ଏଇ ଭାରତରେ

କଥାରେ କୁହନ୍ତି, କୋଲକାତା ସହରରେ ତୁମେ କେବେ ବି ଭୋକିଲା ରହିବନି। ଏହାର ଯଥାର୍ଥତା ପ୍ରତିପାଦନ କରୁଛି ସେଠାକାର ଆଇକନିକ ପାଇସ୍‌ ହୋଟେଲ। ଏଠାରେ ଭୋକିଲା, ପ୍ରବାସୀ ଶ୍ରମିକ ଓ ଜୀବିକା ଅନ୍ବେଷଣରେ ଆସୁଥିତ୍ବା ଲୋକ କିମ୍ବା ବ୍ୟାଚେଲର୍‌ମାନଙ୍କୁ ୩ ଟଙ୍କାରେ ସ୍ବାଦିଷ୍ଟ ବେଙ୍ଗଲି ଖାଦ୍ୟ ଦିଆଯାଉଛି। ପାଇସ୍‌ ହେଟେଲ କୋଲ୍‌କାତାର ବିଭିନ୍ନ ସ୍ଥାନରେ ଖୋଲାଯାଇଛି। ଏହା ଇଂରେଜ ଶାସନ ସମୟରେ ୧୯୦୦ ମସିହାରେ ପ୍ରଥମେ ଖୋଲାଯାଇଥିଲା। ‘ପଇସା’ ଭାରତୀୟ ମୁଦ୍ରାର ସର୍ବନିମ୍ନ ମୂଲ୍ୟକୁ ଦର୍ଶାଏ ଓ ତାହାକୁ ଦୃଷ୍ଟିରେ ରଖି ଏହି ହୋଟେଲର ନାମ ପାଇସ୍‌ ରଖାଯାଇଥିଲା। ଇଂରେଜ କାଳରେ ମୁଦ୍ରା ୟୁନିଟ୍‌ ପାଇସ୍‌ର ମୂଲ୍ୟ ଥିଲା ଏକ ଅଣାର ୪ ଭାଗରୁ ଭାଗେ। ଖାଦ୍ୟରେ ମାଛ ଭଜା, ମାଛ ତରକାରି, କଖାରୁଫୁଲ ଭଜା, ଆଳୁ ପୋସ୍ତ ଆଦି ଆଇଟମ୍‌ ମଧ୍ୟ ରହୁଛି। ସବୁଠୁ ବଡ଼ କଥା ହେଉଛି, ପାଇସ୍‌ ହୋଟେଲରେ ଖାଦ୍ୟ କଦଳୀ ପତ୍ରରେ ପରଷା ଯାଉଛି। ଗରାଖମାନେ ତଳେ ଆସନରେ ବସି ଖାଉଛନ୍ତି । ପରିବେଶ ସୁରକ୍ଷାକୁ ଏହି ହୋଟେଲ ମଧ୍ୟ ଗୁରୁତ୍ୱ ଦିଏ। ହୋଟେଲରେ କୌଣସି ପ୍ଲାଷ୍ଟିକ ଜିନିଷ ବ୍ୟବହାର କରାଯାଉ ନାହିଁ। ପ୍ରତିଦିନ ହୋଟେଲରେ ମେନ୍ୟୁ ପରିବର୍ତ୍ତନ କରାଯାଏ। ଏହାକୁ ବ୍ଲାକ୍‌ ବୋର୍ଡରେ ଲେଖା ଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri