ସମ୍ପାଦକୀୟ

ମୁକ୍ତି ସଂଗ୍ରାମର ସାରଥି

ମନୋରଞ୍ଜନ ଜେନା ବିଭିନ୍ନତା ମଧ୍ୟରେ ବାସନ୍ଦତାପୂର୍ଣ୍ଣ ଅନ୍ତଃଚିତ୍କାର, ବାହ୍ୟ କୁତ୍ସାରଟନା ପୋଷଣର ଚାବୁକ ପ୍ରହାରରେ ନିରବି ଯାଇଥିବା ଅନ୍ଧକାର ସମାଜ ବହ୍ନି ମଧ୍ୟରେ ୧୮୯୧ ଏପ୍ରିଲ ୧୪ରେ ଜନ୍ମ ନେଇଥିଲେ ଡ. ଆମ୍ବେଡକର। ମଧ୍ୟପ୍ରଦେଶର ମହୁ ଜିଲାର ରାମଜୀ ମାଲଜୀ ସତପାଲ…

ଏଇ ଭାରତରେ

ଏଚ୍‌ଆଇଭି ପୀଡ଼ିତ ହୋଇ ସାମାଜିକ ବାଧାକୁ ସାମ୍ନା କରି ଏଭଳି ରୋଗରେ ପୀଡ଼ିତ ବହୁ ମହିଳାଙ୍କ ପାଇଁ ଆଶାବାଡ଼ି ପାଲଟିଛନ୍ତି ସୁରିନ୍ଦର କୌର। ରାଜସ୍ଥାନର ଅଲଓ୍ବାର ଜିଲାରେ ଏକ ଗରିବ ପରିବାରରେ ଜନ୍ମିତ ସୁରିନ୍ଦର ମାଟ୍ରିକ ପାସ୍‌ ପରେ ଜଣେ ଗାଡ଼ିଚାଳକଙ୍କୁ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନର କାରଣ ପାଲଟିଥିବା ସବୁଜ ଗୃହ ବାଷ୍ପ ନିର୍ଗମନ କମାଇବା ଲାଗି ବିଶ୍ୱ ସ୍ତରରେ ବ୍ୟାପକ ପ୍ରୟାସ କରାଯାଉଥିବାବେଳେ ଏଥିରେ ଦୁଇ ଭାରତୀୟଙ୍କ ଯୋଗଦାନ ପ୍ରଶଂସନୀୟ। ଆଇଆଇଟି କାନପୁର ଡିଗ୍ରୀଧାରୀ ରବି ସରୋଜ ଏବଂ ଅଲ୍‌ ଇଣ୍ଡିଆ ରାଇସ୍‌ ଏକ୍ସପୋର୍ଟସ…

ଗଣତନ୍ତ୍ର ଓ ନାଗରିକ

ଦୀପକ କୁମାର ନନ୍ଦ   ଓଡ଼ିଶାରେ ପଞ୍ଚାୟତିରାଜ ନିର୍ବାଚନ ଶେଷ ହୋଇ ସାରିଥିଲେ ବି ସେଥିରେ ଅନେକ ବିଷୟ ସାମ୍ନାକୁ ଆସଛି। ତୃଣମୂଳ ସ୍ତରରେ ଗଣତନ୍ତ୍ର ପ୍ରତିଷ୍ଠା, ସ୍ଥାନୀୟ ବିକାଶମୂଳକ ଯୋଜନା ଏବଂ କାର୍ଯ୍ୟକରିବା ପାଇଁ ପଞ୍ଚାୟତିରାଜ ନିର୍ବାଚନ ଏବଂ ଅନୁଷ୍ଠାନ…

ଆମ ପାଠ

ଦ୍ୱିତୀ ଚନ୍ଦ୍ର ସାହୁ ନିକଟରେ ଏକ ଜିଲାରେ ଜିଲା ପ୍ରଶାସନଙ୍କ ଆଗ୍ରହକ୍ରମେ ମଧୁ ବର୍ଣ୍ଣବୋଧ ଅଭିଯାନ ଆରମ୍ଭ କରାଯାଇଛି। ଏହା ଶୁଣିବା ପରେ ଅନେକ କଥା ତାଜା ହୋଇଗଲା। ଠିକ୍‌ ମନେଅଛି ପିଲାଦିନେ ପାଠ ପଢ଼ିଲାବେଳେ ଓଡ଼ିଆ ଭାଷା ଶିକ୍ଷା ପାଇଁ…

ଆମ ରାଜଧାନୀ: ଅତୀତ ଓ ବର୍ତ୍ତମାନ

ପ୍ର. ନୀହାର ରଞ୍ଜନ ପଟ୍ଟନାୟକ   ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱର ଗୋଟିଏ ଦିନରେ ନିର୍ମିତ ହୋଇନାହିଁ। ଏହାର ବିଗତ ଦୁଇହଜାର ବର୍ଷର ଗୌରବମୟ ଇତିହାସ ବିଭିନ୍ନ ସମୟରେ ଓଡ଼ିଶା ତଥା ସମଗ୍ର ଦେଶକୁ ମହିମାନ୍ବିତ କରିଛି। ଓଡ଼ିଶାବାସୀଙ୍କ ରାଜନୈତିକ, ସାମାଜିକ…

ଆଦି ଓ ଆର୍ଯ୍ୟ

ଜଗନ୍ନାଥ ସଂସ୍କୃତିରେ ଓଡ଼ିଆ ଜାତି ପରିଚାଳିତ। ପଶ୍ଚିମ ଓଡ଼ିଶାରେ ମା’ ସମଲେଶ୍ୱରୀ ଆରାଧ୍ୟା ଦେବୀ। ଆଜିର ପରିସ୍ଥିତିରେ ରାଜନୈତିକ ପରିବେଶ ସହିତ ଉତ୍ତର ଭାରତର ପ୍ରଭାବ ଯୋଗୁ ଓଡ଼ିଶାରେ ଲୋକେ ରାମନବମୀ ବଡ଼ଧରଣରେ ପାଳନ କରୁଛନ୍ତି। ଏଠି ହିନ୍ଦୁ ଧର୍ମରେ ବିଶ୍ୱାସ…

ଏଇ ଭାରତରେ

ବେଙ୍ଗାଲୁରୁର ରଚନା ବୋଡାଗୁଙ୍କ ନିଷ୍ଠା ଓ ଇଚ୍ଛାଶକ୍ତି ତାଙ୍କୁ ଏକ ଭିନ୍ନ ପରିଚୟ ଆଣିଦେଇଛି। ସେ ଏକାଦଶ ଶ୍ରେଣୀରେ ପଢ଼ୁଛନ୍ତି। ତାଙ୍କ ଦ୍ୱାରା ପ୍ରସ୍ତୁତ ସୋଲାର ସାଇକେଲ୍‌ କୃଷକମାନଙ୍କୁ କ୍ଷେତରେ ପାଣି ମଡ଼ାଇବାରେ ସାହାଯ୍ୟ କରୁଛି। ସେଥିରେ ମୋଟର ସିଷ୍ଟମ ରହିଛି…

ନିର୍ବାଚିତ ପ୍ରତିନିଧିଙ୍କ ଲକ୍ଷ୍ୟ

ଡ. ଭାରତ ଭୂଷଣ ରଥ ଭାରତର ଅନେକ ରାଜ୍ୟରେ ନିର୍ବାଚନ ସମାପ୍ତ ହୋଇଛି। ଉତ୍ତରପ୍ରଦେଶ, ପଞ୍ଜାବ, ମଣିପୁର, ଉତ୍ତରାଖଣ୍ଡ, ଗୋଆ ପ୍ରଭୃତି ରାଜ୍ୟରେ ବିଧାନସଭା ନିର୍ବାଚନ ସହିତ ଓଡ଼ିଶାର ପଞ୍ଚାୟତ ଏବଂ ପୌର ଭୋଟ ମଧ୍ୟ ନିର୍ବାଚନ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ ଥିଲା।…

ଶ୍ରୀଲଙ୍କା ସଙ୍କଟ ଓ ଜନବିରୋଧୀ ରାଜନୀତି

ବିଚିତ୍ର ବିଶ୍ୱାଳ ପ୍ରତ୍ୟେକ ଘଟଣାରେ ରାଜନୀତିର ରଙ୍ଗ ଦେଇ ସେଥିରୁ ରାଜନୈତିକ ଫାଇଦା ହାସଲ କରିବା ରାଜନୈତିକ ଦଳଗୁଡ଼ିକର ମୁଖ୍ୟ ଲକ୍ଷ୍ୟ ହୋଇଯାଇଛି। ଏହି ଦୌଡ଼ରେ ସମ୍ପ୍ରତି ସରକାରରେ ଥିବା ଦଳ ଅନ୍ୟମାନଙ୍କଠାରୁ ବହୁତ ଆଗରେ ଅଛି। ଅବଶ୍ୟ ସରକାରଙ୍କ ପାଖରେ…

ପେଟର ନିଆଁ

ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ପୁଣି ଖବରର ଶିରୋନାମା ପାଲଟିଛି। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ହିଂସା ଯୋଗୁ କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଛି। ମିଳିଥିବା ଖବରରୁ ଜଣାପଡ଼ିଛି ଯେ, ୧୦ ଏପ୍ରିଲ ଶ୍ରୀରାମ ନବମୀ ଥିବାରୁ କାବେରୀ ହଷ୍ଟେଲରେ ଆମିଷ…

ଏଇ ଭାରତରେ

ଧର୍ମନଗରୀ କାଶୀ ସହ ସେଠାକାର ଲୋକଙ୍କ ଦିବ୍ୟସମ୍ପର୍କ ରହିଛି। ସେମାନଙ୍କ ବିଶ୍ୱାସକୁ ଆଧାରକରି ସେଠାରେ ଦଣ୍ଡାୟମାନ ହୋଇଛି ରାମରମାପତି ବ୍ୟାଙ୍କ। କାଶୀ ବିଶ୍ୱନାଥ ଧାମ ନିକଟ ତ୍ରିପୁରା ଭୈରବୀ ଗଳିରେ ରହିଛି ଏହି ବ୍ୟାଙ୍କ। ଏଠାରେ ଶ୍ରୀରାମଙ୍କ ନାମର ନେଣଦେଣ ହୋଇଥାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?