ଏଇ ଭାରତରେ

ଦିନେ ଉପାସରେ ଶୋଉଥିବା ଝିଅଟି ଏବେ ଅନ୍ୟମାନଙ୍କ ପେଟ କଥା ଚିନ୍ତା କରୁଛନ୍ତି। ସେ ହେଉଛନ୍ତି ତାମିଲନାଡୁ ତ୍ରିରୁଚି ନିବାସୀ ଚିନ୍ନାଥାମ୍ବି। ୨ ଟଙ୍କାରେ ସେ ଦୋଷା ବିକ୍ରି କରୁଛନ୍ତି। ଇଡ୍‌ଲି ପ୍ଲେଟ୍‌ ଦାମ୍‌ ୩ ଟଙ୍କା ଓ ଉପମାର ମୂଲ୍ୟ ୪ ଟଙ୍କା ରଖିଛନ୍ତି। ପ୍ରତିଦିନ ପାଖାପାଖି ୮୦୦ ଦୋଷା ବିକ୍ରି କରୁଛନ୍ତି। ଏହା ସନ୍ଧ୍ୟା ୬.୩୦ରୁ ବିଳମ୍ବିତ ରାତି ଯାଏ ଚାଲୁ ରହୁଛି। ଦୋଷା ସହ ଲୋକମାନଙ୍କୁ ଇଡ୍‌ଲି, ପରଟା, ଉପମା, ଆମ୍‌ଲେଟ ମାଗଣାରେ ଦେଉଛନ୍ତି। ଏସବୁ ଆଇଟମ୍‌କୁ ନେଇ ମୋଟରେ ସେ ୨୪ ପ୍ରକାର ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ହେଲେ ଦୋଷାର ଚାହିଦା ସବୁଠୁ ଆଗରେ ରହିଛି। ଚିନ୍ନାଥାମ୍ବିଙ୍କ ବୟସ ୪୯। ରାସ୍ତାକଡ଼ରେ ରହୁଥିବା ଅନେକ ଲୋକଙ୍କୁ ସେ କମ୍‌ ମୂଲ୍ୟରେ ପେଟପୂରା ଖାଇବାକୁ ଦେଉଛନ୍ତି। ୬ ବର୍ଷ ହେବ ସେ ଏହି କାର୍ଯ୍ୟ କରିଆସୁଛନ୍ତି। ପ୍ରତିଦିନ ସକାଳୁ ଉଠି ଖାଦ୍ୟ ଲାଗି ଜିନିଷ ପ୍ରସ୍ତୁତରେ ଲାଗିପଡ଼ନ୍ତି। ଦୋକାନରୁ ଯାହା ରୋଜଗାର ହୁଏ ତାହା ଜିନିଷ କିଣାରେ ଶେଷ ହୋଇଯାଏ, ଲାଭ କହିଲେ ସେ ପାଉଥିବା ଆନନ୍ଦ ବୋଲି କହନ୍ତି ଚିନ୍ନାଥାମ୍ବି।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ବନାମ ଓଡ଼ିଆ ସାହିତ୍ୟ

ସଭ୍ୟତାର ବିକାଶ କ୍ରମରେ ମଣିଷ ନିଜର ବୁଦ୍ଧିମତ୍ତାକୁ ବ୍ୟବହାରକରି ଅନେକ ଅସାଧ୍ୟକୁ ସାଧନ କରିଛି। ସେଇ ପରିପ୍ରେକ୍ଷୀରେ ଚଳନ୍ତି ସମୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)…

ନାଟୋ ଓ ପ୍ରତିରକ୍ଷା ବଜାର

୧୯୩୯ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କାନାଡ଼ା ପାଖରେ କୌଣସି ଆଖିଦୃଶିଆ ସାମରିକ ଶିଳ୍ପ ନ ଥିଲା। ହେଲେ ୬ ବର୍ଷ ପରେ,…

ମୁଇଁ ପାଠ ପଢ଼ିନି ଆଜ୍ଞା

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ତୃତୀୟ ସ୍ବର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ ମାଣ୍ଡିଆ ରାଣୀ ନାମରେ ପରିଚିତା ଡ. ରାଇମତୀ ଘିଉରିଆ। କୋରାପୁଟ ଜିଲା କୁନ୍ଦୁରା…

ଏଇ ଭାରତରେ

ଏକତା ନହର ରହୁଛନ୍ତି ନଏଡାର ଏକ ଆପାର୍ଟମେଣ୍ଟରେ। ପେସାରେ ସେ ଜଣେ ଚିତ୍ରଶିଳ୍ପୀ। ଏବେ ତାଙ୍କୁ ବୟସ ୩୫। ବିଲୁପ୍ତିର ଦ୍ୱାର ଦେଶରେ ଥିବା କେତେକ ପ୍ରଜାତିର…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri