ସମ୍ପାଦକୀୟ

ଡାକ୍ତର ସମସ୍ୟା

ଡ. ବାସନ୍ତୀ ମହାନ୍ତି ଏକଥା ସତ ଯେ ଏବେ ରୋଗ ଓ ରୋଗୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି। ତଦନୁସାରେ ଅଧିକ ଡାକ୍ତର ଓ ଡାକ୍ତରଖାନାର ଆବଶ୍ୟକ ହେଉଛି। ଏହା କେବଳ ଆମ ଦେଶର ନୁହେଁ ସମଗ୍ର ବିଶ୍ବର ସମସ୍ୟା। ମନେହେଉଛି…

ଓର୍ବାନ୍‌ କାହିଁକି ଜିତିଲେ

ଡୋରୋତ୍ୟା ସିଜକ୍ରା, ମିଚେଲ୍‌ ଏ.ଓରିିନ୍‌ଷ୍ଟାଇନ ହଙ୍ଗେରୀର ଏକଚ୍ଛତ୍ରବାଦୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ ଲଗାତର ଚତୁର୍ଥ ଥର ପାଇଁ ନିର୍ବାଚନ ଜିତିବେ ବୋଲି ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ଏକ ଭ୍ରଷ୍ଟ ନିର୍ବାଚନ ପଦ୍ଧତି ଏବଂ ସରକାର ନିୟନ୍ତ୍ରଣାଧୀନ ମିଡିଆ…

ସକଳ ଶକ୍ତିର ଆଧାର

ଡ. ସୀତାଂଶୁ କୁମାର ସାମଲ ଅତି ପୁରାତନ କାଳରୁ ବହୁ ଦୂରଦୃଷ୍ଟିସମ୍ପନ୍ନ ମନୀଷୀମାନେ ସୂର୍ଯ୍ୟଙ୍କୁ ସହସ୍ରାଂଶୁ ନାମରେ ନାମିତ କରିଛନ୍ତି। ସହସ୍ରାଂଶୁ ଶବ୍ଦର ଅର୍ଥ ହଜାର ରଶ୍ମିର ଉତ୍ସ ବା ବହୁ ଶକ୍ତିର ଉତ୍ସ। ସେହି ସମୟରେ ବିଜ୍ଞାନ ବହୁ ପଛରେ…

ଏଇ ଭାରତରେ

ଜଳ ଚିନ୍ତାରେ ସଦାମଗ୍ନ ମଣିକନ୍ଦନ ଆର.। ତାମିଲନାଡୁ କୋଏମ୍ବାଟୁର୍‌ର ଏହି ପରିବେଶକର୍ମୀ ଏବେସୁଦ୍ଧା ୫ ପୁଷ୍କରିଣୀ, ୪ ହ୍ରଦ ଏବଂ ୩ କେନାଲ ପୁନରୁଦ୍ଧାର କରିସାରିଲେଣି। କୋଏମ୍ବାଟୁର୍‌ର ସୁନ୍ଦରପୁରମ୍‌ରେ ଜନ୍ମିତ ମଣିକନ୍ଦନ ଆର୍ଥାଭାବ ଯୋଗୁ ଅଷ୍ଟମ ଶ୍ରେଣୀରୁ ପାଠ ଛାଡ଼ିବା ପରେ…

ଇତିହାସର ଗତି ଓ ୟୁକ୍ରେନ୍‌ ଯୁଦ୍ଧ

ମାଇକେଲ ମାର୍ଦର ଦାର୍ଶନିକ ବା ପଣ୍ଡିତମାନେ ସମ୍ଭବତଃ ସମ୍ପୂର୍ଣ୍ଣ ଅଲଗା ଦୃଷ୍ଟିକୋଣରୁ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଘଟଣାକୁ ବୁଝାଇଥାଆନ୍ତି। ଉପଯୋଗୀ ସୈଦ୍ଧାନ୍ତିକ ମଡେଲ ଏବଂ ପୂର୍ବ ଉଦାହରଣଗୁଡ଼ିକୁ ନଜରରେ ରଖି ସେମାନେ ଏହା କରିଥାଆନ୍ତି। କିନ୍ତୁ ୟୁକ୍ରେନ୍‌ ସ୍ଥିତିକୁ ଭିନ୍ନ ଦିଗରୁ…

ମହିଳାଙ୍କ ଅବୈତନିକ କାର୍ଯ୍ୟ

ଡା. ସବିିତା ମିଶ୍ର ଆମ ଭାରତୀୟ ସଂସ୍କୃତିରେ ମହିଳାମାନେ ସାଧାରଣତଃ ଗୃହ ଭିତରେ ବିଭିନ୍ନ ପ୍ରକାର କାର୍ଯ୍ୟ ସମ୍ପାଦନ କରିଥାନ୍ତି। ସେମାନେ ଜଣେ ମା’, ସ୍ତ୍ରୀ, ଝିଅ ଓ ସେବାକାରିଣୀ ଭାବରେ କାର୍ଯ୍ୟ ତୁଲାଇବା ସହିତ ଘରର ରୋଷେଇ, ପିଲାଙ୍କ ଯତ୍ନ,…

ବଡ଼ଲୋକଙ୍କୁ ଉତ୍ତର ନାହିଁ

ନିରଞ୍ଜନ ସାହୁ ବିଜ୍ଞଜନେ, ଏହି କଥାଟି କାଳକାଳରୁ ଚାଲିଆସିଛି ଆମ ସମାଜରେ। କଥାରେ ନଥା ଭଳି କୌଣସି ଆଲୋଚନା ବେଳେ ଏହାକୁ କହି ଆମର କଥାର ଗୁରୁତ୍ୱ ଆମେ ବଢ଼ାନ୍ତି। ସ୍ବର୍ଗକୁ ନିଶୁଣି ନାହିଁକୁ ବ୍ୟବହାର କରାଯାଏ ଏକ ପରୀକ୍ଷିତ ସିଦ୍ଧାନ୍ତ…

ଏଇ ଭାରତରେ

ଗୋବର ଚପଲ କଥା ଶୁଣିଛନ୍ତି କି! ଏଭଳି ଚପଲ ତିଆରି କରୁଛନ୍ତି ଛତିଶଗଡ଼ର ରିତେଶ ଅଗ୍ରଓ୍ବାଲ। ୧୫ ବର୍ଷ ପୂର୍ବେ ରିତେଶ ଚାକିରି ଛାଡି ପ୍ରଥମେ ଗୋଶାଳାରୁ ଗୋବର ସଂଗ୍ରହ କରି ସେଥିରୁ ପରିବେଶ ଉପଯୋଗୀ ସାମଗ୍ରୀ ତିଆରି କରିବା ଆରମ୍ଭ…

ଏଇ ଭାରତରେ

ହାଇଡ୍ରୋପୋନିକ୍‌ ଫାର୍ମିଂ ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି। ଏହି ପଦ୍ଧତିରେ ବିନା ମାଟିରେ କେବଳ ପାଣିରେ ହିଁ ଚାଷ କରାଯାଉଛି। ଏବେ ବିନା ମାଟିରେ ଝୁଲନ୍ତା ଅବସ୍ଥାରେ ଆଳୁ ଫଳାଇପାରିବେ। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ଭବ ହେଉଛି ଏରୋପୋନିକ୍‌…

ଅଣୁ ଉଦ୍ୟୋଗରେ ଡିଜିଟାଲ ହିସାବ ଖାତା

ଶକ୍ତି ରଞ୍ଜନ ଦାଶ   ବ୍ୟବସାୟିକ ହିସାବ ଖାତା ହେଉଛି ଏକ ଦସ୍ତାବିଜ୍‌, ଯାହା ସମସ୍ତ ବ୍ୟବସାୟ ପରିଚାଳନାଗତ ସୂଚନା ଗଚ୍ଛିତ କରେ। ଫେଡେରାଲ ଡିପୋଜିଟ୍‌ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଏବଂ ଆମେରିକୀୟ କ୍ଷୁଦ୍ର ବ୍ୟବସାୟ ପ୍ରଶାସନ ଅନୁଯାୟୀ ବ୍ୟବସାୟର ପ୍ରକାର ଯଥା…

ଉଦ୍‌ବେଳନ ଓ ଅନୁଶୀଳନ

ଡ. ଗୌରୀଶଙ୍କର ସାହୁ   ମୁଁ ଯେତେବେଳେ ଶାହାପୁରସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ ପରିସରରେ ଯୋଗଦେଲି ଭଡ଼ାଘରଟିଏ ପାଇବା ପାଇଁ ବଡ଼ କସରତ କରିବାକୁ ପଡ଼ିଥିଲା। ବିଶ୍ୱବିଦ୍ୟାଳୟରେ କ୍ୱାର୍ଟର୍ସ ନ ଥିବାରୁ ଦ୍ରମଣ, ଶାହାପୁର, ରାଏତ୍‌ ପ୍ରଭୃତି ଅଞ୍ଚଳ ଯାହା ବିଶ୍ୱବିଦ୍ୟାଳୟ…

ଅସୁନ୍ଦରୀଙ୍କ ସହ ଅସୁନ୍ଦର

ପାଠ୍ୟପୁସ୍ତକ ଜରିଆରେ ଛାତ୍ରୀଛାତ୍ରଙ୍କ ମନରେ ସକାରାତ୍ମକ ଚିନ୍ତା ସୃଷ୍ଟି କରିବା ଲାଗି ସର୍ବଦା ପ୍ରୟାସ ହେବା କଥା। କିନ୍ତୁ ଦେଖାଯାଉଛି ୨୦୧୪ରେ କେନ୍ଦ୍ରରେ କ୍ଷମତାସୀନ ହୋଇଥିବା ସରକାର ଅନେକ କ୍ଷେତ୍ରରେ ଇତିହାସକୁ ବଦଳାଇବା ସହ ବିଦ୍ୟାର୍ଥୀଙ୍କୁ ‘ନୂଆ ଭାରତ’ରେ ଦୀକ୍ଷିତ କରିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri