ସମ୍ପାଦକୀୟ

ମୃତ୍ୟୁଯନ୍ତା

ଡ. ଜୟକୃଷ୍ଣ ପାଣିଗ୍ରାହୀ ମାନବ ସଭ୍ୟତାର ଅଭ୍ୟୁଦୟ ଏବଂ ବିବର୍ତ୍ତନ ପ୍ରକ୍ରିୟାରେ ବିବିଧ କ୍ଷେତ୍ରରେ ଯେଉଁସବୁ ପ୍ରଗତିଶୀଳ ବିପ୍ଳବର ସୂତ୍ରପାତ ହୋଇଛି, ସେଥିରେ ପ୍ରମୁଖ ରୂପେ ଅନ୍ତର୍ଭୁକ୍ତ ରହିଛି କୃଷି, ଶିଳ୍ପ, ଶିକ୍ଷା, ସ୍ବାସ୍ଥ୍ୟ, ପରିବହନ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି…

ବୈଶ୍ୱିକ କ୍ଷୁଧା ଓ ଖାଦ୍ୟ ବ୍ୟବସ୍ଥା

ଆଲେକ୍‌ଜାଣ୍ଡର ମୁଲର, ଭାୟୋଲେଟ ଶିଭ୍ୟୁଟ୍‌ସେ ବୈଶ୍ୱିକ ଖାଦ୍ୟ ବ୍ୟବସ୍ଥା ଛିନ୍ନଭିନ୍ନ ହୋଇଯାଇଛି। ଯଦିଓ ଏହା ୮୧୧ ମିଲିୟନ ( ୮୧.୧ କୋଟି)ଲୋକଙ୍କୁ ଖାଦ୍ୟ ଯୋଗାଇବା ଲାଗି ଅଧିକରୁ ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ ଉପତ୍ାଦନ କରୁଛି ତଥାପି ବିଶ୍ୱ ଜନସଂଖ୍ୟାର ୧୦%ରୁ ଅଧିକ…

ବିଘଟନକାରୀ ଶକ୍ତି

ଇବ୍ରାର ଖାଁ ବର୍ତ୍ତମାନ ଦେଶର ସାମାଜିକ ଏବଂ ଆର୍ଥିକ ସ୍ଥିତିକୁ ଅନୁଧ୍ୟାନ କଲେ ଆମେ ପ୍ରଗତି ପଥରେ କେତେଦୂର ଆଗେଇବାରେ ସମର୍ଥ ହୋଇଛୁ ତାହା ହିଁ ବିଚାର୍ଯ୍ୟ। ଘଟିଯାଉଥିବା ଘଟଣା ପ୍ରବାହକୁ ଅନୁଶୀଳନ କଲେ ଲୋକମାନଙ୍କର ଆଉ ଆଇନକାନୁନ୍‌ ବ୍ୟବସ୍ଥା ପ୍ରତି…

ଏଇ ଭାରତରେ

ଇଞ୍ଜିନିୟରିଂ ପଢ଼ିବା ସହ ପରିବେଶ ସୁରକ୍ଷାରେ ଲାଗିଛନ୍ତି ମଧ୍ୟପ୍ରଦେଶର ବିଶାଲ ଶ୍ରୀବାସ୍ତବ। ସେ ଦ୍ୱିତୀୟ ବର୍ଷ ଇଞ୍ଜିନିୟରିଂ ଛାତ୍ର ଥିବାବେଳେ ୨୦୧୯ରେ ‘ପ୍ରୟାସ’ ଏନ୍‌ଜିଓର ଏକ ଟିମ୍‌ ସହ ଗ୍ବାଲିୟରର ମରୁଡ଼ିପ୍ରବଣ ଅଞ୍ଚଳକୁ ଯାଇ ସେଠାରେ ଲୋକଙ୍କ ଦୁର୍ଦ୍ଦଶା ଦେଖି ବୃକ୍ଷରୋପଣ…

ଘାତକ ଅନ୍‌ଲାଇନ ଗେମ୍‌

ପ୍ରକାଶ ତ୍ରିପାଠୀ   ସମୟ- ଗତ ଜୁନ ୫ ତାରିଖ ରାତ୍ର ୩ଟା। ସ୍ଥାନ- ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷୌ। ୧୬ ବର୍ଷର ଜଣେ କିଶୋର ଭାରତୀୟ ସେନାବାହିନୀରେ କାର୍ଯ୍ୟରତ ନିଜ ବାପାଙ୍କ ପିସ୍ତଲ ଧରି ମା’ଙ୍କ ଶୋଇବାଘରକୁ ପ୍ରବେଶ କଲେ। ମା’…

ସମୀକ୍ଷାର ସମୟ

ମୀରା ବେଉରା   ଜାତିର ପିତା ମହାତ୍ମା ଗାନ୍ଧୀ କହୁଥିଲେ- ମୁଁ ଏପରି ଭାରତବର୍ଷ ନିମନ୍ତେ କାମ କରିବି, ଯେଉଁଠି ଦରିଦ୍ରରୁ ଦରିଦ୍ରମାନେ ଅନୁଭବ କରିବେ ଯେ ଏହା ସେହିମାନଙ୍କ ଦେଶ, ଯାହାର ନିର୍ମାଣରେ ସେମାନଙ୍କର ଫଳପ୍ରଦ ଅବଦାନ ରହିଥିବ। ଏପରି…

ଅରଣ୍ୟରୁ ଶିକ୍ଷା

ଅରଣ୍ୟର ଗୁରୁତ୍ୱ ଓ ଗ୍ରହଣୀୟତା ସବୁ ଯୁଗରେ, ଶାସ୍ତ୍ରରେ ରହିଆସିଛି। ମୁଖ୍ୟତଃ ହିନ୍ଦୁ ଦର୍ଶନରେ ଅରଣ୍ୟ ଓ ସେଥିରେ ଥିବା ସ୍ଥାୟୀ ଗ୍ରାମ ବା ସମାଜ ମଧ୍ୟରେ ନିରନ୍ତର ଏକ ତୁଳନାତ୍ମକ ମୂଲ୍ୟାଙ୍କନ କରାଯାଇଛି, ଯାହାକୁ ସ୍ବୀକାର ନ କଲେ ଉକ୍ତ…

ଏଇ ଭାରତରେ

ପରିବେଶ, ଆର୍ଥିକ ବିକାଶ ଓ ପାନୀୟ ଜଳ ପାଇଁ ଏକ ଝରଣା ସଫେଇ ପରମ୍ପରା ଦେଖିବାକୁ ମିଳେ କଶ୍ମୀରର ପଞ୍ଜାଥ ଗାଁରେ। ଏହି ଗାଁରେ ଥିବା ପଞ୍ଜାଥ ନାଗ ନାମକ ଏକ ଝରଣାକୁ ପ୍ରତିବର୍ଷ ସଫା କରାଯିବା ପରମ୍ପରା ବହୁ ଶତାବ୍ଦୀ…

ନିଖୋଜ ପରୀକ୍ଷାର୍ଥୀ

ହରିଶଙ୍କର ମିଶ୍ର   ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରାୟ ୪୭ ହଜାର ଛାତ୍ରୀଛାତ୍ର ଅନୁପସ୍ଥିତ ରହିବାର କାରଣ ସମ୍ପର୍କରେ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିବର୍ଷ କିଛି…

ବିଶ୍ୱ ଅର୍ଥ ବ୍ୟବସ୍ଥା ଟଳମଳ

ଡ. ସନ୍ତୋଷ କୁମାର ମହାପାତ୍ର   ବିଶ୍ୱରେ ରିସେସନ ବା ମାନ୍ଦାବସ୍ଥା ଦେଖାଦେଇଛି ବୋଲି କେହି କହିଲା ବେଳେ ଆଉ କେତେଜଣ କହୁଛନ୍ତି ‘ଟେକ୍ନିକାଲ ରିସେସନ’ ଆଡ଼କୁ ମୁହାଁଉଛି। କିନ୍ତୁ ଏକ ଦେଶ ପାଇଁ ରିସେସନର ପରିଭାଷା ଏବଂ ବିଶ୍ବ ଅର୍ଥନୀତି…

ଗୋରୁ, ଆଇଏଏସ୍‌

କ୍ଷମତା ଉପଭୋଗ ବିଷୟ ଉଠିଲେ ସାଧାରଣରେ ରାଜନୈତିକ ବ୍ୟକ୍ତିଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ ହୋଇଥାଏ। କିନ୍ତୁ ଭାରତରେ ସର୍ବାଧିକ କ୍ଷମତା ଅମଲାତନ୍ତ୍ରୀମାନେ ଉପଭୋଗ କରୁଥିବା ପ୍ରମାଣିତ। ରାଜନେତା ଏକ ସାମୟିକ ସମୟ ପାଇଁ ଲୋକଙ୍କ ଦ୍ୱାରା ବଛା ହେଉଥିବା ବେଳେ ଅମଲାତନ୍ତ୍ରୀ…

ଏଇ ଭାରତରେ

ଜୀବନରେ ରିକ୍ସାଚାଳକ ଭାବେ ଏକ କଷ୍ଟକର ଜୀବନ ବଞ୍ଚିବାର ଅନୁଭୂତି ଥିଲା ହରିୟାଣାର ଧରମବୀର କାମ୍ବୋଜଙ୍କର। ଦିଲ୍ଲୀରେ ରିକ୍ସା ଚଳାଇ ଅନେକ ରାତି ବସ୍‌ଷ୍ଟାଣ୍ଡରେ ଶୋଇଛନ୍ତି। ଯମୁନାନଗର ଜିଲାର ଡାମଲା ଗାଁର ଧରମବୀର ଏହି ସଂଘର୍ଷମୟ ଜୀବିକାରେ ସୀମିତ ନ ରହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri