ସମ୍ପାଦକୀୟ

ପାଶ୍ଚାତ୍ୟ ପାଇଁ ଅସଲି ପରୀକ୍ଷା

ଡାରୋନ୍‌ ଆକ୍‌ମୋଗ୍ଲୁ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ସମ୍ଭବତଃ ଯୋଜନା ଅନୁସାରେ ଯାଇପାରୁନାହିଁ ଓ ଉକ୍ତ ଯୁଦ୍ଧର ସବୁଠୁ ଖରାପ ପରିଣାମ ଆସିବାକୁ ବାକି ରହିଛି। ରୁଷିଆର ବିଭିନ୍ନ ସଂସ୍ଥା ଏବଂ ଗୋଷ୍ଠୀତନ୍ତ୍ର ସରକାରର ମୁଷ୍ଟିମେୟ ବ୍ୟକ୍ତିମାନଙ୍କ ବିରୋଧରେ ପାଶ୍ଚାତ୍ୟ ବ୍ୟାପକ ଆର୍ଥିକ…

ବିଲୁପ୍ତାଭିମୁଖୀ ଭାଷା ଓ ଓଡ଼ିଆ

ବାଦଲ ଭୂୟାଁ ପୃଥିବୀରୁ ବହୁ ଭାଷା ଲୋପ ପାଇଯାଉଛି। ଏହାକୁ ନେଇ ଭାଷାତତ୍ତ୍ୱବିତ୍‌ମାନେ ବାରମ୍ବାର ଚିନ୍ତାପ୍ରକଟ କରିଆସିଛନ୍ତି। ୟୁନେସ୍କୋ ଅନୁସାରେ ପୃଥିବୀର ପ୍ରାୟ ୬,୫୦୦ ଭାଷା ମଧ୍ୟରୁ ଅଧା ଲୁପ୍ତ ହେବା ଅବସ୍ଥାରେ। ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ଅନେକଙ୍କର ଚିହ୍ନବର୍ଣ୍ଣ…

ଶିକ୍ଷାରେ କ୍ଷତି

କୋଭିଡ୍‌-୧୯ ମହାମାରୀରେ ସ୍କୁଲ୍‌ ବନ୍ଦ ରହିବା ଯୋଗୁ ଶିକ୍ଷାରେ ବ୍ୟାପକ କ୍ଷତି ହୋଇଛି। ବିଶ୍ୱରେ ସ୍କୁଲଗୁଡ଼ିକରେ ସୃଷ୍ଟି ହୋଇଥିବା ଉକ୍ତ ସଙ୍କଟ ଦୂର କରି କିପରି ଏକ ସନ୍ତୁଳନ ସ୍ଥିତି ଅଣାଯାଇପାରିବ ତାହା ନିର୍ଦ୍ଧାରଣ କରିବା ବାସ୍ତବରେ ଅତ୍ୟନ୍ତ କଠିନ। ଏଣୁ…

ଶିଶୁ ଅନୁକୂଳ ପୋଲିସ ଷ୍ଟେଶନ

ଥାନା ଏବଂ କୋର୍ଟର ନଁା ଶୁଣିଲେ କିଏ ନ ଡରେ। ଶିଶୁମାନଙ୍କ କଥା ଛାଡ଼, ବଡ଼ ଲୋକଙ୍କୁ ବି ଥାନା ଏବଂ କୋର୍ଟକୁ ଟିକେ କେହି ଯିବା ପାଇଁ ଡାକିଲେ କୁଣ୍ଠା ପ୍ରକାଶ କରନ୍ତି। ଏହା ଭିତରେ ଓଡ଼ିଶା ସରକାରଙ୍କ ଶିଶୁ…

ପରିବେଶ ସୁରକ୍ଷା ଆଜିର ଆହ୍ବାନ

ଆଜିର ଅତ୍ୟାଧୁନିକ ଯୁଗରେ ମଣିଷ-କୃତ ପ୍ରଦୂଷଣ ପ୍ରଭାବରେ ବାୟୁମଣ୍ଡଳରେ ଅମ୍ଳଜାନ ପରିବର୍ତ୍ତେ ଅଙ୍ଗାରକାମ୍ଳ ଗ୍ୟାସ ପରିମାଣ ବଢ଼ିବାରେ ଲାଗିଛି। ଏହାର ପରିମାଣ ଅଧିକ ହେବା ଯୋଗୁ ଭୂପୃଷ୍ଠର ତାପମାତ୍ରା ବୃଦ୍ଧି ପାଉଛି, ଫଳରେ ସମୁଦ୍ରର ଜଳସ୍ତର ବଢ଼ିବାରେ ଲାଗିଛି। ଏଥିପାଇଁ କେତେକ…

ଏଇ ଭାରତରେ

ପ୍ରଦୂଷଣ ରୋକିବାରେ କେରଳର ଗୋଟିଏ ଦମ୍ପତିଙ୍କ ଅଭିନବ ଉପାୟ ଏକ ଉଦାହରଣ ସୃଷ୍ଟି କରିଛି। ବିନୟ କୁମାର ବାଲ୍‌କ୍ରିଷ୍ଣନ ଏବଂ ତାଙ୍କ ସ୍ତ୍ରୀ ଇନ୍ଦିରା ଗହମ ଓ ଧାନ କୁଣ୍ଡାରୁ ଏଡିବଲ ଟେବୁଲଓ୍ବେର୍‌ ବା ଖାଇବାଯୋଗ୍ୟ ଚାମଚ, କଣ୍ଟାଚାମଚ, କପ୍‌, ପ୍ଲେଟ,…

