ଏଇ ଭାରତରେ

ବିନା ମାଟିରେ ଗ୍ରୋ ବ୍ୟାଗ୍‌ରେ ପରିବା ଫଳୁଛି। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କେରଳର ଜଣେ କୃଷି ଅଧିକାରୀ ଜନ୍‌ ଶେରୀଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। କେରଳର ଏଗ୍ରିକଲ୍‌ଚର ଇନୋଭେଶନ ବ୍ୟୁରୋର ସହକାରୀ ନିର୍ଦ୍ଦେଶକ ଜନ୍‌ ବିନା ମାଟିରେ ୧୪୦ ବର୍ଗଫୁଟ୍‌ ଅଗଣାରେ ଟମାଟୋ, ଭେଣ୍ଡି, କଲରା, ଛଚିନ୍ଦ୍ରା, ଝୁଡ଼ଙ୍ଗ, ଲଙ୍କା, ବାଇଗଣ ଆଦି ୩୫ ପ୍ରକାର ପରିବା ଫଳାଉଛନ୍ତି। ଧାନ କୁଣ୍ଡାକୁ ନେଇ ପଟିଂ ମିକ୍ସ ପଦ୍ଧତିରେ ଗ୍ରୋ ବ୍ୟାଗ୍‌ରେ ପରିବା ଚାଷ କରୁଛନ୍ତି। ଏହି ପଦ୍ଧତିରେ କୁଣ୍ଡା ସହ ନଡ଼ିଆ କତାର ନରମ ଗୁଣ୍ଡ ଓ ଗୋବରଗୁଣ୍ଡକୁ ବିଭିନ୍ନ ଅନୁପାତରେ ସ୍ତର ସ୍ତର କରି ଗ୍ରୋ ବ୍ୟାଗ୍‌ରେ ରଖି ଗଛ ଲଗାଯାଉଛି। ପରେ ପାଣି ଥିବା ଏକ ପ୍ଲାଷ୍ଟିକ୍‌ ଟ୍ରେରେ ସେ ଗ୍ରୋ ବ୍ୟାଗକୁ ରଖୁଛନ୍ତି, ଯଦ୍ଦ୍ବାରା ଗଛ ଆବଶ୍ୟକ ପାଣି ଶୋଷି ପାରୁଛି। କୁଣ୍ଡାରେ ଥିବା ଅଧିତ୍ତ୍କ ସିଲିକା, କାର୍ବନ, କ୍ୟାଲ୍‌ସିୟମ ଏବଂ ମ୍ୟାଗ୍ନେସିୟମ ଗଛ ବଢ଼ିବାରେ ସାହାଯ୍ୟ କରେ ବୋଲି କହନ୍ତି ଜନ୍‌। ଗଛକୁ ସବଳ କରିବା ପାଇଁ ପ୍ରତି ସପ୍ତାହରେ ସେ ୧:୧୦ ଅନୁପାତରେ ଗୋବର ଓ ପାଣିର ୧୦ ଲିଟର ଦ୍ରବଣ ସହ ୫୦ ଗ୍ରାମ ପଟାସ୍‌ ମିଶାଇ ଉପଯୋଗ କରୁଛନ୍ତି। ଏକ ପରିବେଶ ଉପଯୋଗୀ ପଦ୍ଧତିରେ କମ୍‌ ଜାଗାରେ ବିନା ମାଟିରେ ଅଧିକ ପରିବା ଉପତ୍ାଦନର ଏହି ଉପାୟ ଏବେ ବେଶ୍‌ ଗ୍ରହଣୀୟ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri