ବିଚିତ୍ର ଏ ବ୍ୟବସ୍ଥା
ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ “ମୁଁ କେବେ ଡାକ୍ତର ହୋଇପାରିବି ନାହିଁ, କାରଣ ମୋ ଦୁର୍ଭାଗ୍ୟକୁ ମୁଁ ଉଚ୍ଚ କୁଳରେ ଜନ୍ମ ନେଇଛି। ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବାକୁ ସଂରକ୍ଷିତ ବର୍ଗରେ ରହିବା ପାଇଁ ମୋ ଜାତିର ଯୋଗ୍ୟତା...
ଏଇ ଭାରତରେ
ଅସହାୟଙ୍କ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି ତାମିଲନାଡୁର ମନୀଷା କ୍ରିଷ୍ଣସ୍ବାମୀ। ସେ ରାସ୍ତକଡ଼ରେ ରହୁଥିବା ଅସହାୟଙ୍କୁ ଖାଦ୍ୟ, ଓ୍ୟଷଧ ଯୋଗାଇବା ସହ ଥଇଥାନ କରୁଛନ୍ତି। ମନୀଷା ରହନ୍ତି ତାମିଲନାଡୁର ଏରୋଡ଼ ସହରରେ। ତାଙ୍କ ବାପାଙ୍କର ମାଂସ ଦୋକାନ...
ଏଇ ଭାରତରେ
ପ୍ରତିଦିନ ରାସ୍ତାରେ ବୁଲା ଷଣ୍ଢ ଓ ଅସହାୟ ଅବସ୍ଥାରେ ରହିଥିତ୍ବା ଗୋରୁଙ୍କୁ ଖାଇବାକୁ ଦେବା ଲାଗି ଅଭିଯାନ ଚଳାଇଛନ୍ତି ଗାଜିଆବାଦର ମୟଙ୍କ ଚୌଧୁରୀ। ଏଥିତ୍ପାଇଁ ସେ କେତେ ଜଣ ଯୁବକଙ୍କୁ ନେଇ ଏକ ଟିମ୍ ଗଠନ କରିଛନ୍ତି। ଏହି ଅଭିଯାନର...
ବଢ଼ିଆ ଲାଗିଲା
ଦ୍ୱିତୀ ଚନ୍ଦ୍ର ସାହୁ ଗାଇଡ … ଗାଇଡ’ – ହୁରି ଛାଡୁଥାଏ ଜଣେ। ତା’ ପାଖ ଦେଇ ଗଲାବେଳେ ଆମ ଭିତରୁ ଜଣେ କହିଲା – ‘ଗାଇଡ ନେଇଥିଲେ ଭଲ ହୁଅନ୍ତା।’ ସେଥିରୁ ତୁରନ୍ତ ଆଉ ଜଣେ ମନା କଲା...
ଏତେ ମାମଲା କାହିଁକି
ରାଜୀବ କୁମାର ନାୟକ ଆନ୍ତର୍ଜାତିକ ନ୍ୟାୟ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଥିଲେ ଯେ ବିଳମ୍ବ ନ୍ୟାୟିକ ପ୍ରକ୍ରିୟା ମଧ୍ୟ ଏକପ୍ରକାର ଦଣ୍ଡ। କିଛିଦିନ ତଳେ ଏକ ଓଡ଼ିଆ ଦୈନିକ ଖବରକାଗଜ ମାଧ୍ୟମରେ ମଧ୍ୟ ବହୁତ ମାତ୍ରାରେ ମାମଲା...
ଚିନ୍ତା ବଢ଼ିଯାଇଛି
ତାଲିବାନ୍ ଆଫଗାନିସ୍ତାନ ଦଖଲ ପରେ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ (ଏମ୍ଇଏ) ପକ୍ଷର ୁ ଦେଶର ସ୍ବାର୍ଥ ରକ୍ଷା ଉପରେ ମନ୍ତବ୍ୟ ଦିଆଯିବା ଏବଂ ଆଫଗାନ୍ ଶରଣାର୍ଥମାନଙ୍କୁ ଅସ୍ଥାୟୀ ଭିଜା ଦେବା ବ୍ୟତୀତ ଏହା ପ୍ରାୟତଃ ନୀରବ ରହୁଛି। ଏହି ନୀରବତା...
ଏଇ ଭାରତରେ
ପିଢ଼ି ପରେ ପିଢ଼ି ୧୦୩ ବର୍ଷ ହେବ ସୁରୁଖୁରୁରେ ଚାଲିଥିବା ଏକ ଭୋଜନାଳୟ କଥା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଏହି ଭୋଜନାଳୟ ରହିଛି କୋଲକାତାର କଲେଜ ଷ୍ଟ୍ରିଟ୍ରେ। ଏହାକୁ ୧୯୧୮ରେ ସ୍ବାଧୀନତା ସଂଗ୍ରାମୀ ନୀହାର ରଞ୍ଜନ ମଜୁମ୍ଦାର ଆରମ୍ଭ କରିଥିଲେ।...
ନାମ ପାଇଁ ଡହଳବିକଳ
ବିଚିତ୍ର ବିଶ୍ୱାଳ ଆମେ ଦେଖୁଛେ ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିଥିବା ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇବା ବେଳେ ଖେଳାଳିଙ୍କ ଫଟୋ ଅପେକ୍ଷା ନେତାମାନଙ୍କର ଫଟୋ ବଡ଼ ହୋଇ ଦେଖାଯାଉଛି। ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦି ଏହି ପ୍ରତିଯୋଗିତାରେ ସମସ୍ତଙ୍କଠାରୁ ଆଗରେ ରହିଛନ୍ତି।...
କେତେ ସତ
ଡା. ଶୁଭଶ୍ରୀ ମିଶ୍ର ମହିଳାମାନଙ୍କ ମଧ୍ୟରେ ମାସିକ ଋତୁସ୍ରାବ ବେଳେ ଟିକା ନେବାକୁ ନେଇ ଏକ ଗୁଜବ ଚାରିଆଡ଼େ ଚାଲିଛି। କିନ୍ତୁ ଋତୁସ୍ରାବ ପୂର୍ବରୁ କିମ୍ବା ହେଉଥିଲାବେଳେ ନଚେତ୍ ହୋଇସାରିବା ପରେ ଟିକା ନେଲେ ତାହାର ପାର୍ଶ୍ୱ ପ୍ରତିକ୍ରିୟା ସହିତ...
ପୁନର୍ନିିର୍ମାଣର ଚାବିକାଠି
ଡଜୋମାର୍ଟ ଓଟୋର୍ବାଏଭ ଆଫଗାନ୍ ସରକାରଙ୍କ ପତନ ଓ ତାଲିବାନ୍ କାବୁଲ ଦଖଲ କରିବା ପରେ ସେଠାରେ ନୀରବତା ଛାଇଯାଇଛି। ଅଧିକାଂଶ ଦୋକାନ ଓ ଶିଳ୍ପସଂସ୍ଥା ବନ୍ଦ ରହିଛି। ସାଧାରଣ ନାଗରିକମାନେ ଘରେ ଲୁଚି ରହିଛନ୍ତି। ଲୁଟେରାଙ୍କ କବଳରୁ ସହରକୁ ରକ୍ଷା...
ବିଶ୍ୱାସଘାତକତାର ସ୍ମାରକ
ବ୍ରହ୍ମ ଚେଲାନୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ଶୀଘ୍ର ତଥା ଭୁଲ ନିଷ୍ପତ୍ତି ନେବା ପରେ ସନ୍ତ୍ରାସବାଦୀମାନେ ଆଫଗାନିସ୍ତାନକୁ କବ୍ଜା କରି ନେଇଛନ୍ତି। ଫଳରେ ସେଠାରେ ଆମେରିକା ଦୀର୍ଘଦିନ ଧରି ଚଳାଇଥିବା ଯୁଦ୍ଧର ଲଜ୍ଜାଜନକ...
ଚଢ଼ା ଶେୟାର ବଜାର
ଦେବାଶିଷ ଆଚାର୍ଯ୍ୟ କୋଭିଡ୍-୧୯ର ପ୍ରଥମ ଏବଂ ଦ୍ୱିତୀୟ ଲହର ଆମର ଅର୍ଥନୀତିକୁ ଦୋହଲେଇ ଦେଇଛି ସତ କିନ୍ତୁ ଶେୟାର ବଜାର ହୁତୁହୁତୁ ବଢ଼ିଚାଲିଛି। ସମ୍ପ୍ରତି ସେନ୍ସେକ୍ସ ଯାହାକି ବମ୍ବେ ଷ୍ଟକ୍ ଏକଚେଞ୍ଜର ସୂଚକାଙ୍କ ୫୪,୦୦୦ ଉପରେ ପହଞ୍ଚତ୍ଅଛି ଏବଂ ନିଫ୍ଟି...
Archives


