ସମ୍ପାଦକୀୟ

ଅଙ୍ଗଦାନ ଓ ଅନ୍ଧବିଶ୍ବାସ

ଡ. ପ୍ରଫୁଲ୍ଲ କୁମାର ସାହୁ ଆଗେ କୁହାଯାଉଥିଲା ରକ୍ତଦାନ ମହତ୍‌-ଦାନ। ଏବେ ତା’ ସହିତ ଯୋଡ଼ି ହୋଇ ସାରିଛି ଅଙ୍ଗଦାନ ମହତ୍‌-ଦାନ। ପୂର୍ବରୁ ଜୀବିତ ଲୋକ ଦେହରୁ ଅଙ୍ଗ ଆଣି ପ୍ରତିରୋପଣ କରାଯାଉଥିଲା ଅଙ୍ଗ ଆବଶ୍ୟକ କରୁଥିବା ରୋଗୀ ଦେହରେ। ଏବେ…

ନିରପେକ୍ଷତା ଆଶା ବୃଥା

ଭାରତୀୟ ନ୍ୟାୟପାଳିକା ଉଚ୍ଚମାନ ବଜାୟ ରଖିଚାଲିଛି ଓ ଏହା ଉପରେ ଲୋକଙ୍କ ବିଶ୍ୱାସ ରହିଛି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି। ସମ୍ବିଧାନ ଦିବସର ସମାପନ ଉତ୍ସବରେ ୨୭ ନଭେମ୍ବରରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ଆହୁରି କହିଛନ୍ତି, ବିଚାରପତିଙ୍କୁ ବିଚାରପତି ଚୟନ…

ଏଇ ଭାରତରେ

ରୋଜଗାରଭିତ୍ତିକ କୃଷି ବିକାଶର ଧାରାରେ ମୁକ୍ତାଚାଷ ଯୋଡ଼ି ହୋଇଛି ଓ ବହୁ ଲୋକଙ୍କୁ ସ୍ବାବଲମ୍ବୀ କରୁଛି। ମହାରାଷ୍ଟ୍ରର ଅଶୋକ ମନଓ୍ବାନି ଏବଂ ତାଙ୍କ ସ୍ତ୍ରୀ କୁଳଞ୍ଜନ ଦୁବେ ମନଓ୍ବାନି ଏବେ ମୁକ୍ତାଚାଷ କରି ସ୍ବାବଲମ୍ବୀ ହେବା ସହ ଭାରତର ୧୨ ରାଜ୍ୟରେ…

ଓଟିଟି ମାର୍ଗଦର୍ଶିକ

ଜିତେନ୍ଦ୍ର କୁମାର ନାୟକ ସଙ୍କଟକୁ ସାମ୍ନାକରି ଯେଉଁମାନେ ସଫଳତା ପାଇଥାଆନ୍ତି, ସେମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଇଥାଆନ୍ତି। ନିକଟରେ ଫୋର୍ବସ ଦ୍ୱାରା ଭାରତୀୟ ମହିଳା ଶକ୍ତିଙ୍କୁ ନେଇ ପ୍ରକାଶ ପାଇଥିବା ତାଲିକାର ଶୀର୍ଷରେ ରହିଛନ୍ତି ଫିଲ୍ମ ନିର୍ଦ୍ଦେଶକ ତଥା ସ୍ରଷ୍ଟା (କ୍ରିଏଟର)…

କୃଷକଙ୍କ ଐତିହାସିକ ବିଜୟ

ଭାଲଚନ୍ଦ୍ର ଷଡ଼ଙ୍ଗୀ ଗୁରୁ ନାନକ ଜୟନ୍ତୀ ଅବସରରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ଅପ୍ରତ୍ୟାଶିତ ମନେହେଉଥିବା ଏହି ଘୋଷଣାଟି ଖୋଦ୍‌ ସରକାରଙ୍କ ସମର୍ଥକଙ୍କ ସମେତ ଅନେକଙ୍କୁ ଚକିତ…

ତିନୋଟି ଦେଶର କଥା

ଦକ୍ଷିଣ ଏସିଆର ତିନୋଟି ବୃହତ୍‌ ଦେଶର ସ୍ଥିତି ଏବେ କେଉଁଠି ତାହା ଲକ୍ଷ୍ୟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଦେଶଗୁଡ଼ିକରେ ଏବେ ଗଣତନ୍ତ୍ର ଅଛି, ଯାହା ସେମାନଙ୍କୁ ଇତିହାସରେ ଏକ ସ୍ବତନ୍ତ୍ର ସ୍ଥାନ ଦେଇଛି। ମଝିରେ ମଝିରେ ପାକିସ୍ତାନରେ ସାମରିକ ଶାସନ…

ପୁନର୍ଗଠନ ଚିନ୍ତା

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ନୀତି ଆୟୋଗ ଉପରେ କଡ଼ା ନଜର ରଖିଛି ଓ ଗଠନ ହେବାର ୬ ବର୍ଷ ମଧ୍ୟରେ ଏହାର ପ୍ରଦର୍ଶନ କିଭଳି ରହିଛି ସେ ସମ୍ପର୍କରେ ସମୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଛି। ଗଠନ ସମୟରେ ନୀତି ଆୟୋଗର ଲକ୍ଷ୍ୟ…

ଶବ୍ଦ ପ୍ରଦୂଷଣରୁ ମୁକ୍ତି କେବେ

ଈପ୍ସିତା ମହାନ୍ତି ଆମ ଦେଶରେ ଯାନବାହନର ହର୍ନ ଓ ବିବାହ ଶୋଭାଯାତ୍ରା ବେଳେ ଡିଜେରୁ ବାହାରୁଥିବା କାନଫଟା ସଙ୍ଗୀତ, ପର୍ବପର୍ବାଣି ଓ ଯାନିଯାତ୍ରା ସମୟର ବାଦ୍ୟଯନ୍ତ୍ର ଓ ଡାକବାଜି ଯନ୍ତ୍ରର ଶବ୍ଦ ଲୋକଙ୍କୁ କେବଳ ବିଚଳିତ କରୁନାହିଁ ବରଂ ଜିଇବା ମୁସ୍କିଲ୍‌…

ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ

ଡ. ସିଦ୍ଧାର୍ଥ କାନୁନ୍‌ଗୋ ସଂସାର ବଡ଼ ବିଚିତ୍ର। ମୁଦ୍ରାର ଦୁଇ ପାର୍ଶ୍ୱ ପରି ଏ ସଂସାରରେ ଉଭୟ ଭଲ ଲୋକ ଏବଂ ଖରାପ ଲୋକ ଅଛନ୍ତି। କିନ୍ତୁ ଦୁଃଖର ସହିତ କହିବାକୁ ପଡ଼ୁଛି ଯେ ଭଲ ଲୋକଙ୍କ ସଂଖ୍ୟା ଆସ୍ତେ ଆସ୍ତେ…

ଏଇ ଭାରତରେ

ଆଭିଏଶନ କ୍ୟାରିୟର ଛାଡ଼ି ବଳାତ୍କାର ପୀଡ଼ିତାଙ୍କ ପାଇଁ ନ୍ୟାୟିକ ଲଢ଼େଇ କରୁଛନ୍ତି ଦିଲ୍ଲୀର ଯୋଗିତା ଭାୟାନା। ସେ ବିପର୍ଯ୍ୟୟ ପରିଚାଳନାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ କିଙ୍ଗ୍‌ଫିଶର ଏୟାରଲାଇନରେ ଭଲ ଚାକିରି ପାଇଥିଲେ। ନିର୍ଭୟା ଘଟଣା ପରେ ସେ ଏହି…

ଏଇ ଭାରତରେ

ଟ୍ରାଫିକ୍‌ରେ ସାବୁନ ବିକ୍ରି କରୁଥିବା ଜଣେ ପିଲା ନିଷ୍ଠା ବଳରେ ଡାକ୍ତର ହୋଇ ଗ୍ରହଣଖଣ୍ଡିଆ ସମସ୍ୟା ଜଡ଼ିତ ପିଲାମାନଙ୍କର ମାଗଣାରେ ଅପରେଶନ କରୁଛନ୍ତି। ଏଭଳି ଅଭିଯାନ ଚଳାଉଥିବା ଡାକ୍ତର ହେଲେ ଡା. ସୁବୋଧ କୁମାର ସିଂ। ରହୁଛନ୍ତି ଉତ୍ତରପ୍ରଦେଶର ବାରାଣସୀରେ। ସେ…

ଆସ ଛବି ତୋଳିବା

ଅକ୍ଷୟ କୁମାର ମିଶ୍ର   ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ସମଗ୍ର ଦେଶରେ ଅମୃତ ମହୋତ୍ସବ ନାମରେ ବିଭିନ୍ନ କାର୍ଯ୍ୟକ୍ରମ ଯେ ହାତକୁ ନିଆଯାଇଛି ଏହା ଗଣ ମାଧ୍ୟମରେ ପ୍ରକାଶିତ ଫଟୋଚିତ୍ରଗୁଡ଼ିକ ଉପରେ ଦୃଷ୍ଟି ପଡ଼ିଲେ ବୁଝିହେଉଛି। କାର୍ଯ୍ୟକ୍ରମଗୁଡ଼ିକର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri