ଏଇ ଭାରତରେ
ଅନ୍ୟର ଦୁଃଖ ବୁଝିଲେ ନିଜ ଦୁଃଖ କମିଯାଏ। ଅନ୍ୟର ସେବା କଲେ ଦୁର୍ବଳତା ଓ ପୀଡ଼ା ବିରୋଧରେ ଲଢ଼ିବାକୁ ଶକ୍ତି ମିଳେ। ଜୁନାଗଡ଼ର ଏମିତି ଦୁଇ ଭଉଣୀ ନିଜ ଯନ୍ତ୍ରଣାକୁ ଭୁଲି ୧୦ ବର୍ଷ ଧରି ମାନସିକ ସ୍ତରରେ ଦୁର୍ବଳ...
ଏକ ବିରଳ ବ୍ୟକ୍ତିତ୍ୱ
ଡ. ଶୁଭ୍ରାଂଶୁ ପଟ୍ଟନାୟକ ୧୨୦ ବର୍ଷ ତଳେ ଏହି ମାଟିରେ ଜନ୍ମ ନେଇଥିଲେ ଜଣେ ଋଷି ଜନକ ଯୋଗନିଷ୍ଠ ମହାନ୍ ନବକୃଷ୍ଣ ଚୌଧୁରୀ (ବାପି)। ଆମେ ଜାଣୁ ଋଷି ଜନକ ଏକାଧାରରେ ରାଜା ଓ ଋଷି ଥିଲେ। କିନ୍ତୁ ଆମେ...
ଚାଷୀଙ୍କ ମୃତ୍ୟୁ ପାଇଁ ଦାୟୀ କିଏ
ଡ. ସନ୍ତୋଷ କୁମାର ମହାପାତ୍ର ନିକଟରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି ୩ଟି କୃଷି ଆଇନ ପ୍ରତ୍ୟାହାର କରାଗଲା ବୋଲି ଘୋଷଣା କରିଛନ୍ତି। ସାମ୍ବିଧାନିକ ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ ବୋଲି ଆଶ୍ୱାସନା ଦେବା ସହିତ ଆନ୍ଦୋଳନ ଛାଡ଼ି ଘରକୁ ଯିବାକୁ...
ଝିଅଙ୍କ ପାଠ
କୋଭିଡ୍-୧୯କୁ ଦୁଇବର୍ଷ ପୂରିବାକୁ ଯାଉଥିବା ବେଳେ ବିଶ୍ୱସାରା ଛାତ୍ରୀଛାତ୍ରଙ୍କ ପାଠପଢ଼ା ଘୋର ପ୍ରଭାବିତ ହୋଇଛି। ଅନ୍ଲାଇନ୍ ଶିକ୍ଷା ଯଦିଓ ମହାମାରୀ ସମୟରେ ଭାରସାଯୋଗ୍ୟ ମାଧ୍ୟମ ହୋଇପାରିଛି, ତଥାପି ଏହା କୌଣସି ଭାବେ ଶ୍ରେଣୀକକ୍ଷ ପଢ଼ା ସହ ସମକକ୍ଷ ନୁହେଁ ବୋଲି...
ଅବିଶ୍ୱସନୀୟ ଅମଲାତନ୍ତ୍ରୀ
ସବୁ ଗଣତାନ୍ତ୍ରିକ ଦେଶରେ ସରକାରୀ ବ୍ୟବସ୍ଥା ଚାଲିବା ପାଇଁ କେତେକ ମୂଳଦୁଆ ପଡ଼ିଥାଏ। ସର୍ବୋଚ୍ଚରେ ପାର୍ଲାମେଣ୍ଟ ଅର୍ଥାତ୍ ବିଧାନପାଳିକା ଥିବାବେଳେ ନ୍ୟାୟପାଳିକା, କାର୍ଯ୍ୟପାଳିକା ବା ଅମଲାତନ୍ତ୍ର ଏବଂ ଅଣଆନୁଷ୍ଠାନିକ ଭାବେ ଗଣମାଧ୍ୟମକୁ ହିସାବ କରାଯାଏ। ଭାରତୀୟ ସମ୍ବିଧାନରେ ମଧ୍ୟ ସେହିଭଳି...
ଯେତେ ବୁଦ୍ଧି, ସେତେ ବିଭ୍ରାଟ
ରଞ୍ଜନ କୁମାର ଦାସ ମଣିଷ ଯେତେବେଳେ ଆଦିମ ଥିଲା ସେ ଖୁବ୍ ନିଶ୍ଚିନ୍ତରେ, ନିରାଡ଼ମ୍ବର ଭାବେ ଓ ନିରୁଦ୍ବିଗ୍ନ ଭାବେ ତା’ର ଜୀବନ ଜିଉଁଥିଲା। ଯେଉଁଠି ଯାହା ପାଉଥିଲା ଖାଇ ଦେଉଥିଲା। ଯେଉଁଠି ହାଲିଆ ଲାଗୁଥିଲା ନିଦରେ ଶୋଇ ପଡ଼ୁଥିଲା।...
ମାଛ ତ ଏତେ, ଶୁଖୁଆ କେତେ
ପୁଷ୍ପାରାଣୀ ମିଶ୍ର ସୃଷ୍ଟିର ଅୟମାରମ୍ଭରୁ ମାନବ ସମାଜଟିଏ ଗଢ଼ି ବଞ୍ଚିବା ଶିଖିଛି, ହିଂସ୍ରଜନ୍ତୁଙ୍କ ଭୟରେ ଗିରିକନ୍ଦରରେ ମଧ୍ୟ ଦଳଗତ ଜୀବନ ବିତାଇଛି। ତେଣୁ ଭଲ ଫଳ ମୂଳଟିଏ ପାଇଲେ ତାକୁ ପରିବାର ପରିଜନଙ୍କ ସହିତ ବାଣ୍ଟିଖାଇବା ହେଲା ତା’ର ଏକ...
ଏଇ ଭାରତରେ
ଗୋଷ୍ଠୀଗତ ପ୍ରୟାସ କିଭଳି ଭୋକିଲାଙ୍କ ପେଟ ଭରିପାରେ ତାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ପୁଣେରେ। ସ୍ନେହାଜ ଚଓ୍ବାଲଙ୍କ ନେତୃତ୍ୱରେ ତାଙ୍କର ୬ ଜଣ ସାଙ୍ଗ ପୁଣେରେ ୨ଟି କମ୍ୟୁନିଟ୍ କିଚେନ ଚଳାଉଛନ୍ତି। ଏଠାରେ ପ୍ରତିଦିନ ସହରର ୪୦୦ ଭୋକିଲା ଲୋକଙ୍କୁ...
ସଂସ୍କାର ନୁହେଁ, ସମସ୍ୟା
ଆକାର ପଟେଲ କୃଷି ଆଇନଗୁଡ଼ିକୁ ପ୍ରତ୍ୟାହାର କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଦୁଇ ଗୋଷ୍ଠୀର ଲୋକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ। ପ୍ରଥମ ଗୋଷ୍ଠୀରେ ରହିଛନ୍ତି ବର୍ଷେରୁ ଅଧିକ ସମୟ ଧରି କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା...
ଆଇନ କୂଟନୀତିଜ୍ଞ
ଜାତିସଂଘ ସାଧାରଣ ସଭା ଦ୍ୱାରା ୧୯୪୭ରେ ଅନ୍ତର୍ଜାତୀୟ ଆଇନ କମିଶନ (ଆଇଏଲ୍ସି) ଗଠନ କରାଯାଇଥିଲା। ଅନ୍ତର୍ଜାତୀୟ ଆଇନର ପ୍ରଗତିଶୀଳ ବିକାଶକୁ ପ୍ରୋତ୍ସାହିତ କରିବା ଦିଗରେ ଏହା କାର୍ଯ୍ୟ କରିଆସୁଛି। ଏବର କାର୍ଯ୍ୟକ୍ରମ ଦେଖିଲେ ଏହା ବିଭିନ୍ନ ପ୍ରକାର ଚୁକ୍ତି, ପରିବେଶ...
ମତ୍ସ୍ୟ ସମ୍ପଦ ଅଭିବୃଦ୍ଧି
ପ୍ରକାଶ ତ୍ରିପାଠୀ ପୃଥିବୀରେ ଜୀବନ ସର୍ଜନା ଆରମ୍ଭରୁ ମତ୍ସ୍ୟ ସମ୍ପଦର ଉପସ୍ଥିତିକୁ ଉଭୟ ଜୀବ ବିଜ୍ଞାନୀ ଓ ଭଗବଦ୍ବିଶ୍ୱାସୀମାନେ ଗ୍ରହଣ କରନ୍ତି। ମାଛ ଏକ ସୁଷମ, ପୁଷ୍ଟିକର, ସହଜ ଉପଲବ୍ଧ ଓ ସ୍ବାଦଯୁକ୍ତ ହୋଇଥିବାରୁ ଏବେ ବିଶ୍ୱରେ ମାଛ ଖାଉଥିବା...
ଏଇ ଭାରତରେ
ମଲିହାବାଦ୍ର ଏକ ଆମ୍ବବଗିଚା ଦେଇ ସକାଳେ କିମ୍ବା ସନ୍ଧ୍ୟାବେଳେ ଯିବା ସମୟରେ ବକ୍ସରଙ୍କ ପଞ୍ଚିଂ ଶବ୍ଦ ଶୁଣିପାରିବେ। ଏହି ବଗିଚାର ମାଲିକ ହେଉଛନ୍ତି ମହମ୍ମଦ ସୈଫ ଖାନ୍ । ପେସାରେ ସେ ଜଣେ ଆମ୍ବଚାଷୀ ଓ ଭଲ ବକ୍ସର। ଏବେ...
Archives


