ଏଇ ଭାରତରେ

ଗଣେଶ କିମ୍ବା ଅନ୍ୟ ଦେବଦେବୀଙ୍କ ମୂର୍ତ୍ତି ବିସର୍ଜନ ଯୋଗୁ ଜଳ ପ୍ରଦୂଷଣ ହେଉଛି। ଏହାର ପ୍ରତିକାର ପାଇଁ ନାସିକ୍‌ର ତୃପ୍ତି ଗାଏକ୍ୱାଡ ଏକ ଅଭିନବ ଉପାୟ ଆପଣାଇଛନ୍ତି। ୩୩ ବର୍ଷୀୟା ତୃପ୍ତି ପେସାରେ ଜଣେ ଆଡ୍‌ଭୋକେଟ। ସେ ପା୍ଲଷ୍ଟର୍‌ପ୍ୟାରିସ, ଥର୍ମୋକୁଲ୍‌ରେ ନିର୍ମିତ ଦେବଦେବୀଙ୍କ ବିସର୍ଜିତ ତଥା ଭଗ୍ନ ମୂର୍ତ୍ତିରୁ ଖେଳନା ତିଆରି କରି ବସ୍ତିର ଅସହାୟ ପିଲାଙ୍କୁ ଦେଉଛନ୍ତି। ୨୦୧୯ରୁ ‘ସମ୍ପୂର୍ଣ୍ଣମ୍‌ ସେବା ଫାଉଣ୍ଡେଶନ’ମାଧ୍ୟମରେ ସେ ଏହି ଅଭିଯାନ ଆରମ୍ଭ କରିଥିତ୍ଲେ। ପ୍ରଥମେ ଘରେ ଭାଙ୍ଗିଯାଉଥିତ୍ବା ମୂର୍ତ୍ତି କିମ୍ବା ଫଟୋଫ୍ରେମ୍‌କୁ ପାଣିରେ ନ ପକାଇ ତାଙ୍କ ପାଖକୁ ପଠାଇବା ଲାଗି ସୋସିଆଲ ମିଡିଆରେ ଅନୁରୋଧ କରିଥିଲେ। ଏବେ ପୁଣେ, ନାଗପୁର ଏବଂ ମୁମ୍ବାଇରୁ ଏସବୁ ଜିନିଷ ତାଙ୍କ ପାଖରେ ପହଞ୍ଚୁଛି। ସେ ଏଥିପାଇଁ ଏକ ହ୍ବାଟ୍ସ ଆପ୍‌ ଗ୍ରୁପ ମଧ୍ୟ ଖୋଲିିଛନ୍ତି। ଏହି କାର୍ଯ୍ୟରେ ୨୫ ଜଣ ସ୍ବେଚ୍ଛାସେବୀ ତାଙ୍କ ସହ ଯୋଗଦେଇଛନ୍ତି। ଏବେ ସୁଦ୍ଧା ସେ ୨୦,୦୦୦ ବିଭିନ୍ନ ପ୍ରକାର ମୂର୍ତ୍ତିର ପୁନଃଉପଯୋଗ କରି ଖେଳନା ଓ ଅନ୍ୟ ଜିନିଷ ତିଆରି କରିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ମୋର ମରିବାର ନାହିଁ

ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ ବୋଲି ଜାଣିଥିଲେ ମଧ୍ୟ କିଏ କରିପାରେ ଏମିତି ଔଦ୍ଧତ୍ୟପୂର୍ଣ୍ଣ ଆସ୍ଫାଳନ, ‘ମୋର ମରିବାର ନାହିଁ!’ ବିଶେଷତଃ ସେଇ ସମୟରେ, ଯେତେବେଳେ...

ଉଚ୍ଚସ୍ଥାନରୁ ଚିତ୍କାର

ଚଳିତ ମାସ ୧୫ ତାରିଖରେ କେନ୍ଦ୍ର କ୍ୟାବିନେଟ ଝିଅମାନଙ୍କ ବିବାହ ବୟସ ୧୮ରୁ ୨୧କୁ ବୃଦ୍ଧି କରିବା ଲାଗି ଅନୁମୋଦନ କରିବା ପରେ ଦେଶବ୍ୟାପୀ ଏହାର...

ପାଳଦଉଡ଼ି ଏବେ ନାଗସାପ

ଡ. ନିଖିଳାନନ୍ଦ ପାଣିଗ୍ରାହୀ   ନିମହାନ୍‌ସ (ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଣ୍ଟାଲ ହେଲ୍‌ଥ ଆଣ୍ଡ୍‌ ନ୍ୟୁରୋ ସାଇନ୍‌ସେସ୍‌) ତରଫରୁ ମାଗଦର୍ଶକ- ଦଲିଲର (ଗାଇଡେନ୍ସ ଡକ୍ୟୁମେଣ୍ଟ)ର ଏକ...

ଏଇ ଭାରତରେ

ବର୍ଜ୍ୟର ପୁନଃ ଉପଯୋଗ କରି କୃଷି ସମସ୍ୟା ଦୂର କରିବାରେ ରାଜସ୍ଥାନର ନାରାୟଣ ଗୁଜ୍ଜର ଓ ପୁରନ ସିଂଙ୍କ ପ୍ରୟାସ ନିଶ୍ଚିତ ନିଆରା। ବୋରଜ ଗାଁର...

ସମ୍ବିଧାନ ବଦଳାଇବାର ବିତର୍କ

ଅନିଲ କୁମାର ବିଶ୍ୱାଳ କିଛି ଦିନ ତଳେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଦେଶର ସମ୍ବିଧାନକୁ ବଦଳାଇ ଆଉ ଥରେ ସମ୍ବିଧାନ ଲେଖାଯିବା ଦରକାର...

ପରମାଣୁ ଶକ୍ତିର ସନ୍ଦେଶ

ଡ. ନରେନ୍ଦ୍ର କୁମାର ସେଠୀ ୧୯୩୮ ମସିହାରେ ଜର୍ମାନ ବୈଜ୍ଞାନିକ ଓଟୋ ହାନ ଓ ଫ୍ରିଜ ଷ୍ଟ୍ରସମାନ ଆଣବିକ ବିଖଣ୍ଡନ ପ୍ରକ୍ରିୟା ଆବିଷ୍କାର କଲା ପରେ...

ଏଇ ଭାରତରେ

ଜନସେବା କରିବାର ତରିକା ସମାଜସେବୀ ମାତିୟୁର ରହମାନଙ୍କ କ୍ଷେତ୍ରରେ ନିଶ୍ଚିତ ଭିନ୍ନ। ସେ ବିଦେଶରୁ ମୃତଦେହ ଆଣିବାରେ ଗରିବ ଲୋକମାନଙ୍କୁ ସହଯୋଗ କରୁଛନ୍ତି । ସବୁ...

ନିଯୁକ୍ତିରେ ସୁଧାର ଓ ଜାତୀୟ ନିୟୋଜନ ସଂସ୍ଥା

ନଗେନ୍ଦ୍ର ନାଥ ପଟ୍ଟନାୟକ ବିଗତ ବର୍ଷଗୁଡ଼ିକରେ ଦେଶ ଯେତେସବୁ ସମସ୍ୟାର ସମ୍ମୁଖୀନ ହୋଇଛି ତନ୍ମଧ୍ୟରୁ ବେରୋଜଗାରୀ ଏକ ପ୍ରମୁଖ ସମସ୍ୟା । ସରକାରୀ ହେଉ କି...

Advertisement
Archives

Model This Week