ଆମେରିକା ଗଣତନ୍ତ୍ର ପ୍ରତି ବିପଦ
ମାଇକେଲ୍ ଲିଣ୍ଡ୍ ଓ୍ବାଶିଂଟନ୍ ଡିସିରେ ୬ ଜାନୁୟାରୀ ୨୦୨୧ରେ ଯାହା ଘଟିଥିଲା ସେଥିରୁ ବହୁତ କିଛି ଶିଖିବାକୁ ବାକି ରହିଛି। କାପିଟୋଲରେ ଟ୍ରମ୍ପ୍ଙ୍କ ସପକ୍ଷବାଦୀ ବିଦ୍ରୋହୀ ଜୋରଜବରଦସ୍ତି ପ୍ରବେଶ କରିଥିଲେ। ଆମେରିକାର ସାମ୍ବିଧାନିକ ବ୍ୟବସ୍ଥାକୁ ନଷ୍ଟ କରିବା ଲାଗି ଏହା ଥିଲା…
ସଜାଗ ହେବା ବେଳ
ବିପ୍ଳବ ଦିଲ୍ଲୀ ବାୟୁ ପ୍ରଦୂଷଣ ସମସ୍ତଙ୍କୁ ଚିନ୍ତାରେ ପକେଇ ଦେଇଛି। ଏପରିକି ଏଥିପାଇଁ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ତାଗିଦ କରିବାକୁ ପଡ଼ିଲା ଆଉ ସରକାର କଠୋର ନିଷ୍ପତ୍ତି ସ୍ବରୂପ ସ୍କୁଲ ବନ୍ଦ ରଖିବାକୁ ବାଧ୍ୟ ହେଲେ। ଖାଦ୍ୟ, ବସ୍ତ୍ର, ବାସଗୃହ ମଣିଷର…
କ୍ଲାଇମେଟ୍ ଫାଇନାନ୍ସ
ଅରବିନ୍ଦ ସୁବ୍ରମଣ୍ୟନ୍ ଗତ କିଛିବର୍ଷ ଧରି ବିଶେଷକରି ଗ୍ଲାସ୍ଗୋରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ(କପ୍୨୬) ପରେ ଶୂନ କାର୍ବନ ନିର୍ଗମନ ସ୍ତରକୁ ହାସଲ କରିବା ଲାଗି ଅଭିଯାନ ଚଳାଇଥିବା ବିକାଶଶୀଳ ଦେଶଗୁଡ଼ିକୁ ସହଯୋଗ କରିବାକୁ ଘରୋଇ ନିବେଶକମାନେ ଏକ ସୁଯୋଗ…
ଐତିହ୍ୟ ପ୍ରଦର୍ଶନର ଆବଶ୍ୟକତା
ଡ. ପ୍ରମୋଦ କୁମାର ପଣ୍ଡା ପୁରୁଷୋତ୍ତମ କ୍ଷେତ୍ର ପୁରୀରେ ଶ୍ରୀମନ୍ଦିର ପରିକ୍ରମା ସୌନ୍ଦର୍ଯ୍ୟକରଣ ଏକ ସ୍ବାଗତଯୋଗ୍ୟ ଓ ସୁନ୍ଦର ପଦକ୍ଷେପ। ଏହାଦ୍ୱାରା ବିଶ୍ୱ ପର୍ଯ୍ୟଟନ କ୍ଷେତ୍ରରେ ପୁରୀର ଗୁରୁତ୍ୱ ବୃଦ୍ଧି ପାଇବା ସୁନିଶ୍ଚିତ। ଜଗନ୍ନାଥ ସଂସ୍କୃତି କେଉଁ ଆଦିମ କାଳରୁ ବିଶ୍ୱକୈନ୍ଦ୍ରିକ…
ଯୁଦ୍ଧ ଅନାଥଙ୍କ ବିଶ୍ୱ ଦିବସ
ଡ.ମୌସୁମୀ ପରିଡ଼ା ବିଶେଷତଃ ପରିବାରଗୁଡ଼ିକରେ ବୃଦ୍ଧମାନଙ୍କୁ ଛାଡ଼ିଦେଲେ ପିଲାମାନେ ମଧ୍ୟ ଅବହେଳାର ଶିକାର ହୁଅନ୍ତି। ଖାଦ୍ୟ, ପୋଷାକ ସମ୍ବନ୍ଧୀୟ ଆବଶ୍ୟକତା ଛଡ଼ା ଅନ୍ୟ ବିଷୟ ପ୍ରତି ବିଶେଷ ଦୃଷ୍ଟି ଦିଆଯାଏ ନାହିଁ। କେବେକେବେ ସେମାନଙ୍କ ଶାରୀରିକ, ମାନସିକ ଉନ୍ନତି ବା ଅବନତିକୁ…
ଏଇ ଭାରତରେ
ଦିନେ ଉପାସରେ ଶୋଉଥିବା ଝିଅଟି ଏବେ ଅନ୍ୟମାନଙ୍କ ପେଟ କଥା ଚିନ୍ତା କରୁଛନ୍ତି। ସେ ହେଉଛନ୍ତି ତାମିଲନାଡୁ ତ୍ରିରୁଚି ନିବାସୀ ଚିନ୍ନାଥାମ୍ବି। ୨ ଟଙ୍କାରେ ସେ ଦୋଷା ବିକ୍ରି କରୁଛନ୍ତି। ଇଡ୍ଲି ପ୍ଲେଟ୍ ଦାମ୍ ୩ ଟଙ୍କା ଓ ଉପମାର ମୂଲ୍ୟ…
ଏଇ ଭାରତରେ
ସମ୍ପୂର୍ଣ୍ଣ ପ୍ରାକୃତିକ ପଦ୍ଧତିରେ ପ୍ରସ୍ତୁତ କପଡ଼ାରେ ବିଭିନ୍ନ ଜିନିଷ ତିଆରି କରି ଅଭିନବ ଧୌନ୍ଦିିୟାଲ ଏବଂ ବାସନ୍ତୀ ଭେଲୁରି ପରିବେଶ ଉପଯୋଗୀ ଫ୍ୟାଶନ୍ ଓ ନାରୀ ସଶକ୍ତୀକରଣକୁ ପ୍ରୋତ୍ସାହିତ କରୁଛନ୍ତି। ପ୍ରାକୃତିକ ପଦ୍ଧତିରେ ପ୍ରସ୍ତୁତ ରଙ୍ଗ ଓ ସୂତାରେ ପାରମ୍ପରିକ କୌଶଳରେ…
ଧର୍ମର ସଂଜ୍ଞା ଓ ପରିପାଳନ
ଡା. ଉମେଶ ଚନ୍ଦ୍ର ପାତ୍ର ଯାହାର ଜନ୍ମ ହୋଇଛି ତା’ର ଅବଶ୍ୟ ମୃତ୍ୟୁ ହେବ। ଯାହାର ବିକାଶ ଅଛି ତା’ର ବିନାଶ ନିଶ୍ଚୟ। ଏହି ଦୃଷ୍ଟିକୋଣରୁ ଯେଉଁସବୁ ପ୍ରବୃତ୍ତି ଏକଦା ଖୁବ୍ ଶକ୍ତିଶାଳୀ ହୋଇ ମନୁଷ୍ୟକୁ ବିପଥରେ ନେଇଯାଇଥାନ୍ତି ସେହି…
ମୋ ଘର ହିଁ ମୋ ଦେବାଳୟ
ସହଦେବ ସାହୁ ବର୍ଷ ଆରମ୍ଭର ପ୍ରଥମ ଦିନ ନିଜର ଈପ୍ସିତ ଠାକୁରଙ୍କ ମୂର୍ତ୍ତିକୁ ଦର୍ଶନ କଲେ ବର୍ଷଯାକ ଭଲରେ କଟିବ ବୋଲି ବିଶ୍ୱାସ କରୁଥିବା ଲୋକଟିଏ ଉକ୍ତ ଠାକୁରଙ୍କ ମୂର୍ତ୍ତି ଥିବା ମନ୍ଦିରକୁ ଯାଆନ୍ତି, ମୂର୍ତ୍ତିର ପାଖରେ ବା ସାମନାରେ…
ଚାକିରି ନାହିଁ
ଭାରତରେ ବେକାରି ହାର ବୃଦ୍ଧି ଚିନ୍ତା ବଢ଼ାଇ ଦେଇଛି। ଭାରତୀୟ ଅର୍ଥନୀତି ମନିଟରିଂ ସେଣ୍ଟର (ସିଏମ୍ଆଇଇ) ଏ ସଂକ୍ରାନ୍ତରେ ଏକ ରିପୋର୍ଟ ପ୍ରସ୍ତୁତ କରିଛି। ଏଥିରେ ଦର୍ଶାଇଛି ଯେ, ଡିସେମ୍ବର ୨୦୨୧ରେ ବେକାରି ସ୍ତର ୭.୯ %କୁ ବୃଦ୍ଧି ପାଇଛି, ଯାହା…
୩୧ରେ ୧
ଗତବର୍ଷ ଡିସେମ୍ବର ୧୫ରେ କେନ୍ଦ୍ର କ୍ୟାବିନେଟ ଝିଅମାନଙ୍କ ବିବାହ ବୟସ ୧୮ରୁ ୨୧କୁ ବୃଦ୍ଧି କରିବା ଲାଗି ଅନୁମୋଦନ କରିଥିଲେ। ଏହା ପରେ ଡିସେମ୍ବର ୨୧ରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଶିଶୁ ବିବାହ ନିରୋଧ…
ଏଇ ଭାରତରେ
ପ୍ଲାଷ୍ଟିକ୍ ବର୍ଜ୍ୟ ଏବେ ନଦୀ, ହ୍ରଦ ଓ ସମୁଦ୍ରରେ ଜଳଜୀବଙ୍କ ପାଇଁ ବିପଦ ପାଲଟିଛି। ଏଭଳି ସ୍ଥିତିକୁ ସମସ୍ତେ ହୃଦୟଙ୍ଗମ କଲେ ମଧ୍ୟ ୨୪ ବର୍ଷୀୟ ସ୍ନେହା ସାହିଙ୍କ ଚିନ୍ତାଧାରା ଭିନ୍ନ। ଗୁଜରାଟର ଝିଅ ସ୍ନେହା ନିଜ ଟିମ୍କୁ ନେଇ ନଦୀରୁ…
Archives