ଚାଇନା ଦେଖୁଛି

ଯୁକ୍ରେନ୍‌ ଉପରେ ରୁଷର ଆକ୍ରମଣ ୧୩ ଦିନ ଅତିକ୍ରମ କରିଗଲାଣି। ତଥାପି ଉଭୟ ଦେଶ ପଛଘୁଞ୍ଚା ଦେଉନାହାନ୍ତି। ଏହାଦ୍ୱାରା ଭୂରାଜନୈତିକ ସ୍ଥିତି ବିଗିଡ଼ିବାରେ ଲାଗିଛି। ସବୁ ରାଷ୍ଟ୍ରର କୂଟନୈତିକ ନୀତି କ’ଣ ରହୁଛି ତାହା ଉପରେ ବିଶ୍ୱ ସମୁଦାୟ ନଜର ରଖିଛି।…

ବୃହତ୍‌ ସ୍ବାସ୍ଥ୍ୟଗତ ବିପଦ

୧୯୮୪ରୁ ପ୍ରତି ବର୍ଷ ମାର୍ଚ୍ଚ ଦ୍ୱିତୀୟ ବୁଧବାର ଦିନ ବିଶ୍ୱସ୍ତରରେ ପାଳିତ ହେଉଛି ଧୂମପାନ ନିଷେଧ ଦିବସ। ଧୂମପାନର ଭୟାବହତା ସମ୍ପର୍କରେ ସବୁ ସ୍ତରରେ ଜନସଚେତନତା ସୃଷ୍ଟି କରିବା, ଏହି ଦିବସ ପାଳନର ଲକ୍ଷ୍ୟ। ଏଠାରେ ଧୂମପାନ କହିଲେ ମୁଖ୍ୟତଃ ବିଡ଼ି,…

ଏଇ ଭାରତରେ

୪ ଦଶନ୍ଧି ଧରି ମ୍ୟାନଗ୍ରୋଭ ସଂରକ୍ଷଣରେ ଲାଗିଛନ୍ତି କେରଳର କନ୍ଦଲ ରଞ୍ଜନ। କନ୍ଦଲ ହେଉଛି ତାଙ୍କ ଡାକ ନାମ, ଯାହାର ଅର୍ଥ ହେଉଛିି ମ୍ୟାନଗ୍ରୋଭ। ସେ କନ୍ନୁର ଜିଲାର ପାଝାୟାଣ୍ଡି ନଦୀଅବବାହିକାରେ ଥିବା ମ୍ୟାନଗ୍ରୋଭର ସଂରକ୍ଷଣ କରିବା ସହ ଘରେ ଏକ…

ଶ୍ରେଣୀ ଶିକ୍ଷକର ବିଡ଼ମ୍ବନା

ଓଡ଼ିଶାରେ କାର୍ଯ୍ୟରତ ସବୁ ଶିକ୍ଷକ ଶ୍ରେଣୀ ଶିକ୍ଷକ ନୁହନ୍ତି। ଉଭୟ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗରେ ବିଭିନ୍ନ କିସମର ଶିକ୍ଷକ ଅଛନ୍ତି-ଯେମିତି ପ୍ରଶାସକ ଶିକ୍ଷକ, ସଂଗଠକ ଶିକ୍ଷକ, ନେତା ଶିକ୍ଷକ, ଗବେଷଣା ଶିକ୍ଷକ, ଗବେଷକ ଶିକ୍ଷକ, ପରୀକ୍ଷା ଶିକ୍ଷକ ଓ ଅଫିସ…

ଏଇ ଭାରତରେ

ତେଲଙ୍ଗାନାର ଡ. ପ୍ରକାଶ ବେଞ୍ଜାମୁରି ୨୦୦୬ରୁ ‘ଅନ୍ଦରି ଇଲ୍ଲୁ’ ବା ‘ଖୋଲା ଘର’ ଗଠନକରି ଅସହାୟମାନଙ୍କୁ ମୁକ୍ତ ସେବା ଦେଉଛନ୍ତି। ସେମାନଙ୍କ ପାଇଁ ହାଇଦ୍ରାବାଦସ୍ଥିତ ଏହିି ଘରେ ମାଗଣାରେ ଖାଇବା ଓ ରହିବା ବ୍ୟବସ୍ଥା କରାଯାଇଛି। ସେମାନେ ଏଠାରୁ ମାଗଣାରେ ପୋଷାକ…

ମାନବିକ ମୂଲ୍ୟବୋଧର ସଙ୍କଟ

ଡ. ସତ୍ୟନାରାୟଣ ମିଶ୍ର ସଭ୍ୟତାର ପ୍ରାରମ୍ଭରୁ ମଣିଷ ସବୁ ସମୟରେ ବିଭିନ୍ନ ସଙ୍କଟ ମଧ୍ୟ ଦେଇ ଗତି କରି ଆସୁଅଛି। କେତେବେଳେ ମଣିଷ ସଙ୍କଟରୁ କିଛି ଶିକ୍ଷା କରୁଛି ତ ପୁଣି କେତେବେଳେ କିଛି ହରାଇ ବସୁଛି। ଯେତେବେଳେ ମଣିଷ କିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri