ସମ୍ପାଦକୀୟ

ତୈଳଦର ବୃଦ୍ଧି ପାଇଁ ତୈଳବଣ୍ଡ୍‌ ଦାୟୀ କିିି

ଭାଲଚନ୍ଦ୍ର ଷଡ଼ଙ୍ଗୀ   ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ର ଦର ରେକର୍ଡ ସ୍ତରରେ ପହଞ୍ଚତ୍ଛି। ଦେଶର ଅଧିକାଂଶ ସ୍ଥାନରେ ପେଟ୍ରୋଲ ଲିଟର ପିଛା ଦର ଶହେ ଟପିଥିବା ବେଳେ ଡିଜେଲ ମଧ୍ୟ ନବେରୁ ଶହେ ମଧ୍ୟରେ ରହିଛି।...

ଅରୁଚିକର ରାଣେ

କେନ୍ଦ୍ର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ମନ୍ତ୍ରୀ ନାରାୟଣ ରାଣେଙ୍କୁ ମହାରାଷ୍ଟ୍ର ପୋଲିସ ୨୪ ଅଗଷ୍ଟରେ ଗିରଫ କରିଛି। ୨୩ ଅଗଷ୍ଟରେ ଜନଆଶୀର୍ବାଦ ଯାତ୍ରାରେ ଯୋଗଦେବା ଅବସରରେ ରାଣେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ସମାଲୋଚନା କରିଥିଲେ।...

ଏଇ ଭାରତରେ

ସହରରେ ରହି ଘରେ ସୁନ୍ଦର ବଗିଚା କରିଛନ୍ତି, ଅଥଚ ଛୁଟିରେ ବାହାରକୁ ଚାଲିଗଲେ ଗଛ ଚିନ୍ତା ଘାରୁଛି। ଏବେ ଆଉ ଏମିତି ଚିନ୍ତା କରିବାକୁ ପଡ଼ିବନି, କାରଣ ଏଥିପାଇଁ ସମାଧାନର ପନ୍ଥା ସାମ୍ନାକୁ ଆଣିଛନ୍ତି ପାର୍ଥ ଶାହା। ଗୁଜରାଟର ଅନନ୍ତ...

ଜଳବାୟୁ ପରିବର୍ତ୍ତନ ଓ ବିପର୍ଯ୍ୟୟ

ଅନ୍ତର୍ଯ୍ୟାମୀ ପଟ୍ଟନାୟକ ହିମାଚଳ ପ୍ରଦେଶର ଭୟାବହ ଭୂସ୍ଖଳନ ଘଟି ଅନେକଙ୍କ ଜୀବନ ଅକାଳରେ ଚାଲିଯାଇଛି। ଏହିପରି ଏକ ଦୁଃଖଦ ଘଟଣା ସମୟରେ ଆଉ ଏକ ଖବର କେବଳ ପାରାଦୀପବାସୀ ନୁହେଁ, ଓଡ଼ିଶାବାସୀଙ୍କ ପାଇଁ ଗୁରୁତ୍ୱ ରଖୁଛି। ସୂଚନାଥାଉ କି, ଶତାବ୍ଦୀ...

ଇତିହାସର ପୁନରାବୃତ୍ତି

ରଞ୍ଜନ କୁମାର ଦାସ ପିଲାବେଳେ ସ୍କୁଲରେ ଆମେ ପଢ଼ିଥିଲୁ ଯେ ପୃଥିବୀ ଗୋଲ। ତେଣୁ ଜଣେ ମଣିଷ ନାକସିଧା ଆଗକୁ ମାଡ଼ି ଚାଲିଲେ ସେ ଯେଉଁଠୁ ବାହାରିଥିବ ପୁଣି ସେଇଠି ଆସି ପହଞ୍ଚତ୍ବ। ସେ କଥାରେ ପ୍ରାମାଣିକତା ସଂଗ୍ରହ କରିବା...

ମେଧାବୀ ଅପରାଧୀ

ଓଡ଼ିଆରେ କଥା ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନ ଥିଲେ ସବୁ ଅସାର’। ଜଣେ ଯେତେ ପ୍ରତିଭାସମ୍ପନ୍ନ ହୋଇଥିଲେ ମଧ୍ୟ ତାଙ୍କର ଚାରିତ୍ରିକ ପତନ ଘଟିଲେ ସେ ଦୁନିଆ ଆଗରେ ନିନ୍ଦିତ ହୋଇଥାଆନ୍ତି। ହେଲେ ଏବେ ଗୁଆହାଟୀ...

ଭାରତର ଚିନ୍ତା

ଆଫଗାନିସ୍ତାନରେ ତାଲିବାନ୍‌ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲାଣି। ଶାସନ ଶରିଆତ୍‌ ଆଇନ ଅନୁସାରେ ହେବ ବୋଲି ତାଲିବାନ ପକ୍ଷରୁ ଘୋଷଣା କରାଯାଇଛି। ତେବେ ଆଫଗାନିସ୍ତାନରୁ ଆମେରିକା ଓ ନାଟୋ ସୈନ୍ୟ ଅପସରିଯିବା ପରେ ଏକ ନୂଆ ସମୀକରଣ...

ବିଦେଶ ପ୍ରେମ

ଡ.ଜୟଦେବ ସାହୁ ବିଦେଶ ଭ୍ରମଣ ହେଉ କି ବିଦେଶରେ ଅଧ୍ୟୟନ ହେଉ, ବିଦେଶର ନାମ ଶୁଣିଲେ ଭାରତୀୟ ନୂତନ ପିଢ଼ି ଖୁସିରେ ବିଭୋର ହୋଇଯାନ୍ତି। ପ୍ରାୟ ମା’ବାପାଙ୍କ ସ୍ବପ୍ନ ଯେ ତାଙ୍କ ସନ୍ତାନ ବିଦେଶରେ ପଢୁ, ବିଦେଶରେ ଚାକିରି କରୁ...

ପୁଣି ତାଲିବାନ୍‌

ଅନିଲ ବିଶ୍ୱାଳ ଆମେରିକା ଯେତେବେଳେ ତା’ର ସେନାକୁ ଆଫଗାନିସ୍ତାନରୁ ପ୍ରତ୍ୟାହାର କରିବ ବୋଲି ଘୋଷଣା କରିଥିଲା ସେତେବେଳେ ତାଲିବାନ୍‌କୁ ଆଫଗାନିସ୍ତାନର ରାଜଧାନୀ କାବୁଲରେ ପହଞ୍ଚିବା ପାଇଁ ୯୦ ଦିନ ସମୟ ଲାଗିବ ବୋଲି କହିଥିଲା। ହେଲେ ତାଲିବାନ୍‌ ମାତ୍ର ୭...

ଏଇ ଭାରତରେ

ଶିଳ୍ପ ବିପ୍ଳବ, ସବୁଜ ବିପ୍ଳବ କଥା ଜାଣିଛନ୍ତି, କିନ୍ତୁ ହଳଦୀ ବିପ୍ଳବ ବିଷୟରେ କେବେ ଶୁଣିଛନ୍ତି କି? ଏମିତି ବିପ୍ଳବ ଆଣିଛନ୍ତି ରାଜସ୍ଥାନର ଦମ୍ପତି ରାମିଲା ଓ ଦେବୀଲାଲ ବ୍ୟାସ। ଏମାନେ ମରୁଡ଼ିପ୍ରବଣ ଡୁଙ୍ଗରପୁର ଜିଲାରେ ହଳଦୀ ଚାଷ ମାଧ୍ୟମରେ...

ଆଇନ କ’ଣ କରିଛି

ଆକାର ପଟେଲ ଏଇ କିଛି ବର୍ଷ ହେବ ଭାରତରେ ମଧ୍ୟବିତ୍ତ ବର୍ଗଙ୍କ ଅଭିବୃଦ୍ଧି ବନ୍ଦ ହୋଇଯାଇଛି। ଏ ବିଷୟରେ ଦୁଇ ସପ୍ତାହ ପୂର୍ବରୁ ମୁଁ ଉଲ୍ଲେଖ କରିଥିଲି। ଆମ ଅର୍ଥ ବ୍ୟବସ୍ଥାର ପ୍ରମୁଖ ମାନଦଣ୍ଡ; ଯଥା ବାସୋପଯୋଗୀ ଗୃହ, କାର,...

କ୍ରୀଡ଼ାଭିମୁଖୀ ପ୍ରଶାସକ

କୁହାଯାଇଥାଏ ଜୀବନ କେବଳ ଏକ ଗନ୍ତବ୍ୟସ୍ଥଳ ନୁହେଁ, ଏକ ଯାତ୍ରା। ଉତ୍ତରପ୍ରଦେଶର ଗୌତମ ବୁଦ୍ଧନଗର (ନଏଡା) ଜିଲାପାଳ ସୁହାସ ଏଲ୍‌ ଓ୍ବାଇ ମଧ୍ୟ ଅନୁଭବ କରନ୍ତି ଯେ, ଜୀବନର ଯାତ୍ରା ଠିକ୍‌ ମାର୍ଗରେ ଥିଲେ ଗନ୍ତବ୍ୟ ସ୍ଥାନ ମିଳିଯିବ। ଅଗଷ୍ଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri