ଚାଷକୁ ବିପଦ
ନାରାୟଣ ଚନ୍ଦ୍ର ବିଶ୍ୱାଳ ରାଜ୍ୟରେ ଏବେ ଅଗ୍ନି ବର୍ଷୁଛି। କେତେକ ଉପକୂଳ ଅଞ୍ଚଳକୁ ଛାଡ଼ିଦେଲେ ଓଡ଼ିଶାର ସମସ୍ତ ସହର ଏବେ ସତେଯେମିତି ତତଲା କଡ଼େଇରେ ଭାଜି ହେଉଛି। ଏଣେ ମୌସୁମୀ ଶୁଣାଇଲାଣି ଡରିବା ଭଳି ଖବର। ଏଥର ମୌସୁମୀ ବର୍ଷା...
ଦଳୀୟ ରାଜନୀତି ଓ ଜିଡିପି
ସହଦେବ ସାହୁ ଉପସ୍ଥିତ କୃଷକ ଆନ୍ଦୋଳନ ସମ୍ବନ୍ଧରେ ଆଲୋଚନା ବେଳେ ଘରୋଇ କମ୍ପାନୀଗୁଡ଼ିକୁ ପ୍ରୋତ୍ସାହନ ଦେବା ପାଇଁ ନୂଆ କୃଷି ଆଇନ ଅଣାଯାଇଛି ବୋଲି ବେଶ୍ ଚର୍ଚ୍ଚା ହେଉଛି, ତେଣେ ଆମ ଦେଶର ସ୍ଥୂଳ ଆୟ, ଗ୍ରସ୍ ଡୋମେଷ୍ଟିକ୍ ପ୍ରଡକ୍ଟ...
ଏଇ ଭାରତରେ
ଭାରତକୁ ବର୍ଜ୍ୟମୁକ୍ତ କରିବାର ପ୍ରୟାସ କିିଛି କମ୍ କଥା ନୁହେଁ। ଦିଲ୍ଲୀର ରିପୁ ଦାମନ ବେଲ୍ଭି ଏମିତି କାର୍ଯ୍ୟରେ ଲାଗିଛନ୍ତି। ସେ ଭାରତର ବିଭିନ୍ନ ସହରରେ ସକାଳେ ଦୌଡ଼ିବା ସମୟରେ ସଫେଇ ଅଭିଯାନରେ ବର୍ଜ୍ୟ ସଂଗ୍ରହ କରୁଛନ୍ତି। ରିପୁଙ୍କ ବୟସ...
ସଂସ୍କାରରେ ଶିଥିଳତା
ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିଆଙ୍କ ପୁସ୍ତକ ‘ଇଣ୍ଡିଆ ଅନ୍ଲିମିଟେଡ୍-ରିକ୍ଲେମିଂ ଦି ଲଷ୍ଟ୍ ଗ୍ଲୋରି’ ଗତବର୍ଷ ପ୍ରକାଶ ପାଇଥିତ୍ଲା। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଭାରତରେ କାର୍ଯ୍ୟରତ ବାବୁମାନେ ସୋସିଆଲ ହ୍ୟାଙ୍ଗ ଓଭରରେ ଆକ୍ରାନ୍ତ। ଏଣୁ ମୋଦି...
ଏକ ଆତ୍ମ ଧ୍ୱଂସକାରିଣୀ ସଂସ୍କୃତି
ଗୌରାଙ୍ଗ ଚରଣ ପରିଡ଼ା ମଦ୍ୟପାନ ବିରୋଧରେ ଏମିତି ଏକ ବ୍ୟକ୍ତିଗତ ସଂକଳ୍ପ ଏଇ କିଛିବର୍ଷ ତଳେ ସଂଗୀତ ହୋଇ ବୋଲା ଯାଉଥିଲା। ବିଭିନ୍ନ ଯାତ୍ରା ସୁଆଙ୍ଗରେ ବି ମନୋରଞ୍ଜନର ଏହା ବେଶ୍ ଉପାଦାନଟିଏ ଥିଲା। ଏବେ କିନ୍ତୁ ଏପରି ସଂକଳ୍ପ...
କନିକା ରାଜା ଥିଲେ ବୋଲି…
ଲଳିତ କୁମାର ପାତ୍ର ଓଡ଼ିଆ ଭାଷା ଆଜି ଦୁର୍ଦ୍ଦିନ ମଧ୍ୟଦେଇ ଗତି କରୁଛି। ଏହାର ସୁରକ୍ଷା ପାଇଁ କେହି ଯତ୍ନଶୀଳ ହେଉନାହାନ୍ତି ବୋଲି ପ୍ରତୀୟମାନ ହୁଏ। ଏହି ଭାଷା ଏକ ପୁରାତନ, ମଧୁର ଓ ସରଳ ଭାଷା ହୋଇଥିଲେ ହେଁ...
ଏଇ ଭାରତରେ
ଚାର୍ଜ ବାବଦରେ ମାତ୍ର ୫୦ ଟଙ୍କା ଖର୍ଚ୍ଚ କଲେ ଇ-ସାଇକେଲ ଯାଉଛି ୧୦୦୦କି.ମି. । ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ କଥାଟି ସତ। ଏହି ସାଇକେଲକୁ ଯେ କୌଣସି ସ୍ଥାନରେ ଫୋନ୍ କିମ୍ବା ଲାପ୍ଟପ୍ ଭଳି ଚାର୍ଜ୍ କରାଯାଇପାରୁଛି। ପୁଣେର...
ସ୍ଥାନୀୟ ଲୋକଙ୍କୁ ସାମିଲ କର
ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜଙ୍ଗଲରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳୁଛି। ଭୟଙ୍କର ବନାଗ୍ନି ଗତ ସପ୍ତାହେ ଧରି ଖବରର ଶୀର୍ଷକ ହେଇ ଆସିଛି ଏବଂ ଏହା ଏବେ ବି ଜାରି ରହିଛି। ଏହା ଦ୍ୱାରା ସୃଷ୍ଟି ହୋଇଥିତ୍ବା...
ପ୍ରାଣୀ ଓ ପରିବେଶ ଉପଯୋଗୀ ନିବେଶ
ମାନେକା ଗାନ୍ଧୀ ଭାରତର ସବୁଠୁ ସମୃଦ୍ଧ ସମୁଦାୟ (ଜୈନମାନେ) ଏବଂ ଅମ୍ବାନୀ, ବିର୍ଲା, ଜିନ୍ଦଲ, ଓସ୍ଓ୍ବାଲ, ମୁଞ୍ଜାଲ, ହିନ୍ଦୁଜା, ଅଦାନୀ ଭଳି ପ୍ରତିଷ୍ଠିତ ବିଜ୍ନେସ ପରିବାରଗୁଡ଼ିକ ସମସ୍ତେ ଶାକାହାରୀ-ଏହା ଏକ ସଂଯୋଗ ହୋଇ ନ ପାରେ ବୋଲି ମୁଁ ସବୁବେଳେ...
ଶିବରାତ୍ରିର ରହସ୍ୟ
ଜଗଦାନନ୍ଦ ଜୀ ଶିବ ପୁରାଣର କୋଟିରୁଦ୍ର ସଂହିତାରେ ଉଲ୍ଲେଖ କରାଯାଇଛି ଶିବରାତ୍ରି ବ୍ରତ ଭକ୍ତ, ସାଧକ, ଉପାସକ ପୂଜା ଅନୁଷ୍ଠାନ କରିବା ଦ୍ୱାରା ଭୋଗ ଓ ମୋକ୍ଷ ପ୍ରାପ୍ତିର ଅଧିକାରୀ ହୋଇଥାଏ। ଏକଦା ବ୍ରହ୍ମା,ବିଷ୍ଣୁ ତଥା ପାର୍ବତୀ ମହାନ୍ ଶିବରାତ୍ରିର...
ସୋସିଆଲ ମିଡିଆ ପାଇଁ ଲକ୍ଷ୍ମଣରେଖା
ବିଜନ କୁମାର ମହାପାତ୍ର କେନ୍ଦ୍ର ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମର ଦୁରୁପଯୋଗ ରୋକିବା ପାଇଁ ଜାରି କରିଛନ୍ତି ନୂଆ ମାର୍ଗଦର୍ଶିକା। ଫେବୃୟାରୀ ୨୫ ତାରିଖରେ ଭାରତ ସରକାର ସୂଚନା ପ୍ରଯୁକ୍ତି (ଗାଇଡଲାଇନ୍ସ ଫର୍ ଇଣ୍ଟରମିଡିଆରିଜ୍ ଓ ଡିଜିଟାଲ ମିଡିଆ ଏଥିକ୍ସ...
ଏଇ ଭାରତରେ
ପ୍ରଶାସନିକ କାର୍ଯ୍ୟର ବ୍ୟସ୍ତତା ମଧ୍ୟରେ ଅଦରକାରୀ ପ୍ଲାଷ୍ଟିକ ବୋତଲରେ ଏକ ପାଇଖାନା ନିର୍ମାଣ କରିବାରେ ଆସାମର ଆଇଏଏସ୍ ଅଧିତ୍କାରୀ ଲକ୍ଷ୍ମୀପ୍ରିୟା ଏମ.ଏସ୍ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ପାଇଖାନା ନିର୍ମାଣ ହୋଇଛି ୫୦୦ ଏବଂ ୧ ଲିଟର ବିଶିଷ୍ଟ ୮,୦୦୦ରୁ...
Archives


