ସମ୍ପାଦକୀୟ

ଗୋଲାମିର ଅଦୃଶ୍ୟ ପରିଚୟ

ଡ.ସତ୍ୟ ନାରାୟଣ ମିଶ୍ର   ଆଧୁନିକ ସମାଜରେ ଗୋଲାମିର ପରିଭାଷା କେତେକଙ୍କୁ ଅଭିଶାପବୋଧ ହେଉଥିବା ବେଳେ ଅନ୍ୟ କେତେକଙ୍କୁ ଏହା ଏକ ଆଶୀର୍ବାଦ ଓ ଆନନ୍ଦଦାୟକ ଭଳି ମନେହୁଏ, କାରଣ ପରିବର୍ତ୍ତିତ ପରିସ୍ଥିତିରେ ଗୋଲାମିର ଶୈଳୀ ବର୍ତ୍ତମାନ ସ୍ବାର୍ଥ ହାସଲ ନିମନ୍ତେ…

ଶ୍ରୀମନ୍ଦିର ସୁରକ୍ଷା ସର୍ବୋପରି

ଅନିଲ କୁମାର ବିଶ୍ୱାଳ   ଶ୍ରୀମନ୍ଦିରକୁ ନେଇ ଏବେ ଯେଉଁ ଦୁଇଟି ଘଟଣା ସମସ୍ତ ଜଗନ୍ନାଥପ୍ରେମୀଙ୍କ ପାଇଁ ଚିନ୍ତାର କାରଣ, ତାହା ହେଉଛି ଯେଉଁଭଳି ଭାବରେ ପ୍ରଶାସନିକ ସ୍ତରରେ ଶ୍ରୀମନ୍ଦିର ଚାରିପାଖ ଉନ୍ନତୀକରଣ ପ୍ରକଳ୍ପରେ ବଡ଼ ବଡ଼ ଗାତ କରାଯାଇ ଶ୍ରୀମନ୍ଦିରର…

ପାଣ୍ଡେଙ୍କ ସେନା

ସ୍ଥଳସେନାର ଉପମୁଖ୍ୟ ଥିବା ଲ୍ୟୁଟ୍‌ନାଣ୍ଟ ଜେନେରାଲ ମନୋଜ ପାଣ୍ଡେଙ୍କୁ ୧୮ ଏପ୍ରିଲ ୨୦୨୨ରେ ଭାରତୀୟ ସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ସେନା ମୁଖ୍ୟ ଥିବା ମନୋଜ ମୁକୁନ୍ଦ ନରଓ୍ବଣେ ଏପ୍ରିଲ ୩୦ରେ ଅବସର ନେବା ପରେ ପାଣ୍ଡେ ସେହି…

ଏଇ ଭାରତରେ

ଚାକିରି ଅଭାବ ଯୋଗୁ ଇଞ୍ଜିନିୟର ଗଣେଶ ଡୁଧନଲେ ୭ଟି ଚା’ଦୋକାନ କରି ମାସକୁ ପାଖାପାଖି ୩ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ମହାରାଷ୍ଟ୍ର ଲାଟୁରରେ ଗଣେଶଙ୍କ ଘର, କିନ୍ତୁ ସେ ଗୁଜରାଟରେ ଚା’ଦୋକାନ କରିଛନ୍ତି। ପ୍ରଥମେ ସେ ପିତାଙ୍କଠାରୁ କିଛି ଟଙ୍କା…

ସଚେତନ ମନ

ଆରତି ମହାନ୍ତି କେବେ ବୁଝିପାରିଛ କି ତମ ବାହାରେ ତମେ ଯେମିତି କଥା କୁହ ମନ ଭିତରେ ବି ସେମିତି କଥା ହେଉଥାଅ ? କେବଳ ଏଣୁତେଣୁ କଥାହୁଅ ତା’ ନୁହେଁ ବରଂ ନାନା ରକମର ଛୋଟ ବଡ଼ ସମସ୍ୟା ବିଷୟରେ…

ପ୍ରତିନିଧିଙ୍କ ଇଚ୍ଛାଧୀନ କୋଟା ଦୁର୍ନୀତିର ସୂଚକ

ସହଦେବ ସାହୁ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରତି ଏମ୍‌ପି ୧୦ଟି ଲେଖାଏ ସିଟ୍‌ ନିଜ ହସ୍ତମୁଦି ମାହାଲ କରିଥିଲେ। ତା’ ଉପରେ ଏ ବର୍ଷ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ରହିତାଦେଶ ଜାରି କରିଛି। ବିଭିନ୍ନ ସମୟରେ ଶାସକ ଦଳଗୁଡ଼ିକ ଏମ୍‌ପିମାନଙ୍କୁ ଜମିଦାର-ସୁଲଭ…

ନିଷ୍ପତ୍ତି ଆମ ହାତରେ

ଉଚ୍ଚ ଶିକ୍ଷାରେ ଛାତ୍ରୀଛାତ୍ରମାନେ ଏକସଙ୍ଗେ ପୂର୍ଣ୍ଣକାଳୀନ (ଫୁଲ୍‌-ଟାଇମ୍‌) ଦୁଇଟି ଡିଗ୍ରୀ ପାଠ ପଢ଼ି ପାରିବେ ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ସଦ୍ୟ ନିୟମାବଳୀ ପ୍ରକାଶ ପାଇଛି। ଛାତ୍ରୀଛାତ୍ରମାନଙ୍କୁ ବହୁବିଧ ପାଠ ପଢ଼ିବା ଦିଗରେ ଏହା ସହାୟକ ହେବ ବୋଲି…

ଈଶ୍ୱରପ୍ପା ହେଲେ ଈଶ୍ୱର

ଭାରତୀୟ ବ୍ୟବସ୍ଥାରେ ଦୁର୍ନୀତି ଏକ ଅଂଶ ହୋଇଯାଇଛି। ଦୀର୍ଘବର୍ଷ ଶାସନ କରୁଥିବା କଂଗ୍ରେସର ଦୁର୍ନୀତିକୁ ଅଙ୍ଗୁଳି ନିର୍ଦ୍ଦେଶ କରି ଭାରତୀୟ ଜନତା ପାର୍ଟି (ଭାଜପା) କ୍ଷମତାକୁ ଆସିଥିଲା। ଏବେ ଭାଜପା ସ୍ବଚ୍ଛ ନୁହେଁ ବୋଲି ସଦ୍ୟ ମିଳିଥିବା ଏକ ପ୍ରମାଣରୁ ଜଣାପଡ଼ିଛି।…

ନାଗରିକ ଅଧିକାର ପାଇଁ ଏକ ବିପଜ୍ଜନକ ବିଲ୍‌

ଭାଲଚନ୍ଦ୍ର ଷଡ଼ଙ୍ଗୀ ଅଭିଯୁକ୍ତର ଚିହ୍ନଟ ନାଁରେ କେନ୍ଦ୍ରର ମୋଦି ସରକାର ଇତିମଧ୍ୟରେ ଏକ ବିପଜ୍ଜନକ ବିଲ୍‌ ଆଣିଛନ୍ତି। ଗତ ମାର୍ଚ୍ଚ ୨୮ରେ ‘ଦଣ୍ଡ ପ୍ରକ୍ରିୟା (ଚିହ୍ନଟ) ବିଲ୍‌ ୨୦୨୨’ ବା ”Criminal Procedure (Identification) Bill, 2022“ ନାମରେ ପରିଚିତ ଏହି…

ଆମ ପରିବେଶ, ଆମ ଆଧାର

ବିମଳ ପ୍ରସନ୍ନ ଦାସ ଆଜିର ଶିଳ୍ପପ୍ରଧାନ ସଭ୍ୟତାର ପ୍ରକୃତିର ଅତୁଳନୀୟ ଅବଦାନକୁ ମଣିଷ ଏପରି ଅକ୍ଷମଣୀୟ ଭାବେ ପ୍ରଦୂଷିତ କରିଚାଲିଛି ଯେ ପରିବେଶ ପ୍ରଦୂଷଣ ଏବେ ଆତଙ୍କବାଦ ଓ ମାଓବାଦ ଅପେକ୍ଷା ଭୟଙ୍କର ବିପଦ ଭାବରେ ଉଭା ହୋଇଛିି। ଫଳରେ ଲୋକମାନେ…

ଏଇ ଭାରତରେ

ସରକାରୀ ଯୋଜନାର ଉପଯୁକ୍ତ ଉପଯୋଗ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଉତ୍ତରାଖଣ୍ଡ କ୍ୟାଡରର ଆଇଏଏସ୍‌ ଅଧିକାରୀ ଆର୍‌. ମୀନାକ୍ଷୀ ସୁନ୍ଦରମ୍‌। ସେ ବହୁ ବିଭାଗର ଦାୟିତ୍ୱରେ ଥାଇ ୬୦୦ କୋଟି ମୂଲ୍ୟର ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରି ରାଜ୍ୟରେ ୪.୫ ଲକ୍ଷ…

ସୁପାରିସକୁ ଅପେକ୍ଷା

ୟୁନାଇଟେଡ୍‌ ଷ୍ଟେଟ୍ସ କମିଶନ ଅନ୍‌ ଇଣ୍ଟରନ୍ୟାଶନାଲ ରିଲିଜିୟସ୍‌ ଫ୍ରିଡମ୍‌ (ୟୁଏସ୍‌ସିଆଇଆର୍‌ଏଫ୍‌) ଏକ ସ୍ବାଧୀନ ଏବଂ ଦ୍ୱିଦଳୀୟ ସଂଘୀୟ ସରକାରୀ ସଂସ୍ଥା। ସ୍ବାଧୀନ କହିଲେ ଏହା ଆମେରିକା ସଂଘୀୟ ସରକାରର ଏକ ଅଂଶ ନୁହେଁ ଏବଂ ଦ୍ୱିଦଳୀୟ ମାନେ ଦୁଇ ପ୍ରମୁଖ ଦଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri