ସମ୍ପାଦକୀୟ

ପ୍ରଗତିର ପଥ ଗଣତନ୍ତ୍ର

କୌଶିକ ବସୁ ଭାରତ ଏବଂ ବିଶ୍ୱବ୍ୟାଙ୍କ୍‌ରେ ଜଣେ ନୀତି ନିର୍ଦ୍ଧାରକ ଭାବେ କାର୍ଯ୍ୟ କରୁଥିତ୍ବା ସମୟରେ ମୁଁ କିଛି ନେତାଙ୍କ ସଂସ୍ପର୍ଶରେ ଆସିଛି। ସେମାନଙ୍କ ମଧ୍ୟରେ ଆମେରିକାର ପରରାଷ୍ଟ୍ର ସଚିବ ମ୍ୟାଡେଲିନି ଅଲ୍‌ବ୍ରାଇଟଙ୍କୁ ସମ୍ମାନ କରୁଥିତ୍ଲି। ସେ ଥିଲେ ଜଣେ ମାଷ୍ଟର…

ଆଉ ଚଳୁନି ମୁରବିପଣିଆ

ଯଦୁମଣି ପାଣିଗ୍ରାହୀ ସେଦିନ ରାତି ପ୍ରାୟ ୧୧ଟା ପାଖାପାଖି ହେବ। ମୋ ପଡ଼ୋଶୀ ବିଶ୍ୱାଳବାବୁଙ୍କ ଘରୁ ଖୁବ୍‌ ଜୋରରେ ପାଟିତୁଣ୍ଡ ଶୁଭିଲା। କାରଣ କ’ଣ ଜାଣିବାକୁ ବାହାରକୁ ଆସିଲି। ଘର ଭିତରୁ ତାଙ୍କ ଅବିବାହିତ ପୁଅ ପ୍ରକାଶର ପାଟି ସ୍ପଷ୍ଟ ଶୁଣାଯାଉଥିଲା।…

ଜଙ୍ଗଲ ନିଆଁ ଓ ବନ୍ୟପ୍ରାଣୀ

ଅଲେଖ ଚନ୍ଦ୍ର ସାମଲ ଆଜି ବିଶ୍ୱ ବନ୍ୟପ୍ରାଣୀ ଦିବସ। ବନ୍ୟ ଜୀବମାନଙ୍କର ଶରୀରର ବିଭିନ୍ନ ଅଂଶକୁ ବେଆଇନ ଭାବେ ଚାଲାଣ କରିବା ଏବେ ବିଶ୍ୱର ଅନ୍ୟତମ ଲାଭଦାୟକ ବ୍ୟାପାର ପାଲଟିଛି। ସେ ହାତୀଦାନ୍ତ ହେଉ ବା ଗଣ୍ଡା ଶିଙ୍ଗ କିମ୍ବା ବାଘ…

ଏଇ ଭାରତରେ

କୃଷି କ୍ଷେତ୍ରରେ ଡ୍ରୋନ୍‌ ବ୍ୟବହାରକୁ ବ୍ୟାପକ କରିବା ଲାଗି ସରକାର ଘୋଷଣା କରିଛନ୍ତି ସତ, ହେଲେ କେରଳର ଆଲପ୍ପୁଜାରେ ଜନ୍ମିତ ଭାଇ-ଭଉଣୀ ଏ କ୍ଷେତ୍ରରେ କିଛି ପାଦ ଆଗକୁ ବଢ଼ିଛନ୍ତି । ନିଜସ୍ବ ପ୍ରୟାସରେ ଦେବିକା ଏବଂ ଦେବନ ଚନ୍ଦ୍ରଶେଖରନ ୨୦୨୦ରେ…

ଏଇ ଭାରତରେ

ଗୋଟିଏ ପଟେ ସରକାରୀ ଚାକିରିର ଦାୟିତ୍ୱ ଅନ୍ୟପଟେ ଅସହାୟ ପିଲାଙ୍କ ଟ୍ୟୁଶନ ଭାରରେ କେବେ ବି ବିଚଳିତ ହୋଇନାହାନ୍ତି ତିନି ସରକାରୀ ଅଧିକାରୀ। ଏହି ଅଧିକାରୀମାନେ ହେଉଛନ୍ତି ବିହାରର ସନ୍ତୋଷ କୁମାର, ବିଜୟ କୁମାର ଏବଂ ରଞ୍ଜନ ପ୍ରକାଶ। ସନ୍ତୋଷ ଏବେ…

ଶବ୍ଦ ପ୍ରଦୂଷଣ ବିପଦ

ନାରାୟଣ ଚନ୍ଦ୍ର ବିଶ୍ୱାଳ ପରିବେଶ ପ୍ରଦୂଷଣ ପରେ ଶବ୍ଦ ପ୍ରଦୂଷଣ ଆଉ ଏକ ଗୁରୁତର ସମସ୍ୟା ଭାବେ ଆଧୁନିକ ସଭ୍ୟତାରେ ମୁଣ୍ଡ ଟେକିଛି। ଏଥିଯୋଗୁ ଆଜିର ମଣିଷ, ମୁଖ୍ୟତଃ ସହରର ମଣିଷ ବିଭିନ୍ନ ପ୍ରକାର ମାନସିକ ଓ ଶାରୀରିକ ରୋଗରେ ଆକ୍ରାନ୍ତ…

ବସନ୍ତ ପ୍ରତ୍ୟାଖ୍ୟାତ ଉଦ୍ୟାନ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ସିପାହି ବିଦ୍ରୋହରେ ଅଂଶଗ୍ରହଣ ଅପରାଧରେ ମ୍ୟାନ୍‌ମାରଠାରେ (ସେତେବେଳର ବର୍ମା) ନିର୍ବାସିତ ରୂପେ ଶେଷଜୀବନ କଟାଇଥିଲେ ଦିଲ୍ଲୀର ଶାସକ ତଥା ପ୍ରସିଦ୍ଧ ଉର୍ଦ୍ଦୁ କବି ବାହାଦୁର ଶାହ ଜାଫର। ନିବିଡ଼ ରୂପେ ଭଲପାଉଥିବା ଜନ୍ମଭୂମିର କୋଳରୁ ବହୁଦୂରରେ…

ସମସ୍ତଙ୍କୁ ପରୀକ୍ଷା

ୟୁକ୍ରେନ ଓ ରୁଷିଆ ମଧ୍ୟରେ ଜାରି ଯୁଦ୍ଧରେ ମୁଖ୍ୟତଃ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ନେଇ ଚର୍ଚ୍ଚା ଚାଲିଛି। ପ୍ରତିବର୍ଷ ୟୁକ୍ରେନ୍‌ ସମେତ ଅନ୍ୟ ଦେଶକୁ ଭାରତୀୟ ଛାତ୍ରମାନେ ଡାକ୍ତରୀ ପଢ଼ିବାକୁ ଯାଉଛନ୍ତି। ଏହାର ଗୋଟିଏ କାରଣ ହେଉଛି ସେଠାରେ ପଢ଼ିବା ଶସ୍ତା…

ଏଇ ଭାରତରେ

ରୋଷେଇ ବାଦ୍‌ ଷ୍ଟୋଭ୍‌ ଓଭାନ କାମ କରୁଛି। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ କଥାଟି ସତ। ଏହା କରି ଦେଖାଇଛନ୍ତି ଅବ୍‌ଦୁଲ କରିମ। ସେ ଏହି ଉଦ୍ଭାବନର ନାମ ରଖିଛନ୍ତି ରକେଟ ଷ୍ଟୋଭ୍‌। ସବୁଠୁ ବଡ଼ କଥା ହେଉଛି, ଏଥିରେ ଇନ୍ଧନ…

ଦେବଦେବ ମହାଦେବ

ଅଲେଖ ଚନ୍ଦ୍ର ମିଶ୍ର   ଦେବତାଙ୍କର ଦେବତା ସେ ମହାନ୍‌ ଦେବତା, ତେଣୁ ତାଙ୍କ ନାମ ଦେବଦେବ ମହାଦେବ। ସେ ସକଳ ଦେବଦେବୀଙ୍କର ପିତୃତୁଲ୍ୟ। କାରଣ ସୃଷ୍ଟିର ବହୁ ପୂର୍ବରୁ ଏକମାତ୍ର ବିରାଜିତ ଥିବା ଆଦିମାତାଙ୍କର ପତି ସେ। ଏ ବିଷୟରେ…

ଏମିତି ଫ୍ରି ଆଉ କେତେଦିନ

ଇବ୍ରାର ଖାଁ   ଗଲା କିଛି ଦଶନ୍ଧି ହେଲା ସମାଜର ଗରିବ, ଦଳିତ, ନିଷ୍ପେଷିତ ବର୍ଗର ଲୋକମାନଙ୍କଠାରୁ ଆରମ୍ଭ କରି କୃଷକ, ଛାତ୍ର, ଭିନ୍ନକ୍ଷମ, ବୃଦ୍ଧ, ବିଧବା ପର୍ଯ୍ୟନ୍ତ ଅନେକଙ୍କୁ କେନ୍ଦ୍ର ଆଉ ରାଜ୍ୟ ସରକାରମାନଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ମାଧ୍ୟମରେ…

ଭାରତ ଅଧିକ ବିପଦାପନ୍ନ

କୋଭିଡ୍‌-୧୯ ଭୂତାଣୁ ବିଶ୍ୱକୁ କଲବଲ କରିଦେଇଥିବାରୁ ସବୁ ରାଷ୍ଟ୍ରର ଆର୍ଥିକ ଓ ସ୍ବାସ୍ଥ୍ୟଜନିତ ସମସ୍ୟା ବଢ଼ିଯାଇଛି। ଏଭଳି ସମୟରେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ନେଇ ପୃଥିବୀବ୍ୟାପୀ ଆଲୋଚନା ହେଉଛି। ଏଥିରେ ଦୁଇ ଦେଶର ବହୁ ଧନଜୀବନ ନଷ୍ଟ ହେବା ସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri