ସମ୍ପାଦକୀୟ

ଏଇ ଭାରତରେ

ଶିକ୍ଷାଦାନରେ ସୀମିତ ରହିନାହାନ୍ତି କେରଳର ମୁରିକାଟ୍ଟୁକୁଡିସ୍ଥ ସରକାରୀ ଆଦିବାସୀ ଉଚ୍ଚମାଧ୍ୟମିକ ସ୍କୁଲର ଦୃଷ୍ଟିବାଧିତ ଶିକ୍ଷୟିତ୍ରୀ ଲିନ୍ସି ଜର୍ଜ । ଇଡୁକ୍କି ଜିଲାର ଉକ୍ତ ସ୍କୁଲରେ ପଢୁଥିତ୍ବା ଅନେକ ଗରିବ ଆଦିବାସୀ ପିଲାମାନେ କିଭଳି ଭଲ ଖାଇବେ ଓ ଭଲ ଘରେ ରହି…

ଏଇ ଭାରତରେ

ଦିବ୍ୟାଙ୍ଗ ପିଲାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରି ବର୍ତ୍ତମାନ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ପୁଡୁଚେରୀର ଡ. ଭୁବନା ବାସୁଦେବନ୍‌। ମାତାପିତା ଏପରିକି ଶିକ୍ଷକମାନେ ଅଣଦେଖା କରୁଥିବା ମାନସିକ ଅନଗ୍ରସର ପିଲାମାନଙ୍କୁ ଖୋଜି ସେମାନଙ୍କୁ ଶିକ୍ଷା ଦେଉଛନ୍ତି ଡ. ଭୁବନା ।…

‘ଅନାମ କାବ୍ୟ ଆନ୍ଦୋଳନ’ର ପ୍ରାସଙ୍ଗିକତା

ମନୁ ଦାଶ   ‘ଅନାମ କାବ୍ୟ ଆନ୍ଦୋଳନ’ ସଂକଳନ ପ୍ରକାଶନ ପରିପ୍ରେକ୍ଷୀରେ ଅନେକ ପାଠକ ଓ ସାହିତି୍ୟକ ମତେ ପ୍ରଶ୍ନ କରିଛନ୍ତି ଯେ, ବିଗତ ଶତାବ୍ଦୀରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନର ସାମ୍ପ୍ରତିକ ସମୟରେ ପ୍ରାସଙ୍ଗିକତା କ’ଣ ଅଛି ? ଏଭଳି…

ଭୂତଳ ଜଳ ସଂକ୍ରମିତ

ଶେଖ୍‌ ଫରିଦ୍‌ଉଦ୍ଦିନ   ଖରାଦିନ ଆସିଲାଣି। ଜଳ ସଙ୍କଟ ଅନେକ ଜାଗାରେ ଦେଖାଯାଏ। ଭୂତଳ ଜଳ ହେଉଛି ଆମ ସମସ୍ତଙ୍କ ପାଇଁ ମୁଖ୍ୟ ପାନୀୟର ବଡ଼ ଅବଲମ୍ବନ। ତେବେ ଏସବୁ ସମୟରେ ଏକ ବିଶ୍ୱସ୍ତରୀୟ ରିପୋର୍ଟ ବଡ଼ ସଙ୍କଟଜନକ ଖବର ଦେଇଛି।…

ଜାତୀୟ ସୁରକ୍ଷା ଆଳ ନ ହେଉ

ଅଭୟ ଦ୍ୱିବେଦୀ   ଚଳିତବର୍ଷ ଫେବୃୟାରୀ ୮ରେ କେରଳ ହାଇକୋର୍ଟ, କେନ୍ଦ୍ର ସରକାରଙ୍କ ମାଲାୟାଲମ ମିଡିଆ ୱାନ୍‌ ଟିଭି ଚ୍ୟାନେଲ ନିଷେଧାଜ୍ଞା ଉପରେ ନ୍ୟାୟିକ ସ୍ବୀକୃତି ପ୍ରଦାନ କରିଥିଲୋ ଅତୀତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଟିଭି ଚାନେଲ ଯଥା ଏନ୍‌ଡିଟିଭି,…

ପେଡ଼ି ଖୋଲିଲା

କର୍ନାଟକ ହାଇକୋର୍ଟ ୧୫ ମାର୍ଚ୍ଚରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛନ୍ତି ଯେ, ହିଜାବ ଇସ୍‌ଲାମ ଧର୍ମର ପ୍ରମୁଖ ଅଂଶ ନୁହେଁ। ଏଥିସହିତ କଲେଜରେ ହିଜାବ ପିନ୍ଧିବା ଉପରେ କରାଯାଇଥିବା ପ୍ରତିବନ୍ଧକ ବିରୋଧରେ ଉଚ୍ଚ ଅଦାଲତରେ ମୁସଲମାନ ଛାତ୍ରୀମାନେ କରିଥିବା ଆବେଦନକୁ…

ଏଇ ଭାରତରେ

ପ୍ରାଣୀଙ୍କ ସେବା ମହତ୍‌ କାର୍ଯ୍ୟ- ଏକଥା ଅନୁଭବ କରିଛନ୍ତି ରାଜସ୍ଥାନର ଗଜରାଜ ସିଂ କଚ୍ଛଓ୍ବା। ସେଥିପାଇଁ ସେ ଜୟପୁରରେ ‘ବେଜୁବାନ୍‌ କି ରୋଷେଇ’ ବା ‘କିଚେନ୍‌ ଫର୍‌ ଦି ଭଏସ୍‌ଲେସ’ ଖୋଲି ହଜାର ହଜାର ବୁଲା କୁକୁରଙ୍କୁ ଖାଇବାକୁ ଦେଉଛନ୍ତି। ୫…

ଗଣତନ୍ତ୍ରର ରକ୍ଷାକବଚ

ରବିନାରାୟଣ ସାମଲ ପଞ୍ଚାୟତ ନିର୍ବାଚନ ହେଲା। ମାସାଧିକ କାଳ ଭୋଟ-ରାଜନୀତିକୁ ନେଇ ଗଁା ଗଣ୍ଡା ଉଠିଲା ପଡ଼ିଲା। ଶାନ୍ତିପୂର୍ଣ୍ଣ ସହାବସ୍ଥାନ ବୈରଭାବରେ ଆକ୍ରାନ୍ତ ହେଲା। ଠାଏ ଠାଏ ହିଂସାକାଣ୍ଡ ଘଟି ଧନଜୀବନ ବି ନଷ୍ଟ ହେଲା। ଗଁା ପରିବେଶ ଏକରକମ ଅଶାନ୍ତ…

ଦେଶର ଊର୍ଦ୍ଧ୍ୱରେ ପାର୍ଟି

ସହଦେବ ସାହୁ ସର୍ଭିସ୍‌ ଏବଭ୍‌ ସେଲ୍ଫ୍‌’ କେବଳ ଏକ ନୀତିବାକ୍ୟ ନୁହେଁ, ପୃଥିବୀର ଚାରିଆଡ଼େ ଏ ଏକ ଆଚରଣ ବିଧି ରୂପେ ଗଣାଯାଉଛି।ସେବାରେ ବ୍ୟକ୍ତି ନିଜକୁ ଉତ୍ସର୍ଗ କରିବା କଥା।ମୁଁ ଏକ ବ୍ୟକ୍ତି, ସେବା ଯୋଗାଇବାରେ ମୁଁ ନିଜକୁ ଭୁଲିଯିବା କଥା।ସମସ୍ତେ…

୮.୧କୁ ହ୍ରାସ

ଶ୍ରମିକ ଏବଂ କର୍ମଚାରୀଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା କେନ୍ଦ୍ର ସରକାରଙ୍କ ପ୍ରାଥମିକତା ରହିଆସିଛି ବୋଲି ବାରମ୍ବାର ଘୋଷଣା କରାଯାଉଛି। କିନ୍ତୁ ୧୨ ମାର୍ଚ୍ଚ ୨୦୨୨ରେ ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ଉପରେ ଥିବା ସୁଧ ହାରକୁ ୮.୫ ପ୍ରତିଶତରୁ…

ଭିନ୍ନ ଉତ୍ତରଭାରତ

ଦେଶର ସର୍ବବୃହତ୍‌ ରାଜ୍ୟ ଉତ୍ତରପ୍ରଦେଶ ସମେତ ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ଇତିମଧ୍ୟରେ ପ୍ରକାଶ ପାଇସାରିଛି। ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଐତିହାସିକ ରେକର୍ଡ କରିଥିବା ବେଳେ ଅନ୍ୟ ୪ ରାଜ୍ୟରେ ଭାରତୀୟ…

ସବୁଜ ଉଦ୍‌ଜାନ: ଆଜିର ଆବଶ୍ୟକତା

ସୀତାଂଶୁ କୁମାର ସାମଲ ସମଗ୍ର ବିଶ୍ୱ ଏବଂ ଏହା ଅନ୍ତର୍ଗତ ସମସ୍ତ ପ୍ରାଣୀ, ଉଦ୍ଭିଦ, ଜଳ, ଖଣିଜ ପଦାର୍ଥ ଇତ୍ୟାଦି ବିଭିନ୍ନ ମୌଳିକ ଓ ଯୌଗିକର ସମାହାର। ମୌଳିକ ବସ୍ତୁର ସରଳତମ ରୂପ।ଏମାନଙ୍କର ରାସାୟନିକ ସଂଯୋଗ ଦ୍ୱାରା ଅସଂଖ୍ୟ ଯୌଗିକ ସୃଷ୍ଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri