ସମ୍ପାଦକୀୟ

ଏଇ ଭାରତରେ

ଚାକିରି ଛାଡ଼ି ଜମ୍ମୁ-କଶ୍ମୀରରେ ପ୍ରଥମ ଅନ୍‌ଲାଇନ ଗ୍ରସେରି ଷ୍ଟୋର କରିବାର ଶ୍ରେୟ ନେଇଛନ୍ତି ମଲିକ ଆଦିଲ୍‌। ଜମ୍ମୁ-କଶ୍ମୀରର ବନ୍ଦିପୁର ଅଞ୍ଚଳର ମଲିକ ଦିନକୁ ୪୦୦ ଅର୍ଡର ପାଉଛନ୍ତି ଓ ୭୦ ମିନିଟ୍‌ ମଧ୍ୟରେ ଦୁର୍ଗମ ଅଞ୍ଚଳରେ ରାଶନ ସାମଗ୍ରୀ ଲୋକଙ୍କ ପାଖରେ…

କାଗଜ କଲମରେ ନାଟକର ବିକାଶ

ଅଭୟ କୁମାର ଦାସ କଥାରେ ଅଛି, ଜୀବନ ଏକ ରଙ୍ଗମଞ୍ଚ। ଏହି ରଙ୍ଗମଞ୍ଚରେ ଆମେ ସମସ୍ତେ ଜଣେ ଜଣେ କଳାକାର। ଥିଏଟର (ରଙ୍ଗମଞ୍ଚ) ଏଭଳି ଏକ ସ୍ଥାନ, ଯେଉଁଠାରୁ ବ୍ୟକ୍ତି ଅନେକ ଘଟଣାକୁ ନିଜ କଳା ମାଧ୍ୟମରେ ଦୁନିଆ ସାମ୍ନାକୁ ଆଣିବାରେ…

କୋଣାର୍କର ପୁନର୍ନିର୍ମାଣ

ଅନିଲ କୁମାର ବିଶ୍ୱାଳ କୋଣାର୍କ ହେଉଛି ଓଡ଼ିଆ ଜାତିର ଜ୍ଞାନ, କର୍ମକୁଶଳତା, ଯାନ୍ତ୍ରିକ ଦକ୍ଷତା, ରାଷ୍ଟ୍ରଭକ୍ତିର ପ୍ରମାଣପତ୍ର। ଗୋଟିଏ ଧାଡ଼ିରେ କହିବାକୁ ଗଲେ ସ୍କିଲ ସାର୍ଟିଫିକେଟ। ସୂର୍ଯ୍ୟମନ୍ଦିରର ଅପୂର୍ବ କାରୁକାର୍ଯ୍ୟ, ଅବିଶ୍ୱସନୀୟ ଉତ୍କଳୀୟ ସ୍ଥାପତ୍ୟର ନିଦର୍ଶନ, ସମାହାର। ଏଠି ପଥର କଥା…

ଏଇ ଭାରତରେ

ପଶ୍ଚିମବଙ୍ଗ ପୋଲିସରେ କନ୍‌ଷ୍ଟେବଳ ଭାବେ କାର୍ଯ୍ୟରତ କୌଶଭ ସାନ୍ନ୍ୟାଲ ୫୦,୦୦୦ ଝିଅଙ୍କୁ ଆମତ୍ରକ୍ଷା କୌଶଳ ଶିକ୍ଷାଦେବା ତାଙ୍କ ଦକ୍ଷତା ତଥା ସମର୍ପିତ ମନୋଭାବର ପରିଚୟ ଦେଇଛି। ୪୨ ବର୍ଷୀୟ କୌଶଭ ଜାତୀୟ ସ୍ତରର କରାଟେ ଚାମ୍ପିୟନ। ସେ ଡିସେମ୍ବର ୨୦୧୫ରେ ‘ମିଶନ…

କୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ପଞ୍ଜାବ ଓ ହରିୟାଣା ଉଚ୍ଚନ୍ୟାୟାଳୟଙ୍କ କଡ଼ା ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି ପଞ୍ଜାବର ଅମରିନ୍ଦର ସିଂଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର । ଦେଶ ସାରା ଏହି ଘଟଣାର ପ୍ରଭାବ ପଡ଼ିଛି। କିପରି ଏବଂ କାହିଁକି ପଞ୍ଜାବ ପୋଲିସ ସର୍ଭିିସ (ପିପିଏସ୍‌) ଅଧିକାରୀମାନଙ୍କୁ ଏସ୍‌ଏସ୍‌ପିର…

ଏଇ ଭାରତରେ

ଉତ୍ତରପ୍ରଦେଶର ଦୁଇ ଭାଇ ମୁକେଶ ଏବଂ ଚନ୍ଦ୍ରମୌଳି ପାଣ୍ଡେ ବର୍ଷକୁ ଦୁଇ ଶହ କୁଇଣ୍ଟାଲ ଗୋବର୍ଜ୍ୟ (ଗୋବର, ନଷ୍ଟ ହେଉଥିବା ନଡ଼ା ଓ ଘାସ)ରୁ ଜିଆଖତ ପ୍ରସ୍ତୁତ କରି ୨୦ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି। ସେମାନେ ୨୦୧୭ରେ ନବଚେତନ ଆଗ୍ରୋ ସେଣ୍ଟର…

ଚିକିତ୍ସକ ଓ ଚିକିତ୍ସିତଙ୍କ ସମ୍ପର୍କ

ଡ. ଜୟଦେବ ସାହୁ ସେଦିନ ଚୋରଟି ବୁର୍ଲାର ଜଣେ ଡାକ୍ତରଙ୍କ ଉଦ୍ଦେଶ୍ୟରେ ଚିଠିଟି ଲେଖି ଚୋରି କରିଥିବା ଦୁଇଚକିଆ ଯାନ ଉପରେ ରଖି ଦେଇଥିଲା। ଚିଠିରେ ଲେଖିଥିଲା, ”ଆଜ୍ଞା ଆପଣଙ୍କ ବାଇକ ବୋଲି ଜାଣି ନ ଥିଲି। ଆପଣ ଜଣେ ମହାନ୍‌…

ଅନିଶ୍ଚିତତାରେ ପରୀକ୍ଷାର୍ଥୀ

ଡ. ମୌସୁମୀ ପରିଡ଼ା ମ୍ୟାଟ୍ରିକ୍‌ ଓ ଯୁକ୍ତ ଦୁଇ ପରୀକ୍ଷା ଦେଉଥିବା ପିଲାମାନଙ୍କ ପାଇଁ ୨୦୨୧ର ଶିକ୍ଷାବର୍ଷ ଏକ ସମସ୍ୟା ବହୁଳ ବର୍ଷ କହିଲେ ଭୁଲ୍‌ ହେବନାହିଁ। ଗତବର୍ଷ କୋଭିଡ୍‌ ସଂକ୍ରମଣ ଯୋଗୁ ବାକି ଥିବା ଗୋଟିଏ କିମ୍ବା ଦୁଇଟି ପେପର୍‌ର…

ଯୁବକଙ୍କୁ ଟିକା ଦିଅ

ଭାରତରେ ଏବେ କରୋନା ଭୂତାଣୁର ଦ୍ୱିତୀୟ ଲହର ଦେଖାଦେଇଛି। ଆଜି ଦେଶରେ ୫୩ ହଜାରରୁ ଅଧିକ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସଂଖ୍ୟା ଗତ ୪ ମାସ ମଧ୍ୟରେ ସର୍ବାଧିକ। ଅପରପକ୍ଷରେ ସୁସ୍ଥତା ହାର ହ୍ରାସ ପାଇଛି। ସଂକ୍ରମଣକୁ ରୋକିବା…

କୁକୁରଙ୍କ ମହାମାରୀକୁ ଅଣଦେଖା

ମାନେକା ଗାନ୍ଧୀ ଭାରତ ଏକ ଭୟଙ୍କର ଭୂତାଣୁଜନିତ ମହାମାରୀର ଘୋର ଯନ୍ତ୍ରଣା ମଧ୍ୟରେ ରହିଛି। ଏହି ମହାମାରୀ ବାର୍ଡ ଫ୍ଲୁ ଏବଂ ସ୍ବାଇନ୍‌ ଫ୍ଲୁଠାରୁ ଆହୁରି ଭୟାନକ। ଏହାର ମୃତ୍ୟୁହାର ୯୧ ପ୍ରତିଶତ। ଏହା ଏବେ କେବଳ କୁକୁରଙ୍କୁ ସଂକ୍ରମିତ ହେଉଛି…

ସୁରକ୍ଷାବଳୟ

ନିମାଇଁ ଚରଣ ଲେଙ୍କା ଆତ୍ମା ସ୍ବଭାବତଃ ମୁକ୍ତ। ମାତ୍ର ତା’ର ହାତଗୋଡ଼ରେ ବେଡି ପକାଇଛନ୍ତି କାମନା ଓ ବାସନା। କର୍ମର ବନ୍ଧନ ଜୀବର ବଡ଼ ବନ୍ଧନ। ଜୀବ ଯେଉଁ କର୍ମ କରେ, ତା’ର ଫଳ ତାକୁ ହିଁ ପ୍ରାପ୍ତହୁଏ। ଜୀବାତ୍ମା ପରମାତ୍ମାଙ୍କ…

ଭଦ୍ରକରେ ଗାନ୍ଧିଜୀ

ଡ.ପ୍ରଫୁଲ୍ଲ କୁମାର ସାହୁ ଆଜି ସେହି ମାର୍ଚ୍ଚ ୨୫ ତାରିଖ। ଏମିତି ଏକ ମାର୍ଚ୍ଚ ୨୫ରେ ପ୍ରଥମ ଥର ପାଇଁ ଭଦ୍ରକ ଆସିଥିଲେ ଜାତିର ଜନକ ମହାତ୍ମା ଗାନ୍ଧୀ। ଇତିମଧ୍ୟରେ ଗୋଟିଏ ଶତାବ୍ଦୀ ବିତିଗଲାଣି, ମାତ୍ର ଏବେ ସୁଦ୍ଧା ସେ ଐତିହାସିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri