାନ୍ତି। ଏଭଳି ଜଣେ କୃଷକ ହେଉଛନ୍ତି ତେଲଙ୍ଗାନାର ଚିନ୍ତଲା ଭେଙ୍କଟ ରେଡ୍ଡୀ। ସେ...

ଏଇ ଭାରତରେ

ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଜଣେ ମହିଳା ଶ୍ମଶାନର ବିକାଶ ପାଇଁ କାମ କରିବା କିଛି କମ୍‌ କଥା ନୁହେଁ। ଏଭଳି କାର୍ଯ୍ୟ କରୁଛନ୍ତି ଚେନ୍ନାଇର...

ଗାଁ ଅବଧାନ

ଅଲେଖ ଚନ୍ଦ୍ର ସାମଲ ଚାଟଶାଳୀ ଆଉ ‘ଅବଧାନ’ଙ୍କ କଥା କହିଲେ ଆମକୁ ପୁରୁଣା ଦିନକୁ ଫେରି ଯିବାକୁ ହେବ। ସ୍ବାଧୀନତା ପୂର୍ବ ଏବଂ ଗ୍ରାମାଞ୍ଚଳରେ ଶିକ୍ଷାର...

Advertisement
Archives

Model This Week