ଟିକା ପାଇବା ସୁଯୋଗ ନୁହେଁ, ଅଧିକାର
ଭାଲଚନ୍ଦ୍ର ଷଡ଼ଙ୍ଗୀ କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ଭୟଙ୍କର ରୂପ ନେବା ସହିତ ଦେଶସାରା ଏକ ଅଭୂତପୂର୍ବ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରତିଦିନ ସଂକ୍ରମଣ ଓ ମୃତ୍ୟୁ ରେକର୍ଡ ସ୍ତରରେ ପହଞ୍ଚତ୍ଥିବା ବେଳେ ଔଷଧ, ଅକ୍ସିଜେନ୍, ହସ୍ପିଟାଲ ଖଟିଆ ପାଇଁ...
ଘରେ ଅନଶନ
ମହାସମୁନ୍ଦ ଜିଲା(ଛତିଶଗଡ଼)ର ମହିଳା ଓ ଶିଶୁ ବିକାଶ (ଡବ୍ଲ୍ୟୁସିଡି) ଅଧିକାରୀ ସୁଧାକର ବୋଡେଲେ ତାଙ୍କ ବିଭାଗରେ ହୋଇଥିବା ଦୁର୍ନୀତି ବିରୋଧରେ ଅଭିଯାନ ଜାରି ରଖିଛନ୍ତି। ବିଭିନ୍ନ ଯୋଜନାରେ ହୋଇଥିବା ୩୦ ଲକ୍ଷ ଟଙ୍କାର ଦୁର୍ନୀତି ଉପରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ...
ଏଇ ଭାରତରେ
ଶକ୍ତି ଅପଚୟ ରୋକିବା ଲାଗି ବହୁ ସମୟରେ ଅନେକ ଅଭିନବ ଉପାୟ ସାମ୍ନାକୁ ଆସୁଛି। ଏହି ରେସ୍ରେ ସାମିଲ ବ୍ୟକ୍ତିମାନଙ୍କ ମଧ୍ୟରୁ ଚେନାବ୍ ଭ୍ୟାଲିର ମହମ୍ମଦ ଜଓ୍ବାଦ ଖାନ୍ ଅନ୍ୟତମ। ସେ ପୁରୁଣା କାର୍ଗୁଡ଼ିକୁ ବିଦ୍ୟୁତ୍ଚାଳିତ (ଇଭି) କାର୍ କରି...
ଭଗବାନ୍ ଭରସା
ପ୍ରକାଶ ତ୍ରିପାଠୀ କରୋନାର ଦ୍ୱିତୀୟ ଲହରରେ ଭାରତ ଲହୁଲୁହାଣ ହେବାରେ ଲାଗିଛି। ପ୍ରତିଦିନ କେହି ନା କେହି ଚିହ୍ନା ପରିଚିତ ଲୋକଙ୍କ କରୋନା ଜନିତ ମୃତ୍ୟୁଖବର ମନକୁ ବିଚଳିତ କରୁଛି। ଏହା ସହ ଡାକ୍ତରଖାନାରେ ଶଯ୍ୟାର ଅଭାବ, ଜୀବନ ରକ୍ଷାକାରୀ...
ଲିଙ୍ଗ ଅନୁପାତ ଓ ଚାଇନା ଅର୍ଥନୀତ
ଶାଙ୍ଗ୍-ଜିନ୍ ଓ୍ବି ଚାଇନାର ସଦ୍ୟତମ ପ୍ରକାଶିତ ଜନଗଣନା ଅନୁସାରେ ପୁରୁଷଙ୍କ ସଂଖ୍ୟା ଚିନ୍ତାଜନକ ଭାବେ ଅଧିକ ରହିଛି। ବୈଶ୍ୱିକ ମାନକ ତୁଳନାରେ ଏହା ଯଥେଷ୍ଟ ବେଶି ରହିଛି। ଜନସଂଖ୍ୟା ପରିସଂଖ୍ୟାନରେ ଜନ୍ମରୁ ଆରମ୍ଭ କରି ସବୁ ବର୍ଗରେ ରହିଥିବା ଲିଙ୍ଗଗତ...
ଆଦିଗୁରୁ
ଅଲେଖ ଚନ୍ଦ୍ର ମିଶ୍ର ନାମ ଗୁରୁଚରଣ। ଘର ନାମ ଗୁରୁକୃପା। ପୁଅ ଗୁରୁପ୍ରସାଦ। ଝିଅ ଗୁରୁପ୍ରିୟା। ପତ୍ନୀକୁ ଗେହ୍ଲାରେ ଡାକନ୍ତି ଗୁରୁପ୍ରଭା। ଇଏ ହେଲା କୁଳଭୂଷଣଙ୍କ(ଆଫିଡେଭିଟ କରି ଗୁରୁଚରଣ ହୋଇଥିବା) ସଂକ୍ଷିପ୍ତ ପରିଚୟ। ଗୃହର ଏକ ନିଭୃତ ବାତାନୁକୂଳ କୋଠରି...
ପରିବେଶ ଅନୁକୂଳ ଅନ୍ତିମ ସଂସ୍କାର
ମାନେକା ଗାନ୍ଧୀ ଯେଉଁଦିନ କୋଭିଡ୍ ଟେଷ୍ଟିଂ ଟିମ୍ ମୋର ପଜିଟିଭ୍ ଥିବା ଘୋଷଣା କଲା, ଠିକ୍ ତା’ପରେ ମୋତେ ମୃତ୍ୟୁ ଚିନ୍ତା ଘାରିଲା। ମୋ ଜାଣିବାରେ ଅନେକ ଲୋକଙ୍କର ଏଥିରେ ମୃତ୍ୟୁ ଘଟିଛି। ଦୁଇ ଜଣ କୋଭିଡ୍-୧୯ରେ ପୀଡ଼ିତଙ୍କ ପାଇଁ...
ହସ, ରୋଗ ଓ ବିନୟଭାବ
ଡ. ବାଇଧର ସାହୁ ଚାର୍ଲି ଚାପ୍ଲିନ ବା ଚାର୍ଲି ଭାବରେ ସମଗ୍ର ପୃଥିବୀରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ୧୮୮୯ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡରେ ଜନ୍ମ ଗ୍ରହଣ କରିଥିଲେ। ପରିବାରଟି ଦରିଦ୍ର ଥିବାରୁ ସମସ୍ତଙ୍କ ଭରଣ ପୋଷଣ ପାଇଁ ତାଙ୍କ ମାଆଙ୍କୁ...
ଏଇ ଭାରତରେ
ନିଷ୍ଠା ଓ ଇଚ୍ଛାଶକ୍ତି ବଳରେ ଲକ୍ଷ୍ୟ ପ୍ରାପ୍ତି ହୋଇଥାଏ, ଯାହା ପ୍ରମାଣ କରିଛନ୍ତି ବବିତା ଭଟ୍ଟ। ସଫ୍ଟଓ୍ବେର ପ୍ରଫେଶନାଲ ବବିତା ଚାକିରି ଛାଡି ହିମାଳୟ ଅଞ୍ଚଳର ଚାଷୀମାନଙ୍କୁ ରୋଜଗାର ବଢ଼ାଇବାର ବାଟ ଦେଖାଉଛନ୍ତି। ସମ୍ପୂର୍ଣ୍ଣ ଜୈବିକ ପଦ୍ଧତି ଚାଷକୁ ପ୍ରୋତ୍ସାହିତ...
ଆତ୍ମନିର୍ଭର ବନାମ ବିଶ୍ୱନିର୍ଭର ଭାରତ
ଡ. ଷ୍ଟାଲିନ୍ ମିଶ୍ର ଦେଶରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିଫଳ ବୋଲି ପ୍ରମାଣିତ ହୋଇଛି। କରୋନାର କରାଳଛାୟାରେ ପରିବାର, ସମାଜ ତଥା ଦେଶର ଅର୍ଥନୀତି ଆଜି ଧ୍ୱସ୍ତ। ମହାମାରୀକୁ ରୋକିବା ପାଇଁ ଓ ଅର୍ଥନୀତିକୁ ସୁରକ୍ଷିତ ରଖିବା ଲାଗି ସରକାରଙ୍କ ସମସ୍ତ...
ଏଇ ଭାରତରେ
ମୃତ୍ୟୁ ପରେ ଉପଯୁକ୍ତ ମର୍ଯ୍ୟାଦା ପାଇବା ପ୍ରତ୍ୟେକ ବ୍ୟକ୍ତିଙ୍କ ଅଧିକାର। କିନ୍ତୁ ଏବେ ମହାମାରୀ ସମୟରେ ଅନେକାଂଶରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହେଉଥିବା ଲକ୍ଷ୍ୟକରି କୋଭିଡ୍ ମୃତକଙ୍କୁ ମର୍ଯ୍ୟାଦା ସହ କବର ବା ସମାଧି ଦେଉଛନ୍ତି ବେଙ୍ଗାଲୁରୁର ନିକୋଲି ଚେରିୟନ୍...
ବ୍ଲାକ୍ ଫଙ୍ଗସ୍ ବିପଦ
ନାରାୟଣ ଚନ୍ଦ୍ର ବିଶ୍ୱାଳ ମହାମାରୀ କରୋନାର ଦ୍ୱିତୀୟ ଲହରର ଭୟାବହତା ଭିତରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ବ୍ଲାକ୍ ଫଙ୍ଗସ୍ ରୋଗୀ। ଷ୍ଟେରଏଡ୍ର ଅତ୍ୟଧିକ ବ୍ୟବହାର ସହ ଅଧିକ ଦିନ ଆଇସିୟୁରେ ରହିବା ଦ୍ୱାରା ବ୍ଲାକ୍ ଫଙ୍ଗସ୍ ରୋଗ ହୋଇଥାଏ।...
Archives


