ସମ୍ପାଦକୀୟ

ଏଇ ଭାରତରେ

ଜୈବିକ କୃଷିର ଆକର୍ଷଣ କେତେ ତାହା ସ୍ପଷ୍ଟ ହୋଇଛି ତାମିଲନାଡୁର ଏସ୍‌. ଜୟଲକ୍ଷ୍ମୀଙ୍କ କ୍ଷେତ୍ରରେ। ସେ କାନାଡ଼ାରେ ୧୪ ବର୍ଷ ଚାକିରି କରିବା ପରେ ତାହା ଛାଡ଼ି ଭାରତ ଫେରି ଜୈବିକ ଚାଷ କରିବା ସହ ତାଙ୍କ ଅଞ୍ଚଳର ମହିଳାମାନଙ୍କୁ ଏହି…

ଜନମାନସିକତା ରାଷ୍ଟ୍ରର ଶକ୍ତି

ଉପେନ୍ଦ୍ର ବିଶ୍ୱାଳ ସୋମାଲିଆ ପରି ଇଥିଓପିଆ ଥିଲା କଙ୍କାଳକାୟ ମଣିଷଙ୍କର ଭାଗ୍ୟହୀନ ଭୂମି। ଆଜି ଦୁର୍ଯୋଗ ବିରୋଧରେ ଲଢ଼େଇ କରି ଇତିହାସ ରଚୁଛି ଇଥିଓପିଆ । ଏହା ୨୦୦୦ରେ ଗରିବ ଦେଶ ତାଲିକାର ଶୀର୍ଷ ଦ୍ୱିତୀୟ ସ୍ଥାନରେ ଥିଲା । ଏବେ…

ଆଫଗାନିସ୍ତାନ ଓ ଦୁଇ ମହାଶକ୍ତି

ଡଜୋମାର୍ଟ ଓଟୋର୍ବାଏଭ୍‌ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ଉପରେ ଚିନ୍ତିତ ଥିତ୍ବା ଭଳି ମନେହେଉଛି। ଜୁନ୍‌ ୧୬ ଜେନେଭା ଶିଖର ସମ୍ମିଳନୀରେ ସେ ଆଫଗାନିସ୍ତାନ ସଙ୍କଟ ଉପରେ ଏକ ସମନ୍ବିତ ପଦକ୍ଷେପକୁ ଦୃଷ୍ଟିରେ ରଖି ତାଜିକସ୍ତାନ ଓ…

ଅନାଥ ଶିଶୁଙ୍କ ଭବିଷ୍ୟତ

ଅଭିମନ୍ୟୁ ଧଳ କୋଭିଡ୍‌ ମହାମାରୀ ସମୟରେ ଅନାଥ ଶିଶୁମାନଙ୍କର ହୃଦୟଫଟା ଦୃଶ୍ୟ ଓଡ଼ିଶା କାହିଁକି, ସମଗ୍ର ଦେଶରେ ଦେଖିବାକୁ ମିଳୁଛି। ମହାମାରୀ ଯୋଗୁ ଅନାଥ ହୋଇଥିବା ଶିଶୁଙ୍କ ବାବଦରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ ପକ୍ଷରୁ ସୁପ୍ରିମକୋର୍ଟରେ ତଥ୍ୟ ଦାଖଲ…

ପରିବେଶ ଉପଯୋଗୀ ଅଭିବୃଦ୍ଧି

ପଲ୍‌ ଗ୍ରୁଏନ୍‌ଓ୍ବାଲ୍ଡ ଅର୍ଥନୈତିକ ଅଭିବୃଦ୍ଧି ସମ୍ପର୍କିତ ଗବେଷଣାର ଏକ ଦୀର୍ଘ ତଥା ଉଲ୍ଲେଖନୀୟ ଇତିହାସ ରହିଛି। କିନ୍ତୁ ଏବେ ସ୍ଥାୟୀ ପରିବେଶ ଉପଯୋଗୀ ଅଭିବୃଦ୍ଧିର ବିତର୍କ ଆରମ୍ଭ ହୋଇଛି। ଏହା ଅର୍ଥ ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ କରିବାର ଆବଶ୍ୟକତା ଉପରେ ଜୋର୍‌…

କାରାଗାର

ନିମାଇଁ ଚରଣ ଲେଙ୍କା ସଂସାରରେ ଦୁଃଖୀଲୋକ ସୁଖୀଲୋକଠାରୁ ଅଧିକ ଭାଗ୍ୟବାନ। କାରଣ ସୁଖଭୋଗ ପୁଣ୍ୟଫଳରୁ ଖର୍ଚ୍ଚହୁଏ, କିନ୍ତୁ ଦୁଃଖଭୋଗ ପାପଫଳରୁ ଖର୍ଚ୍ଚହୁଏ। ଜଣେ ଦୁଃଖଭୋଗ କରୁଥିଲେ ମଧ୍ୟ ପୁଣ୍ୟକର୍ମ କରିଚାଲିଲେ ପାପଫଳ ଶୂନ୍ୟହୋଇ ପୁଣ୍ୟଫଳ ଜମା ହୋଇଯାଏ, କିନ୍ତୁ ସୁଖୀଲୋକ ପୁଣ୍ୟକର୍ମ…

ବିକାଶ କେତେଦୂର

ଇଂ. ଶକ୍ତି ପ୍ରସାଦ ଦାସ ଏକ ଜନ କଲ୍ୟାଣକାରୀ ରାଷ୍ଟ୍ର ହିସାବରେ ଭାରତର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିୟମିତ ଭାବରେ ବିକାଶମୂଳକ ନୀତି ଘୋଷଣା କରୁଛନ୍ତି ଓ ମାଳ ମାଳ ଯୋଜନା ଆଣୁଛନ୍ତି। କିନ୍ତୁ ଜାତିସଙ୍ଘର ‘ବିଶ୍ୱ ମାନବ…

ଏଇ ଭାରତରେ

ଭାରତୀୟ ନାରୀଙ୍କ ଧୈର୍ଯ୍ୟ, ସହନଶୀଳତା ତଥା ସେବା ମନୋଭାବ ସବୁବେଳେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସହୋଇ ଆସିଛି, ଯାହା ଏବେ ପ୍ରମାଣିତ କରିଛନ୍ତି ଦିଲ୍ଲୀର ଉଷା ଗୁପ୍ତା। ବୟସ ୮୭। କୋଭିଡ୍‌ ମହାମାରୀରେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ପରେ ସେ ସଂକ୍ରମିତଙ୍କୁ…

ଏଇ ଭାରତରେ

କୃଷିର ଉନ୍ନତିରେ ଦେଶର ଉନ୍ନତି, ଏହା ଉପଲବ୍ଧିି କରିଛନ୍ତି ନାସାର ପୂର୍ବତନ ବୈଜ୍ଞାନିକ ଡ. ପରାଗ ନର୍‌ଭେକର। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାରେ ୧୨ ବର୍ଷ କାର୍ଯ୍ୟ କରିବା ପରେ ଚାକିରି ଛାଡ଼ି ମହାରାଷ୍ଟ୍ରରେ କୃଷି ଓ କୃଷକଙ୍କ ବିକାଶରେ…

ବିଶ୍ୱାସର ସଙ୍କଟ

ଡ. ଚିନ୍ତାମଣି ପଣ୍ଡା   ଲୋକ ଚରିତ୍ରରେ ପରସ୍ପର ପ୍ରତି ଆସ୍ଥା ଓ ବିଶ୍ୱାସ ନ ରହିଲେ ସମାଜର ସ୍ଥିତି କଳ୍ପନା କରିହୁଏନା। ମାନବ ଏକ ସାମାଜିକ ପ୍ରାଣୀ ହେଲେ ମଧ୍ୟ ନିଜକୁ କିମ୍ବା ନିଜର ପରିବାରକୁ ଶୃଙ୍ଖଳାବଦ୍ଧ କରି ଅନୁଶାସନରେ…

ଅଘୋଷିତ ଜରୁରୀ ପରିସ୍ଥିତ

ଡ. ସନ୍ତୋଷ କୁମାର ମହାପାତ୍ର   ଏଥିରେ କୌଣସି ସନ୍ଦେହ ନାହିଁଯେ ଇନ୍ଦିରା ଗାନ୍ଧୀଙ୍କ କାଳରେ ଜରୁରିକାଳୀନ ସ୍ଥିତି (୨୫ ଜୁନ୍‌ ୧୯୭୫ରୁ ୨୧ ମାର୍ଚ୍ଚ ୧୯୭୭) ଭାରତୀୟ ଗଣତନ୍ତ୍ରର ଘୋର ଅନ୍ଧକାର ସମୟ ଥିଲା। ଇନ୍ଦିରା ଗାନ୍ଧୀ ଏଥିପାଇଁ ନିର୍ବାଚନରେ…

ବିପ୍ଳବଙ୍କ ଭୟ

ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଇଣ୍ଡିଆନ୍‌-ପଲିଟିକାଲ ଆକ୍ସନ କମିଟି (ଆଇ-ପିଏସି)ର ଏକ ଟିମ୍‌ ନିକଟରେ ତ୍ରିପୁରା ଗସ୍ତରେ ଯାଇଥିଲା। ରାଜ୍ୟର କେତେକ ସ୍ଥାନ ବୁଲି ସେଠାକାର ଶାସନ ସଂକ୍ରାନ୍ତରେ ସାଧାରଣରେ ମତ ସଂଗ୍ରହ କରୁଥିବା ୨୨ ଜଣିଆ ଏହି ଟିମ୍‌ ଅଗରତାଲାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri